Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଦିତ୍ୟ ଏଲ-୧ର ସଫଳ ଲଞ୍ଚିଂ ପରେ ଇସ୍ରୋ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ରାଷ୍ଟପତି

ବାଙ୍ଗାଲୋର:ସଫଳତାର ସହ ନିର୍ଦ୍ଧାରିତ କକ୍ଷପଥରେ ପହଞ୍ଚିଛି ଆଦିତ୍ୟ ଏଲ-୧ । ପିଏସଏଲଭି-ସିଏସ୫୭ ରକେଟରେ ଲଞ୍ଚ ହେବାପରେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ସୂର୍ଯ୍ୟଯାନକୁ  ୪ ମାସ ସମୟ ଲାଗିବ । ଏହି ସୂଚନା ଇସ୍ରୋ ମୁଖ୍ୟ  ସୂଚନା ଦେବା ପରେ ସାରା ଦେଶରେ ଖୁସିର ଲହରୀ । ଆଦିତ୍ୟ ଏଲ ୧ର…

ଇସ୍ତଫାଦେଲେ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ସିଇଓ ଉଦୟ କୋଟାକ

ନୂଆଦିଲ୍ଲୀ: ଇସ୍ତଫାଦେଲେ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ସିଇଓ ଉଦୟ କୋଟାକ । ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପରିଚାଳନା ନିର୍ଦ୍ଦେଶକ ଭାବେ ଦାୟିତ୍ବରେ ଥିଲେ ଉଦୟ । ତେବେ ଗତକାଲି ସେ ତାଙ୍କର ଉସ୍ତଫାପତ୍ର ବ୍ୟାଙ୍କର ବୋର୍ଡ ଅଫ ଡିରେକ୍ଟର୍ସ ଅଧ୍ୟକ୍ଷ ପ୍ରକାଶ ଆପଟେଙ୍କ…

ଚନ୍ଦ୍ରପୃଷ୍ଠରେ ୧୦୦ ମିଟର ବୁଲିଲାଣି ରୋଭର ‘ପ୍ରଜ୍ଞାନ’

ନୂଆଦିଲ୍ଲୀ: ଆଜି ନୂଆ ରେକର୍ଡ ସୃଷ୍ଟି କରିଛି ଚନ୍ଦ୍ରପୃଷ୍ଠରେ ବିଚରଣ କରି ଅନୁସନ୍ଧାନ ଜାରି ରଖିଥିବା ରୋଭର ‘ପ୍ରଜ୍ଞାନ’ । ଲ୍ୟାଣ୍ଡିଂ ଜୋନ ‘ଶିବଶକ୍ତି ପଏଣ୍ଟ’ଠାରୁ ବର୍ତ୍ତମାନ ସୁଦ୍ଧା ରୋଭର ‘ପ୍ରଜ୍ଞାନ’ ୧୦୦ ମିଟର ବିଚରଣ କରିସାରିଛି । ଏନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ…

ସାମ୍ନାକୁ ଆସିଲା ‘ଟାଇଗର-୩’ର ପ୍ରଥମ ପୋଷ୍ଟର, ଦିପାବଳୀରେ ହେବ ରିଲିଜ୍

ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଟାଇଗର ୩’ର ପ୍ରଥମ ପୋଷ୍ଟର ରିଲିଜ ହୋଇଛି । ଏଥିସହିତ ଫିଲ୍ମ ରିଲିଜର ତାରିଖ ମଧ୍ୟ ଘୋଷଣା ହୋଇଛି । ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଆଗାମୀ ଚଳଚ୍ଚିତ୍ର ଟାଇଗର ୩ ଚଳିତ ବର୍ଷ ଦିପାବଳୀରେ ପ୍ରେକ୍ଷାଳୟକୁ…

‘ଆଶିକ୍-୩’ରେ କାର୍ତ୍ତିକଙ୍କ ସହ ନଜର ଆସିବେ ସାଉଥ ନାୟିକା ଆକାଂକ୍ଷା

ନୂଆଦିଲ୍ଲୀ: ଫିଲ୍ମ 'ଆଶିକ୍ -୩' ଘୋଷଣା ହେବା ପରେ ଏହାର ନିର୍ମାତା ହିରୋଇନ ଖୋଜିବାରେ ଲାଗିପଡ଼ିଥିଲେ । ଫିଲ୍ମ ପାଇଁ ନିର୍ମାତାଙ୍କୁ ନୂଆ ଚେହେରା ଖୋଜୁଥିଲେ । ତେବେ ଦୀର୍ଘ ଦିନ ପରେ ଫିଲ୍ମ ଲାଗି ଅଭିନେତ୍ରୀଙ୍କ ନାଁ ଫାଇନାଲ ହୋଇଛି ।'ଆଶିକ୍ -୩'ରେ କାର୍ତ୍ତିକ ଆର୍ଯ୍ୟନଙ୍କ ଅପୋଜିଟରେ…

