Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଟିକାୟତଙ୍କ ଅନୁରୋଧ ଯୋଗୁ ରେସଲରମାନେ ପଦକ ବିସର୍ଜନ କଲେନି, ୫ ଦିନର ସମୟ ଦିଆଗଲା

ହରିଦ୍ୱାର: ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଧାରଣାରେ ବସିଥିବା ରେସଲମାନେ ଆଜି ସେମାନଙ୍କ ପଦକ ବିସର୍ଜନ କରିବା ପାଇଁ ଗଙ୍ଗା ଘାଟରେ ପଂହଚିଥିଲେ । ସେଠାରେ ଦୀର୍ଘ ସମୟ ଧରି କାନ୍ଦିଥିଲେ । ଏହି ସମୟରେ କୃଷକ ନେତା ରାକେଶ ଟିକାୟତଙ୍କ ସମେତ ଅନେକ ସାମାଜିକ ଅନୁଷ୍ଠାନର ସଦସ୍ୟମାନେ ତାଙ୍କୁ…

‘ମଣିପୁର ପଛରେ ବିଜେପିର ଗୁପ୍ତ ଏଜେଣ୍ଡା’

ଭୁବନେଶ୍ୱର: ମଣିପୁର ହିଂସାକୁ ନେଇ ରାଜନୀତି ତୀଵ୍ର ହେବାରେ ଲାଗିଛି। ହିଂସା ଯୋଗୁ ମଣିପୁର ଜଳିବା ସହ ବହୁ ଧନଜୀବନ ହାନି ହୋଇଛି। ଯାହାକୁ ନେଇ କଂଗ୍ରେସ ବିଜେପିକୁ ଟାର୍ଗେଟ କରିବା ସହ ଦଳର ପ୍ରତିନିଧି ମଣ୍ଡଳ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି। କଂଗ୍ରେସର ଜାତୀୟ ସଭାପତି ମଲ୍ଲିକାର୍ଜୁନ…

ମଣିପୁର ନିଆଁ, ‘ସମ୍ମାନ ଦିଅ ନ ହେଲେ ସମ୍ମାନ ଫେରାଇ ଦେବୁ’

ଇମ୍ଫାଲ: ପାଖାପାଖି ମାସେ ହେଲା ମେ ୩ରୁ ମଣିପୁର ଅଶାନ୍ତ ହୋଇ ପଡ଼ିଛି । ଏବେ ସୁଦ୍ଧା ହିଂସାରେ ୮୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ଥିତି କେବେ ହେବ ସ୍ୱାଭାବିକ ? ଉତ୍ତରପୂର୍ବ ରାଜ୍ୟ ମଣିପୁରରେ ଶାନ୍ତି ଫେରାଇ ଆଣିବା ଲାଗି ଅଲମ୍ପିକ ପଦକ ବିଜେତା ମୀରାବାଇ ଚାନୁଙ୍କ ସହ ୧୧ କ୍ରୀଡ଼ାବିତ୍…

କଂଗ୍ରେସ ରାସ୍ତାରେ ଆନ୍ଧ୍ରର ଟିଡିପି, ଆପଣାଇଲା ଗ୍ୟାରେଣ୍ଟି ଫଣ୍ଡା

ଭୁବନେଶ୍ୱର: ଦେଶର ସାଧାରଣ ନିର୍ବାଚନ ସହ ବିଭିନ୍ନ ରାଜ୍ୟର ଆସନ୍ନ ବିଧାନସଭା ନିର୍ବାଚନକୁ ଦେଖି ଦେଶର ବିଭିନ୍ନ ପ୍ରମୁଖ ରାଜନୈତିକ ଦଳ ଆଗୁଆ ପ୍ରସ୍ତୁତିକୁ ଜୋରଦାର କରୁଛନ୍ତି। ବିଶେଷ କରି ଲୋକଙ୍କ ଆବଶ୍ୟକତାକୁ ଆଖି ଆଗରେ ରଖି ବିଭିନ୍ନ ଆଗୁଆ ସ୍କିମ ଘୋଷଣା ବେଶ ଲାଭଦାୟୀ ହେଉଛି।…

କର୍ଣ୍ଣାଟକର ଗ୍ୟାରେଣ୍ଟି, ସବୁଆଡେ ଜିତାଇବ!

ଭୁବନେଶ୍ୱର: କର୍ଣ୍ଣାଟକରେ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ୫ ଟି ଗ୍ୟାରେଣ୍ଟି ପୂରଣ ପାଇଁ ବଢୁଛି ଚାପ। ଲୋକଙ୍କଠୁ ଆରମ୍ଭ କରି ବିରୋଧୀ ଚାପ ପକାଉଥିବା ବେଳେ ଖୋଦ ଦଳୀୟ ହାଇକମାଣ୍ଡଙ୍କ ପକ୍ଷରୁ ମଧ୍ୟ ତୁରନ୍ତ ଗ୍ୟାରେଣ୍ଟି ପୂରଣ ପାଇଁ କୁହାଯାଇଛି। ଯାହାକୁ ନେଇ ସିଦ୍ଦରମେୟା ସରକାରଙ୍କ ଚିନ୍ତା…

