Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମଣିପୁର ହିଂସାକାଣ୍ଡ: ସର୍ଚ୍ଚ ଅପରେସନରେ ୧୧,୭୬୩ ଗୁଳି ଓ ୮୦୦ରୁ ଅଧିକ ଅସ୍ତ୍ରଶସ୍ତ୍ର ଉଦ୍ଧାର

ଓଡି଼ଶା ସମ୍ବାଦ ବ୍ୟୁରୋ: ଅନେକ ଦିନ ଧରି ଜାରି ରହିଥିବା ମଣିପୁର ହିଂସାକାଣ୍ଡରେ ସୁରକ୍ଷା ବାହିନୀ ଏବେ ମଧ୍ୟ ଆଲର୍ଟ ମୋଡରେ ଅଛନ୍ତି। ଏପରି ଘଟଣା ଯେପରି ପୁନରାବୃତ୍ତି ନହୁଏ ସେଥିପାଇଁ ଅନେକ ପଦକ୍ଷେପ ନିଆଯାଉଛି। ଏହି ପର୍ଯ୍ୟାୟରେ, ସୁରକ୍ଷା ବାହିନୀ ବର୍ତ୍ତମାନ ହିଂସା ସମୟରେ ସ୍ଥାନୀୟ…

ସାଗର ସମୃଦ୍ଧି ଡ୍ରେଜିଂ ମନିଟରିଂ ସିଷ୍ଟମ ଲଞ୍ଚ୍ କଲେ କେନ୍ଦ୍ର ପରିବହନ ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ବନ୍ଦର, ପରିବହନ ଏବଂ ଜଳପଥ ମନ୍ତ୍ରୀ ସରବାନନ୍ଦ ସୋନୋୱାଲ ଶୁକ୍ରବାର ସାଗର ସମୃଦ୍ଧି ଅନଲାଇନ୍ ଡ୍ରେଜିଂ ମନିଟରିଂ ସିଷ୍ଟମ ଆରମ୍ଭ କରିଛନ୍ତି। ଏହା ସମୁଦ୍ର ଏବଂ ବନ୍ଦରକୁ ସଫା କରିବାରେ ସାହାଯ୍ୟ କରିବ। ମନ୍ତ୍ରଣାଳୟର ବୈଷୟିକ ଶାଖା, ନ୍ୟାସନାଲ ପୋର୍ଟ ୱାଟରୱେ ଏବଂ…

ସାଂସଦ ପଦରୁ ଇସ୍ତଫା ଦେଲେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ

ଲଣ୍ଡନ: ବ୍ରିଟେନରେ ରାଜନୈତିକ ମାହୋଲ ସରଗରମ। ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ବ୍ରିଟେନର ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ପାର୍ଟିଗେଟ୍ ଦୁର୍ନୀତିର ଅନୁସନ୍ଧାନ ରିପୋର୍ଟ ଆସିବା ପରେ ସେ ବ୍ରିଟେନର ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। କରୋନା ଅବଧିରେ ସେ ଲକଡାଉନ୍ ନିୟମକୁ ଖଣ୍ଡନ…

‘କର୍ଣ୍ଣାଟକ ରାଜନୀତି’, ବିରୋଧୀ ଦଳ ନେତା ବାଛିପାରୁନି ବିଜେପି !

ଭୁବନେଶ୍ୱର: କର୍ଣ୍ଣାଟକରେ ବଡ଼ ପରାଜୟ ପରେ ବିରୋଧୀ ଦଳ ଆସନରେ ବସିଥିବା ବିଜେପି ଏଯାଏ ବିରୋଧୀ ଦଳ ନେତା ଚୟନ କରି ପାରି ନାହିଁ। କଂଗ୍ରେସ ନୂଆ ସରକାର ଗଠନ କରିବା ସହ ସବୁ ମନ୍ତ୍ରୀ ଶପଥ ନେଇ କାର୍ଯ୍ୟ କରିବା ଆରମ୍ଭ କରିଛନ୍ତି। ବିଜେପି କିନ୍ତୁ ବିଧାନସଭାରେ ନିଜ ନେତା ଚୟନ କରି ନ…

କ୍ରାଇମ ସିନ ରିକ୍ରିଏଟ ପାଇଁ ବ୍ରିଜଭୂଷଣଙ୍କ ଘରେ ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ରେଫେରୀ ଜଗବୀର ସିଂ ସାକ୍ଷୀ ଦେବା ପରେ ଅଡୁଆରେ ପଡିଛନ୍ତି ସାଂସଦ ତଥା କୁସ୍ତିସଂଘ ଅଧ୍ୟକ୍ଷ  ବ୍ରିଜଭୂଷଣ  । ଦିଲ୍ଲୀ ପୋଲିସ କ୍ରାଇନ ସିନ ରିକ୍ରିଏଟ କରବା ପାଇଁ ଜଣେ ମହିଳା ପହିଲମାନଙ୍କୁ ନେଇ ତାଙ୍କ ଘରେ ପହଞ୍ଚିଛନ୍ତି । କୁସ୍ତିସଂଘ ଅଧ୍ୟକ୍ଷ ବ୍ରିଜ…

