Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜୁଲାଇ ୧ରୁ ଅମରନାଥ ଯାତ୍ରା ଆରମ୍ଭ; ବାବାଙ୍କ ଫଟୋ ଜାରି

ଶ୍ରୀନଗର: ଜୁଲାଇ ୧ ତାରିଖରୁ ଯାତ୍ରା ଅମରନାଥ ଯାତ୍ରା ଆରମ୍ଭ ହେବ। ତା ପୂର୍ବରୁ ପ୍ରୁସ୍ତୁତି ଜୋର୍‌ସୋର୍‌ରେ ଜାରି ରହିଛି। ବାବା ଅମରନାଥଙ୍କର ଫଟୋ ମଧ୍ୟ ଜାରି ହୋଇଛି।ଫଟୋରେ ଗୁମ୍ଫା ଭିତରେ ପ୍ରାକୃତିକ ଉପାୟରେ ହୋଇଥିବା ବରଫ ଶିବଲିଙ୍ଗ ସ୍ପଷ୍ଟ ଦେଖାଯାଉଛି। କେବଳ ଶିବଲିଙ୍ଗ ନୁହଁନ୍ତି ମା…

ସହି ପାରିଲେନି ବାଲ୍ୟବନ୍ଧୁଙ୍କ ବିୟାେଗ, ଜୁଇକୁ ଡେଇଁ ଜୀବନ ହାରିଲେ

ଫିରୋଜାବାଦ: ବନ୍ଧୁ.. ସବୁ ସମ୍ପର୍କଠାରୁ ନିଆରା ସେ ସମ୍ପର୍କ । ସେ ସମ୍ପର୍କ ରକ୍ତର ନୁହେଁ । ହେଲେ ବନ୍ଧନ ପରିବାରଠାରୁ ବି ନିବିଡ । ଆକର୍ଷଣ ପ୍ରେମଠାରୁ ବି ଅଧିକ ।  ବନ୍ଧୁ ପାଇଁ ଜୀବନକୁ ବାଜି ଲଗାଇବାର ଅନେକ କାହାଣୀ ଶୁଣିଛେ । ଅନେକ ଫିଲ୍ମ ଦେଖିଛେ । ଅଳ୍ପ ବହୁତ ଉଦାହରଣ ବି ଆଖପାଖ…

ମୋଦିଙ୍କ ଜନସମ୍ପର୍କ ଅଭିଯାନ; ୫୦୦ ସଭା, ୫୧ ରାଲି

ନୂଆଦିଲ୍ଲୀ:କଂଗ୍ରେସର ଭାରତ ଯୋଡୋ ଯାତ୍ରା ପରେ ବିଜେପି ଜନସମ୍ପର୍କ ଅଭିଯାନ । ରାହୁଲ ସାରା ଦେଶ ବୁଲି ସମର୍ଥନ ସାଉଁଟିବା ଉଦ୍ୟମ କରିବା ପରେ ଏବେ ସେହି ରାସ୍ତାରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ୯ ବର୍ଷ…

ଓଟିଟି ପ୍ଲାଟ୍‌ଫର୍ମ ପାଇଁ କଡ଼ା ହେଲା ନିୟମ; ଦେଖାଇବାକୁ ହେବ ତମାଖୁ ଚେତାବନୀ ବିଜ୍ଞାପନ

ନୂଆଦିଲ୍ଲୀ: ଓଟିଟି ପ୍ଲାଟ୍‌ଫର୍ମ ପାଇଁ କଡ଼ା ହେଲା ନିୟମ। ଏଣିକି ଓଟିଟି ପ୍ଲାଟ୍‌ଫର୍ମ ବି ତମାଖୁ ଚେତାବନୀ ବିଜ୍ଞାପନ ଦେଖାଇବା ବାଧ୍ୟାତମୁଳକ ହୋଇଛି।  ତମାଖୁ ଚେତାବନୀ ପାଇଁ ନୂଆ ନିୟମର ଅଧିସୂଚନା ଜାରି କରି କେନ୍ଦ୍ର ସରକାର ଏପରି ନିର୍ଦ୍ଦେଶ ଦେଇଛନ୍ତି। ଯଦି ଅନ୍‌ଲାଇନ୍‌ କଣ୍ଟେଟ୍‌…

ଯୌନ ଶୋଷଣ ଅଭିଯୋଗ ଆଣିଥିବା ନାବାଳିକା ପ୍ରକୃତରେ ସାବାଳିକା; ବ୍ରିଜ ଭୂଷଣଙ୍କ ବିରୋଧରେ ହଟିପାରେ ପୋକ୍ସୋ ଆକ୍ଟ

ନୂଆଦିଲ୍ଲୀ: ବିଜେପି ସାଂସଦ ତଥା ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ବ୍ରିଜ୍ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଜଣେ ନାବାଳିକା କୁସ୍ତି ଯୋଦ୍ଧା ଯୌନ ଶୋଷଣ ଅଭିଯୋଗ ଆଣିଥିଲେ। ଏଥିପାଇଁ ବ୍ରିଜ ଭୂଷଣଙ୍କ ବିରୋଧରେ ପୋକ୍ସୋ ଆକ୍ଟ ଲାଗିଛି। ହେଲେ ଏବେ ପୁଲିସରୁ ସୂଚନା ଜଣାପଡ଼ିଛି ଯେ ନାବାଳିକା ଜଣଙ୍କ…

