Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରାଜସ୍ଥାନ ରାଜନୀତିରେ ବୟସ କଣ୍ଟା, ୭୦ ଟପିଲେ ଟିକେଟ ନାହିଁ !

ଭୁବନେଶ୍ୱର: ରାଜସ୍ଥାନ ବିଧାନସଭା ନିର୍ବାଚନ ଏଥର ପ୍ରମୁଖ ଦଳ କଂଗ୍ରେସ ଓ ବିଜେପି ପାଇଁ ବେଶ ଚ୍ୟାଲେଞ୍ଜିଙ୍ଗ ହେବ ବୋଲି କୁହାଯାଉଛି। ଉଭୟ କଂଗ୍ରେସ ଓ ବିଜେପି ରାଜସ୍ଥାନରେ ଆଗାମୀ ନିର୍ବାଚନରେ ଯୁବବର୍ଗଙ୍କୁ ଆଗକୁ ଆଣିବାକୁ ଯୋଜନା କରୁଛନ୍ତି। ଉଭୟ ଦଳ ଏଭଳି ରଣନୀତି ଆପଣାଇବାକୁ…

କଂଗ୍ରେସକୁ ମହାରାଷ୍ଟ୍ରରେ ଜିତାଇବେ ସିଦ୍ଦରମେୟା!

ଭୁବନେଶ୍ୱର: କର୍ଣ୍ଣାଟକ ବିଜୟଧାରାକୁ ଅନ୍ୟଆଡେ ବ୍ୟାପକ କରିବା ପାଇଁ କଂଗ୍ରେସ ସ୍ୱତନ୍ତ୍ର ରଣନୀତି ସହ ଆଗଉଛି। ଏହି ଅବସରରେ କର୍ଣ୍ଣାଟକର ପଡୋଶୀ ଓ ଅନ୍ୟତମ ସମୃଦ୍ଧ ରାଜ୍ୟ ମହାରାଷ୍ଟ୍ର ଉପରେ ଦଳର ନଜର ପଡିଛି। ସେଥିପାଇଁ କର୍ଣ୍ଣାଟକ ନିର୍ବାଚନରେ ସଫଳତା ଦେଇଥିବା ନେତାଙ୍କୁ ନେଇ…

ମୁମ୍ବାଇରେ ଧୁମଧାମର ସହ ରଜପର୍ବ ପାଳିଲେ ପ୍ରବାସୀ ଓଡ଼ିଆ

ମୁମ୍ବାଇ: ମୁମ୍ବାଇରେ ପାଳିତ ହୋଇଯାଇଛି ଓଡ଼ିଶାର ଗଣପର୍ବ ରଜପର୍ବ। ସ୍ୱାଭିମାନୀ ଓଡିଆ ୱୋମେନ୍ସ ୱାର୍ଲ୍ଡ ସଂଗଠନ ପକ୍ଷରୁ ମୁମ୍ବାଇ ବୋରିଭଲି ସ୍ଥିତ ରହେଜା ଇଷ୍ଟେଟରେ ରଜପର୍ବକୁ ଧୁମଧାମର ସହ ପାଳନ କରାଯାଇଛି। ରବିବାର ଦିନ ୧୧ଟାରୁ ଆରମ୍ଭ ହୋଇଥିଲା ବିଶେଷ କାର୍ଯ୍ୟକ୍ରମ। ଯୁବ ଓ ବୃଦ୍ଧଙ୍କ…

ର’ ମୁଖ୍ୟ ହେଲେ ବରିଷ୍ଠ ଆଇପିଏସ ରବି ସିହ୍ନା

ନୂଆଦିଲ୍ଲୀ: ଭାରତର ଗୁଇନ୍ଦା ଏଜେନ୍ସି ର’ ମୁଖ୍ୟ ହେଲେ ବରିଷ୍ଠ ଆଇପିଏସ୍ ଅଫିସର ରବି ସିହ୍ନା । ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ (RAW)ର ନୂଆ ମୁଖ୍ୟ ରବି ସିହ୍ନାଙ୍କୁ ସୋମବାର ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର।  ଛତିଶଗଡ କ୍ୟାଡରର ଏହି ଆଇପିଏସ୍ ଅଫିସର ଆସନ୍ତା ୨ ବର୍ଷ ପାଇଁ ଏହି…

ନେପାଳରେ ବନ୍ୟା ସାଙ୍ଗକୁ ଭୂସ୍ଖଳନ; ୫ ମୃତ, ୨୫ ନିଖୋଜ

କାଠମାଣ୍ଡୁ: ଭାରତର ରୌଦ୍ରର ପ୍ରକୋପ । ପଡୋଶୀ ନେପାଳରେ ବର୍ଷାର ତାଣ୍ଡବ । ପ୍ରବଳ ବର୍ଷା ଯୋଗୁ ଜନଜୀବନ ବ୍ୟାହତ ହୋଇପଡିଲାଣି । ନେବାପଳରେ ବନ୍ୟା ପରିସ୍ଥିତି ଏବେ ସଙ୍ଗୀନ ହୋଇପଡିଛି ।      ବନ୍ୟା ଓ ଭୟଙ୍କର ଭୂସ୍ଖଳନରେ ୫ଜଣଙ୍କର ମୃତ୍ୟୁ ଘଟିଲାଣି । ଅନ୍ୟପକ୍ଷେ ୨୫ ଜଣ ନିଖୋଜ…

