Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଜି ଚନ୍ଦ୍ର ପୃଷ୍ଠକୁ ଉଡ଼ାଣ ଭରିବ ଚନ୍ଦ୍ରଯାନ-୩

ଓଡ଼ିଶା ସମ୍ବାଦ ବ୍ୟୁରୋ: ଚନ୍ଦ୍ରଯାନ ୩ ପାଇଁ କାଉଣ୍ଟଡାଉନ୍ ଆରମ୍ଭ । ଆଜି ଦିନ ୨ଟା ୩୫ରେ ଶ୍ରୀହରିକୋଟାରୁ ଉତକ୍ଷେପଣ ହେବ। ୨୪ ଘଣ୍ଟା ଧରି ଚାଲିଥିବା ‘ଲଞ୍ଚ ରିହର୍ସାଲ୍’ ଶେଷ ହୋଇଛି। ଚନ୍ଦ୍ରଯାନ-୩ ଉତକ୍ଷେପଣର ପ୍ରାୟ ମାସକ ପରେ ଏହା ଚନ୍ଦ୍ରର କକ୍ଷରେ ପହଞ୍ଚିବ। ଲ୍ୟାଣ୍ଡର ବିକ୍ରମ ଓ…

୨୦ ଜୁଲାଇ ୨୦୨୩ ରେ ପାରମ୍ପରିକ ଔଷଧ ସମ୍ପର୍କିତ ଏସିଆନ୍ ରାଷ୍ଟ୍ର ସମୂହଙ୍କ ସମ୍ମିଳନୀ ଆୟୋଜନ କରିବ ଭାରତ

ନୂଆଦିଲ୍ଲୀ: ବିଦେଶ ମନ୍ତ୍ରଣାଳୟ, ଏସିଆନରେ ଭାରତୀୟ ମିଶନ୍ ଏବଂ ଏସିଆନ୍ ସଚିବାଳୟର ସହଯୋଗରେ ୨୦ ଜୁଲାଇ ରେ ନୂଆ ଦିଲ୍ଲୀ, ବିଜ୍ଞାନ ଭବନରେ ଆୟୁଷ ମନ୍ତ୍ରଣାଳୟ ପାରମ୍ପରିକ ଚିକିତ୍ସା ପଦ୍ଧତି ଉପରେ ସମ୍ମିଳନୀର ଆୟୋଜନ କରିବ। ଏସିଆନ୍ (ଦକ୍ଷିଣ ପୂର୍ବ ଦେଶର ସଙ୍ଗଠନ) ଭିଏତନାମ, କାମ୍ବୋଡିଆ…

ଫ୍ରାନ୍ସରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, ‘ଦେଶ ବାହାରେ ଭାରତ ମାତା କି ଜୟ ଶୁଣିବା ପରେ ଲାଗୁଛି ନିଜ ଘରକୁ…

ପ୍ୟାରିସ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ପ୍ୟାରିସରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରି ଭାରତ ଓ ଫ୍ରାନ୍ସ ମଧ୍ୟରେ ଥିବା 'ଅତୁଟ ବନ୍ଧୁତ୍ୱ' ଉପରେ ଆଲୋକପାତ କରିଛନ୍ତି। ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଏଲିଜାବେଥ୍ ବୋର୍ନଙ୍କ ସହ ବିମାନ ବନ୍ଦରରେ ପହଞ୍ଚିବା ପରେ…

ଜମ୍ମୁକାଶ୍ମୀରର ଶୋପିଆନରେ ପ୍ରବାସୀ ଶ୍ରମିକଙ୍କୁ ଗୁଳିମାଡ଼

ଶ୍ରୀନଗର: ପୁଣି ଆତଙ୍କବାଦୀଙ୍କ ଟାର୍ଗେଟରେ ପ୍ରବାସୀ । ଜମ୍ମୁକାଶ୍ମୀରର ଶୋପିଆନରେ ଗୁରୁବାର ସନ୍ଧ୍ୟାରେ ଗୁଳିମାଡ଼ ହୋଇଛି । ଆତଙ୍କବାଦୀ ୩ ଜଣ ପ୍ରବାସୀ ଶ୍ରମିକଙ୍କୁ ଗୁଳିମାଡ଼ କରିଥିବା ବେଳେ ୩ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଆତଙ୍କବାଦୀଙ୍କ ଆକ୍ରମଣରେ ଅନୱର, ହୀରାଲାଲ୍ ଓ…

ଟେସଲା ଆଣିବ ୨୦ ଲକ୍ଷର ଇଲେକ୍ଟ୍ରିକ୍ କାର, ଭାରତରେ ବସାଇବ କାରଖାନା

ନୂଆଦିଲ୍ଲୀ: ଅରବପତି ବ୍ୟବସାୟୀ ଏଲନ ମସ୍କଙ୍କ କମ୍ପାନୀ ଟେସଲା ଭାରତରେ ବାର୍ଷିକ ୫ ଲକ୍ଷ ଇଲେକ୍ଟ୍ରିକ୍ କାର ଉତ୍ପାଦନ କ୍ଷମତା ବିଶିଷ୍ଟ କାରଖାନା ସ୍ଥାପନ କରିବ । ନିବେଶ ନେଇ ଟେସଲା ପକ୍ଷରୁ ସରକାରଙ୍କ ସହ ଆଲୋଚନା ଆରମ୍ଭ ହୋଇଛି । ଅନ୍ତର୍ଜାତୀୟ ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁସାରେ,…

୩୦ ଲକ୍ଷ ଟଙ୍କାର ଟମାଟୋ ବିକିଥିବା ଚାଷୀଙ୍କୁ ହତ୍ୟା, ବ୍ୟବସାୟୀ ମାରି ଦେଇଥିବା ପରିବାରର ଅଭିଯୋଗ

ବିଶାଖାପାଟଣା: ବଜାରରେ ଟମାଟୋର ଭାଉ କାହିଁରେ କେତେ ? ଆଜିର ଦିନରେ ଯାହା ପାଖେ ଟମାଟୋ ଅଛି, ସେ ଏବେ ଲକ୍ଷପତି । ଆଉ ଟମାଟୋ ଚାଷ କରି ଲକ୍ଷପତି ବନିଥିବା ଆନ୍ଧ୍ରର ଜଣେ ଚାଷୀଙ୍କୁ ଗାଁ ଦାଣ୍ଡରେ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି । ବୁଧବାର ଆନ୍ଧ୍ରପ୍ରଦେଶର ଅନ୍ନାମୟା ଜିଲ୍ଲାରେ ନରେମ…

ବିଜେପିର ନିର୍ଦେଶ, ଗାଁରେ ରହିବେ କେନ୍ଦ୍ରମନ୍ତ୍ରୀ!

ଭୁବନେଶ୍ୱର: ଆଗାମୀ ଲୋକସଭା ଓ ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ପ୍ରମୁଖ ରାଜନୈତିକ ଦଳ ଘନ ଘନ ବୈଠକ କରୁଛନ୍ତି। ଜାତୀୟ ଦଳ ବିଜେପି ଓ କଂଗ୍ରେସ ଅଧିକ ତତ୍ପର ହେଉଥିବା ଦେଖିବାକୁ ମିଳିଛି। ବିଜେପି ଏଥିପାଇଁ ଏକ ଷ୍ଟ୍ରାଟେଜି ବୈଠକ କରିଛି। ଦଳର ଜାତୀୟ ସଭାପତି ଜେ…

‘ମହାରାଷ୍ଟ୍ର ରାଜନୀତି’, ସ୍ୱାର୍ଥ ପାଇଁ ମିଶିଗଲେ, ଏବେ ପଦ ପାଇଁ ବାଡାବାଡି!

ଭୁବନେଶ୍ୱର: ମହାରାଷ୍ଟ୍ର ବିଧାନସଭା ଅଧିବେଶନ ଆରମ୍ଭ ପୂର୍ବରୁ ରାଜନୀତି ସରଗରମ ହେଉଛି। ଗୋଟିଏ ପଟେ ସିନ୍ଦେ ବିଜେପି ଅଜିତ ସରକାର ନିଜର ମନ୍ତ୍ରୀମଣ୍ଡଳକୁ ଚୂଡାନ୍ତ ରୂପ ଦେଇପାରୁ ନାହାଁନ୍ତି। ଏପରିକି ବିଭାଗ ବଣ୍ଟନକୁ ନେଇ ମଧ୍ୟ ଅଙ୍କ ଛିଡୁ ନାହିଁ। ମନ୍ତ୍ରୀମଣ୍ଡଳ ବିଭାଗ ବଣ୍ଟନ…

କଂଗ୍ରେସର ନୂଆ ଫଣ୍ଡା, ଦଳ ଭିତରେ ଲଢ଼ନି, ବିଜେପିକୁ ସଫା କର!

ଭୁବନେଶ୍ୱର: ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଛତିଶଗଡ଼ରେ ଦଳୀୟ ସଙ୍ଗଠନକୁ ସଜାଡ଼ିଛି। ଦଳୀୟ କନ୍ଦଳ ଏବେ ପ୍ରମୁଖ ରାଜନୈତିକ ଦଳଗୁଡିକ ପାଇଁ ମୁଣ୍ଡବ୍ୟଥାର କାରଣ ହେଉଥିବା ବେଳେ ନିର୍ବାଚନ ପୂର୍ବରୁ କଂଗ୍ରେସ ଏହା ଉପରେ ସର୍ବାଧିକ ଗୁରୁତ୍ୱ ଦେଇଛି। ହିମାଚଳ ଓ କର୍ଣ୍ଣାଟକରେ ଏହି…

ପାଟନାରେ ବିଜେପିର ପଦଯାତ୍ରା ବେଳେ ପୋଲିସର ଲାଠିଚାର୍ଜ, ଜଣେ ବିଜେପି ନେତା ମୃତ

ପାଟନା: ବିଜେପିର ବିଧାନସଭା ପଦଯାତ୍ରା ସମୟରେ ପାଟନା ପୋଲିସ ଦ୍ୱାରା ବିଜେପି ନେତାଙ୍କ ଉପରେ ଲାଠିଚାର୍ଜ। ଏଥିରେ ବହୁ ସଂଖ୍ୟକ ବିଜେପି ନେତା, ବିଧାୟକ ଓ ସାଂସଦ ଆହତ ହୋଇଛନ୍ତି। ବିହାର ବିଧାନସଭାରେ ହଙ୍ଗାମା ପରେ ବିଜେପି ନେତାଙ୍କ ପ୍ରତିବାଦ ଆରମ୍ଭ ହୋଇଥିଲା। ଫଳରେ ପୋଲିସର ଲାଠିଚାର୍ଜରେ…