ପ୍ରଧାନମନ୍ତ୍ରୀଙ୍କୁ ଯଦି ଭଗବାନଙ୍କ ସହ ବସାଇ ଦିଆଯାଏ, ତେବେ ସିଏ ତାଙ୍କୁ ବ୍ରହ୍ମାଣ୍ଡର ରହସ୍ୟ ବୁଝାଇ ଦେବେ; ରାହୁଲ…

ସାନ୍‌ଫ୍ରାନ୍ସିସ୍‌ସ୍କୋ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର(ମେ ୩୦) ଆମେରିକାରେ ପହଞ୍ଚିଛନ୍ତି। ସେଠାରେ ସେ ସାନ୍‌ଫ୍ରାନ୍ସିସ୍‌କୋରେ ଆମେରିକାରେ ରହୁଥିବା ମୂଳ ଭାରତୀୟଙ୍କୁ ସମ୍ବୋଧନ କରିଥିଲେ। ଏହି ଅବସରରେ ସେ ତାଙ୍କର ଭାରତ ଯୋଡ଼ ଯାତ୍ରା କଥା କହିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କୁ…

ବିମାନ ଯାତ୍ରା ପୂର୍ବରୁ ଯାତ୍ରୀଙ୍କ ଶରୀରର ଓଜନ ହେବ, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ: ବିମାନରେ ଚଢିବା ପୂର୍ବରୁ ଯାତ୍ରୀଙ୍କ ଶରୀରର ଓଜନ କରାଯିବ। ଲଗେଜ ବା ବ୍ୟାଗ ଆଦିର ଓଜନ ହେଉଥିବା ବେଳେ ଏବେ ଯାତ୍ରୀଙ୍କ ଶରୀରର ଓଜନ ମାପିବାକୁ ନିଷ୍ପତ୍ତି ନେଇଛି ନ୍ୟୁଜିଲାଣ୍ଡର ଏକ ବିମାନ କମ୍ପାନୀ। ଜୁଲାଇ ୨ରୁ ଏୟାର ନ୍ୟୁଜିଲାଣ୍ଡ ଅକଲାଣ୍ଡ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ…

ଦେଶର ୪୦ଟି ମେଡିକାଲ କଲେଜର ମାନ୍ୟତା ରଦ୍ଦ, ସ୍କାନରରେ ଆଉ ୧୫୦ଟି

ନୂଆଦିଲ୍ଲୀ: ଦେଶର ୪୦ ଟି ମେଡିକାଲ କଲେଜ ଉପରେ ଭାରତ ସରକାର କାର୍ଯାନୁଷ୍ଠାନ ଗ୍ରହଣ କରିଛନ୍ତି। ସୂଚନାନୁସାରେ, ଏହି କଲେଜଗୁଡ଼ିକ ଗୁଜୁରାଟ, ଆସାମ, ପୁଡୁଚେରୀ, ତାମିଲନାଡୁ, ପଞ୍ଜାବ, ଆନ୍ଧ୍ରପ୍ରଦେଶ, ତ୍ରିପୁରା ଏବଂ ପଶ୍ଚିମବଙ୍ଗର। ଏହି କଲେଜଗୁଡ଼ିକରେ ଅନେକ ପ୍ରକାରର ତ୍ରୁଟି ଦେଖିବାକୁ…

ହେଲିପୋର୍ଟ ଲାଇସେନ୍ସ ମଞ୍ଜୁର ପାଇଁ ପ୍ରକ୍ରିୟାକୁ ସରଳ କଲା ଡିଜିସିଏ

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ହେଲିପୋର୍ଟ ଲାଇସେନ୍ସ ଅନୁଦାନ ପାଇଁ ପ୍ରକ୍ରିୟାକୁ ସରଳ କରିଛି। ବର୍ତ୍ତମାନ ପାଞ୍ଚଟି ବାହ୍ୟ ସଂସ୍ଥାକୁ ଏନଓସି ବା କ୍ଲିୟରାନ୍ସ ପାଇଁ ଆବେଦନଗୁଡିକ ଆବେଦନକାରୀଙ୍କ ଇଜିସିଏ ପ୍ରୋଫାଇଲରେ ଗୋଟିଏ ଟ୍ୟାବ୍ ମାଧ୍ୟମରେ ରୁଟ୍…

ପୀଡିତା ନାବାଳିକାଙ୍କ କକା କହିଲେ, ବ୍ରିଜଭୂଷଣଙ୍କୁ ଫସାଇବା ପାଇଁ ମୋ ଝିଆରୀଙ୍କୁ ବ୍ୟବହାର କରାଯାଉଛି

ରୋହତାକ: ରେସଲରଙ୍କ ଆନ୍ଦୋଳନରେ ନୂଆ ନୂଆ କଥା ସାମ୍ନାକୁ ଆସିଛି । ଗୋଟିଏ ପଟେ କୁସ୍ତି ସଂଘ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ଗିରଫ ଦାବୀରେ ରେସଲରମାନେ ଆନ୍ଦୋଳନ ଜାରୀ ରଖିଥିବା ବେଳେ ମଙ୍ଗଳବାର ଏକ ଚାଂଚଲ୍ୟକର ତଥ୍ୟ ସମ୍ମୁଖକୁ ଆସିଛି । ଯେଉଁ ନାବାଳିକା ରେସଲରଙ୍କୁ ନେଇ ସେମାନେ…