Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜି-୨୦ ସିଙ୍ଗାପୁର-ଭାରତ ହକାଥନ ୨୦୨୩ ସମାରୋହରେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସିଙ୍ଗାପୁରର ଉପପ୍ରଧାନମନ୍ତ୍ରୀ ତଥା ଅର୍ଥ ମନ୍ତ୍ରୀ ଲାରେନ୍ସ ଓଙ୍ଗ୍ ରବିବାର ଆଇଆଇଟି ଗାନ୍ଧିନଗରରେ ଅନୁଷ୍ଠିତ ‘ଜି-୨୦ ସିଙ୍ଗାପୁର ଭାରତ ହକାଥନ-୨୦୨୩’ର ତୃତୀୟ ସଂସ୍କରଣରେ ଯୋଗଦେଇଛନ୍ତି ।…

ରେଡିଓ କୋଲାର ପାଇଁ ବାଘ ମୃତ୍ୟୁ ଖବର ଗୁଜବ କହିଲେ ସରକାର

ନୂଆଦିଲ୍ଲୀ: ଭାରତରେ ଚିତା ବାଘଙ୍କ ସଂଖ୍ୟା ବୃଦ୍ଧି ପାଇଁ କେନ୍ଦ୍ର ସରକାର ଟ୍ରାନ୍ସଲୋକେସନ (ସ୍ଥାନାନ୍ତରଣ) ଜରିଆରେ ଦକ୍ଷିଣ ଆଫ୍ରିକା ଓ ନାମିବିୟାରୁ ୨୦ଟି ଚିତା ଆଣି ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛାଡିଥିଲେ । ସେମାନଙ୍କ ସ୍ୱଚ୍ଛ ବିଚରଣ ଓ ଖାଦ୍ୟ ଶିକାର ପାଇଁ ମଧ୍ୟ ଏହି…

୨୦ ଟଙ୍କା ଲୋଭ ଦେଖାଇ ଆଖି ପିଛୁଳାକେ ଲୁଟିନେଲେ ୧୦ ଲକ୍ଷ, ଭିଡିଓ ଭାଇରାଲ୍

ବିଶାଖାପାଟଣା: ଦିନ ଦ୍ୱିପ୍ରହରରେ ଆଖି ପିଛୁଳାକେ ୨୦ ଟଙ୍କା ତଳେ ପକାଇ ଦେଇ ଲୁଟି ନେଲେ ୧୦ ଲକ୍ଷ ଟଙ୍କା । ଏଭଳି ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ଗୁଣ୍ଟୁର । ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । https://twitter.com/i/status/1680434618250698752…

ଆସନ୍ତାକାଲି ବିଜେପି ବିରୋଧରେ ବେଙ୍ଗାଲୁରୁରେ ବିରୋଧୀଙ୍କ ବୈଠକ, ସାମିଲ ହେବ ଆପ୍

ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନରେ ବିଜେପି ବିରୋଧରେ ଲଢ଼ିବା ପାଇଁ ମିଳିତ ରଣନୀତି ସ୍ଥିର କରିବା ପାଇଁ ଆମ୍ ଆଦମୀ ପାର୍ଟି ଆସନ୍ତାକାଲି କର୍ଣ୍ଣାଟକର ବେଙ୍ଗାଲୁରୁରେ କଂଗ୍ରେସ ନେତୃତ୍ୱଧୀନ ବିରୋଧୀ ଦଳ ବୈଠକରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଛି। ଯେଉଁଥିରେ କଂଗ୍ରେସ…

କେନ୍ଦ୍ରର ଅଧ୍ୟାଦେଶ ନିଷ୍ପତ୍ତି ବିରୋଧରେ ଆମ୍ ଆଦମୀ ପାର୍ଟିକୁ କଂଗ୍ରେସର ସମର୍ଥନ

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଶାସିନକ ଅଧିକାରୀ ନିୟନ୍ତ୍ରଣକୁ ନେଇ କେନ୍ଦ୍ର ସରକାର ଜାରି କରିଥିବା ଅଧ୍ୟାଦେଶ ବିରୋଧରେ କଂଗ୍ରେସ ଶେଷରେ ଆମ ଆଦମୀ ପାର୍ଟିକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି। ଆସନ୍ତାକାଲି ବେଙ୍ଗାଲୁରୁରେ ହେବାକୁ ଥିବା ପ୍ରମୁଖ ବିରୋଧୀ ଦଳ ବୈଠକକୁ ବର୍ଜନ କରିବାକୁ ଆପ୍…

ମାଲେମାଲ କରିଲା ଟମାଟୋ ବେପାର: ଦେଢ଼ କୋଟି ଟଙ୍କା ରୋଜଗାର କଲେ ତୁକାରାମ

ପୁନେ: ବର୍ତ୍ତମାନ ଟମାଟୋ ଦର ଆକାଶ ଛୁଆଁ। ଶହେ ଉପରେ କେଜି। ଯେଉଁଠି ଗ୍ରାହକମାନେ କିଲେ ଲେଖାଏଁ ଟମାଟୋ କିଣନ୍ତି, ଆଜି ସେଠି ହାତଗଣତି ତଥା ଦୁଇ ଶହ, ଅଢେଇ ଶହ ଗ୍ରାମ୍‌ରେ ମନ ବୁଝେଇବାକୁ ପଡୁଛି । ହେଲେ ଏହି ଟମାଟୋ ବେପାର କରି ମାଲେମାଲ ହୋଇଗଲେ ବ୍ୟବସାୟୀ l ଶହେ କି ହଜାରେ ନୁହେଁ,…