ଭିଏତନାମ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ରାଜନାଥ ସିଂହଙ୍କ ସାକ୍ଷାତ, ଉଭୟଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ: ଭାରତ ଏବଂ ଭିଏତନାମ ମଧ୍ୟରେ ପ୍ରତିରକ୍ଷା ସହଯୋଗ ବୃଦ୍ଧି କରିବା ପାଇଁ ସୋମବାର ରାଜଧାନୀ ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭିଏତନାମର ଜାତୀୟ ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ଫାନ୍ ୱାନ୍ ଜିଆଙ୍ଗଙ୍କ ସହ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକାର ଜରିଆରେ…

ଦିଲ୍ଲୀ-ଡେରାଡୁନ୍‌ ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ଟେକାମାଡ଼

ନୂଆଦିଲ୍ଲୀ: ପୁଣି ଥରେ ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ଟେକାମାଡ଼। ରିବାବର ରାତିରେ ଦିଲ୍ଲୀରୁ ଡେରାଡୁନ୍ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସରେ ପଥରମାଡ଼ ହୋଇଛି। ମେରଠ-ମୁଜାଫରନଗର ରେଳ ଟ୍ରାକର ନାରା ଜଡୋଦା ରେଳ ଷ୍ଟେସନ ଦେଇ ଯାଉଥିବାବେଳେ ଟ୍ରେନ ଉପରକୁ ଟେକାମାଡ଼ ହୋଇଛି। ଟେକାମାଡ଼ ସମୟ‌ରେ…

କାନାଡାରେ ଖଲିସ୍ଥାନୀ ନେତାଙ୍କୁ ଗୁଳିକରି ହତ୍ୟା; ତାଙ୍କ ନାଁରେ ୧୦ ଲକ୍ଷ ପୁରସ୍କାର ଘୋଷଣା କରାଯାଇଥିଲା ଏନଆଇଏ

ନୂଆଦିଲ୍ଲୀ:କାନାଡାରେ ରହୁଥିବା ଖଲିସ୍ଥାନୀ ନେତା ତଥା ଭାରତ ସରକାରଙ୍କ ପକ୍ଷରୁ ଆତଙ୍କବାଦୀ ଘୋଷିତ ମୋଷ୍ଟୱାଣ୍ଟେଡ୍   ହରଦୀପ ସିଂ ନିଜାରଙ୍କୁ ଗୁଳି କରି ହତ୍ୟା  ।  ବ୍ରିଟିଶ କଲମ୍ବିଆ ପ୍ରଦେଶର  ସୁରେ ସହରସ୍ଥିତ ଗୁରୁଦ୍ୱାର ନିକଟ ପାର୍କିଂସ୍ଥଳରେ  ହରଦୀପ ସିଂ ନିଜାରଙ୍କୁ ଗୁଳି କରି…

ଆମେରିକା ସହ ଚୁକ୍ତି, ଭାରତକୁ ମିଳିବ ତେଜସ୍‌ ଇଞ୍ଜିନର ଟେକ୍‌ନିକ୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଗାମୀ ଆମେରିକା ଗସ୍ତରେ ଭାରତ ଜେଟ ଇଞ୍ଜିନ୍ ନିର୍ମାଣ ପାଇଁ ନୂତନ କ୍ଷମତା ପାଇବ। ଏହି ଗସ୍ତରେ ଆମେରିକୀୟ କମ୍ପାନୀ ଜିଇ ସହିତ ଏକ ଚୁକ୍ତିନାମା ପ୍ରସ୍ତାବ ଦିଆଯାଇଛି। ଯାହା ପରେ ଭାରତକୁ ସ୍ୱଦେଶୀ ହାଲୁକା ଯୁଦ୍ଧ ବିମାନ ତେଜସରେ ବ୍ୟବହୃତ…

ଭୟଙ୍କର ଗ୍ରୀଷ୍ମପ୍ରବାହ; ଚାରି ଦିନରେ ୧୦୦ ଟପିଲା ମୃତ୍ୟୁ ସଂଖ୍ୟା

ଓଡ଼ିଶା ସମ୍ବାଦ ବ୍ୟୁରୋ: ବିହାର ଏବଂ ଉତ୍ତରପ୍ରଦେଶର ଖରା ତାତି ଓ ଗରମ ଭୟଙ୍କର ଭାବେ ବଢି ଯାଇଛି। ତତଲା କଡେଇରେ ସିଝୁଛନ୍ତି ଏହି ଦୁଇ ରାଜ୍ୟର ଲୋକେ। ଉଭୟ ରାଜ୍ୟର ଅନେକ ଜିଲ୍ଲାରେ ପାରା ୪୦ ଅତିକ୍ରମ କରିଛି। ପ୍ରବଳ ଗରମ ମଧ୍ୟରେ ଗତ ଚାରି ଦିନ ମଧ୍ୟରେ ୧୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ…