Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଚନ୍ଦ୍ରରେ ପାହିଲା ରାତି, ନିଦରୁ ଉଠିବେ ବିକ୍ରମ ଓ ପ୍ରଜ୍ଞାନ

ନୂଆଦିଲ୍ଲୀ: ଚନ୍ଦ୍ରରେ ହୋଇଛି ସକାଳ । ନିଦରୁ ଉଠିବେ ବିକ୍ରମ ଓ ପ୍ରଜ୍ଞାନ । ଏନେଇ ଆଶା ପ୍ରକାଶ କରିଛି ଇସ୍ରୋ । ଚନ୍ଦ୍ରରେ ୧୪ ଦିନ ରାତି ପରେ ଏବେ ସକାଳ ହୋଇଛି । ଏହାର ଦକ୍ଷିଣ ପାଶ୍ୱର୍ରେ ଆଲୋକ ପହଞ୍ଚିବା ପରେ ସ୍ଲିପ ମୋଡରେ ଥିବା ବିକ୍ରମ ଓ ପ୍ରଜ୍ଞାନ ଆକ୍ଟିଭ ହେବେ ବୋଲି ବୈଜ୍ଞାନୀକ…

ଭାରତ ସରକାରଙ୍କ ବଡ଼ ପଦକ୍ଷେପ, କାନାଡା ନାଗରିକଙ୍କ ପାଇଁ ଭାରତ ଭିସା ରଦ୍ଦ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି। କାନାଡା ନାଗରିକଙ୍କ ପାଇଁ ଭାରତ ଭିସା ରଦ୍ଦ। ଭାରତ ଓ କାନାଡା ମଧ୍ୟରେ ବିବାଦ ବଢିବାରେ ଲାଗିଛି। ପ୍ରଥମେ ଉଭୟ ଦେଶର କୂଟନୀତିଜ୍ଞଙ୍କୁ ନିଲମ୍ବିତ କରାଯାଇଥିଲା। ବର୍ତ୍ତମାନ ଭାରତ କାନାଡା ନାଗରିକଙ୍କ ପାଇଁ ଭିସା ସେବାକୁ ଅର୍ନିଦ୍ଦିଷ୍ଟ କାଳ…

କାନାଡାରେ ଖଲିସ୍ତାନୀ ଗ୍ୟାଙ୍ଗଷ୍ଟାର ସୁଖଦୁଲଙ୍କ ହତ୍ୟା

ନୂଆଦିଲ୍ଲୀ: ଖଲିସ୍ତାନ ଟାଇଗର ଫୋର୍ସର ଆତଙ୍କବାଦୀ ହରଦୀପ ନିଜ୍ଜରଙ୍କ ହତ୍ୟାକୁ ନେଇ ଭାରତ-କାନାଡା ମଧ୍ୟରେ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ଗୁରୁବାର ଭାରତର ଏ କ୍ୟାଟାଗୋରୀ ଗ୍ୟାଙ୍ଗଷ୍ଟାର ସୁଖଦୁଲ ସିଂ ଗିଲ ଓରଫ ସୁଖା ଦୁନ୍ନକେଙ୍କୁ ହତ୍ୟା କରାଯାଇଛି । ପ୍ରାରମ୍ଭିକ ସୂଚନା ଅନୁସାରେ…

ସେପ୍ଟେମ୍ବର ୨୩ରେ ବାରଣାସୀ କ୍ରିକେଟ୍ ଷ୍ଟାଡିୟମର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ମୁମ୍ବାଇ: ଆସନ୍ତା ସେପ୍ଟେମ୍ବର ୨୩ ତାରିଖରେ ଉଦଘାଟନ ହେବାକୁ ଯାଉଛି ବାରଣାସୀ କ୍ରିକେଟ୍ ଷ୍ଟାଡିୟମ  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି  ।  ୪୫୦କୋଟି ଟଙ୍କା ବ୍ୟୟରେ ଏହି ଷ୍ଟାଡିୟମଟି ନିର୍ମାଣ ହୋଇଛି । ଏହି ଅବସରରେ ବହୁ ବଡ ବଡ…

ଓଡିଶାରେ ବଢିଲା ଚିନ୍ତା, ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ଚିହ୍ନଟ ହେଲେ ନିପା ଭାଇରସ୍ ଆକ୍ରାନ୍ତ

କୋଲକାତା: ଥମୁନି ନିପା ଭାଇରସ୍ ଆତଙ୍କ । ଦେଶରେ କାୟା ବିସ୍ତାର କରୁଛି ନିପା ଭାଇରସ୍  । ଦିନକୁ ଦିନ ବୃଦ୍ଧି ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା । ଏହାରି ଭିତରେ ଓଡିଶାରେ ବାଜିଛି ସତର୍କ ଘଣ୍ଟି । ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ଚିହ୍ନଟ ହୋଇଛନ୍ତି ଜଣେ ନିପା ଭାଇରସ୍ ଆକ୍ରାନ୍ତ । ସଂକ୍ରମିତ…