ବ୍ରିଜଭୂଷଣଙ୍କୁ ଧକ୍କା ଦେଇ ନିଜକୁ ଖସାଇଥିଲେ ମହିଳା ରେସଲର; ସାକ୍ଷୀ ଦେଲେ ଅନ୍ତର୍ଜାତୀୟ ରେଫରୀ

ନୂଆଦିଲ୍ଲୀ: ଯୌନ ଉତ୍ପୀଡନ ଅଭିଯୋଗରେ ଫସିଥିବା କୁସ୍ତିସଂଘ ଅଧ୍ୟକ୍ଷ  ତଥା ବିଜେପି ସାଂସଦ ବ୍ରିଜଭୂଷଣ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି। ବ୍ରିଜ ଭୂଷଣଙ୍କ ବିରୋଧରେ ସାକ୍ଷୀ ଦେଇଛନ୍ତି ଅନ୍ତର୍ଜାତୀୟ ରେଫେରୀ ଜଗବୀର ସିଂ । ଆଜି ଏକ ଆଲୋଚନା ପ୍ରସଙ୍ଗରେ ସେ କହିଛନ୍ତି, ଜଣେ ମହିଳା…

ମୀରା ରୋଡ ହତ୍ୟା ମାମଲା, ସରସ୍ୱତୀ ଆତ୍ମହତ୍ୟା କରିଛି କହିଲା ଅଭିଯୁକ୍ତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ମୁମ୍ବାଇର ମୀରା ରୋଡରେ ଲିଭ-ଇନ ପାର୍ଟନରକୁ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତ ପୋଲିସକୁ ଦେଇଛି ବୟାନ। ଅଭିଯୁକ୍ତ ମନୋଜ ସାନେ କହିଛି ଯେ ମୃତ ସରସ୍ୱତୀ ବୈଦ୍ୟ ଆତ୍ମହତ୍ୟା କରିଥିଲେ ଏବଂ ସେ ତାଙ୍କୁ ତାଙ୍କର ଝିଅ ବୋଲି ଭାବିଥିଲେ। ସେ ସରସ୍ୱତୀଙ୍କୁ ହତ୍ୟା କରିନାହିଁ…

ପିଛା ଛାଡ଼ୁନି ଟ୍ରେନ୍ ଦୁର୍ଘଟଣା; ଚେନ୍ନାଇରେ ଲାଇନ୍‌ଚ୍ୟୁତ ହେଲା ଜନଶତାବ୍ଦୀ ଏକ୍ସପ୍ରେସ୍

ଚେନ୍ନାଇ: ପୁଣି ଲାଇନ୍‌ଚ୍ୟୁତ ହେଲା ଟ୍ରେନ୍। ଏଥର ଚେନ୍ନାଇରେ ଲାଇନ୍‌ଚ୍ୟୁତ ହୋଇଛି ଜନଶତାବ୍ଦୀ ଏକ୍ସପ୍ରେସ୍। ଗୁରୁବାର ବିଳମ୍ବିତ ରାତିରେ ଚେନ୍ନାଇର ବାସିନ ବ୍ରିଜ୍ ୱାର୍କସ୍‌ଅପ୍ ନିକଟରେ ଜନଶତାବ୍ଦୀର ଏକ୍ସପ୍ରେସ୍ର ଦୁଇଟି ଚକ ଲାଇନ୍‌ଚ୍ୟୁତ ହୋଇଥିବା ସୂଚନା ମିଳିଛି। ତେବେ ସୌଭାଗ୍ୟର…

ହରିଦ୍ୱାର ଋଷିକେଶ ମନ୍ଦିରରେ କଡ଼ା ନିୟମ: ଶଟ୍ ଡ୍ରେସ୍ କିମ୍ବା ଫଟା ଜିନ୍ ପିନ୍ଧି ଆସିଲେ ପ୍ରବେଶ ମନା

ହରିଦ୍ୱାର: ଉତ୍ତରାଖଣ୍ଡ ହରିଦ୍ୱାରର କନଖଲ ସ୍ଥିତ ଦକ୍ଷ ପ୍ରଜାପତି ମନ୍ଦିର ଓ ଋଷିକେଶର ନୀଳକଣ୍ଠ ମହାଦେବ ମନ୍ଦିରଗୁଡ଼ିକରେ ଲାଗୁ ହେଲା କଡ଼ା କଟକଣା। ଏଣିକି ଶଟ୍‌ ଡ୍ରେସ୍‌ କିମ୍ବା ଫଟା ଜିନ୍ ପିନ୍ଧି ଆସିଲେ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମିତ ମିଳିବ ନାହିଁ। ଏନେଇ ମନ୍ଦିର ବାହାରେ…

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସାକ୍ଷାତ କଲେ ଓପେନ୍ଏ‌ଆଇ ସିଇଓ ଅଲ୍ଟମ୍ୟାନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ କଲେ ଓପେନ୍‌ଏଆଇର ସିଇଓ ସାମ ଅଲ୍ଟମ୍ୟାନ। ଭାରତ ଗସ୍ତରେ ଆସିଥିବା ଅପେନ୍‌ଏଆଇ ସିଇଓ ଆଇଆଇଆଇଟି ଦିଲ୍ଲୀରେ ଡିଜିଟାଲ ଇଣ୍ଡିଆ ଡାଏଲଗ୍ସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ…