Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଲକ୍ଷ୍ନୌରେ ଚାଞ୍ଚଲ୍ୟ : ପ୍ରେମିକା ପାଇଁ ବଡ ଭାଇକୁ ମାରିଲା ସାନ ଭାଇ, ଅଭିଯୁକ୍ତ ଗିରଫ

ଲକ୍ଷ୍ନୌ: ପ୍ରେମିକା ପାଇଁ ବଡ ଭାଇକୁ ମାରିଲା ସାନ ଭାଇ  । ଏଭଳି  କିଛି ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶ ରାଜ୍ୟର ବେଉଲି ଗାଁରେ  ।  ଦିଅର ହେବ କହି ଭାଇର ପ୍ରେମିକାକୁ ଫୋନ୍‌ କରିବା , ତାକୁ ପ୍ରେମ କରିବା ଓ ପରେ ବାହା ହେବାକୁ ମନବଳାଇ ଜଣେ ସାନଭାଇ ତା’ର ବଡ଼ଭାଇକୁ ହତ୍ୟା କରିଛି…

ମହୁଆ ମାନିଲେ ସେ ଆଇଡି ସେୟାର କରିଥିଲେ, କ’ଣ ଏବେ ଆକ୍ସନ ନେବେ ମମତା?

ନୂଆଦିଲ୍ଲୀ: ପ୍ରଥମେ ନା ନା । ଆଉ ଏବେ ହଁ.. ମାରିଲେ ଟିଏମସି ନେତ୍ରୀ ମହୁଆ ମୈତ୍ର। ସାଂସଦ ମହୁଆ ଶୁକ୍ରବାର ଦିନ ହିରାନନ୍ଦନୀ ଗ୍ରୁପର ସିଇଓ ଦର୍ଶନ ହିରାନନ୍ଦନୀଙ୍କୁ ତାଙ୍କ ଲୋକସଭା ଲଗଇନ ଆଇଡି ଓ ପାସଓ୍ବାର୍ଡ ବ୍ୟବହାର କରି ପ୍ରଶ୍ନ ପୋଷ୍ଟ କରିବାକୁ ଅନୁମତି ଦେଇଥିବା ସ୍ୱୀକାର କରିଛନ୍ତି।…

ଇସ୍ରାଏଲ ଆକ୍ରମଣର ମାଷ୍ଟରମାଇଣ୍ଡ ମଧ୍ୟରୁ ଅନ୍ୟତମ ରକାବା ହମାସ ନିହତ

ତେଲ ଅଭୀବ: ଇସ୍ରାଏଲ ସେନା ଏବେ ଖୋଜି ଖୋଜି ତାଙ୍କ ଉପରେ ଆକ୍ରମଣ କରିଥିବା ହମାସର ପ୍ରମୁଖ ଆତଙ୍କବାଦୀଙ୍କୁ ମାରିବାରେ ଲାଗିଛି । ଶନିବାର ଆଇଡିଏଫ ଦାବୀ କରିଛି ଯେ, ଇସ୍ରାଏଲ ସୀମାରେ ପ୍ରବେଶ କରିଥିବା ପାରା ଗ୍ଲାଇଡର୍ସ ମୂଖ୍ୟ ରକାବା ହମାସଙ୍କ ମୃତ୍ୟୁ ଘଟିଛି । ଏହା ଆମ ପାଇଁ ଏକ ବଡ ସଫଳତା…

ମିଆଁମାରରେ ଭୟଙ୍କର ଭୂମିକମ୍ପ: ରିକ୍ଟର ସ୍କେଲରେ ତୀବ୍ରତା ୪.୫ ରେକର୍ଡ

ନୂଆଦିଲ୍ଲୀ : ମିଆଁମାରରେ ଭୟଙ୍କର ଭୂମିକମ୍ପ । ଆଜି ସକାଳ ୪.୫୩ ମିନିଟରେ ୪.୫ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି  । ଏଥିରେ କେହି ମୃତାହତ କିମ୍ବା କ୍ଷୟକ୍ଷତିର ସୂଚନା ମିଳିନି ।  ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ରେକର୍ଡ କରାଯାଇଛି । ଭୂମିକମ୍ପର କେନ୍ଦ୍ରସ୍ଥଳୀ ୩୦ କିଲୋମିଟର…

ହାଙ୍ଗଝୌ ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ: ଭାରତର ପଦକ ସେଞ୍ଚୁରୀ, କ୍ରୀଡାବିତଙ୍କୁ ଶୁଭେଚ୍ଛା ଜଣାଇଲେ…

ନୂଆଦିଲ୍ଲୀ : ହାଙ୍ଗଝୌ ଏସୀୟ କ୍ରୀଡାରେ ଭାରତ ଇତିହାସ ରଚିଛି । ସ୍ବର୍ଣ୍ଣ ସହ ଭାରତର ପଦକ ସଂଖ୍ୟା ୧୦୦ ଛୁଇଁଛି । ୨୬ଟି ସ୍ବର୍ଣ୍ଣ , ୨୯ଟି ରୌପ୍ୟ ଓ ୪୫ ଟି ବ୍ରୋଞ୍ଚ ସହ ପଦ ସଂଖ୍ୟା ଶହେରେ ପହଞ୍ଚିଛି । ସଫଳତା ପାଇଁ କ୍ରୀଡାବିତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

‘X’ ଆଣିଲା ନୂଆ ଫିଚର୍; ଏଣିକି ୟୁଜର୍ସ କରିପାରିବେ ଭିଡିଓ ଓ ଅଡିଓ କଲ୍

ନୂଆଦିଲ୍ଲୀ: ଏଲନ ମସ୍କଙ୍କ ବଡ଼ ଘୋଷଣା । 'X'ରେ ହେଲା ବଡ଼ ପରିବର୍ତ୍ତନ । ଏଣିକି ଏକ୍ସରେ ହୋଇପାରିବ ଅଡିଓ ଓ ଭିଡିଓ କଲ୍ । ସାଧାରଣତଃ ଲୋକ ମାନେ ଅଡିଓ ଏବଂ ଭିଡିଓ କଲିଂ ପାଇଁ ମେଟାର ହ୍ୱାଟ୍ସଆପ୍ ବ୍ୟବହାର କରିଥାନ୍ତି । ଏଥିପାଇଁ ହ୍ୱାଟ୍ସ ଆପ୍ ସବୁଠାରୁ ଲୋକପ୍ରିୟ ଆପ୍ ହୋଇପାରିଛି ।…

କେରଳରେ ‘ପାଲେଷ୍ଟାଇନ ବଞ୍ଚାଅ’ ରାଲି: ଭର୍ଚୁଆଲ ମୋଡରେ ଯୋଗ ଦେଲେ ହମାସ ନେତା,ହିନ୍ଦୁବିରୋଧୀ ନାରାରେ କମ୍ପିଲା…

ନୂଆଦିଲ୍ଲୀ:କେରଳରେ ମଲ୍ଲପୁରମରେ ପାଲେଷ୍ଟାଇନ ସମର୍ଥନରେ ବାହାରିଥିବା ରାଲିରେ ହମାସ ନେତା ଖାଲିଦ ମଶେଲ ଭର୍ଚୁଆଲ ମୋଡରେ ଯୋଗ ଦେଇଥିଲେ । ରାଲିକୁ ସମ୍ବୋଧିତ ବି କରିଥିଲେ । ହିନ୍ଦୁ ବିରୋଧୀ ନାରା ବି ଦେଇଥିଲେ । ଏହି ରାଲିରେ ବୁଲଡୋଜର ହିନ୍ଦୁତ୍ୱକୁ ଉଚ୍ଛେଦ କରିବା ନାରା ମଧ୍ୟ ଦିଆ…

ଜାତିସଂଘରେ ହମାସ-ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ପ୍ରସ୍ତାବ: ଦୂରେଇ ରହଲା ଭାରତ

ନୂଆଦିଲ୍ଲୀ: ଜାତିସଂଘରେ ଆଗତ ହମାସ-ଇସ୍ରାଏଲ ମଧ୍ୟରେ ସିଜଫାୟାର ପ୍ରସ୍ତାବରୁ ଦୂରେଇ ରହଲା ଭାରତ । ଶୁକ୍ରବାର ଜାତିସଂଘ ମହାସଭାରେ ଜୋର୍ଡାନ ଦ୍ୱାରା ପ୍ରସ୍ତୁତ ଏହି ପ୍ରସ୍ତାବ ଉପରେ ମତଦାନ ଚାଲିଥିଲା । ହେଲେ ଏଥିରେ ହମାସ ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ କଛି ଉଲ୍ଲେଖ କରାଯାଇ ନ ଥିଲା ।…

“ଇଣ୍ଡିଆ” ବଦଳରେ “ଭାରତ” ଲେଖିବା ପ୍ରସ୍ତାବକୁ ଗ୍ରହଣ କଲେ ମୋଦୀ ସରକାର!

ନୂଆଦିଲ୍ଲୀ: କେନ୍ଦ୍ର ସରକାର "ଇଣ୍ଡିଆ" ନାଁ ବଦଳରେ "ଭାରତ" ନାଁକୁ ଅଧିକ ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳିଛି। ନିକଟରେ ରେଳ ମନ୍ତ୍ରାଳୟ ପକ୍ଷରୁ କେନ୍ଦ୍ର କ୍ୟାବିନେଟ୍କୁ ଦିଆଯାଇଥିବା ଏକ ପ୍ରସ୍ତାବରୁ ଏହା ସ୍ପଷ୍ଟ ହୋଇଛି, ଯେଉଁଥିରେ 'ଇଣ୍ଡିଆ' ଶବ୍ଦକୁ ସମ୍ପୂର୍ଣ୍ଣ ବାଦ୍ ଦେଇ 'ଭାରତ'…

ଦୀପାବଳି ପୂର୍ବରୁ କନ୍ଦାଉଛି ପିଆଜ, ଲୋକଙ୍କ ପକେଟକୁ ହାଲୁକା କରିବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ପିଆଜ ଦର ଅହେତୁକ ବୃଦ୍ଧି ପାଇଛି। ଯେଉଁଠି ପିଆଜ କିଲୋ ପିଛା ସାଧାରଣ ମୂଲ୍ୟ ୩୦ ଟଙ୍କା ଥିଲା, ବର୍ତ୍ତମାନ ପ୍ରାୟ ୬୦ ଟଙ୍କାରେ ପହଁଚିଛି। କେବଳ ଓଡ଼ିଶା ନୁହେଁ ଦେଶର ଅନେକ ରାଜ୍ୟରେ ଦର ବୃଦ୍ଧି ହୋଇଛି। ଆଉ ସପ୍ତାହକ ମଧ୍ୟରେ ଦର ଦୁଇ ଗୁଣା ହେବା ପରେ…