Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିଚ ବଜାରରେ ପତ୍ନୀଙ୍କୁ ଅପମାନ ଦେବା ସହ ଉଲଗ୍ନ କରିଥିବା ଅଭିଯୋଗ, ସ୍ୱାମୀ ସମେତ ଚାରି ଗିରଫ

ଅହମଦାବାଦ: ସ୍ୱାମୀ ନାଁରେ କଳଙ୍କ। ସୈତାନ ସାଜିଲା ସ୍ୱାମୀ। ବିଚ ବଜାରରେ ପତ୍ନୀଙ୍କୁ ସ୍ୱାମୀ ଅପମାନ ଦେବା ସହ ଉଲଗ୍ନ କରିଥିବା ଅଭିଯୋଗ। ଗୁଜରାଟର ଦାହୋଦ ଜିଲ୍ଲାରେ ଜଣେ ମହିଳାଙ୍କୁ ତାଙ୍କଠୁ ଅଲଗା ରହୁଥିବା ସ୍ୱାମୀ ଯୋଜନାବଦ୍ଧ ଭାବେ ଜନ ଗହଳି ପୂର୍ଣ୍ଣ ସ୍ଥାନରେ ଏଭଳି ଭୟଙ୍କର ଘଟଣା…

ଆକଳନ ଠାରୁ ଅଧିକ ରହିଲା ଅଭିବୃଦ୍ଧି ହାର

ନୂଆଦିଲ୍ଲୀ: ବିଶ୍ୱରେ ପ୍ରତିକୂଳ ପରିସ୍ଥିତି ଲାଗି ରହିଥିବା ବେଳେ ଗତ ଆର୍ଥିକ ବର୍ଷ ତୁଳନାରେ ଭାରତ ଭଲ ପ୍ରଦର୍ଶନ କରିଛି । ବୁଧବାର ସରକାରଙ୍କ ପକ୍ଷରୁ ଜାରି ତଥ୍ୟ ଅନୁସାରେ, ଅଭିବୃଦ୍ଧି ହାର ଆକଳନ ଠାରୁ ଅଧିକ ରହିଛି । ତଥ୍ୟ ଅନୁସାରେ, ମାର୍ଚ୍ଚ ତ୍ରୈମାସିକରେ ଭାରତୀୟ ଅର୍ଥ ବ୍ୟବସ୍ଥା…

ପୁଣି ଜେଜେବାପା ହେଲେ ମୁକେଶ ଅମ୍ବାନୀ

ମୁମ୍ବାଇ: ରିଲାନ୍ସ ଗ୍ରୁଫର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ପୁଣି ଥରେ ଜେଜେବାପା ହୋଇଛନ୍ତି । ପୁଅ ଆକାଶ ଅମ୍ବାନୀ ଏବଂ ତାଙ୍କ ପତ୍ନୀ ଶ୍ଲୋକା ଦ୍ୱିତୀୟ ଥର ପାଇଁ ପିତାମାତା ହୋଇଛନ୍ତି । ଏଥର ଶ୍ଲୋକା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଉଭୟଙ୍କର ପୂର୍ବରୁ ୨ ବର୍ଷର ଏକ ପୁଅ ମଧ୍ୟ ଅଛି ।…

ରାଜସ୍ଥାନରେ କଂଗ୍ରେସର ପ୍ରାକ ନିର୍ବାଚନୀ ଭେଟି, ବିଜୁଳି ଏବେ ମାଗଣା

ଭୁବନେଶ୍ୱର: କଂଗ୍ରେସର ଗ୍ୟାରେଣ୍ଟି ଏବେ ନିର୍ବାଚନ ପାଇଁ ଏକ ପ୍ରମୁଖ ଅସ୍ତ୍ର ଭାବେ ଗଣାଯାଉଛି। କର୍ଣ୍ଣାଟକରେ ଏ କଥା କାମ ଦେବା ପରେ ଅନ୍ୟ ରାଜ୍ୟରେ ଦଳ ଗ୍ୟାରେଣ୍ଟିକୁ ନିର୍ବାଚନ ଅସ୍ତ୍ର ଭାବେ ବ୍ୟବହାର କରିବା ଆରମ୍ଭ କରିଛି। ଏପରିକି ଦେଶର ଅନ୍ୟ କିଛି ପ୍ରମୁଖ ଦଳ ମଧ୍ୟ କଂଗ୍ରେସର…

‘ୟୁପି ରାଜନୀତି’, କଂଗ୍ରେସକୁ ଫଲୋ କରୁଛି ସମାଜବାଦୀ ପାର୍ଟି !

ଭୁବନେଶ୍ୱର: ଉତ୍ତରପ୍ରଦେଶରେ କଂଗ୍ରେସ ଢାଞ୍ଚା ଆପଣାଇବ ସମାଜବାଦୀ ପାର୍ଟି। ଦଳକୁ ନିର୍ବାଚନରେ ସଫଳ କରିବା ପାଇଁ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ହିନ୍ଦୁତ୍ୱ ପନ୍ଥା ଆପଣାଇବ ବୋଲି କୁହାଯାଉଛି। କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସ ଇସ୍ତାହାରରେ ବଜରଙ୍ଗ ଦଳକୁ ବ୍ୟାନ କରିବା ସମ୍ପର୍କିତ…

ଟିଏମସିକୁ କଂଗ୍ରେସର ଜବାବ, ବିଧାୟକ ନେଉଛ ଏକାଠି ହେବାକୁ କହୁଛ!

