Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମମତା ବାନାର୍ଜୀଙ୍କୁ ସୁପ୍ରିମକୋର୍ଟ ଝଟକା: ପଞ୍ଚାୟତ ନିର୍ବାଚନବେଳେ ମୁତୟନ ହେବେ କେନ୍ଦ୍ରୀୟ ଫୋର୍ସ

କୋଲକାତା: ଦିଦିଙ୍କୁ ସୁପ୍ରିମ କୋର୍ଟଙ୍କ ଝଟକା । ସୁପ୍ରିମ କୋର୍ଟ କହିଛନ୍ତି, ପଶ୍ଚିମ ବଙ୍ଗରେ ହେବାକୁ ଥିବା ପଞ୍ଚାୟତ ନର୍ବାଚନରେ କେନ୍ଦ୍ରୀୟ ଫୋର୍ସ ମୁତୟନ ରହିବେ । ହାଇକୋର୍ଟଙ୍କ ରାୟକୁ କାଏମ ରଖି କୋଲକାତା ହାଇକୋର୍ଟଙ୍କ ଆଦେଶରେ ଦଖଲ ଦେବେ ନାହଁ ବୋଲି ସୁପ୍ରିମ କୋର୍ଟ ମନା…

ବିବାହ ପରେ ଶାରୀରିକ ସମ୍ପର୍କ ନ ରଖିବା ନିଷ୍ଠୁରତା, ଅପରାଧ ନୁହେଁ- ହାଇକୋର୍ଟ

ବେଙ୍ଗାଲୁର:ବିବାହ ପରେ ଶାରାରୀକ ସମ୍ପର୍କକୁ ବିରୋଧ କରିବା ହିନ୍ଦୁ ବିବାହ ଆଇନ-୧୯୫୫ ଅନୁସାରେ ଏକ ନିଷ୍ଠୁରତା । ମାତ୍ର ଏ ନେଇ  ୪୯୮ଏ ଆଇପିସି ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇ ପାରିବ ନାହିଁ  । ଏମିତି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି   କର୍ଣ୍ଣାଟକ ହାଇକୋର୍ଟ  ।  ଜଣେ…

ପବିତ୍ର ରଥଯାତ୍ରା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜି ପବିତ୍ର ରଥଯାତ୍ରା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାବାସୀ ସମେତ ଦେଶବାସୀଙ୍କୁ ରଥଯାତ୍ରା…

ଭିଏତନାମକୁ ‘ଆଇଏନଏସ କ୍ରିପାଣ’ ଯୁଦ୍ଧପୋତ ଉପହାର ଦେଲା ଭାରତ

ନୂଆଦିଲ୍ଲୀ:କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗତକାଲି ଅର୍ଥାତ ସୋମବାର ଭିଏତନାମ ରକ୍ଷାମନ୍ତ୍ରୀ ଜେନରାଲ ଫାନୱାନ ଗିୟାଙ୍ଗଙ୍କ ସହ ଆଲୋଚନା କରିଛନ୍ତି । ଏହି ବୈଠକରେ ଦୁଇଦେଶ ମଧ୍ୟରେ ପ୍ରତିରକ୍ଷା ସମ୍ପର୍କିତ ପ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ବିଶେଷ କରି ଦୁଇ…

ଆଜି ରାଷ୍ଟ୍ରପତିଙ୍କ ଜନ୍ମଦିନ: ମହାପ୍ରଭୁଙ୍କ ଦର୍ଶନ କଲେ ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜି ମହାମିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୬୫ତମ ଜନ୍ମଦିବସ। ଏହି ଅବସରରେ ହଜଖାସ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ରାଷ୍ଟ୍ରପତି। ଏହି ଦିନରେ ସେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପୂଜା କରିଥିଲେ। ଆଜି ବିଶ୍ୱପ୍ରସିଦ୍ଧ ପ୍ରଭୁ ଜଗନ୍ନାଥଙ୍କ…

ଆଜିଠୁ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ, ଯୋଗ ଦିବସରେ ନେବେ ନେତୃତ୍ୱ

ନୂଆଦିଲ୍ଲୀ: ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମଙ୍ଗଳବାର ସକାଳେ ଦିଲ୍ଲୀରୁ ଗସ୍ତ ଆରମ୍ଭ କରିଛନ୍ତି। ବୁଧବାର ୱାଶିଂଟନର ଆଣ୍ଡ୍ରିୟୁସ ବାୟୁସେନା ବେସ୍‌ରେ ମୋଦୀ ପହଞ୍ଚିବେ। ଏଠାରେ ତାଙ୍କୁ ସ୍ୱାଗତ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ନ୍ୟୁୟର୍କରେ ମିଳିତ ଜାତିସଂଘ…

