Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଉତ୍ତର ଭାରତରେ ବନ୍ୟା ବିତ୍ପାତ; ମୃତ୍ୟୁ ସଂଖ୍ୟା ୯୦ ଛୁଇଁଲା

ସିମଲା: ହିମାଚଳପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ଭୟଙ୍କର ସ୍ଥିତି । ଯୁଆଡେ ଚାହିଁବ ସିଆଡେ ପ୍ରକୃତିର ତାଣ୍ଡବ । ଉପରୁ ବର୍ଷୁଛି ବର୍ଷା । ତଳେ ଭସାଉଛି ବନ୍ୟା । ତା ସାଙ୍ଗକୁ ଭୂସ୍ଖଳନ । ଘର, କୋଠା, ଗାଡି, ବ୍ରିଜ ସବୁ ଉଜାଡି ଦେଲାଣି ଏ ବର୍ଷା । ତଥାପି ଥମିବାର ନାଁ ନାହିଁ । କେବେ ଏ…

ଛତିଶଗଡ଼ କୋଇଲା ଦୁର୍ନୀତି ମାମଲା: ପୂର୍ବତନ କଂଗ୍ରେସ ସାଂସଦଙ୍କ ସମେତ ୫ ଜଣ ଦୋଷୀ ସାବ୍ୟସ୍ତ

ଛତିଶଗଡ଼: ରାଜ୍ୟ କଂଗ୍ରେସକୁ ବଡ଼ ଝଟକା। ଛତିଶଗଡରେ କୋଲ ବ୍ଲକ୍ ଆବଣ୍ଟନ ଦୁର୍ନୀତି ମାମଲାରେ ଏକ ପ୍ରମୁଖ ନିଷ୍ପତ୍ତି ନିଆଯାଇଛି। ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟ ପୂର୍ବତନ କଂଗ୍ରେସ ରାଜ୍ୟସଭା ସାଂସଦ ବିଜୟ ଦର୍ଡାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ରାଉଜ ଏଭିନ୍ୟୁ…

ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ୧୫ରେ ୟୁଏଇ ଗସ୍ତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ଗୁରୁବାର) ଫ୍ରାନ୍ସ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ସେ ଜୁଲାଇ ୧୩ ଓ ୧୪ ତାରିଖରେ ଫ୍ରାନ୍ସରେ ରହିବେ। ଆଜି ଅପରାହ୍ଣରେ ସେ ପ୍ୟାରିସରେ ପହଞ୍ଚିବେ। ଅନ୍ୟପକ୍ଷରେ, ଜୁଲାଇ ୧୫ ରେ ସେ ୟୁଏଇ…

ପଞ୍ଚାୟତ ନିର୍ବାଚନରେ ହିଂସା, ଫଳାଫଳ ଘୋଷଣା ଉପରେ ରୋକ୍ ଲଗାଇଲେ ହାଇକୋର୍ଟ

କୋଲକାତା: ବୁଧବାର କୋଲକତା ହାଇକୋର୍ଟ ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନର ଅନ୍ତିମ ଫଳାଫଳ ଘୋଷଣା ଉପରେ ରୋକ୍ ଲଗାଇଛନ୍ତି। କୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ ନିର୍ବାଚନ ସହ ଜଡିତ ସମସ୍ତ ଭିଡିଓ ନ ଦେଖିବା ପର୍ଯ୍ୟନ୍ତ ନିର୍ବାଚନ ଆୟୋଗ ଚୂଡ଼ାନ୍ତ ଫଳାଫଳ ପ୍ରକାଶ କରିବା ଉଚିତ…

ରାହୁଲଙ୍କୁ ଜେଲରେ ନ ପୁରେଇ ଛାଡିବନି ବିଜେପି !

ଭୁବନେଶ୍ୱର: ମୋଦି ସାଙ୍ଗିଆ ସମ୍ପର୍କିତ ଟିପ୍ପଣୀ ପ୍ରସଙ୍ଗକୁ ନେଇ ରାହୁଲଙ୍କ ପିଛା ଛାଡୁନି ବିଜେପି। ଗୁଜୁରାଟ ସମେତ ଦେଶର ବିଭିନ୍ନ ରାଜ୍ୟରେ ରାହୁଲଙ୍କ ମନ୍ତବ୍ୟକୁ ନେଇ ମାନହାନି ମାମଲା ଚାଲିଥିବା ବେଳେ ସୁରଟ କୋର୍ଟ ଦଣ୍ଡାଦେଶ ଶୁଣାଇଛନ୍ତି। ଯାହାକି ଗୁଜୁରାଟ ହାଇକୋର୍ଟରେ ମଧ୍ୟ କାଏମ…

ସୁପ୍ରିମକୋର୍ଟଙ୍କୁ ମହାରାଷ୍ଟ୍ର ବାଚସ୍ପତିଙ୍କ ଚ୍ୟାଲେଞ୍ଜ!