ଭୁବନେଶ୍ୱର: ପଶ୍ଚିମବଙ୍ଗରେ କଂଗ୍ରେସର ଏକମାତ୍ର ବିଧାୟକ ବାୟରନ ବିଶ୍ୱାସ ଟିଏମସିରେ ମିଶିବା ପରେ କଂଗ୍ରେସ ପ୍ରତିକ୍ରିୟାଶୀଳ ହୋଇଛି। ରାଜ୍ୟରେ ଟିଏମସି ପକ୍ଷରୁ ଚାଲିଥିବା ଜନ ସଂଯୋଗ ଯାତ୍ରା ସମୟରେ କଂଗ୍ରେସର ସାଗରଦିଘି ବିଧାୟକ ବାୟରୋନ ବିଶ୍ୱାସ ଦଳର ସାଂସଦ ଅଭିଷେକ ବାନାର୍ଜୀଙ୍କ…

ବିଜେପିକୁ ବହିରୁ ବାହାର କରିଦେବେ !

ଭୁବନେଶ୍ୱର: କର୍ଣ୍ଣାଟକରେ ପୂର୍ବର ବିଜେପି ସରକାର ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିକୁ ତୁରନ୍ତ ପରିବର୍ତ୍ତନ କରିବାରେ ଲାଗିଛି ନୂଆ କଂଗ୍ରେସ ସରକାର। ବିଜେପି ଦ୍ୱାରା କରାଯାଇଥିବା କିଛି ଯୋଜନାକୁ ବନ୍ଦ କରାଯିବା ସହ ଯୋଜନା ପାଇଁ ଅର୍ଥ ବରାଦକୁ ବି ବନ୍ଦ କରିଦିଆଯାଇଛି। ଏପରିକି କିଛି ବଡ଼…

କ୍ରାଶ ହୋଇଗଲା ଉତର କୋରିଆର ସ୍ପାଇ ସାଟେଲାଇଟ

ନୂଆଦିଲ୍ଲୀ: ଉତର କୋରିଆ ନିକଟରେ ସ୍ପାଇ ସାଟେଲାଇଟ ଲଂଚ କରିଥିଲା । ଚୋଲିମା-୧ ନାମକ ଏହି ସାଟେଲାଇଟ କିନ୍ତୁ ଲଂଚ ହେବାର କିଛି ସମୟ ପରେ କ୍ରାଶ ହୋଇ ଯାଇଥିଲା । ରକେଟର ଇଂଜିନରେ ତ୍ରୁଟି ରହିବା ସହ ଫୁଏଲ ସିଷ୍ଟମ ଠିକ ନ ଥିଲା । ଲଂଚ ହେବାର ଦ୍ୱିତୀୟ ଚରଣ ପରେ ସାଟେଲାଇଟର ବେଗ କମି ଯାଇଥିଲା…

ଜ୍ଞାନବ୍ୟାପି ମାମଲାରେ ମୁସଲିମ ପକ୍ଷଙ୍କୁ ଝଟକା: ଶୃଙ୍ଗାର ଗୌରୀ ପୂଜା ଦାବି ଶୁଣାଣି ପାଇଁ ମିଳିଲା ଅନୁମତି

ପ୍ରୟାଗରାଜ: ଜ୍ଞାନବ୍ୟାପୀ ମସଜିଦରେ ଥିବା ଶୃଙ୍ଗାର ଗୌରୀ ପୂଜା ମାମଲାରେ ଆଲାହାବାଦ ହାଇକୋର୍ଟ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । କୋର୍ଟ ଅଞ୍ଜୁମନ ଇନ୍ତଜାମିଆ ମସଜିଦ କମିଟି ପକ୍ଷରୁ ଆଗତ ଏକ ମାମଲାକୁ ଖାରଜ କରି ଦେଇଛନ୍ତି । କମିଟି ପକ୍ଷରୁ ମସଜିଦ ପରିସରରେ ପୂଜା…

ରେସଲରଙ୍କ ଉପରେ ବର୍ଷିଲେ ବ୍ରିଜଭୂଷଣ: କହିଲେ, ଗଙ୍ଗାରେ ମେଡାଲ ଭସାଇଲେ କିଛି ମିଳିବନି; ପୋଲିସକୁ ପ୍ରମାଣ ଦିଅ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘର ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେଲେ ମେଡାଲ ଫିଙ୍ଗିବେ ବୋଲି  ରେସଲରମାନେ ଗତକାଲି ଚେତାବନୀ ଦେବାପରେ ଏହାର ଜବାବ ରଖିଛନ୍ତି ବ୍ରିଜ ଭୂଷଣ ।  ରେସଲରଙ୍କ ଉପରେ ବର୍ଷିବା ସହ ବ୍ରିଜ ଭୂଷଣ କହିଛନ୍ତି, ଗଙ୍ଗାରେ…