ଗୁରୁ ଦିବସରେ ରାଷ୍ଟ୍ରୀୟ ପୁରସ୍କାର ପାଇବେ ୭୫ ଶିକ୍ଷକ, ସମ୍ମାନିତ କରିବେ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ

ନୂଆଦିଲ୍ଲୀ: ସେପ୍ଟେମ୍ବର ୫ରେ ଜାତୀୟ ଗୁରୁ ଦିବସ ପାଳନ ଅବସରରେ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ ୭୫ଜଣ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିବେ । ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଏହି ସମାରୋହର ଆୟୋଜନ କରାଯିବ ।…

ବେଷ୍ଟ ବ୍ୟାଙ୍କର୍ ଶକ୍ତିକାନ୍ତ: ଗ୍ଲୋବାଲ ଫାଇନାନ୍ସ ରିପୋର୍ଟରେ ଶକ୍ତିକାନ୍ତଙ୍କୁ ମିଳିଲା A+ ଗ୍ରେଡ୍

ନୂଆଦିଲ୍ଲୀ: ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ମିଳିଲା ବିଶ୍ବର ଶ୍ରେଷ୍ଠ ଗଭର୍ଣ୍ଣର ମାନ୍ୟତା । ଗ୍ଲୋବାଲ ଫାଇନାନ୍ସର କେନ୍ଦ୍ରୀୟ ବ୍ୟାଙ୍କର ରିପୋର୍ଟ କାର୍ଡ ୨୦୨୩ରେ A+ ରେଟିଂ ପାଇଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । A+ ଗ୍ରେଡରେ କେବଳ ଭାରତ, ସ୍ବିଜରଲ୍ୟାଣ୍ଡ, ଭିଏତନାମ…

ମିଳିତ ଯୁଦ୍ଧାଭ୍ୟାସକୁ ଉତ୍ତର କୋରିଆର ଜବାବ: ଗୋଟିଏ ଦିନରେ ପରୀକ୍ଷଣ କଲା ଏକାଧିକ କ୍ଷେପଣାସ୍ତ୍ର

ନୁଆଦିଲ୍ଲୀ:  ନିକଟରେ ଆମେରିକା ଓ ଦକ୍ଷିଣ କୋରିଆ ସାମରିକ ଡ୍ରିଲ୍ ଶେଷ ହୋଇଛି । ଏହାର ମାତ୍ର  ୨ ଦିନ ପରେ ଉତ୍ତର କୋରିଆ   ପକ୍ଷରୁ ସମୁଦ୍ର ଭିତରେ ଏକାଧିକ କ୍ରୁଜ୍ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଛି  । ଏହି କ୍ଷେପଣାସ୍ତ୍ର ଉତ୍ତର କୋରିଆର ପଶ୍ଚିମ ଉପକୂଳରେ ପରୀକ୍ଷା କରାଯାଇଥିବା…

୮୫ ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ ପରେ ବ୍ଲେଡରେ ଓଠ କାଟିଲା ଅଭିଯୁକ୍ତ

ନୂଆଦିଲ୍ଲୀ: ସୀମା ଟପିଲା ପାଶବିକତା । ୮୫ ବର୍ଷୀୟା ବୃଦ୍ଧାଙ୍କୁ ବି ଛାଡିଲାନି ଯୌନ ପିପାସୁ ମଣିଷ । ଦିଲ୍ଲୀରେ ଜଣେ ୮୫ ବର୍ଷୀୟା ବୃଦ୍ଧ ମହିଳାଙ୍କୁ ଜଣେ ୨୮ ବର୍ଷୀୟ ଯୁବକ ଦୁଷ୍କର୍ମ କରିଛି । କେବଳ ସେତିକି ନୁହେଁ ବୃଦ୍ଧାଙ୍କୁ ଦୁଷ୍କର୍ମ କରିବା ପରେ ବ୍ଲେଡରେ ତାଙ୍କର ଓଠ କାଟି ଦେଇଥିବାର…

ଅନନ୍ତ ଆକାଶରେ ଭାରତର ସୂର୍ଯ୍ୟ ଅଭିଯାନ ‘ଆଦିତ୍ୟ ଏଲ-୧’

ବାଙ୍ଗାଲୋର: ଅନନ୍ତ ଆକାଶରେ ଭାରତର ସୂର୍ଯ୍ୟ ଅଭିଯାନ ଆଦିତ୍ୟ ଏଲ-୧ । ଶ୍ରୀହରିକୋଟାର ଲଞ୍ଚିଂ ସେଣ୍ଟରରୁ ସେପ୍ଟେମ୍ବର ୨  ତାରିଖ ୧୧ଟା ୫୦ରେ ଆଦିତ୍ୟ ଏଲ-୧କୁ ସୂର୍ଯ୍ୟ ଅଭିମୁଖେ ପ୍ରେରଣ କରିଛି ଇସ୍ରୋ । ପିଏସଏଲଭି-ଏକ୍ସଏଲ ରକେଟ ଆଦିତ୍ୟ ଏଲ ୧କୁ ନେଇ ମହାକାଶକୁ ଯାଇଛି । ଆଦିତ୍ୟ ଏଲ ୧…