Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୧୦ ଗୁଣ ବଢିଲା ଟ୍ରେନ୍ ଦୁର୍ଘଟଣା କ୍ଷତିପୂରଣ

ନୂଆଦିଲ୍ଲୀ : ଭାରତୀୟ ରେଳ ବିଭାଗ ଏକ ବଡ ଘୋଷଣା କରିଛି  । ରେଳ ଦୁର୍ଘଟଣାରେ  ମୃତ୍ୟୁ କିମ୍ବା ଆହତ ହେଲେ କ୍ଷତିପୂରଣ ରାଶିକୁ  ୧୦ ଗୁଣ ବଢାଇଛନ୍ତି କେନ୍ଦ୍ର ସରକାର । ଟ୍ରେନ୍ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କୁ ୫ ଲକ୍ଷ ଟଙ୍କା ଏବଂ ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କୁ ୨.୫ ଲକ୍ଷ ଟଙ୍କା…

ଇସ୍ରୋର ବୈଜ୍ଞାନିକଙ୍କୁ ଠିକ୍ ସମୟରେ ଦରମା ସହିତ ପେନସନ ମିଳୁଛି: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ଯେ, ଇସ୍ରୋର ବୈଜ୍ଞାନିକମାନେ ନିଜେ ସ୍ପଷ୍ଟ କରିଛନ୍ତି ଯେ, ସେମାନଙ୍କୁ କେବଳ ଦରମା ନିୟମିତ ମିଳୁନାହିଁ ବରଂ ଠିକ ସମୟରେ ପେନସନ ମଧ୍ୟ ମିଳୁଛି। ବୁଧବାର ଦିନ ରିଜିଜୁ କହିଛନ୍ତି, ଇସ୍ରୋର ସମସ୍ତ ବୈଜ୍ଞାନିକ ବାରମ୍ବାର କହିଛନ୍ତି ଯେ…

ପୁଣିଥରେ ଭାରତ ଗସ୍ତରେ ଆସିବାକୁ ଆମେରିକା ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ହୋଇଛି: ଏରିକ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୨୦ ଶିଖର ସମ୍ମିଳନୀ ଅବସରରେ ଦ୍ୱିପାକ୍ଷିକ ବୈଠକରେ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ନିମନ୍ତ୍ରଣ କରିଛନ୍ତି ବୋଲି ବୁଧବାର ଦିନ ଭାରତରେ ଆମେରିକାର ରାଷ୍ଟ୍ରଦୂତ…

ମୋଦୀଙ୍କ ହ୍ୱାଟସ ଆପ୍ ଚ୍ୟାନେଲର ବଡ଼ ରେକର୍ଡ; ଦିନକରେ ଯୋଡ଼ି ହେଲେ ଲକ୍ଷାଧିକ ଫଲୋଅର୍ସ

ନୂଆଦିଲ୍ଲୀ: ହ୍ୱାଟସ୍ ଆପର ନୂତନ ଫିଚରରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ଦିନକ ପୂର୍ବରୁ ଅର୍ଥାତ୍ ୧୯ ସେପ୍ଟେମ୍ବରରେ ହ୍ୱାଟସ୍ ଆପ୍ ଚ୍ୟାନେଲରେ ଯୋଗ ଦେଇଛନ୍ତି। ଯୋଗ ଦେବାର ଦିନକରେ ଯୋଡ଼ି ହେଲେ ଲକ୍ଷାଧିକ ଫଲୋଅର୍ସ। ଗୋଟିଏ ଦିନରେ ୧୦ ଲକ୍ଷ ଫଲୋଅର୍ସ ଯୋଡି ହେବା ପରେ…

ସୀମା-ସଚିନଙ୍କ ପ୍ରେମ କାହାଣୀକୁ ନେଇ ବାହାରିଲା ନୂଆ ଗୀତ

ନୋଇଡ଼ା: ପାକିସ୍ତାନରୁ ନିଜ ପ୍ରେମିକ ସଚିନ ମିନାଙ୍କ ପାଖକୁ ଚାଲି ଆସିଥିବା ପ୍ରେମିକା ସୀମା ହାଇଦର କିଛି ଦିନ ହେଲା ଖୁବ୍ ଚର୍ଚ୍ଚାରେ ଅଛନ୍ତି । ସଚିନ ଓ ସୀମାଙ୍କ ପ୍ରେମ କାହାଣୀ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଛି । ସେମାନଙ୍କ ପ୍ରେମ କାହାଣୀକୁ ନେଇ ଏକ ଫିଲ୍ମ ନିର୍ମାଣ ହେବାକୁ ଯାଉଥିବା…

୨୦୨୪ ନିର୍ବାଚନ ପରେ ଜନଗଣନା ସହ ସ୍ଥିର ହେବ ସୀମା ନିର୍ଦ୍ଧାରଣ: ଗୃହମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବୁଧବାର କହିଛନ୍ତି ଯେ ମହିଳା ସଂରକ୍ଷଣ ବିଲ୍କୁ ଲାଗୁ କରିବା ପାଇଁ ଜନଗଣନା କରାଯିବ। ଠିକ୍ ନିର୍ବାଚନ ପରେ ଏହା ଆରମ୍ଭ ହେବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନ ପରେ ପରବର୍ତ୍ତୀ ସରକାର ଏହି ପରିସୀମା ନିର୍ଦ୍ଧାରଣ କାର୍ଯ୍ୟ…

ଲୋକସଭାରେ ୪୫୪ଟି ଭୋଟ ସହ ପାରିତ ହେଲା ମହିଳା ସଂରକ୍ଷଣ ବିଲ୍

ନୂଆଦିଲ୍ଲୀ: ଲୋକସଭାରେ ପାରିତ ହେଲା ମହିଳା ସଂରକ୍ଷଣ ବିଲ୍। ସପକ୍ଷରେ ୪୫୪ଟି ଭୋଟ୍ ପଡ଼ିଛି ବୋଲି ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି। ଅର୍ଥାତ ଦୁଇ ଜଣ ସାଂସଦ ପ୍ରସ୍ତାବ ବିରୋଧରେ ଭୋଟ୍ ଦେଇଛନ୍ତି। 'ନାରୀ ଶକ୍ତି ବନ୍ଦନ ଅଧିନିୟମ' ନାମରେ ଏହି ବିଲ୍କୁ ଆଇନ ମନ୍ତ୍ରୀ ଅର୍ଜୁନ ରାମ…

ଟ୍ରମ୍ପଙ୍କ ପୁଅ ଟୁଇଟ କରି କହିଲେ-‘ମୋ ବାପାଙ୍କ ମୃତ୍ୟୁ ହୋଇଯାଇଛି’ ହ୍ୟାକ ହୋଇଗଲା କି ଆକାଉଣ୍ଟ ?

ୱାଶିଂଟନ: ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ ଜୁନିଅର ଟ୍ରମ୍ପଙ୍କ ଏକ୍ସ ଆକାଉଣ୍ଟ ହ୍ୟାକ ହୋଇ ଯାଇଛି । ତାଙ୍କ ଆକାଉଣ୍ଟରୁ ଲଗାତାର ଆପତ୍ତିଜନକ ପୋଷ୍ଟ ଆସୁଛି । ଅବଶ୍ୟ ଆକାଉଣ୍ଟ ହ୍ୟାକ ହେବା ନେଇ ଏ ଯାଏ କୌଣସି ସୂଚନା ଅଫିସିଆଲି ଦିଆ ଯାଇନାହିଁ । ତେବେ ତାଙ୍କ…

କାନାଡାରେ ରହୁଥିବା ଖଲିସ୍ଥାନୀଙ୍କୁ ନେଇ ବଡ ଖୁଲାସା: ସାମ୍ନାକୁ ଆସିଲା ପାକିସ୍ତାନୀ ଏବଂ ଆଇଏସଆଇ ଲିଙ୍କ

ନୂଆଦିଲ୍ଲୀ: ଭାରତକୁ ଆକ୍ଷେପ କରି ଆତଙ୍କବାଦର କାଦୁଅ ଛାଟୁଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ବିଶ୍ୱ ସମର୍ଥନ ମିଳିନି । ଟ୍ରୁଡୋ ନିଜ ସଂସଦରେ ଭାରତ ଉପରେ ଏକ ଆତଙ୍କବାଦୀର ହତ୍ୟା ଅଭିଯୋଗ ଲଗାଇଥିଲେ । ହେଲେ ତାଙ୍କର ଏହି ଅଭିଯୋଗକୁ କୌଣସି ଦେଶ ସମର୍ଥନ ଦେଉ ନ ଥିବା…

୩୫ ବର୍ଷୀୟ ନଇମ ବିବାହ କଲେ ୭୦ ବର୍ଷୀୟା ମ୍ୟାରୀଙ୍କୁ

ଲାହୋର: ଏବେ କିଛି ଦିନ ହେବ ପାକିସ୍ତାନରେ ଏ ଭଳି ବିବାହ ଖବର ଆସୁଛି ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚିକତ କରି ଦେଉଛି । ଏବେ ପାକିସ୍ତାନର ୩୫ ବର୍ଷୀୟ ନଇମ ଶେହଜାଦ କାନାଡାର ୭୦ ବର୍ଷୀୟା ମ୍ୟାରୀଙ୍କୁ ବିବାହ କରିଛନ୍ତି । ଫେସବୁକ ମାଧ୍ୟମରେ ଉଭୟଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ପରେ…