ରାଜନୀତିରେ ‘ଗୀତା ପ୍ରେସ’, କଂଗ୍ରେସ-ବିଜେପି ମୁହାଁମୁହିଁ

ନୂଆଦିଲ୍ଲୀ: ଗୋରଖପୁର ସ୍ଥିତ ପ୍ରସିଦ୍ଧ ଗୀତା ପ୍ରେସକୁ ୨୦୨୧ ବର୍ଷ ପାଇଁ କେନ୍ଦ୍ର ସରକାର ଗାନ୍ଧୀ ଶାନ୍ତି ପୁରସ୍କାର ଘୋଷଣା କରିବାକୁ ସମାଲୋଚନା କରିଥିବା କଂଗ୍ରେସକୁ ବିଜେପି ପାଲଟା ଜବାବ ଦେଇଛି। ବିରୋଧୀ ଦଳ ଗୀତା ପ୍ରେସକୁ ଘୃଣା କରେ କାରଣ ସେ ସନାତନ ଧର୍ମର ପ୍ରଚାର କରୁଛି ବୋଲି…

ୟୁପିଏ ସରକାର ତୁଳନାରେ ମୋଦୀ ସରକାର ଅଧିକ ସରକାରୀ ଚାକିରି ପ୍ରଦାନ କରିଛନ୍ତି: କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ

ନୂଆଦିଲ୍ଲୀ: ମୋଦୀ ସରକାର ୯ ବର୍ଷର ଶାସନକାଳ ୨୦୧୪ ରୁ ୨୦୨୩ ମଧ୍ୟରେ ପ୍ରାୟ ୯ ଲକ୍ଷ ସରକାରୀ ଚାକିରି ଯୋଗାଇ ଦେଇଛନ୍ତି, ଯେତେବେଳେ କି ୨୦୦୪ ରୁ ୨୦୧୩ ପର୍ଯ୍ୟନ୍ତ ୟୁପିଏ ସରକାରଙ୍କ ଶାସନର ୯ ବର୍ଷ ମଧ୍ୟରେ ପ୍ରାୟ ୬ ଲକ୍ଷ ସରକାରୀ ନିହୁକ୍ତି ପ୍ରଦାନ କରାଯାଇଥିଲା । ନୂଆଦିଲ୍ଲୀରେ ଏକ…

ଇଣ୍ଡିଗୋ କିିଣିବ ୫୦୦ ନୂତନ ଏୟାରବସ ଏ୩୨୦ ଏୟାରକ୍ରାଫ୍ଟ

ନୂଆଦିଲ୍ଲୀ: ଇଣ୍ଡିଗୋ ଏୟାର ଲାଇନ୍ସ ୫୦୦ ନୂତନ ଏୟାରବସ ଏ୩୨୦ ଏୟାରକ୍ରାଫ୍ଟ କିଣିବା ପାଇଁ ନିଷ୍ପତି ନେଇଛି । ପ୍ରଥମ ଥର ପାଇଁ ଏହି ଭାରତୀୟ ଏୟାରଲାଇନ୍ସ ଦ୍ୱାରା ଏକକାଳୀନ ଏତେ ମାତ୍ରାରେ ଏୟାରବସ ଏ ୩୨୦ ଫ୍ୟାମିଲି ବିମାନ କିଣାଯିବ । ୨୦୩୫ ସୁଦ୍ଧା ଏହାର ଅର୍ଡର ଡେଲିଭେରୀ ହେବ ବୋଲି ଆଶା…

ଲଢୁଛି ଶିବସେନା, ଦେଖୁଛି ବିଜେପି !

ଭୁବନେଶ୍ୱର: ଚଳଚଞ୍ଚଳ ହେଉଛି ମହାରାଷ୍ଟ୍ର ରାଜନୀତି। ଗୋଟିଏ ପଟେ ଶିବସେନାର ପ୍ରତିଷ୍ଠା ଦିବସକୁ ଉଦ୍ଧବ ଗୋଷ୍ଠି ଓ ସିନ୍ଦେ ଗୋଷ୍ଠି ଅଲଗା ଅଲଗା ପାଳନ କରିଛନ୍ତି। ଉଭୟ ଗୋଷ୍ଠି ଏହି ଅବସରରେ ନିଜର ପାୱାର ସୋ କରିଛନ୍ତି। କିନ୍ତୁ ସେପଟେ ଜଣଙ୍କ ପରେ ଜଣେ ନେତା ଉଦ୍ଧବଙ୍କ ହାତ ଛାଡିବାରେ…