Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରାହୁଲ କରିବେ ହିସାବନିକାଶ

ଭୁବନେଶ୍ୱର: କର୍ଣ୍ଣାଟକରେ ଯାହା ଗ୍ୟାରେଣ୍ଟି ଦେଇଥିଲେ ତାର ହିସାବ ନେବେ ରାହୁଲ ଗାନ୍ଧୀ। ନିର୍ବାଚନ ସମୟରେ କର୍ଣ୍ଣାଟକବାସୀଙ୍କୁ ରାହୁଲ ୫ ଟି ଗ୍ୟାରେଣ୍ଟି ଦେଇଥିବାବେଳେ ପ୍ରଥମ କ୍ୟାବିନେଟ ବୈଠକରେ ହିଁ ସବୁ ପ୍ରତିଶ୍ରୁତି ପାଳନ ହେବ ବୋଲି କହିଥିଲେ। ଲୋକେ ମଧ୍ୟ କଂଗ୍ରେସକୁ ସମର୍ଥନ…

ମୋଦି ସରନେମ୍‌ ମାମଲା: ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମ କୋର୍ଟକୁ ଗଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ମୋଦି ସରନେମ ମାମଲାରେ ସୁପ୍ରିମକୋର୍ଟ ଗଲେ ରାହୁଲ ଗାନ୍ଧୀ । ହାଇକୋର୍ଟରୁ ଝଟକା ପାଇବା ପରେ ରାହୁଲ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ମୋଦି ସରନେମକୁ ନେଇ ତଳ କୋର୍ଟ ଦଣ୍ଡାଦେଶକୁ ହାଇକୋର୍ଟରେ ଚାଲେଞ୍ଜ କରିଛନ୍ତି ରାହୁଲ । ଦଣ୍ଡାଦେଶ ଏବଂ ଦୋଷୀ ସାବ୍ୟସ୍ତ…

ଏହି ଲୋକସଭା ଆସନରୁ ନିର୍ବାଚନ ଲଢି ପାରନ୍ତି ଅଭିଷେକ ବଚ୍ଚନ

ନୂଆଦିଲ୍ଲୀ: ଆଗାମୀ ୨୦୨୪ ଲୋକସଭା ନିର୍ବାଚନରେ ନିର୍ବାଚନ ଲଢି ପାରନ୍ତି ବଲିଉଡ ଅଭିନେତା ଅଭିଷେକ ବଚ୍ଚନ । ସମାଜବାଦୀ ପାର୍ଟି ପକ୍ଷରୁ ସେ ଏହି ନର୍ବାଚନ ଲଢିବେ ବୋଲି ଚର୍ଚ୍ଚା ଜୋର ଧରିଛି ।   ଅଭିଷେକ  ଆହ୍ଲାବାଦ ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢି ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।…

ଆସାମ ମୁଖ୍ୟମନ୍ତ୍ରୀଙ୍କ ଉପରେ ଫିଡିକିଲେ ଓୱେସି: କହିଲେ-ଗାଈ କ୍ଷୀର କିମ୍ବା କୁକୁଡା ଅଣ୍ଡା ନ ଦେଲେ ବି ମିଆଁ ଭାଇ…

ନୂଆଦିଲ୍ଲୀ: ଖାଲି ରାଜଧାନୀ ଭୁବନେଶ୍ୱର ବା ଓଡ଼ିଶା ନୁହେଁ । ସାରା ଦେଶରେ ପରିବା ଦର ହୁ ହୁ ହୋଇ ବଢି ଚାଲିଛି । ତେବେ ପରିବା ଦର ବୃଦ୍ଧିକୁ ନେଇ ରାଜନୈତିକ ବୟାନବାଜି ବି ଜୋର ଧରିଛି । ପରିବା ଦର ବୃଦ୍ଧିକୁ ନେଇ ମୁହାଁମୁହିଁ ହୋଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ଏବଂ AIMIM ମୁଖ୍ୟ…

ଆବୁଧାବିରେ ମୋଦିଙ୍କୁ ଭବ୍ୟ ସ୍ୱାଗତ; ତିରଙ୍ଗା ରଙ୍ଗରେ ଝଲସିଲା ବୁର୍ଜ ଖଲିଫା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଯାତ୍ରା ଶେଷ କରି ଏବେ ସଂଯୁକ୍ତ ଆରବ ଏମିରେଟରେ ପହଞ୍ଚିଛନ୍ତି । ଆବୁଧାବି ବିମାନବନ୍ଦରରେ ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଆବୁଧାବି ବିମାନ ବନ୍ଦରରେ କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ଜାୟଦ ତାଙ୍କର…