ଭୁବନେଶ୍ୱର: ମହାରାଷ୍ଟ୍ର ରାଜନୀତିରେ ଆକ୍ଷେପ ପ୍ରତିଆକ୍ଷେପ ପର୍ବ ତୀଵ୍ର ହୋଇଛି। ପ୍ରତି ମୁହୂର୍ତ୍ତରେ ନୂଆ ରୂପ ନେଉଥିବା ମହାରାଷ୍ଟ୍ର ରାଜନୀତିରେ ନେତାଙ୍କ ମନ୍ତବ୍ୟକୁ ଆନ୍ଦୋଳନ ଆରମ୍ଭ ହୋଇଛି। ଉଦ୍ଧବ ଠାକରେଙ୍କ ମନ୍ତବ୍ୟକୁ ନେଇ ବିଜେପି ରାସ୍ତାକୁ ଓଲ୍ହାଇଛି। ମହାରାଷ୍ଟ୍ର…

ପ୍ରେମ ପାଇଁ ୪ ପିଲାଙ୍କ ସହ ଦେଶ ଛାଡିଲେ, ଧର୍ମ ଛାଡିଲେ ସୀମା ହାଇଦର…ହେଲେ ଏବେ ପଛରେ ପଡ଼ିଛି ପୋଲିସ

ନୂଆଦିଲ୍ଲୀ: ଏବେ ଜାତୀୟ ରାଜନୀତିର ଚିନ୍ତା ଆଉ ଚର୍ଚ୍ଚାର ବିଷୟ ହୋଇଛି ସୀମା ହାଇଦର । ସୀମା ହାଇଦର ପଛରେ ଲାଗି ଯାଇଛନ୍ତି ସୁରକ୍ଷା ଏଜେନନ୍ସି, ଲୋକାଲ ଇଣ୍ଟେଲିଜେନ୍ସ ୟୁନିଟ ଏବଂ ସ୍ଥାନୀୟ ପୋଲିସ । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ । ସୀମା ହାଇଦର ବିନା ପାସପୋର୍ଟରେ ପାକିସ୍ତାନରୁ…

ସୁପ୍ରିମକୋର୍ଟ ବଦଳାଇ ପାରିବେ କି ଅନୁଚ୍ଛେଦ ୩୭୦ ଉଚ୍ଛେଦ ନିଷ୍ପତ୍ତି ?

ନୂଆଦିଲ୍ଲୀ: ଅନୁଚ୍ଛେଦ ୩୭୦ ଉଚ୍ଛେଦର ୪ ବର୍ଷ ପରେ ସୁପ୍ରିମକୋର୍ଟରେ ପୁଣି ଶୁଣାଣି ହେବାକୁ ଯାଉଛି । ଯେଉଁଥିରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇଥିବା ବେଳେ ୩୭୦ ଉଚ୍ଛେଦକୁ ଅସାମ୍ବିଧାନିକ ଦର୍ଶାଯାଇଛି । ଯାହାର ଶୁଣାଣି ଅଗଷ୍ଟ ୨ରୁ ନିୟମିତ ଭାବେ କରାଯିବ । ସମସ୍ତ…

‘ରାହୁଲ ହେବେ ବର..ବାକି ସମସ୍ତେ ବରଯାତ୍ରୀ…’

ନୂଆଦିଲ୍ଲୀ: ୨୦୨୪ ଲୋକ ନିର୍ବାଚନ ଯେତେ ପାଖେଇ ଆସୁଛି,  ବିଜେପି ବିରୋଧୀ ସେତେ ଅଧିକ ସକ୍ରିୟ ହେବାକୁ ଚେଷ୍ଟା କରୁଛନ୍ତି । କିଛିଦିନ ତଳେ ପାଟନାରେ ବିରୋଧୀ ଦଳ ଏକାଠି ହୋଇ ବିଜେପିକୁ କ୍ଷମତାଚ୍ୟୁତ କରିବା ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ । ବିରୋଧୀଙ୍କ ୨ୟ ମହାବୈଠକ ବେଙ୍ଗାଲୁରରେ…

କ୍ରୁ ସଦସ୍ୟଙ୍କୁ ଦୁର୍ବ୍ୟବହାର: ବିମାନରେ ସିଗାରେଟ ଟାଣି ଶୌଚାଳୟ କବାଟ ଭାଙ୍ଗିଲେ ଯାତ୍ରୀ

ନୂଆଦିଲ୍ଲୀ: ଗତ କିଛି ମାସ ମଧ୍ୟରେ ବିମାନରେ ଯାତ୍ରୀଙ୍କ ଦ୍ୱାରା କ୍ରୁ ସଦସ୍ୟଙ୍କ ସହ ଅନେକ ଅସଦାଚରଣ କରୁଥିବା ଘଟଣା ବୃଦ୍ଧି ପାଇଛି। ଏୟାର ଇଣ୍ଡିଆ ବିମାନର ଏବେ ଆଉ ଏକ ମାମଲା ସାମ୍ନାକୁ ଆସିଛି। ଟୋରଣ୍ଟୋରୁ ଦିଲ୍ଲୀକୁ ଆସୁଥିବା ବିମାନରେ କ୍ରୁ ସଦସ୍ୟଙ୍କ ସହ ଯାତ୍ରୀଙ୍କ ଦ୍ୱାରା…