Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କ୍ରାଇମ ସିନ ରିକ୍ରିଏଟ ପାଇଁ ବ୍ରିଜଭୂଷଣଙ୍କ ଘରେ ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ରେଫେରୀ ଜଗବୀର ସିଂ ସାକ୍ଷୀ ଦେବା ପରେ ଅଡୁଆରେ ପଡିଛନ୍ତି ସାଂସଦ ତଥା କୁସ୍ତିସଂଘ ଅଧ୍ୟକ୍ଷ  ବ୍ରିଜଭୂଷଣ  । ଦିଲ୍ଲୀ ପୋଲିସ କ୍ରାଇନ ସିନ ରିକ୍ରିଏଟ କରବା ପାଇଁ ଜଣେ ମହିଳା ପହିଲମାନଙ୍କୁ ନେଇ ତାଙ୍କ ଘରେ ପହଞ୍ଚିଛନ୍ତି । କୁସ୍ତିସଂଘ ଅଧ୍ୟକ୍ଷ ବ୍ରିଜ…

ବ୍ରିଜଭୂଷଣଙ୍କୁ ଧକ୍କା ଦେଇ ନିଜକୁ ଖସାଇଥିଲେ ମହିଳା ରେସଲର; ସାକ୍ଷୀ ଦେଲେ ଅନ୍ତର୍ଜାତୀୟ ରେଫରୀ

ନୂଆଦିଲ୍ଲୀ: ଯୌନ ଉତ୍ପୀଡନ ଅଭିଯୋଗରେ ଫସିଥିବା କୁସ୍ତିସଂଘ ଅଧ୍ୟକ୍ଷ  ତଥା ବିଜେପି ସାଂସଦ ବ୍ରିଜଭୂଷଣ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି। ବ୍ରିଜ ଭୂଷଣଙ୍କ ବିରୋଧରେ ସାକ୍ଷୀ ଦେଇଛନ୍ତି ଅନ୍ତର୍ଜାତୀୟ ରେଫେରୀ ଜଗବୀର ସିଂ । ଆଜି ଏକ ଆଲୋଚନା ପ୍ରସଙ୍ଗରେ ସେ କହିଛନ୍ତି, ଜଣେ ମହିଳା…

ମୀରା ରୋଡ ହତ୍ୟା ମାମଲା, ସରସ୍ୱତୀ ଆତ୍ମହତ୍ୟା କରିଛି କହିଲା ଅଭିଯୁକ୍ତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ମୁମ୍ବାଇର ମୀରା ରୋଡରେ ଲିଭ-ଇନ ପାର୍ଟନରକୁ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତ ପୋଲିସକୁ ଦେଇଛି ବୟାନ। ଅଭିଯୁକ୍ତ ମନୋଜ ସାନେ କହିଛି ଯେ ମୃତ ସରସ୍ୱତୀ ବୈଦ୍ୟ ଆତ୍ମହତ୍ୟା କରିଥିଲେ ଏବଂ ସେ ତାଙ୍କୁ ତାଙ୍କର ଝିଅ ବୋଲି ଭାବିଥିଲେ। ସେ ସରସ୍ୱତୀଙ୍କୁ ହତ୍ୟା କରିନାହିଁ…

ପିଛା ଛାଡ଼ୁନି ଟ୍ରେନ୍ ଦୁର୍ଘଟଣା; ଚେନ୍ନାଇରେ ଲାଇନ୍‌ଚ୍ୟୁତ ହେଲା ଜନଶତାବ୍ଦୀ ଏକ୍ସପ୍ରେସ୍

ଚେନ୍ନାଇ: ପୁଣି ଲାଇନ୍‌ଚ୍ୟୁତ ହେଲା ଟ୍ରେନ୍। ଏଥର ଚେନ୍ନାଇରେ ଲାଇନ୍‌ଚ୍ୟୁତ ହୋଇଛି ଜନଶତାବ୍ଦୀ ଏକ୍ସପ୍ରେସ୍। ଗୁରୁବାର ବିଳମ୍ବିତ ରାତିରେ ଚେନ୍ନାଇର ବାସିନ ବ୍ରିଜ୍ ୱାର୍କସ୍‌ଅପ୍ ନିକଟରେ ଜନଶତାବ୍ଦୀର ଏକ୍ସପ୍ରେସ୍ର ଦୁଇଟି ଚକ ଲାଇନ୍‌ଚ୍ୟୁତ ହୋଇଥିବା ସୂଚନା ମିଳିଛି। ତେବେ ସୌଭାଗ୍ୟର…

ହରିଦ୍ୱାର ଋଷିକେଶ ମନ୍ଦିରରେ କଡ଼ା ନିୟମ: ଶଟ୍ ଡ୍ରେସ୍ କିମ୍ବା ଫଟା ଜିନ୍ ପିନ୍ଧି ଆସିଲେ ପ୍ରବେଶ ମନା

ହରିଦ୍ୱାର: ଉତ୍ତରାଖଣ୍ଡ ହରିଦ୍ୱାରର କନଖଲ ସ୍ଥିତ ଦକ୍ଷ ପ୍ରଜାପତି ମନ୍ଦିର ଓ ଋଷିକେଶର ନୀଳକଣ୍ଠ ମହାଦେବ ମନ୍ଦିରଗୁଡ଼ିକରେ ଲାଗୁ ହେଲା କଡ଼ା କଟକଣା। ଏଣିକି ଶଟ୍‌ ଡ୍ରେସ୍‌ କିମ୍ବା ଫଟା ଜିନ୍ ପିନ୍ଧି ଆସିଲେ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମିତ ମିଳିବ ନାହିଁ। ଏନେଇ ମନ୍ଦିର ବାହାରେ…

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସାକ୍ଷାତ କଲେ ଓପେନ୍ଏ‌ଆଇ ସିଇଓ ଅଲ୍ଟମ୍ୟାନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ କଲେ ଓପେନ୍‌ଏଆଇର ସିଇଓ ସାମ ଅଲ୍ଟମ୍ୟାନ। ଭାରତ ଗସ୍ତରେ ଆସିଥିବା ଅପେନ୍‌ଏଆଇ ସିଇଓ ଆଇଆଇଆଇଟି ଦିଲ୍ଲୀରେ ଡିଜିଟାଲ ଇଣ୍ଡିଆ ଡାଏଲଗ୍ସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ…

ହ୍ୱାଟ୍ସଆପ୍‌ରେ ମେସେଜ୍ କରି ଶରଦ ପୱାରଙ୍କୁ ହତ୍ୟା ଧମକ, ଥାନାରେ ପହଞ୍ଚିଲେ ସୁପ୍ରିୟା ସୁଲେ

ମୁମ୍ବାଇ: ନ୍ୟାସ୍‌ନାଲ କଂଗ୍ରେସ ପାର୍ଟି(ଏନ୍‌ସିପି) ମୁଖ୍ୟ ଶରଦ ପାୱାରଙ୍କୁ ହତ୍ୟା ଧମକ। ହ୍ୱାଟ୍ସଆପ୍‌ ମେସେଜ୍‌ରେ ହତ୍ୟା ଧମକ ମିଳିଥିବା ତାଙ୍କ ଝିଅ ତଥା ଏନ୍‌ସିପି ସାଂସଦ ସୁପ୍ରିଆ ସୁଲେ ଅଭିଯୋଗ କରିଛନ୍ତି। ମହାରାଷ୍ଟ୍ର ସରକାର ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ମାମଲାରେ…

ବ୍ରାହ୍ମଣଙ୍କ ମନ୍ତ୍ରଧ୍ୱନୀ, ସନ୍ଥଙ୍କ ଆଶୀର୍ବାଦ ସହ ସମ୍ପନ୍ନ ହେଲା ଅର୍ଥମନ୍ତ୍ରୀଙ୍କ ଝିଅ ବାହାଘର

ନୂଆଦିଲ୍ଲୀ: ଦେଶର ଅର୍ଥମନ୍ତ୍ରୀ । ଦେଶର ଆର୍ଥିକ ବ୍ୟବସ୍ଥା ସମ୍ଭାଳୁଛନ୍ତି । ହେଲେ ନିଜ ଝିଅ ବାହାଘର ଯେମିତି କରିଛନ୍ତି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ବାହାଘରରେ ନା ଅଛି ବାଜା ନା ରୋଷଣୀ । ନା ଭିଆଇପି ଅତିଥି ନା ଫାଇଭ ଷ୍ଟାର ହୋଟେଲର ଖାନାପିନା.. । ଟଙ୍କାସୁନାର ସମ୍ଭାର ବି ନାହିଁ…

ୟୁକ୍ରେନରେ ଭୟଙ୍କର ବିପର୍ଯ୍ୟୟ, ବନ୍ୟା ପ୍ରବଣ ଅଞ୍ଚଳ ବୁଲି ସମୀକ୍ଷା କଲେ ରାଷ୍ଟ୍ରପତି

ମସ୍କୋ: ରୁଷ-ୟୁକ୍ରେନ ଯୁଦ୍ଧ ଅବସରରେ ୟୁକ୍ରେନର ସବୁଠାରୁ ବଡ ଡ୍ୟାମ କାଖୋୱକା ଭାଙ୍ଗିବା ପରେ ୟୁକ୍ରେନରେ ଅତି ଭୟଙ୍କର ବିପର୍ଯ୍ୟୟ ସୃଷ୍ଟି ହୋଇଛି। ଯାହାକୁ ନେଇ ସାରା ବିଶ୍ୱ ଚିନ୍ତା ପ୍ରକଟ କରିଛି। ନୋଭା କାଖୋୱକା ଡ୍ୟାମ୍‌ ଭୁଶୁଡ଼ିବା ପରେ ୩୦ଟି ବସତି ସଂପୂର୍ଣ୍ଣ ବୁଡ଼ି ଯାଇଛି। ଆହୁରି…

ଟ୍ୱିଟର ଭଳି ଭାରତରେ ଭେରିଫାଇଏଡ୍‌ ନିୟମ ଲାଗୁ କଲା ମେଟା, ଜାଣନ୍ତୁ ମାସକୁ କେତେ ଦେବାକୁ ହେବ

ନୂଆଦିଲ୍ଲୀ: ଟ୍ୱିଟର ଭଳି ମେଟା ମଧ୍ୟ ଭାରତରେ ଭେରିଫାଇଏଡ୍‌ ନିୟମ ଲାଗୁ କରିଛି। କମ୍ପାନୀ ସିଇଓ ମାର୍କ ଜୁକରବର୍ଗ ଏହି ଘୋଷଣା କରିଛନ୍ତି। ମେଟା ଭେରିଫାଏଡ୍ ସିଷ୍ଟ ଭାରତ, ୟୁକେ ଓ କାନାଡ଼ାରେ ଉପଲବ୍ଦ ରହିଥିବା ବେଳେ ବ୍ରାଜିଲ୍‌ରେ ଖୁବ୍‌ଶୀଘ୍ର ଲାଗୁ ହେବ ବୋଲି ଜୁକରବର୍ଗ ଘୋଷଣା କରିଛନ୍ତି।…