ଏପରି ମନ୍ଦିର, ଯେଉଁଠି ହୋଇଥାଏ ଭବିଷ୍ୟବାଣୀ

ଓଡିଶା ସମ୍ବାଦ ବ୍ୟୁରୋ : ବିଚିତ୍ରମୟ ଆମ ଭାରତବର୍ଷ। ଏହି ଦେବ ଭୂମୀରେ ରହିଛି ଅନେକ ଆଧ୍ୟାତ୍ମିକ ଝଲକ। ଯାହା ବିଶ୍ୱାସଯୋଗ୍ୟ ହେଉ ବା ନ ହେଉ ତାହା ଆଜିବି ଘଟୁଛି। ଭାରତ ଅନେକ ରହସ୍ୟମୟୀ ମନ୍ଦିରରେ ଭରି ରହିଛି। ରହସ୍ୟ ଏପରି ଭାବେ ଲୁଚି ରହିଛି ଯାହାର କାରଣ ଆଜି ପର୍ଯ୍ୟନ୍ତ କେହି ବୁଝି…

ଜ୍ୱାଳାମୂଖୀ ନିକଟରେ ମହିଳା ପର୍ଯ୍ୟଟକ ଗରମ କରି ଖାଇଲେ ପିଜା

ନୂଆଦିଲ୍ଲୀ: ବିଶ୍ୱର ଅନେକ ପ୍ରକାର ଲୋକ ରହିଛନ୍ତି । ବିଭନ୍ନ ସ୍ଥାନ ଭ୍ରମଣ କରି ପ୍ରକୃତିର ମଜା ଉଠାଇବାକୁ କେତେକ ଭଲ ପାଆନ୍ତି । ନିକଟରେ ଆଲେକଜାଣ୍ଡ୍ରା ନାମକ ଜଣେ ମହିଳା ଗୁଏଟମାଲ ଭ୍ରମଣରେ ଯାଇଥିଲେ । ସେଠାରେ ସେ ଏଭଳି ଏକ କାର୍ଯ୍ୟ କଲେ ଯାହାକି ସାରା ବିଶ୍ୱରେ ଚର୍ଚ୍ଚିତ ହେବାରେ…

ଫ୍ରାନ୍ସ ରାଷ୍ଟ୍ରପତି ଓ ତାଙ୍କ ପତ୍ନୀଙ୍କୁ ଭବ୍ୟ ଉପହାର ଦେଲେ ପ୍ରଧାନମନ୍ତ୍ରୀ; ସବୁଥିରେ ଥିଲା ଭାରତୀୟ କଳା…

ପ୍ୟାରିସ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଜନୈତିକ ଯାତ୍ରାରେ ସାଂସ୍କୃତିକ ସ୍ପର୍ଶ । ଆମେରିକା ହେଉ ବା ଫ୍ରାନ୍ସ ସବୁଠି ଭାରତୀୟ ସଂସ୍କୃତିର ଛାପ ଛାଡି ଆସିଛନ୍ତି । ଏବେ ଫ୍ରାନ୍ସ ରାଷ୍ଟ୍ରପତି ଇମେନୁଏଲ ମେକ୍ରାନ,ପତ୍ନୀ ବ୍ରିିଗିଟ ମେକ୍ରାନ, ପ୍ରଧାନମନ୍ତ୍ରୀ ଏଲିଜାବେଥ ବୋର୍ନ,…

ସୁଧୁରିନି ଦିଲ୍ଲୀର ବନ୍ୟାସ୍ଥିତି; ବନ୍ୟାଜଳରେ ଭାସିଯାଇ ୩ ନାବାଳକ ମୃତ

ନୂଆଦିଲ୍ଲୀ: ଯମୁନାର ଯନ୍ତ୍ରଣାରେ ଜାତୀୟ ରାଜଧାନୀ ଦିଲ୍ଲୀ ଉବୁଟୁବୁ । ବନ୍ୟା ପରିସ୍ଥିତି ଦିନକୁ ଦିନ ଜଟିଳ ହେଉଛି ରାଜଧାନୀ ଦିଲ୍ଲୀରେ । ଯମୁନା ଜଳସ୍ତର ହ୍ରାସ ପାଇଥିଲେ ହେଁ ଦିଲ୍ଲୀ ମହାନଗରୀର ସ୍ଥିତି ବଦଳିନି । ଆଜି ସକାଳ ୮ଟା ସୁଦ୍ଧା ଯମୁନାରେ ବନ୍ୟା ଜଳ ୨୦୮.୪୮ ମିଟରରେ ବହୁଥିଲା ।…

ରହସ୍ୟ ଘେରରେ ଦ୍ୱିତୀୟ ବରମୁଡା ଟ୍ରାଙ୍ଗେଲ୍

ଓଡ଼ିଶା ସମ୍ବାଦ: ଭାରତରେ ଏପରି ଅନେକ ସ୍ଥାନ ଅଛି ଯାହା ବିବିଧତାରେ ପରିପୂର୍ଣ୍ଣ ଯାହା ଅତ୍ୟନ୍ତ ରହସ୍ୟମୟ । ଯାହା ବିଷୟରେ ବିଜ୍ଞାନ ମଧ୍ୟ ସଠିକ୍ ଉତ୍ତର ଦେବାକୁ ସକ୍ଷମ ନୁହେଁ । ଭାରତର ଅରୁଣାଚଳ ପ୍ରଦେଶ ଏବଂ ତିବ୍ଦତ ମଧ୍ୟରେ ଏପରି ଏକ ସ୍ଥାନ ଅଛି ଯାହାକୁ ବିଶ୍ୱର ଦ୍ୱିତୀୟ ‘ବରମୁଡା…