Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଇସ୍ରୋ ବୈଜ୍ଞାନିକ ବାଲାରମାତିଙ୍କ ପରଲୋକ, ଚନ୍ଦ୍ରଯାନ-୩ ଲଞ୍ଚର କାଉଣ୍ଟଡାଉନ ଘୋଷଣା ଥିଲା ଶେଷ ଘୋଷଣା

ନୂଆଦିଲ୍ଲୀ: ଚାଲିଗଲେ ଚନ୍ଦ୍ରଯାନ-୩ ଲଞ୍ଚର କାଉଣ୍ଟଡାଉନ ଘୋଷଣା କରିଥିବା ଇସ୍ରୋ ବୈଜ୍ଞାନିକ ବାଲାରମାତିଙ୍କ । ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି ବୈଜ୍ଞାନିକ ବାଲାରମାତି । ଚନ୍ଦ୍ରଯାନ-୩ ଲଞ୍ଚ ସମୟରେ କାଉଣ୍ଟଡାଉନ ଘୋଷଣା ଥିଲା ତାଙ୍କର ଶେଷ ଘୋଷଣା । ବାଲାରମାତିଙ୍କ ମୃତ୍ୟୁର ଖବର ଶୁଣି…

ବିଦେଶରେ ମୋଦି କ୍ରେଜ..ବ୍ରିଟିଶ ଖବର କାଗଜରେ ପ୍ରଧାନମନ୍ତ୍ରୀଙ୍କ ଭୂରି ଭୂରି ପ୍ରଶଂସା

ନୁଆଦିଲ୍ଲୀ: ବିଦେଶରେ ମୋଦି କ୍ରେଜ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦେଶରେ ସାଉଁଟୁଛନ୍ତି ଲୋକପ୍ରିୟତା ।  ବ୍ରିଟେନ ଖବରକାଗଜ ‘ଦ ଟେଲିଗ୍ରାଫ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲିଡରସିପକୁ ଖୁବ ପ୍ରଶଂସା କରାଯାଇଛି । ବ୍ରିଟିଶ ଲେଖକ ବେନ ରାଇଟଙ୍କ ଦ୍ୱାରା ଲିଖିତ ଏକ…

G20ରେ ବିଶ୍ୱର ବଡ଼ ବଡ଼ ନେତାଙ୍କୁ ପରଷା ଯିବ ମିଲେଟ ପ୍ରସ୍ତୁତ ବ୍ୟଞ୍ଜନ

ନୂଆଦିଲ୍ଲୀ: ଚଳିତ ଥର ଆମ ଦେଶ ଭାରତରେ ଅନୁଷ୍ଠିତ ହେବାକୁ ଯାଉଛି ଜି-୨୦ ସମ୍ମିଳନୀ(G-20 Summit)। ଏ ନେଇ ସରକାରଙ୍କ ତରଫରୁ ସମସ୍ତ ପ୍ରସ୍ତୁତି ଜୋରସୋରରେ ଚାଲିଛି। ସୁରକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ କଡ଼ାକଡ଼ି କରିବା ପାଇଁ ସବୁ ଦିଗ ଉପରେ ଧ୍ୟାନ ଦିଆଯାଉଛି। ରାଜଧାନୀ ଦିଲ୍ଲୀର…

ତାମିଲନାଡୁରେ ବୀଭତ୍ସ ହତ୍ୟାକାଣ୍ଡ: ଗୋଟିଏ ପରିବାରର ଚାରି ଜଣଙ୍କୁ ହତ୍ୟା କଲେ ନିଶାସକ୍ତ ଯୁବକ

ଚେନ୍ନାଇ: ନିଶାସକ୍ତ ଯୁବକଙ୍କ ଉନ୍ମତକାଣ୍ଡ । ମଦ୍ୟପାନ କରିବାକୁ ମନା କରିବାରୁ ଗୋଟିଏ ପରିବାରର 4ଜଣଙ୍କୁ କଲେ ହତ୍ୟା । ଏଭଳି ହତ୍ୟାକାଣ୍ଡ ଘଟିଛି ତାମିଲନାଡୁର ତିରିପୁରରେ । ୪ ମୃତକ ହେଉଛନ୍ତି ସେଣ୍ଟିଲ କୁମାର, ମୋହନ କୁମାର, ପୁଷ୍ପାବତୀ ଓ ରାଥିନାମ୍ବଲ । ସମସ୍ତ ମୃତକ ଗୋଟିଏ ପରିବାରର…

ଭାରତର ରହସ୍ୟମୟ ମନ୍ଦିର : ଲୋକମାନେ ମନ୍ଦିରକୁ ଯିବା ମାତ୍ରେ ଭଗବାନଙ୍କ ନାଁ ନନେଇ କରନ୍ତି ଚିତ୍କାର

ଦିଲ୍ଲୀ: ଆମ ଭାରତବର୍ଷରେ ଅନେକ ମନ୍ଦିର ରହିଛି  । ଯେଉଁଠାକୁ ଲୋକେ ଧାର୍ମିକ ଆରାଧନା ଲାଗି ଯାଇଥାନ୍ତି  ।  ହେଲେ କେବେ ଶୁଣିଛନ୍ତି କି ଲୋକେ ମନ୍ଦିରକୁ ଭୂତ ପ୍ରେତ ଛଡାଇବାକୁ ଯିବା କଥା  । ହଁ ଆଜ୍ଞା ବିଶ୍ବାସ ନହେଉ ଥିଲେ ବି ସତ ।  ଏପରି ଅନେକ ମନ୍ଦିର ରହିଛି , ଯେଉଁଠାକୁ ଲୋକ…

