Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପାକିସ୍ତାନର ନୂଆ କାର୍ଯ୍ୟବାହୀ ପ୍ରଧାନମନ୍ତ୍ରୀଙ୍କ ନାମ ଘୋଷଣା

ଇସଲାମାବାଦ: ପାକିସ୍ତାନରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଅନୱର-ଉଲ-ହକ କାକର ଶନିବାର ଦେଶର ଅଷ୍ଚମ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ଶେହାବାଜ ସରିଫ ଏବଂ ବିରୋଧୀ ଦଳର ନେତା ରାଜା ରିଆଜଙ୍କ ମଧ୍ୟରେ ଘଣ୍ଟା ଘଣ୍ଟା ଧରି ଆଲୋଚନା ହେବା ପରେ…

ଆଇନ୍‌ରେ ପରିଣତ ହେଲା ଦିଲ୍ଲୀ ସେବା ବିଲ୍‌, ମଞ୍ଜୁରୀ ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ବିବାଦୀୟ ଦିଲ୍ଲୀ ସେବା ବିଲକୁ ଅନୁମୋଦନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହା ଏବେ ଏକ ଆଇନରେ ପରିଣତ ହୋଇଛି। ଏନେଇ ଅଧିସୂଚନା ଜାରି କଲା କେନ୍ଦ୍ର ସରକାର। ବର୍ତ୍ତମାନ ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀ ସରକାର ଅଧିନିୟମ ୨୦୨୩ କୁ ଲାଗୁ କରିବା ପାଇଁ ଏକ ନୋଟିଫିକେସନ୍…

ତିରୁପତିରେ ହୃଦୟ ବିଦାରକ ଘଟଣା: ୬ ବର୍ଷର ଶିଶୁକୁ ଖାଇଲା ଚିତା

ତିରୁପତି: ଆନ୍ଧ୍ରପ୍ରଦେଶର ତିରୁପତିରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ତିରୁମାଲା ପାହଡ଼ରେ ଅବସ୍ଥିତ ବିଶ୍ୱ ପ୍ରସିଦ୍ଧ ଭଗବାନ ଶ୍ରୀ ଭେଙ୍କେଟେଶ୍ୱର ସ୍ୱାମୀଙ୍କୁ  ଦର୍ଶନ କରିବାକୁ ଯାଉଥିବାବେଳେ ଜଣେ ୬ ବର୍ଷର ଶିଶୁକୁ ଚିତାବାଘ ଆକ୍ରମଣ କରିଥିଲା । କେବଳ ଆକ୍ରମଣ କରିଥିଲା ତାହା…

ଇଞ୍ଜିନ କାମ ନକଲେ ବି ସଫ୍ଟ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ: ଇସ୍ରୋ ଅଧ୍ୟକ୍ଷ

ଦିଲ୍ଲୀ: ମୁନ୍ ମିଶନରେ ଆଗକୁ ବଢୁଛି ଚନ୍ଦ୍ରଯାନ-୩ । ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢିଚାଲିଛି  । ୨୩ ତାରିଖରେ ଏହା ଚନ୍ଦ୍ରର ଦକ୍ଷିଣ ମେରୁରେ ଲ୍ୟାଣ୍ଡିଂ ପାଇଁ ଲକ୍ଷ୍ୟ ରହିଛି । ଏସବୁ ପ୍ରକ୍ରିୟା ଭିତରେ ଇସ୍ରୋ ମୁଖ୍ୟ ଏସ୍.ସୋମନାଥ ଏକ ବଡ ବୟାନ ଦେଇଛନ୍ତି । ଏଥର ଯେକୌଣସି…

ଚାଲିଥିଲା ପାର୍ଥନା, ଭୁଷୁଡିଲା ମସଜିଦ କୋଠା: ଅକାଳରେ ଚାଲିଗଲା ୭ଜଣଙ୍କ ଜୀବନ

ଅବୁଜା: ପ୍ରାର୍ଥନା ସମୟରେ ଭୁଶୁଡିଲା ମସଜିଦ କୋଠା । ଅକାଳରେ ଆଖି ପିଛୁଳାକେ ଚାଲିଗଲା ୭ ଜଣଙ୍କ ଜୀବନ । ଗତକାଲି ଉତ୍ତର-ପଶ୍ଚିମ ନାଇଜେରିଆର କଦୁନା ରାଜ୍ୟରେ ଘଟିଛି ଏହି ଅଘଟଣ । ଅଘଟଣ ସମୟରେ ୧୦୦ରୁ ଅଧିକ ଲୋକେ ମସଜିଦ ଭିତରେ ପ୍ରାର୍ଥନା କରୁଥିଲେ । ତେବେ ଘଟଣାସ୍ଥଳରେ ୭ଜଣଙ୍କର ମୃତ୍ୟୁ…

ଗୁଗଲର ଆଲର୍ଟ ମେସେଜ୍; ଅପଡେଟ୍‌ ନକଲେ ଡି-ଆକ୍ଟିଭ ହୋଇଯିବ ଜିମେଲ୍ ଆକାଉଣ୍ଟ

ନୂଆଦିଲ୍ଲୀ: ଗୁଗଲ ପକ୍ଷରୁ ଆସିଲା ଆଲର୍ଟ ମେସେଜ୍। ଏଣିକି ଜିମେଲ୍ ଆକାଉଣ୍ଟ ଅପଡେଟ୍‌ ନକଲେ ହୋଇଯିବ ଡି-ଆକ୍ଟିଭ। କେନ୍ଦ୍ର ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା କମ୍ପ୍ୟୁଟର ଏମରଜେନ୍ସି ରେସପୋନ୍ସ ଟିମ୍‌ (ସିଇଆରଟି) ଗୁଗଲର ଏହି ଆଲର୍ଟ…

ମଣିପୁରରେ ପୁଣି ଗଣଦୁଷ୍କର୍ମ ଅଭିଯାଗ: ରାଜରାସ୍ତାରେ ହଜାର ହଜାର ମହିଳାଙ୍କ ବିକ୍ଷୋଭ

ଇମ୍ପାଲ: ବିଗତ ୩ ମାସ ହେଲା ମଣିପୁରରେ ହିଂସା ଥମୁନଥିବା ବେଳେ ପୁଣି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି  । ଚୁରାଚାନ୍ଦପୁର ଜିଲ୍ଲାରେ ଜଣେ ୩୭ ବର୍ଷୀୟ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି  । ଯାହାର ପ୍ରତିବାଦରେ ମଣିପୁରର ପ୍ରାୟ ୫ଟି ଜିଲ୍ଲାରେ ଶହ ଶହ ମହିଳା…

ଆନ୍ତର୍ଜାତୀୟ ଯୁବ ଦିବସ: ଜାଣନ୍ତୁ କ’ଣ ରହିଛି ଏବର୍ଷର ଥିମ୍…

ଭୁବନେଶ୍ଵର: ଆଜି ଅନ୍ତର୍ଜାତୀୟ ଯୁବ ଦିବସ । ଏହି ଯୁବ ଦିବସ ହେଉଛି ଯୁବକମାନଙ୍କ ପାଇଁ ଉତ୍ସର୍ଗୀକୃତ ଏକ ବିଶେଷ ଦିନ, ଯେଉଁମାନଙ୍କର ଦେଶର ଭବିଷ୍ୟତକୁ ଉନ୍ନତ ତଥା ସୁସ୍ଥ କରିବାର ସାମର୍ଥ୍ୟ ରହିଛି । ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖରେ ଏହି ଦିବସ ପାଳନ ହୁଏ । ଏହି ଦିବସ ସରକାର ଓ…

ସୁରକ୍ଷାକର୍ମୀ ଓ ମାଓବାଦୀ ମଧ୍ୟରେ ଏନକାଉଣ୍ଟର; ଜଣେ ସିଆରପିଏଫ୍ ଯବାନ ସହିଦ, ୧୧ଟି ମାଓବାଦୀ ବଙ୍କର ଚିହ୍ନଟ

ଝାଡ଼ଖଣ୍ଡ: ରାଜ୍ୟର ପଶ୍ଚିମ ସିଂହଭୂମି ଜିଲ୍ଲାରେ ମାଓବାଦୀ ଓ ସୁରକ୍ଷାକର୍ମୀ ମଧ୍ୟ ଏନକାଉଣ୍ଟର। ଉକ୍ତ ଏନକାଉଣ୍ଟରରେ ଜଣେ ସିଆରପିଏଫ୍ ଯବାନ ଶହୀଦ ହୋଇଥିବା ବେଳେ ଅନ୍ୟ ଜଣେ ଯବାନ ଆହତ ହୋଇଛନ୍ତି। ଜଣେ ବରିଷ୍ଠ ପୋଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି। ରାଜ୍ୟ ରାଜଧାନୀ ରାଞ୍ଚିଠାରୁ ପ୍ରାୟ…

ଅଭିନେତ୍ରୀ ଜୟା ପ୍ରଦାଙ୍କୁ ୬ ମାସ ଜେଲ୍ , ଗଣିବେ ୫ହଜାର ଟଙ୍କାର ଜୋରିମାନା

ମୁମ୍ବାଇ:  ବଲିଉଡ ଅଭିନେତ୍ରୀ ତାଥା ପୂର୍ବତନ ସାଂସଦ ଜୟା ପ୍ରଦାଙ୍କୁ ୬ମାସର ଜେଲ୍ ଦଣ୍ଡାଦେଶ । ଅଭିନେତ୍ରୀଙ୍କ ସହ ତାଙ୍କର ବିଜନେସ ପାର୍ଟନର ରାମ କୁମାର ଓ ରାଜା ବାବୁଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଜୟାଙ୍କୁ ଜେଲ୍ ଦଣ୍ଡାଦେଶ ସହ ୫ହଜାର ଟଙ୍କାର ଜୋରିମାନା ମଧ୍ୟ ଲାଗିଛି । ଚେନ୍ନାଇର…