Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କୁଲ୍ଲୁରେ ବାଦଲ ଫଟା ବର୍ଷା, ବନ୍ୟାଜଳରେ ଭାସିଯାଇ ଜଣେ ମୃତ, ୨ ଆହତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଉତ୍ତର ଭାରତର ଅନେକ ଅଞ୍ଚଳରେ ଦୀର୍ଘ କିଛି ଦିନ ଧରି ବର୍ଷାର ପ୍ରକୋପ ଲାଗି ରହିଛି। ହିମାଚଳ ପ୍ରଦେଶରେ ପ୍ରକୃତି ପୁଣି ତାଣ୍ଡବ ଦେଖାଇଛି। ସୋମବାର କୁଲ୍ଲୁ ଜିଲ୍ଲାରେ ବାଦଲ ଫଟା ବର୍ଷା ଯୋଗୁଁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ଲଗାଣ ବର୍ଷା…

ଲାଇକ୍ ପାଇଁ ଯାଉଛି ଜୀବନ, ୭୨ ଘଣ୍ଟାରେ ୮ ଜଣଙ୍କ ମୃତ୍ୟୁ

ମୁମ୍ବାଇ: ସୋସିଆଲ୍ ମିଡିଆରେ ଲାଇକ୍, କମେଣ୍ଟ ପାଇଁ ସମସ୍ତେ ପାଗଳ । ଫଲୋଅର୍ସ ବଢ଼ାଇବା ଲାଗି ଜୀବନକୁ ବାଜି ଲଗାଇବାକୁ ପଛାଉ ନାହାନ୍ତି କ୍ରିଏଟର୍ସ । ଆଉ ଏହି ଫଲୋଅର୍ସ ବଢ଼ାଇବା ନିଶା ଏବେ ଜୀବନ ନେଉଛି । ବିଗତ ୭୨ ଘଣ୍ଟାରେ ଅବହେଳାର ଏଭଳି ୪ ଘଟଣା ସାମ୍ନାକୁ ଆସିଥିବା ଏଥିରେ ବେଳେ ୮…

ୟୁଟ୍ୟୁବରଙ୍କ ଘରେ ପୋଲିସର ଚଢଉ, ୨୪ ଲକ୍ଷ ନଗଦ ଟଙ୍କା ଜବତ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବରେଲିରେ ରବିବାର ବିଳମ୍ବିତ ରାତିରେ ପୋଲିସ ଏକ ୟୁଟ୍ୟୁବରଙ୍କ ଘରେ ଚଢାଉ କରିଛି। ପୋଲିସ ଚଢଉ ବେଳେ ୟୁଟ୍ୟୁବରଙ୍କ ଘରୁ ୨୪ ଲକ୍ଷ ଟଙ୍କା ଜବତ କରାଯାଇଛି। ନଗଦ ଟଙ୍କା ଜବତ କରିବା ପରେ ପୋଲିସ ତୁରନ୍ତ ଆୟକର ବିଭାଗର ଅଧିକାରୀମାନଙ୍କୁ ସୂଚନା ଦେଇଥିଲା। ଆୟକର ବିଭାଗର…

‘ଓସା’ର ବାର୍ଷିକ ସମ୍ମିଳନୀର ସାହିତ୍ୟ ଅଧିବେଶନ

ଭୁବନେଶ୍ୱର : ବିଶ୍ବର ସର୍ବ ବୃହତ ଓଡିଆ ମହାସଂଘ, ଓଡ଼ିଶା ସୋସାଇଟି ଅଫ ଆମେରିକାସ୍ (ଓସା)ର ୨୦୨୩ ବର୍ଷର ବାର୍ଷିକ ମହୋତ୍ସବ ଚି଼କାଗୋ ସହରରେ ପାଳିତ ହୋଇଯାଇଛି। ଆମେରିକା ଓ କାନାଡାର ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା ୧୨୦୦ରୁ ଅଧିକ ପ୍ରବାସୀ ଓଡ଼ିଆ ଏହି ଉତ୍ସବରେ ଯୋଗ ଦେଇଥିଲେ । ଏହି…

କେଦାରନାଥରେ ମୋବାଇଲ ବ୍ୟାନ: ରିଲ୍ସ ଓ ଫଟୋ ଉଠାଇବା ଉପରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ: କେଦାରନାଥ ଧାମରେ ମୋବାଇଲ୍‌ ମନା । ଶ୍ରଦ୍ଧାଳୁଙ୍କ ଧର୍ମୀୟ ଭାବନାକୁ ଆଘାତ ହେଉଥିବା ଦର୍ଶାଇ ମନ୍ଦିର ପରିସରରେ ମୋବାଇଲ୍ ବ୍ୟବହାରକୁ ମନା କରାଯାଇଛି । ବାବାଙ୍କ ଧାମରେ ୟୁଟ୍ୟୁବର ଓ ଇନଫ୍ଲୁଏନ୍ସରମାନେ ବିଭିନ୍ନ ପ୍ରକାର ରିଲ୍ପ ତିଆରି କରି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି,…

ବଙ୍ଗଳାରେ ଅସ୍ତ୍ରଶସ୍ତ୍ର ସହଜରେ ଉପଲବ୍ଧ, ଶସ୍ତାରେ ମିଳେ ବୋମା: ଟିଏମସି ସାଂସଦ

କୋଲକାତା: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ​​ହୋଇଥିବା ହିଂସା ମଧ୍ୟରେ ଟିଏମସି ସାଂସଦ ଅର୍ଜୁନ ସିଂଙ୍କ ଆଶ୍ଚର୍ଯ୍ୟଜନକ ବୟାନ ସାମ୍ନାକୁ ଆସିଛି। ଅର୍ଜୁନ ସିଂ କହିଛନ୍ତି ଯେ ଯେହେତୁ ବଙ୍ଗଳାରେ ବୋମା ଶସ୍ତାରେ ଉପଲବ୍ଧ, ସେଥିପାଇଁ ଏହା ଏଠାରେ ଅଧିକ ବ୍ୟବହୃତ ହୁଏ। ଏହା ସହ ଅର୍ଜୁନ ସିଂ…

ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ ଅଚାନକ କିଭ ଗସ୍ତ: ୟୁକ୍ରେନ ପାଇଁ ଖୋଲିଦେଲେ ଭଣ୍ଡାର

ନୂôଆଦିଲ୍ଲୀ:ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁ ସୁକ ୟୋଲ ଶନିବାର ଅଚାନକ ୟୁକ୍ରେନ ଗସ୍ତ କରିଥିଲେ । ରୁଷ ଆକ୍ରମଣର ଶିକାର ହୋଇଥିବା ଦେଶକୁ ନିଜର ସୟାହତାର ହାତ ବଢାଇବେ ବୋଲି ସେଠାରେ ଘୋଷଣା କରିଥିଲେ । ୨୦୨୨ରେ ୟୁକ୍ରେନ ଉପରେ ରୁଷ ଆକ୍ରମଣ ପରେ ଏହା ୟୋଲଙ୍କର ପ୍ରଥମ କିଭ ଗସ୍ତ । ଗସ୍ତ…

ବନ୍ଦେ ଭାରତ ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ଭୟଭୀତ ଯାତ୍ରୀ

ନୂଆଦିଲ୍ଲୀ: ବନ୍ଦେ ଭାରତ ଏକ୍ସପ୍ରେସରେ ଅଗ୍ନିକାଣ୍ଡ। ଭୋପାଳରୁ ନୂଆଦିଲ୍ଲୀ ଅଭିମୁଖେ ଆସୁଥିବା ବନ୍ଦେ ଭାରତ ଏକ୍ସପ୍ରେସ ବଡ଼ ଦୁର୍ଘଟଣାର ଶିକାର ହୋଇଛି। ସୋମବାର ରାନୀ କମଲାପତି ଷ୍ଟେସନରୁ ଯିବା ବେଳେ ଟ୍ରେନର ୧୪ତମ କୋଚରୁ ପ୍ରଥମେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା। ଅଗ୍ନିକାଣ୍ଡ…

ମଣିପୁରରେ ପୁଣି ହିଂସା: ଗତ ୨୪ ଘଣ୍ଟାରେ ୨ ଜଣଙ୍କୁ ହତ୍ୟା, ୯ ଗିରଫ

ଇମ୍ଫାଲ: ଗତ କିଛି ଦିନ ହେବ ଶାନ୍ତ ଥିଲା ମଣିପୁର। କିନ୍ତୁ ଏବେ ପୁଣିଥରେ ରାଜ୍ୟରୁ ହିଂସା ଖବର ସାମ୍ନାକୁ ଆସିଛି। ପୂର୍ବ ଇମ୍ଫାଲର ସାଓମ୍ବାଙ୍ଗ ଅଞ୍ଚଳରେ ଜଣେ ମହିଳାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହି ଘଟଣାରେ ୫ ଜଣ ମହିଳାଙ୍କ ସମେତ ୯ ଜଣଙ୍କୁ ପୋଲିସ ଗିରଫ କରିଛି। ମୃତ ମହିଳା ଜଣଙ୍କ…

ଆଜି ବିରୋଧୀଙ୍କ ଦ୍ଵିତୀୟ ମହାବୈଠକ; ଡିନରରେ ସାମିଲ ହେବେନି ଶରଦ, ମମତା

ନୂଆଦିଲ୍ଲୀ: ୨୦୨୪  ସାଧାରଣ ନିର୍ବାଚନ ପାଇଁ ଏକାଠି  ହେଉଛନ୍ତି ବିରୋଧୀ ।ଆଜି ୨୪ ବିରୋଧୀ ଦଳର ମହାବୈଠକ । ତିଆରି କରିବେ ମିଳିତ  ମିଳିତ ରଣନୀତି  ।  ୨୦୨୪ ରେ ଗଢିବେ  ବିଜେପି ବିରୋଧୀ ସରକାର ।  ଆଜି କର୍ଣ୍ଣାଟକର ବେଙ୍ଗାଲୁରୁରେ ହେବ ବିରୋଧୀଙ୍କ ମହାବୈଠକn। କଂଗ୍ରେସ ନେତୃତ୍ୱଧୀନ…