Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରାଜ୍ୟ ସଭାରେ ପାସ ହେଲା ମହିଳା ସଂରକ୍ଷଣ ବିଲ୍; ବିପକ୍ଷରେ ପଡ଼ିଲା ଶୂନ ଭୋଟ

ନୂଆଦିଲ୍ଲୀ: ଲୋକସଭା ପରେ ଏବେ ରାଜ୍ୟ ସଭାରେ ପାସ ହେଲା ମହିଳା ସଂରକ୍ଷଣ ବିଲ ଅର୍ଥାତ ନାରୀ ଶକ୍ତି ବନ୍ଦନ ଅଧିନିୟମ ।ରାଜ୍ୟସଭାରେ ଏହି ବିଲ ଉପରେ ଆଜି ଚର୍ଚ୍ଚା ହେବା ପରେ ଭୋଟିଂ ହୋଇଥିଲା । ବିଲ ସପକ୍ଷରେ ୨୧୫ ଭୋଟ ପଡିଥିଲା । ସର୍ବ ସମ୍ମତିକ୍ରମେ ଏହି ବିଲ ରାଜ୍ୟ ସଭାରେ ବି ପାସ…

ମଣିପୁରରେ ପୁଣି ହିଂସା: ପୋଲିସ ଷ୍ଟେସନ ଉପରକୁ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣ,ଏକାଧିକ ଆହତ

ଇମ୍ଫାଲା: ମଣିପୁରରେ ପୁଣି ଦେଖା ଦେଇଛି ହିଂସା । ଗୁରୁବାର ୫ ଜଣ ଯୁବକଙ୍କୁ ଗିରଫ କରିବା ପରେ ଏପରି ହିଂସା ଦେଖିବାକୁ ମିଳିଛି । ବିନା ସର୍ତ୍ତରେ ଏହି ଯୁବକଙ୍କ ମୁକ୍ତି ଦାବି କରି ଗଣ୍ଡଗୋଳ ଆରମ୍ଭ ହୋଇଯାଇଛି । ଇମ୍ଫାଲାର ପୂର୍ବରେ ଥିବା ପୋରମପେଟ ପୋଲିସ ଷ୍ଟେସନ ଏବଂ ପଶ୍ଚିମରେ ଥିବା…

ଚନ୍ଦ୍ରମାକୁ ନେଇ ବୈଜ୍ଞାନିକଙ୍କ ପାଖରେ ଅଜବ ଦାବି ରଖିଲେ ସାଂସଦ: ସଭାପତି ବି ହସି ହସି ବେଦମ

ନୂଆଦିଲ୍ଲୀ: ରାଜ୍ୟସଭାରେ ମହିଳା ବିଲକୁ ନେଇ ସ୍ଥିତି ଗମ୍ଭୀର ଥିବାବେଳେ ସମାଜପାର୍ଟି ସାସଂଦ ରାମଗୋପାଳ ଯାଦବଙ୍କ ମନ୍ତବ୍ୟକୁ ନେଇ ହସର ସୁଅ ଛୁଟିଥିଲା । ରାଜ୍ୟ ସଭାରେ ରାମଗୋପାଳ ଯାଦବ ଏକ ଅଜବ ଦାବି ରଖିଥିଲେ । ସାସଂଦ କହିଥିଲେ, ଚନ୍ଦ୍ରଯାନ-୩ ପଠାଉଥିବା ଚନ୍ଦ୍ରମାର ଅସୁନ୍ଦର ଫଟୋକୁ…

‘ଆଦିବାସୀ ହୋଇଥିବାରୁ ରାଷ୍ଟ୍ରପତିଙ୍କୁ ସଂସଦ ଭବନ ଉଦଘାଟନକୁ ଡକାଗଲାନି’

ଭୁବନେଶ୍ୱର: ସନାତନ ଧର୍ମ ଓ ହିନ୍ଦୀ ଭାଷାକୁ ନେଇ ବିବାଦୀୟ ଟିପ୍ପଣୀ ଦେଇ ଚର୍ଚ୍ଚାରେ ଥିବା ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ପୁଣି ବିବାଦକୁ ଆସିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରସଙ୍ଗ ଉଠାଇ ସେ ପୁଣିଥରେ ସନାତନ ଧର୍ମକୁ ଟାର୍ଗେଟ କରିଛନ୍ତି। ନିଜର ଏକ ଦଳୀୟ…

ମେକ୍ସିକୋରେ ପ୍ରଦର୍ଶିତ ପରଗ୍ରହୀକୁ ନେଇ ସମ୍ମୁଖକୁ ଆସିଲା ଚାଂଚଲ୍ୟକର ତଥ୍ୟ

ନୂଆଦିଲ୍ଲୀ: କିଛି ଦିନ ତଳେ ମେକ୍ସିକୋ ସଂସଦରେ ୨ଟି ଏଲିୟନ୍ସଙ୍କ ଶବ ପ୍ରଦର୍ଶନ କରାଯାଇଥିଲା । ଏହା ୧୦୦୦ ବର୍ଷ ତଳର ଶବ ବୋଲି ସେ ସମୟରେ କୁହାଯାଇଥିଲା । ବୈଜ୍ଞାନିକମାନେ ଏହି ଶବକୁ ସାମ୍ନାକୁ ଆଣିବା ପରେ ରହସ୍ୟମୟ ପରଗ୍ରହୀଙ୍କ ସମ୍ପର୍କରେ ତଥ୍ୟ ସମ୍ମୁଖକୁ ଆସିବା ନେଇ ଆଶା ଉଜ୍ଜୀବୀତ…