ମହିଳା ସଂରକ୍ଷଣ ବିଲ: ହ୍ୱିପ୍ ଜାରି କଲା ବିଜେଡି

ନୂଆଦିଲ୍ଲୀ: ଗତକାଲି ଲମ୍ବା ବିତର୍କ ପରେ ଲୋକସଭାରେ ପାରିତ ହୋଇଛି ଐତିହାସିକ ମହିଳା ସଂରକ୍ଷଣ ବିଲ୍ । ଏନେଇ ଆଜି ରାଜ୍ୟସଭାରେ ହେବ ଆଲୋଚନା । ସେପଟେ ମହିଳା ସଂରକ୍ଷଣ ବିଲ୍‌କୁ ସମର୍ଥନ ପାଇଁ ହ୍ୱିପ୍‌ ଜାରି କରିଛି ବିଜେଡି । ଦଳର ସମସ୍ତ ରାଜ୍ୟସଭା ସାଂସଦଙ୍କୁ ଗୃହରେ ଉପସ୍ଥିତ ରହିବାକୁ…

ବିବାହ ବନ୍ଧନରେ ବାନ୍ଧି ହେଲେ କି ସାଉଥ୍ ଅଭିନେତ୍ରୀ ସାଇପଲ୍ଲବୀ ! ଭାଇରାଲ ହେଉଛି ଫଟୋ

ମୁମ୍ବାଇ :  ସାଉଥ୍ ସିନେମା ଜଗତର ଜଣାଶୁଣା  ଅଭିନେତ୍ରୀ ସାଇ ପଲ୍ଲବୀ । ପ୍ରତ୍ୟେକ ଦିନ ତାଙ୍କ ସହିତ ଜଡିତ ଅନେକ ଖବର ସାମ୍ନାକୁ ଆସିଥାଏ  ।  ନିକଟରେ ସେ ନାଗା ଚୈତନ୍ୟଙ୍କ ପରବର୍ତ୍ତୀ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି ।  କିନ୍ତୁ ଏହି ସମୟରେ ତାଙ୍କର ଏକ ଫଟୋ…

ସାଉଥ୍ ଅଭିନେତା ପ୍ରକାଶ ରାଜ୍ ଙ୍କୁ ହତ୍ୟା ଧମକ ! ୟୁଟ୍ୟୁବ ଚ୍ୟାନେଲ ବିରୋଧରେ ମାମଲା ରୁଜ୍ଜୁ

ମୁମ୍ବାଇ: ଦକ୍ଷିଣ ଅଭିନେତା ପ୍ରକାଶ ରାଜ କେବଳ ତାଙ୍କ ଅଭିନୟ ପାଇଁ ନୁହେଁ ବରଂ ତାଙ୍କ ମନ୍ତବ୍ୟ ପାଇଁ ମଧ୍ୟ ଅନେକ ସମୟରେ ଚର୍ଚ୍ଚାରେ ରହି ଆସିଛନ୍ତି  ।  ଅନେକ ଥର ସେ ଏପରି ମନ୍ତବ୍ୟ ଦିଅନ୍ତି ଯାହା ଭାବନାକୁ ଆଘାତ ପହଞ୍ଚାଏ , ତା ପରେ ବିବାଦ ଗମ୍ଭୀର ହୋଇଯାଏ  । ନିକଟରେ ସେ…

ଆଜି ଲୋକାର୍ପିତ ହେବ ଆଦି ଶଙ୍କରାଚାର୍ଯ୍ୟଙ୍କ ବିଶାଳକାଳ ପ୍ରତିମୂର୍ତ୍ତି : ଉଦଘାଟନ କରିବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

ମଧ୍ୟପ୍ରଦେଶ: ଆଜି ମଧ୍ୟପ୍ରଦେଶରେ ଦେଶରେ ସନାତନ ଧର୍ମ ପ୍ରତିଷ୍ଠା କରିଥିବା ଆଦି ଶଙ୍କରାଚାର୍ଯ୍ୟଙ୍କ ସମ୍ମାନାର୍ଥେ ଏକ ବଡ କାର୍ଯ୍ୟକ୍ରମ ଅନୁଷ୍ଠତ ହେବ  । ଆଜି ଖଣ୍ଡଓ୍ବା ଜିଲ୍ଲାରେ ୧୦୮ ଫୁଟ ଉଚ୍ଚ ପ୍ରତିମୂର୍ତ୍ତି ଉନ୍ମାଚିତ ହେବ  । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ…