Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମୋଦି ସରନେମ ବିବାଦରେ ରାହୁଲ ଗାନ୍ଧୀଙ୍କୁ ଗୁଜରାଟ ହାଇକୋର୍ଟଙ୍କ ଝଟକା; କାଏମ ରହିଲା ତଳକୋର୍ଟଙ୍କ ଆଦେଶ

ନୂଆଦିଲ୍ଲୀ: ମୋଦି ସରନେମ ବିବାଦରେ ଫସିଗଲେ ରାହୁଲ ଗାନ୍ଧି । ଗୁଜୁରାଟ ହାଇକୋର୍ଟରେ ରାହୁଲ ଗାନ୍ଧି କରିଥିବା ପୁନର୍ବିଚାର ଆବେଦନ ଖାରଜ । ସୁରତ କୋର୍ଟଙ୍କ ରାୟକୁ କାଏମ ରଖିଲେ ହାଇକୋର୍ଟ । ହାଇକୋର୍ଟଙ୍କ ଏହି ରାୟ ପରେ  ରାହୁଲ ଗାନ୍ଧିଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ କାଏମ  ରହିବ ।…

ଫଲକନୁମା ଏକ୍ସପ୍ରେସର ତିନି ବଗିରେ ଲାଗିଗଲା ନିଆଁ

ବିଶାଖାପଟଣମ:ହାଓଡା-ସିକନ୍ଦରାବାଦ ଫଲକନୁମା ଏକ୍ସପ୍ରେସରେ ନିଆଁ । ବିଶାଖାପଟଣମର ପାଗିଡିପାଲି-ବୋମାଇପାଲି  ମଧ୍ୟରେ ଘଟିଛି ଏହି ଦୁର୍ଘଟଣା ।  ହୁତୁହୁତୁ ଜଳୁଛି ଫାଲକନାମା ଏକ୍ସପ୍ରେସ ଟ୍ରେନ । ଟ୍ରେନର ତିନୋଟି ବଗିରେ ନିଆଁ ଲାଗି ଯାଇଛି ।  ଅଗ୍ନିକାଣ୍ଡ ଯୋଗୁ ଆଖପାଖ ଅଞ୍ଚଳ ଧୂଆଁମୟ…

କେତେ ସମ୍ପତ୍ତିର ମାଲିକ ଧୋନି, ଆସନ୍ତୁ ଜାଣିବା କେଉଁଠୁ ଆସୁଛି କେତେ ଟଙ୍କା..

ମୁମ୍ବାଇ: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି କ୍ରିକେଟ ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଛନ୍ତି । ଆଜି ତାଙ୍କର ୪୨ତମ ଜନ୍ମଦିନ । ଧୋନି ୭ ଜୁଲାଇ ୧୯୮୧ ରେ ରାଞ୍ଚିରେ ଜନ୍ମଗ୍ରହଣ କରିଥିଲେ। କ୍ରିକେଟ ଜଗତରେ ସ୍ୱତନ୍ତ୍ର ପରିଚୟ ବହନ କରିଥିବା ମହେନ୍ଦ୍ର ସିଂ…

ହାପି ବାର୍ଥ ଡ଼େ MS ଧୋନି: ଜାଣନ୍ତୁ ମାହିଙ୍କ ବିଷୟରେ କିଛି ଅଜଣା କଥା …

ମୁମ୍ବାଇ: କ୍ରିକେଟ୍ ପ୍ରେମୀଙ୍କ ଗହଣରେ ଖୁବ୍ ପରିଚିତ ମହେନ୍ଦ୍ର ସିଂହ ଧୋନୀ । ଯିଏକି ମାହି ଓ କ୍ୟାପଟେନ୍ କୁଲ୍ ନାମରେ ବି ଲୋକପ୍ରିୟ ହୋଇପାରିଛନ୍ତି । ୧୯୮୧ ମସିହା ଜୁଲାଇ ୭ ତାରିଖରେ ଜନ୍ମଗ୍ରହଣ କରିଥିବା ଧୋନୀ ଆଜି ନିଜର ୪୨ ତମ ଜନ୍ମଦିନ ପାଳନ କରୁଛନ୍ତି । ଜନ୍ମଦିନ ଅବସରରେ ମାହିଙ୍କ…

ପ୍ରଧାନମନ୍ତ୍ରୀଙ୍କ ସଭାକୁ ଯାଉଥିବା ବିଜେପି କର୍ମୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ:୨ ମୃତ