ଆପଣ ଜାଣନ୍ତି କି ବଦ୍ରିନାଥ ମନ୍ଦିରରେ କାହିଁକି ଶଙ୍ଖ ଫୁଙ୍କାଯାଏ ନାହିଁ, ଜାଣନ୍ତୁ ଏହା ପଛରେ ଥିବା ରହସ୍ୟ

ଓଡିଶା ସମ୍ବାଦ ବ୍ୟୁରୋ: ହିନ୍ଦୁ ଧର୍ମରେ କୈାଣସି ପୂଜାପାଠର ପ୍ରଥମ ଏବଂ ଶେଷରେ ଶଙ୍ଖରନାଦ କରାଯାଇଥାଏ । ପୂଜା ସହିତ, ପ୍ରତ୍ୟେକ ଶୁଭ କାର୍ୟ୍ୟ ସମୟରେ ଶଙ୍ଖ ଫୁଙ୍କା ଯାଏ । ଶଙ୍ଖକୁ ସୁଖ, ସମୃଦ୍ଧତା ଏବଂ ଶୁଭତାର କାରକ ଭାବରେ ବିବେଚନା କରାଯାଇଛି । କୁହାଯାଏ ଯେ ଶଙ୍ଖ ନ ଫଉଙ୍କା ହେଲେ ପୂଜା…

ଏନସିପି ‘ପାୱାର’ ପଲିଟିକ୍ସ, ଶରଦ ପାୱାରଙ୍କୁ ଭେଟିଲେ ଅଜିତଙ୍କ ସହ ବିଦ୍ରୋହୀ ନେତା

ମୁମ୍ବାଇ: ମହାରାଷ୍ଟ୍ର ଏନସିପିରେ ଫାଟ ପରେ ପ୍ରଥମଥର ପାଇଁ ଅଜିତ୍ ପାୱାର, ଶରଦ ପାୱାରଙ୍କୁ ଭେଟିଛନ୍ତି । ବିଦ୍ରୋହୀ ବିଧାୟକ ଓ ମନ୍ତ୍ରୀଙ୍କୁ ନେଇ ରବିବାର ଅଜିତ ପାୱାର, ଶରଦ ପାୱାରଙ୍କୁ ଭେଟିବା ସହ ଆଶୀର୍ବାଦ ମାଗିଛନ୍ତି । ଶରଦ ପାୱାରଙ୍କ ସହ ଆଲୋଚନା ପରେ ଦଳର ନେତା ପ୍ରଫୁଲ୍ଲ ପଟେଲ…

ଥଟ୍ଟା ମଜା ହେଲା କାଳ: ଜୀବନ ନେଲା ମୋମୋ ଚ୍ୟାଲେଞ୍ଜ

ବିହାର: ମହଙ୍ଗା ପଡିଲା ମୋମୋ ଚ୍ୟାଲେ‌ଞ୍ଜ । ଅତ୍ୟଧିକ ମୋମୋ ଖାଇବାରୁ ଜୀବନ ହାରିଲେ ଯୁବକ । ବିହାରର ଗୋପାଳଗଞ୍ଜରେ ମୋମୋ ଖାଇବା ପରେ ଜଣେ ଯୁବକଙ୍କର ମୃତ୍ୟୁ ଖବର ସାମ୍ନାକୁ ଆସିଛି l ମୃତ ଯୁବକ ଜଣକ ହେଉଛନ୍ତି ୨୫ ବର୍ଷୀୟ ବିପିନ କୁମାର ପସୱନ୍‌ l ଥଟ୍ଟା ମଜାରେ ଏକାସାଙ୍ଗେ ୧୫୦ଟି ମୋମୋ…

ଆମେରିକାର ଆଲାସ୍କାରେ ବଡ ଧରଣର ଭୂକମ୍ପ: ସୁନାମୀକୁ ନେଇ ଆଲର୍ଟ ଜାରି

ୱାଶିଂଟନ୍: ଆମେରିକାର ଆଲାସ୍କାରେ ଆଜି ବଡ ଧରଣର ଭୂକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୪ ରହିଥିଲା। ତେବେ କ୍ଷୟକ୍ଷତି ନେଇ କୌଣସି ରିପୋର୍ଟ ଆସିନାହିଁ। ଅନ୍ୟପକ୍ଷରେ ଏହି ଭୂକମ୍ପର ଝଟକା ଏତେ ଅଧିକ ଥିଲା ଯେ ଏନେଇ ସୁନାମୀ ଆଲର୍ଟ ଦିଆଯାଇଛି । USGSର…