Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସଂସଦର ମୌସୁମୀ ଅଧିବେସନରେ ୟୁନିଫର୍ମ ସିଭିଲ୍ କୋଡ଼ ବିଲ୍ ଆଣିବାକୁ ପ୍ରସ୍ତୁତିରେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ସଂସଦର ମୌସୁମୀ ଅଧିବେଶନରେ ୟୁନିଫର୍ମ ସିଭିଲ କୋଡ ଲାଗୁ କରିବା ଉପରେ ଚର୍ଚ୍ଚା ପାଇଁ ବିଲ୍ ଆଣିପାରନ୍ତି କେନ୍ଦ୍ର ସରକାର। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ସଂସଦୀୟ ସ୍ଥାୟୀ କମିଟି ନିକଟକୁ ଏହି ବିଲ୍ ପଠାଯାଇପାରେ ବୋଲି ସୂଚନା ମିଳିଛି।…

ସାଧାରଣ ଯାତ୍ରୀଙ୍କ ସହ ମେଟ୍ରୋ ଟ୍ରେନରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଗଲେ ପ୍ରଧାନମନ୍ତ୍ରୀ, ବାଣ୍ଟିଲେ ଅନୁଭୂତି

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଆଜି ‘ଦିଲ୍ଲୀ ବିଶ୍ୱବିଦ୍ୟାଳୟ’ର  ୧୦୦ ବର୍ଷ ପୂର୍ତ୍ତି ସମାରୋହରେ ସାମିଲ ହୋଇଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ  ହେବା ପାଇଁ ସେ ଦିଲ୍ଲୀ ମେଟ୍ରୋରେ ଯାତ୍ରା କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି,  …

ମଣିପୁର ହିଂସା: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଏନ୍‌ ବିରେନ ସିଂହ

ଇମ୍ଫାଲ୍: ମଣିପୁରରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଛି। ଜାତିଗତ ହିଂସା ରୋକିବାରେ ବିଫଳ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ମଣିପୁର ମୁଖ୍ୟମନ୍ତ୍ରୀ  ଏନ୍ ବିରେନ ସିଂ। ଶୁକ୍ରବାର ଦିନ ୩ ଟାରେ ରାଜ୍ୟପାଳ  ଅନୁସୁୟା ଉଇକେଙ୍କୁ ଭେଟି ଇସ୍ତଫା ପ୍ରଦାନ କରିବେ ବୋଲି ସୂଚନା…

ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ମେକ୍‌ ଇନ୍‌ ଇଣ୍ଡିଆ’ ପଦକ୍ଷେପକୁ ଋଷ ରାଷ୍ଟ୍ରପତିଙ୍କ ପ୍ରଂଶସା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଋଷ ଏବଂ ଭାରତ ମଧ୍ୟରେ ସମ୍ପର୍କ ସର୍ବଦା ଭଲ ରହିଆସିଛି। ପ୍ରତିରକ୍ଷା ଠାରୁ ଆରମ୍ଭ କରି ଅନେକ ସ୍ତରରେ ଦୁଇ ଦେଶ ମଧ୍ୟରେ ଭଲ ବାଣିଜ୍ୟ ସମ୍ପର୍କ ମଧ୍ୟ ରହିଛି। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଭ୍ଲାଦିମିର ପୁଟିନ୍ ପରସ୍ପରକୁ ସର୍ବଦା ପ୍ରଶଂସା କରନ୍ତି। ଏହି ସମୟରେ…

ରାହୁଲ ଗାନ୍ଧୀଙ୍କ ମଣିପୁର ଗସ୍ତର ଦ୍ୱିତୀୟ ଦିନ, ମୈତେଇ ସମ୍ପ୍ରଦାୟ ଲୋକଙ୍କ ସହ କଲେ ସାକ୍ଷାତ

ଇମ୍ଫାଲ: ଗତ ଦୁଇ ମାସ ଧରି ମଣିପୁରରେ ଚାଲିଥିବା ହିଂସା ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାଜ୍ୟ ଗସ୍ତରେ ଆସିଛନ୍ତି। ଆଜି ଗସ୍ତର ଦ୍ୱିତୀୟ ଦିନ ଥିବା ବେଳେ ପ୍ରଥମ ଦିନରେ ରାହୁଲ ଗାନ୍ଧୀ ଇମ୍ଫାଲଠାରୁ ୬୩ କିଲୋମିଟର ଦୂରରେ ଥିବା ଚୁରାଚାନ୍ଦପୁରରେ ରିଲିଫ କ୍ୟାମ୍ପରେ ଆଶ୍ରୟ ନେଉଥିବା…

ମଣିପୁରରେ ଲଗାତାର ଗୁଳିବିନିମୟ: ୨ ମୃତ, ଉତ୍ତେଜିତ ଲୋକଙ୍କ ଉପରେ ପୋଲିସର ଲାଠିଚାର୍ଜ

ଇମ୍ଫାଲ: ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହଙ୍କ ଦାବି ମଧ୍ୟରେ ମଣିପୁରରୁ ପୁଣି ଥରେ ହିଂସା ଖବର ସାମ୍ନାକୁ ଆସିଛି। ଲଗାତାର ଗୁଳି ବିନିମୟରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଏହା ପରେ ରାଜ୍ୟର ଅବସ୍ଥା ଆହୁରି ବିଗିଡି ଯାଇଛି। ଲୋକେ ବିରୋଧ ପ୍ରଦର୍ଶନ ଆରମ୍ଭ କରିଥିବା…

ମନ୍ତ୍ରୀ ବାଲାଜୀଙ୍କ ବରଖାସ୍ତ ନିଷ୍ପତ୍ତି ଉପରେ ସାମୟିକ ରୋକ୍

ନୂଆଦିଲ୍ଲୀ: ଦୁର୍ନୀତି ଅଭିଯୋଗର ସମ୍ମୁଖୀନ ହୋଇଥିବା ତାମିଲନାଡୁର ମନ୍ତ୍ରୀ ଭି ବାଲାଜୀଙ୍କୁ ବିଳମ୍ବିତ ରାତିରେ ରାଜ୍ୟପାଳ ଆର.ଏନ୍ ରବିଙ୍କ ନିର୍ଦ୍ଦେଶ କ୍ରମେ ମନ୍ତ୍ରୀ ପରିଷଦରୁ ବାଦ୍ ଦିଆଯାଇଥିଲା। ଏବେ କିନ୍ତୁ ବିଳମ୍ବିତ ରାତିରେ ରାଜ୍ୟପାଳ ଏକ ଚିଠି ଜାରି କରିଛନ୍ତି ଯେଉଁଥିରେ…

ଦେଶରେ ବଢୁଥିବା ସାମ୍ପ୍ରଦାୟିକ ହିଂସା ପାଇଁ ବିଜେପିକୁ ଦାୟୀ କଲେ ଶରଦ ପାୱାର

ମୁମ୍ବାଇ: ଦେଶରେ ବଢୁଥିବା ଧାର୍ମିକ ଅଶନ୍ତୋଷ ପାଇଁ ବିଜେପିକୁ ମୋଦୀଙ୍କୁ ଦାୟୀ କଲେ ଏନ୍‌ନସିପି ମୁଖ୍ୟ ଶରଦ ପାୱାର। ଗୁରୁବାର ପୁଣେରେ ଏକ ସାମ୍ବାଦିକ ସମ୍ମିଳନୀରେ ପାୱାରଙ୍କୁ ମୀରା ରୋଡସ୍ଥିତ ସୋସାଇଟିକୁ ବୋଦା ନେଇ ଆସିବା ଘଟଣାରେ ପ୍ରଶ୍ନ କରିବାରୁ ପାୱର ବିଜପିକୁ ଟାର୍ଗେଟ୍ କରିଥିଲେ।…

ମଣିପୁରରେ ପୁଣି ହିଂସା: ରାହୁଲ ଗାନ୍ଧୀଙ୍କ ଗସ୍ତ ବେଳେ ବିଜେପି ଅଫିସ୍ ଉପରେ ଟାର୍ଗେଟ୍

ଇମ୍ଫାଲ: ମଣିପୁରରେ ହିଂସା ଥମିବାର ନାଁ ନେଉନି। ରାହୁଲ ଗାନ୍ଧୀ ମଣିପୁର ଗସ୍ତରେ ଥିବା ବେଳେ ପୁଣି ହିଂସା ତେଜିଛି। ଇମ୍ଫାଲ୍ ହାର୍ଟ୍‌ କୁହାଯାଉଥିବା ଖୱାରିବନ୍ଦ ବଜାରରେ ଲୋକଙ୍କ ଭିଡ଼ ଜମିଛି। ଭିଡ଼ ଘୌଡ଼ାଇବାକୁ ପୁଲିସ ଲୁହ ବୁହା ଗ୍ୟାସ୍ ମାଡ଼ କରିଛି। ବର୍ତ୍ତମାନ ସ୍ଥିତି ଉତ୍ତେଜନପୂର୍ଣ୍ଣ…

ଜୁଲାଇ ୩ରେ ଗୁରୁତ୍ବପୂର୍ଣ୍ଣ ବୈଠକ, ମୋଦୀ ମନ୍ତ୍ରିମଣ୍ଡଳର ହେବ ଅଦଳବଦଳ !

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୩ରେ କେନ୍ଦ୍ରମନ୍ତ୍ରୀ ପରିଷଦର ବୈଠକ ଡାକିଛନ୍ତି। ଏହି ବୈଠକ ଦିଲ୍ଲୀର ପ୍ରଗତି ମଇଦାନର ସମ୍ମିଳନୀ କେନ୍ଦ୍ରରେ ଅନୁଷ୍ଠିତ ହେବ। ଯେଉଁଠାରେ ସେପ୍ଟେମ୍ବରରେ ଜି -୨୦ ଶିଖର ସମ୍ମିଳନୀ ମଧ୍ୟ ଅନୁଷ୍ଠିତ ହେବ। ଏହା ପୂର୍ବରୁ ବୁଧବାର…