ଦେଶର ଏକ ଅପନ୍ତରା ଗ୍ରାମ; ଯେଉଁଠି ବାସ କରୁଛନ୍ତି କେବଳ ଗୋଟିଏ ପରିବାର

ଦିଶପୁର: ଭାରତ ହେଉଛି ବିବିଧତାର ଦେଶ। ଆପଣମାନେ ଆମ ଭାରତରେ ପ୍ରତ୍ୟେକ ରାଜ୍ୟରେ କିଛି ନା କିଛି ଅନନ୍ୟ ଦେଖିବାକୁ ପାଇବେ। ଯାହାଦ୍ଵାରା ଆମ ଦେଶ ପ୍ରତି ଆପଣଙ୍କ ଦୃଷ୍ଟିକୋଣକୁ ବଦଳାଇବ। କେତେକ ସ୍ଥାନରେ ଆପଣ ବହୁତ ଜନସଂଖ୍ୟା ଦେଖିଥିବେ ଏବଂ ଅନ୍ୟ କିଛି ସ୍ଥାନରେ ଜନଶୂନ୍ୟ ଅଞ୍ଚଳ । ଏସବୁ…

ରିଲିଜ ହେଲା ଆଇସିସି କ୍ରିକେଟ ବିଶ୍ୱକପ ଆନ୍ଥେମ

ନୂଆଦିଲ୍ଲୀ: ଆଉ ମାତ୍ର ଦୁଇ ସପ୍ତାହ ପରେ ଆରମ୍ଭ ହେବାକୁ ଯାଉଛି ଆଇସିସି ଦିନିକିଆ ବିଶ୍ୱକପ୍ ୨୦୨୩ । ୧୨ ବର୍ଷ ପରେ ଭାରତକୁ ଫେରିଛି ଦିନିକିଆ ବିଶ୍ୱକପ୍ । ୫ ଅକ୍ଟୋବରରୁ ଆରମ୍ଭ ହେବାକୁ ଯାଉଥିବା ଏହି ଇଭେଣ୍ଟର ପ୍ରଥମ ଦିନରେ ଇଂଲଣ୍ଡକୁ ଭେଟିବ ନ୍ୟୁଜିଲ୍ୟାଣ୍ଡ | ଏନେଇ ପ୍ରସ୍ତୁତି ମଧ୍ୟ…

ଦିବଂଗତ ନବ ଦାସଙ୍କ ପରେ ଟାର୍ଗେଟରେ ଆଉ ଜଣେ ନେତା: ବୈଜୟନ୍ତ ପଣ୍ଡାଙ୍କୁ ମିଳିଲା ହତ୍ୟା ଧମକ!

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ । ଫୋନ୍ କଲ୍ ମାଧ୍ୟମରେ ମିଳିଛି ହତ୍ୟା ଧମକ । ନବ ଦାସଙ୍କ ଭଳି ବୈଜୟନ୍ତଙ୍କ ଦଶା ହେବ ବୋଲି କଲର୍ ଜଣକ କହିଛନ୍ତି । ଏ ନେଇ ପୋଲିସ ନିକଟରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ବୈଜୟନ୍ତଙ୍କ ବ୍ୟକ୍ତିଗତ ସହାୟକ…

କରୀନା କପୁର @ 43: ହାପି ବାର୍ଥ ଡେ ଲାଇଫ୍ ଲାଇନ୍ ଲେଖି ଶୁଭେଚ୍ଛା ଜଣାଇଲେ କରିସ୍ମା

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତ୍ରୀ  କରୀନା କପୁର ଖାନ୍ ଙ୍କର ଆଜି ୪୩ତମ ଜନ୍ମଦିନ  । ପଟଉଦି ପ୍ୟାଲେସରେ ସେ ତାଙ୍କ ଜନ୍ମ ଦିନ ସେଲିବ୍ରେସନ କରୁଛନ୍ତି  । ଜନ୍ମଦିନ ଅବସରରେ କରୀନାଙ୍କ ଭଉଣୀ କରିସ୍ମା କପୁର ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି  ।…

୫୮ ବର୍ଷ ବୟସରେ ୩ ଇଡିଅଟ୍ସ ଫିଲ୍ମ ଅଭିନେତା ଅଖିଲ ମିଶ୍ରାଙ୍କ ପରଲୋକ

ମୁମ୍ବାଇ: ବଲିଉଡ୍ ଅଭିନେତା ଅଖିଲ ମିଶ୍ରାଙ୍କର ପରଲୋକ ଘଟିଛି  । ଅଖିଲ ଆମୀର ଖାନଙ୍କ ଫିଲ୍ମ ୩ ଇଡିଅଟ୍ସରେ ଲାଇବ୍ରେରିଆନ ଡୁବି ଭୂମିକାରେ ଅଭିନୟ କରିଥିଲେ  । କାମ କରୁଥିବା ସମୟରେ ବିଲଡିଂରୁ ଖସିଯିବା ପରେ ଅଭିନେତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଅଖିଲ ମିଶ୍ରଙ୍କ ଆକସ୍ମିକ…