Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କାନ୍ଧାର ବିମାନ ହାଇଜାକ ଘଟଣା: ପାକିସ୍ତାନର କଳା କାରନାମାର ଖୁଲାସା କଲେ ପାଇଲଟ୍

ନୂଆଦିଲ୍ଲୀ: ଇଣ୍ଡିଆନ୍ ଏୟାରଲାଇନ୍ସର ବିମାନ IC-814 ସମ୍ବନ୍ଧରେ ଏକ ବଡ ରହସ୍ୟ ସାମ୍ନାକୁ ଆସିଛି। ଏହି ରହସ୍ୟ ଲାହୋର ବିମାନବନ୍ଦରରେ ବିମାନର ଜରୁରୀ ଅବତରଣ ସହିତ ଜଡିତ  ।୧୯୯୯ ଡିସେମ୍ବର ମାସରେ ନେପାଳର ରାଜଧାନୀ କାଠମାଣ୍ଡୁରୁ ଇଣ୍ଡିଆନ୍ ଏୟାରଲାଇନ୍ସର ବିମାନ IC-814 ଅପହରଣ କରାଯାଇଥିଲା…

ନୂଆ ଭାରତର ଲୋକଙ୍କ ଆକାଂକ୍ଷାକୁ ପୂରଣ କରିବ ବନ ସଂରକ୍ଷଣ ସଂଶୋଧନ ବିଲ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦର ଯାଦବଙ୍କ ଏକ ଆଲେଖ୍ୟ ମାଧ୍ୟମରେ ବନ ସଂରକ୍ଷଣ ସଂଶୋଧନ ବିଲ୍‌, ୨୦୨୩ ଉପରେ ଆଲୋକପାତ କରିଛନ୍ତି। ବନ ସଂରକ୍ଷଣ ସଂଶୋଧନ ବିଲ୍ ନୂଆ ଭାରତର ଆକାଂକ୍ଷାର ଅନୁରୂପ ବୋଲି…

ରାହୁଲ ଗାନ୍ଧିଙ୍କୁ ମିଳିଲା ସରକାରୀ ବଙ୍ଗଳା, କହିଲେ ପୂରା ହିନ୍ଦୁସ୍ଥାନ ମୋ ଘର

ନୂଆଦିଲ୍ଲୀ:ରାହୁଲ ଗାନ୍ଧୀ ଲୋକସଭା ସଦସ୍ୟ ପଦ ଫେରି ପାଇବା ପରେ ଏବେ ଫେରି ପାଇଛନ୍ତି ତାଙ୍କର ସରକାରୀ ବଙ୍ଗଳା । ଯେଉଁ କ୍ୱାର୍ଟର୍ସରେ ସେ ପୂର୍ବରୁ ରହୁଥିଲେ ଏବେ ସେହି ବଙ୍ଗଳା ତାଙ୍କୁ ମିଳିଛି । କିଛି ଦିନ ମଧ୍ୟରେ ରାହୁଲ  ୧୨ ତୁଗଳକ ଲେନରେ ଥିବା ବଙ୍ଗଳାକୁ ଫେରିଯିବ ରାହୁଲ ।…

ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ ଆଶଙ୍କା, ୨୬୦୦ ବିମାନ ଉଡାଣ ରଦ୍ଦ

ଓ୍ଵାଶିଂଟନ: ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ ସମ୍ଭାବନା । ଏଥିପାଇଁ ୨୬୦୦ ଉଡାଣକୁ ରଦ୍ଦ କରିଦିଆଯାଇଛି । ସୋମବାର ଠାରୁ ରାଜଧାନୀ ଓ୍ଵାଶିଂଟନରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ଜଲଦି ବନ୍ଦ କରିଦିଆଯାଇଛି । ଆମେରିକାରେ ଭୟଙ୍କର ଘୂର୍ଣ୍ଣିଛଡ, ପ୍ରବଳ ବର୍ଷା ଏବଂ ତୋଫାନ ଆଶଙ୍କା ଦେଖି…

ବ୍ରିଟେନରେ କରୋନାର ନୂଆ ଭାରିଆଣ୍ଟ ‘ଏରିସ୍’: ସତର୍କ କଲା ‘ହୁ’

ଲଣ୍ଡନ:  ଦୀର୍ଘ ଦିନର ବ୍ୟବଧାନ ପରେ ଏବେ  ପୁଣି କଡ ଲେଉଟାଇଲାଣି କରୋନା । ବଢିଛି ଭୟ ଏବଂ ଆଲର୍ଟରେ ରହିଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ।   ଦୀର୍ଘ ଦିନର ବ୍ୟବଧାନ ପରେ ଏଠାକାରବାସୀଙ୍କୁ ପୁଣି କରୋନା ଡରାଇଲାଣି । ସେଠାରେ ଜନ୍ମ ନେଇଛି ଏକ ନୂଆ ଭାରିଆଣ୍ଟ । ଯାହାର ନାମ ରହିଛି ଏରିସ୍ ।…

ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଚର୍ଚ୍ଚା, ରାହୁଲଙ୍କ ସ୍ଥାନରେ ଗୌରବ ଗୋଗୋଇ ନେଲେ ନେତୃତ୍ୱ

ନୂଆଦିଲ୍ଲୀ: ଲୋକସଭାରେ ମଙ୍ଗଳବାର ମୋଦୀ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ ହୋଇଛି। ମଣିପୁର ପ୍ରସଙ୍ଗରେ ମୋଦୀ ସରକାର ବିରୋଧରେ ଇଣ୍ଡିଆ ମେଣ୍ଟର ସାଂସଦମାନେ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ କଂଗ୍ରେସର ବରିଷ୍ଠ ନେତା ଗୌରବ ଗୋଗୋଇ ଚର୍ଚ୍ଚା ଆରମ୍ଭ…

ଫିଲ୍ମ ‘ଜେଲର’ ପାଇଁ ଛୁଟି ରହିବ ସବୁ ଅଫିସ୍, ଜାଣନ୍ତୁ କେଉଁ ରାଜ୍ୟରେ ହେଲା ଛୁଟି ଘୋଷଣା

ମୁମ୍ବାଇ: ସୁପରଷ୍ଟାର ରଜନୀକାନ୍ତଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ଅଗଷ୍ଟ ୧୦ ତାରିଖରେ ରିଲିଜ ହେବାକୁ ଯାଉଛି ରଜନୀକାନ୍ତଙ୍କ ଫିଲ୍ମ 'ଜେଲର' । ଏହି ଫିଲ୍ମ ରିଲଜ୍ ହେବା ପୂର୍ବରୁ ହିଁ ଏହାର କ୍ରେଜ୍ ଜବରଦସ୍ତ ରହିଛି ।ତେଣୁ ଫିଲ୍ମ 'ଜେଲର' ସମଗ୍ର ଦେଶରେ ବକ୍ସ ଅଫିସରେ ଧମାଲ କରିବ ବୋଲି…

ମୌସୁମୀ ଅଧିବେଶନରୁ ନିଲମ୍ବିତ ହେଲେ ଟିଏମସି ସାଂସଦ ଡେରେକ ଓ’ବ୍ରାୟନ

ନୂଆଦିଲ୍ଲୀ: ରାଜ୍ୟସଭାରୁ ନିଲମ୍ବିତ ହେଲଷ ତୃଣମୂଳ କଂଗ୍ରେସ ସାଂସଦ ଡେରେକ ଓ ବ୍ରାୟନ  । ମୌସୁମୀ ଅଧିବେଶନର ବଳକା ଦିନ ପାଇଁ ତାଙ୍କୁ ସଂସଦରୁ ନିଲମ୍ବିତ କରାଯାଇଛି । ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ଆଜି କାର୍ଯ୍ୟକାଳ ଚାଲିଥିବା ସମୟରେ ବ୍ରାୟନଙ୍କୁ ମୌସୁମୀ ଅଧିବେଶନରୁ ନିଲମ୍ବନ…

ସୁରକ୍ଷାକର୍ମୀଙ୍କ ଗୁଳିଲେ ହିଜ୍‌ବୁଲ ମୁଜାହିଦ୍ଦିନ ସଂଗଠନର କମାଣ୍ଡର ନିହତ

ଶ୍ରୀନଗର: ହିଜ୍‌ବୁଲ ମୁଜାହିଦ୍ଦିନ ସଂଗଠନର ଗତିବିଧିକୁ ପଣ୍ଡ କଲା ସୁରକ୍ଷାବଳ। ସୋମବାର ଜମ୍ମୁ-କାଶ୍ନୀର ପୁଞ୍ଛ ସେକ୍ଟରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ହିଜ୍‌ବୁଲ ମୁଜାହିଦ୍ଦିନ ସଂଗଠନର କମାଣ୍ଡର ନିହତ। ମୃତକ ଜଣକ ପୁଞ୍ଛ ଜିଲ୍ଲାର ମୁନୀର ହୁସେନ ବୋଲି ଜଣାପଡି଼ଛି। ହୁସେନ ଜମ୍ମୁ…