Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦୁନିଆର ୫ଟି ରହସ୍ୟମୟୀ ସ୍ଥାନ, ଯାହାର ରହସ୍ୟ ଆଜି ଯାଏଁ ସମସ୍ତଙ୍କୁ ଅଛପା….

ଦିଲ୍ଲୀ : ଦୁନିଆ ଅନେକ ରହସ୍ୟରେ ପରିପୂର୍ଣ୍ଣ  ।  ଆମ ଚାରିପାଖରେ ଏପରି ଅନେକ ରହସ୍ୟ ଅଛି, ଯାହାକୁ ବିଶ୍ୱାସ କରିବା କଷ୍ଟକର  । ଏହି ରହସ୍ୟଗୁଡିକର ସମାଧାନ ପାଇଁ ନିରନ୍ତର ପ୍ରୟାସ କରାଯାଉଛି ।  କିନ୍ତୁ ଏହି ରହସ୍ୟଗୁଡିକ ଏପରି ଯେ ସେଗୁଡିକ ଆଦୌ ସମାଧାନ ହୋଇପାରିବ ନାହିଁ  ।  ଦୁନିଆରେ…

ରାଜସ୍ଥାନରେ ମହିଳାଙ୍କୁ ନିବସ୍ତ୍ର କରି ଗାଁରେ ବୁଲାଇବା ଘଟଣା: ୭ଜଣଙ୍କୁ ଗିରଫ କଲା ପୋଲିସ

ଜୟପୁର: ରାଜସ୍ଥାନରେ ମଣିପୁର ଘଟଣାର ପୁନରାବୃତ୍ତି । ସ୍ବାମୀ ସାଜିଲା ସୈତାନ । ସ୍ତ୍ରୀକୁ ମାଡ଼ ମାରିବା ପରେ ଉଲଗ୍ନ କରି ବୁଲାଇଲା ନିଷ୍ଠୁର ସ୍ବାମୀ । ରାଜସ୍ଥାନର ପ୍ରତାପଗଡ଼ ଜିଲ୍ଲାରେ ଘଟିଛି ଏପରି ଲଜ୍ଜାଜନକ ଘଟଣା । ମହିଳାଙ୍କୁ ଉଲଗ୍ନ କରି ବୁଲାଇବାର ଭିଡିଓ ଏବେ ସୋସିଆଲ ମିଡିଆରେ…

ପୁରୁଷଙ୍କ ତୁଳନାରେ ମହିଳା ସର୍ଜନଙ୍କ ପ୍ରଦର୍ଶନ ଭଲ: ଷ୍ଟଡି

ନୂଆଦିଲ୍ଲୀ:ମେଡିକାଲ ଫିଲ୍ଡରେ ମହିଳା ସର୍ଜନଙ୍କ ସଂଖ୍ୟା ପୁରୁଷ ତୁଳନାରେ କମ ରହିଛି । ତେବେ ନିକଟରେ କରାଯାଇଥିବା ଏକ ଷ୍ଟଡି ମହିଳା ସର୍ଜନଙ୍କ ପ୍ରଦର୍ଶନ ଓ ସଫଳତା ହାର ପୁରୁଷଙ୍କ ତୁଳନାରେ ଭଲ ରହିଛି । ଆମେରିକା ଓ ସ୍ୱୀଡେନରେ କରାଯାଇଥିବା ଷ୍ଟଡିରେ ଏହି ତଥ୍ୟ ସମ୍ମୁଖକୁ ଆସିଛି ।…

‘ସ୍ଲିପ ମୋଡ’ରେ ରୋଭର ପ୍ରଜ୍ଞାନ, ଇସ୍ରୋ ଦେଲା ସୂଚନା

ବେଙ୍ଗାଲୁରୁ: ଶନିବାର ବିଳମ୍ବ ରାତିରେ ଇସ୍ରୋ ସୂଚନା ଦେଇଛି ଯେ ଚନ୍ଦ୍ରପୃଷ୍ଠରେ ଥିବା ରୋଭର ପ୍ରଜ୍ଞାନ ଏହାର ପ୍ରଥମ କାମ ଶେଷ କରିଛି। ଏବେ ଏହାକୁ ସୁରକ୍ଷିତ ଭାବେ ପାର୍କିଂ କରାଯାଇ ସ୍ଲିପ୍ ମୋଡରେ ରଖାଯାଇଛି। ଏପିଜେଡଏସ ଏବଂ ଏଲଆଇବିଏସ ପେଲୋଡକୁ ବନ୍ଦ କରିଦିଆଯାଉଛି। ଏହି ପେଲୋଡରୁ…

ଏକକ ନିର୍ବାଚନ: କମିଟିରେ ସୋନିଆ ଓ ଖଡଗେ ନଥିବାରୁ ଓହରିଗଲେ ଅଧୀର ରଞ୍ଜନ

ନୂଆଦିଲ୍ଲୀ: ଗୋଟିଏ ଦେଶ ଗୋଟିଏ ନିର୍ବାଚନ କାର୍ଯ୍ୟକାରୀ କରିବା ପାଇଁ ସରକାର ଗଠନ କରିଥିବା ଉଚ୍ଚସ୍ତରୀୟ କମିଟିରୁ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଓହରି ଯାଇଛନ୍ତି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେଙ୍କୁ ଏହି କମିଟିରେ ବାଦ୍ ଦିଆଯାଇଥିବା…