ରାଗି ଯାଇ ଛାତ୍ରଙ୍କୁ ଶିକ୍ଷୟତ୍ରୀ କହିଲେ ‘ ତୁମେମାନେ ପାକିସ୍ତାନ କାହିଁକି ଯାଉନ’, ଏବେ ଅନ୍ୟତ୍ର ବଦଳି…

ବେଙ୍ଗାଲୁରୁ: କର୍ଣ୍ଣାଟକର ଶିବାମୋଗା ସହରର ସରକାରୀ ଉର୍ଦ୍ଦୁ ସ୍କୁଲର ଜଣେ କନ୍ନଡ ଭାଷା ଶିକ୍ଷୟିତ୍ରୀଙ୍କୁ ବଦଳି କରାଯାଇଛି। ଷଷ୍ଠ ଶ୍ରେଣୀର ତିନିରୁ ଚାରି ଜଣ ଛାତ୍ରଙ୍କୁ ରାଗିଯାଇ 'ତୁମେମାନେ କାହିଁକି ପାକିସ୍ତାନ ଯାଉନ' କହିବାରୁ ତାଙ୍କୁ ବଦଳି କରାଯାଇଛି। ଶିକ୍ଷୟତ୍ରୀ ଜଣଙ୍କ ପାଠ…

ଆଗୁଆ ନିର୍ବାଚନ କରିବା ଯୋଜନାରେ ନାହାଁନ୍ତି ସରକାର: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ସରକାର ଆଗୁଆ ସାଧାରଣ ନିର୍ବାଚନ ଯୋଜନାରେ ନାହାଁନ୍ତି। ଆଗୁଆ ନିର୍ବାଚନ ନେଇ ଯେଉଁ ଚର୍ଚ୍ଚା ହେଉଛି ତାକୁ ଖାରଜ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ କାର୍ଯ୍ୟକାଳର ଶେଷ ଦିନ ଯାଏ ଭାରତର ନାଗରିକଙ୍କ ସେବା କରିବା ପାଇଁ ପ୍ରତିଶ୍ରୁତିବଦ୍ଧ।…

ରାହୁଲ ଗାନ୍ଧୀ ଓ ପ୍ରିୟଙ୍କାଙ୍କ ସମ୍ପର୍କ ସାଧାରଣ ଭାଇ-ଭଉଣୀଙ୍କ ସମ୍ପର୍କ ଭଳି ନୁହେଁ: ବିଜେପି

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ଦ୍ୱାରା ପ୍ରକାଶିତ ଏକ ଭିଡିଓକୁ ନେଇ ଉତ୍ତେଜନା ଦେଖାଦେଇଛି। ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ କରିଛି ବିଜେପି। ବିଜେପି କହିଛି ଯେ ସେମାନଙ୍କ ରାହୁଲ…

ଭାରତ-ପାକିସ୍ତାନ ମ୍ୟାଚ୍‌ ଚାଲିଥିବା ସମୟରେ ସ୍ୱିଗିରୁ ଅର୍ଡର ହେଲା ୬୨ ୟୁନିଟ୍‌ ବିରିୟାନୀ

ଭୁବନେଶ୍ୱର: ଗତକାଲି ଭାରତ-ପାକିସ୍ତାନ ମ୍ୟାଚ୍‌ ଚାଲିଥିବା ସମୟରେ ସ୍ୱିଗିରୁ ୬୨ ୟୁନିଟ୍‌ ବିରିୟାନୀ ଅର୍ଡର କରାଯାଇଥିଲା । ଚଳିତ ଏସିଆ କପରେ ଭାରତ-ପାକିସ୍ତାନ ମ୍ୟାଚ୍‌ ରୋମାଞ୍ଚ ଭରା ହୋଇ ଆସୁଥିବା ବେଳେ ଘନ ଘନ ବର୍ଷା କ୍ରିକେଟ୍ ଫ୍ୟାନଙ୍କୁ ନିରାସ ମଧ୍ୟ କରିଥିଲା । କିନ୍ତୁ ଏହି…

ଚୀନର ଡ୍ରିମ୍ ପ୍ରୋଜେକ୍ଟ ବିଆରଆଇକୁ ଇଟାଲିର ନା !

ନୂଆଦିଲ୍ଲୀ: ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍ (ବିଆରଆଇ)ରେ ସାମିଲ ହୋଇଥିବା ଏକମାତ୍ର ଜି-୭ ଦେଶ ଇଟାଲି ଚୁକ୍ତିରୁ ଓହରି ଯିବା ନେଇ ବିଚାର କରୁଛି। ଚୀନକୁ ଇଟାଲୀର ରପ୍ତାନୀ ଆଶାନୁରୂପ ହୋଇ ନ ଥିବାରୁ ଏବଂ ଦେଶର ନୂଆ ସରକାର ଚୀନର ଆର୍ଥିକ ଓ ରାଜନୈତିକ ପ୍ରଭାବ ପ୍ରତି ଅଧିକ ସତର୍କ ଥିବାରୁ…