୨୬/୧୧ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀ ଅବ୍ଦୁଲ ସଲାମର ଜେଲରେ ମୃତ୍ୟୁ

ଲାହୋର: ୨୦୦୮ରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଯୋଜନାରେ ସାମିଲ୍ ଥିବା ଅବ୍ଦୁଲ ସଲାମ ଭୁଟ୍ଟାବିର ପାକିସ୍ତାନ ଜେଲରେ ମୃତ୍ୟୁ ହୋଇଛି । ପଞ୍ଜାବ ପ୍ରଦେଶର ଶେଖପୁରା ଜେଲରେ ଟେରର୍ ଫଣ୍ଡିଂ ମାମଲାରେ ବନ୍ଦୀ ଥିଲା ଅବ୍ଦୁଲ ସଲାମ । ୨୦୨୦ରେ ଲସ୍କର ଏ ତୋଏବାର ସରଗନା ହାଫିଜ୍ ସଇଦ…

୫ ବର୍ଷର ଶିଶୁ ଖାଇଗଲା ୪୦ ଚୁଇଂଗମ

ନୂଆଦିଲ୍ଲୀ: ଛୋଟ ପିଲାଙ୍କ ହାତରେ ଯାହା ପଡେ ତାହା ସେମାନେ ପାଟିରେ ପୂରାଇ ଦିଅନ୍ତି । ଏଥିପ୍ରତି ସର୍ବଦା ଅଭିଭାବକମାନେ ସତର୍କ ରହିବା ଉଚିତ । ଆମେରିକାରେ ଏ ଭଳି ଏକ ଘଟଣା ସମ୍ମୁଖକୁ ଆସିଛି ଯାହା କି ସମସ୍ତଙ୍କୁ ଚକିତ କରିଦେଇଛି । ୫ ବର୍ଷର ଏକ ଶିଶୁ ୪୦ ଚୁଇଂଗମ ଗିଳି ଦେଇଥିଲା ।…

ମହାରାଷ୍ଟ୍ର ‘ସ୍ୱଚ୍ଛ ମୁଖ’ ଅଭିଯାନର ସ୍ମାଇଲ ଆମ୍ବାସଡର ହେଲେ ସଚ୍ଚିନ ତେନ୍ଦୁଲକର

ମୁମ୍ବାଇ: ମହାରାଷ୍ଟ୍ରର ‘ସ୍ୱଚ୍ଛ ମୁଖ’ ଅଭିଯାନର ସ୍ମାଇଲ ଆମ୍ବାସଡର ହେଲେ ସଚ୍ଚିନ ତେନ୍ଦୁଲକର । ସ୍ୱଚ୍ଛ ମୁଖ ଅଭିଯାନ ମୁଖର ସ୍ୱଚ୍ଛତା ବୃଦ୍ଧି ଉପରେ ଗୁରୁତ୍ୱ ଦେବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ଏକ ଅଭିଯାନ । ମହରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବନ୍ଦ୍ର…

ମଣିପୁର ହିଂସାକୁ ଉସୁକାଉଛି ଚୀନ ! ଭାରତୀୟ ସେନା ବିରୋଧରେ ସୋସିଆଲ ମିଡିଆରେ କରୁଛି ପ୍ରଚାର

ମଣିପୁର:ମଣିପୁର ହିଂସା ଥମିବାର ନାଁ ନେଉନି । ଏବେ ଏହି ହିଂସାକୁ ନେଇ ଚୀନ ରାଜନୀତି କରିବା ଆରମ୍ଭ କରି ଦେଇଛି । ଚୀନର ସୋସିଆଲ ମିଡଆରେ ଭାରତ ବିରୋଧରେ ମଣିପୁର ହିଂସାକୁ ନେଇ ଆପତ୍ତିଜନକ କଥା ପୋଷ୍ଟ କରାଯାଉଛି ଯାହା ଭାଇରାଲ ହେଉଛି । ମିଡିଆ ରିପୋର୍ଟ ଅନୁସାରେ, ଚୀନ ସୋସିଆଲ ମଡିଆରେ…

ବୋଲ୍ଡ ଫଟୋ ପୋଷ୍ଟ କରି ଚାକିରି ହରାଇଲେ ଯୁବତୀ

ନୂଆଦିଲ୍ଲୀ : ବୋଲ୍ଡ ଫଟୋ ପୋଷ୍ଟ କରି ଅଡ଼ୁଆରେ ଯୁବତୀ । ପୋଷାକ ପାଇଁ ହରାଇଲେ ଚାକିରୀ । କହିବାକୁ ଗଲେ ପ୍ରତ୍ୟେକ ମଣିଷର ରହିଛି ସ୍ଵାଧୀନତା । ଜଣେ ମଣିଷ ତା’ର ଖାଇବା ପିଇବାଠୁ ଆରମ୍ଭ କରି ସବୁକିଛି ନିଜ ଇଚ୍ଛା ହିସାବରେ କରିଥାଏ । ହେଲେ ମଣିଷର କିଛି ଚଳଣୀକୁ ନେଇ ଏ ସମାଜ ଗ୍ରହଣ…