ଛତିଶଗଡରେ ରାହୁଲ ଶାହା ଲଢେଇ

ଭୁବନେଶ୍ୱର: ଛତିଶଗଡ଼ରେ ଦୁଇ ଜାତୀୟ ଦଳର ପ୍ରମୁଖ ନେତାଙ୍କ ମଧ୍ୟରେ ଲଢେ଼ଇ। ଆଗକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଛତିଶଗଡ଼ରେ ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଗୋଟିଏ ଦିନରେ ଉଭୟ ନେତା ବିଶାଳ ସମାବେଶକୁ ଉଦବୋଧନ…

‘ଏବେ ୱାନ ନେସନ ୱାନ ଇଲେକ୍ସନ, ଆଗକୁ ୱାନ ନେସନ ୱାନ ପାର୍ଟି’

ଭୁବନେଶ୍ୱର: ସଂସଦର ସ୍ୱତନ୍ତ୍ର ଅଧିବେଶନ ଓ ୱାନ ନେସନ ୱାନ ଇଲେକ୍ସନ ପ୍ରସଙ୍ଗ ଏବେ ଚର୍ଚ୍ଚାର ପ୍ରମୁଖ ପ୍ରସଙ୍ଗ ପାଲଟିଛି। ସାଧାରଣ ଲୋକଙ୍କଠୁ ଆରମ୍ଭ କରି ରାଜନୈତିକ ଦଳର ନେତାମାନେ ଏହାକୁ ନେଇ ନାନା ପ୍ରକାର ତର୍ଜମା କରୁଥିବା ଦେଖିବାକୁ ମିଳିଛି। ସେପଟେ ବିରୋଧୀ ଦଳର ନେତାମାନେ ଏ…

୨୦୮୦ ସୁଦ୍ଧା ଭାରତର ଭୂତଳ ଜଳର ପରିମାଣ ୩ଗୁଣା କମିଯିବ : ଷ୍ଟଡି

ନୂଆଦିଲ୍ଲୀ: ଆଗକୁ ଭାରତ ପାଇଁ ଭୂତଳ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିବାକୁ ଯାଉଛି ବୋଲି ବୈଜ୍ଞାନିକମାନେ ଚେତାଇ ଦେଇଛନ୍ତି । ୨୦୮୦ ସୁଦ୍ଧା ଏହାର ମାତ୍ରା ୩ଗୁଣା କମିଯିବ । ଯାହା ଦେଶର ଖାଦ୍ୟ ଓ ଜଳ ସୁରକ୍ଷା ପାଇଁ ବଡ ସମସ୍ୟା ସୃଷ୍ଟି କରିବ । ଆମେରିକାର ମିଶିଗନ ବିଶ୍ୱବିଦ୍ୟାଳୟ…

୯ ବର୍ଷର ଶିଶୁକୁ ହେଇଛି ଅଦ୍ଭୁତ ରୋଗ: ଯନ୍ତ୍ରଣା, ଥଣ୍ଡା, ଗରମ କିଛି ଅନୂଭୂତ ହେଉ ନାହିଁ

ଆଗ୍ରା: ୯ ବର୍ଷର ଏକ ଶିଶୁକୁ ହେଉଛି ଅଦ୍ଭୁତ ରୋଗ । ଏହାର ଲକ୍ଷଣ ଦେଖି ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟଚକିତ ହୋଇ ପଡିଛନ୍ତି । ଶରୀରରେ ଯଦି କୌଣସି ଆଘାତ ହେଉଛି ଏହି ଶିଶୁକୁ କୌଣସି ପ୍ରକାର ଯନ୍ତ୍ରଣା ଅନୁଭବ ହେଉ ନାହିଁ । ସେହିପରି ସେ ଥଣ୍ଡା କିମ୍ବା ଗରମ କଣ ଜାଣିପାରୁ ନାହିଁ । ଏମଆରଆଇ…

ଆଦିତ୍ୟ ଏଲ-୧ର ସଫଳ ଲଞ୍ଚିଂ ପରେ ଇସ୍ରୋ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ରାଷ୍ଟପତି

ବାଙ୍ଗାଲୋର:ସଫଳତାର ସହ ନିର୍ଦ୍ଧାରିତ କକ୍ଷପଥରେ ପହଞ୍ଚିଛି ଆଦିତ୍ୟ ଏଲ-୧ । ପିଏସଏଲଭି-ସିଏସ୫୭ ରକେଟରେ ଲଞ୍ଚ ହେବାପରେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ସୂର୍ଯ୍ୟଯାନକୁ  ୪ ମାସ ସମୟ ଲାଗିବ । ଏହି ସୂଚନା ଇସ୍ରୋ ମୁଖ୍ୟ  ସୂଚନା ଦେବା ପରେ ସାରା ଦେଶରେ ଖୁସିର ଲହରୀ । ଆଦିତ୍ୟ ଏଲ ୧ର…