ନୂଆଦିଲ୍ଲୀ: ଛତିଶଗଡର ବେଲତରା ହାଇୱେରେ ଏକ ଭୟାନକ ସଡକ ଦୁର୍ଘଟଣା ଘଟି ଯାଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ସଭାରେ ଯୋଗ ଦେବା ପାଇଁ ଅମ୍ବିକାପୁର ଜିଲ୍ଲାର ବିଜେପି କର୍ମୀମାନେ ଏହି ଗାଡ଼ିରେ ଦେବା ପାଇଁ ଯାଉଥିଲେ । ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ବସରେ ପ୍ରାୟ ୪୦ ଜଣ ବିଜେପି…

ଆମେରିକାର ରୋଡସ୍ ଆଇଲ୍ୟାଣ୍ଡଠାରେ ଓଡ଼ିଆ ସମାଜ ଦ୍ୱାରା ରଥଯାତ୍ରା ପାଳିତ

ରୋଡସ୍ ଆଇଲ୍ୟାଣ୍ଡ : ଯୁକ୍ତରାଷ୍ଟ୍ର ଆମେରିକାର ସବୁଠାରୁ କ୍ଷୁଦ୍ର ରାଜ୍ୟ ରୋଡ଼ସ୍ ଆଇଲ୍ୟାଣ୍ଡ ଠାରେ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କର ସବୁଠୁ ବୃହତ ପର୍ବ ରଥଯାତ୍ରା ମହାଆଡ଼ମ୍ବରରେ ପାଳନ କରାଯାଇଛି। ଏହି ଉପଲକ୍ଷେ ଚାରି ଠାକୁର ବିରାଜମାନ କରୁଥିବା ୱାରୱିଇକସ୍ଥିତ ହିନ୍ଦୁ ମନ୍ଦିରକୁ ଖୁବ ଭବ୍ୟ…

ଏକାଠି ହେଲେ ଗେହଲଟ ପାଇଲଟ!

ଭୁବନେଶ୍ୱର: ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ସଚିନ ପାଇଲଟଙ୍କୁ ମନେଇବାରେ ସଫଳ ହୋଇଛି କଂଗ୍ରେସ। ନିର୍ବାଚନ ପାଖେଇ ଆସୁଥିବାବେଳେ କଂଗ୍ରେସ ଆଗୁଆ ରଣନୀତି ପ୍ରସ୍ତୁତ କରିଛି। ଦଳ ସେଠାରେ କ୍ଷମତାରେ ଥିବାବେଳେ ଆଗକୁ ମଧ୍ୟ କିଭଳି କ୍ଷମତାକୁ ଆସିବ ସେ ନେଇ କଂଗ୍ରେସର କେନ୍ଦ୍ରୀୟ…

କାମ ଦେବ କି ବିଜେପିର ଗୌହାଟୀ ଗଣିତ?

ଭୁବନେଶ୍ୱର: ବଦଳୁଛି ବିଜେପିର ସାଙ୍ଗଠନିକ କଳେବର। ଦଳର ଜାତୀୟ ସଂଗଠନ ସହ ରାଜ୍ୟ ସଂଗଠନ ଗୁଡିକୁ ନୂଆ ରୂପ ଦେବା ପାଇଁ ଦଳ ପକ୍ଷରୁ ଜୋରଦାର କସରତ ଚାଲିଛି। ଏଥିସହିତ ଦେଶର ବିଭିନ୍ନ ଅଞ୍ଚଳକୁ ଜୋନରେ ଭାଗ କରି ଦଳ ବିଭିନ୍ନ ରାଜ୍ୟର ନେତାଙ୍କ ସହ ବୈଠକ ଆରମ୍ଭ କରିଛି। ଏହି ଅବସରରେ…

ପତ୍ନୀ ନଥିବା ବ୍ୟକ୍ତି, ନହୁଅନ୍ତୁ ପ୍ରଧାନମନ୍ତ୍ରୀ; ଏପରି କାହିଁକି କହିଲେ ଲାଲୁ !

ଓଡ଼ିଶା ସମ୍ବାଦ ବ୍ୟୁରୋ: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ଏକ ବୟାନ ଦେଇ ଚର୍ଚ୍ଚାରେ ଆସିଛନ୍ତି। ସେ କହିଛନ୍ତି, ଯିଏ ପ୍ରଧାନମନ୍ତ୍ରୀ ହେବେ ତାଙ୍କର ପତ୍ନୀ ଥିବା ଜରୁରୀ। ପତ୍ନୀ ବିନା ପ୍ରଧାନମନ୍ତ୍ରୀ ବାସଭବନରେ…

ଏଇ କୁନି ଝିଅଟି କିଏ ? କାହିଁକି ପୁଟିନ ତାଙ୍କୁ ଏତେ ଗେହ୍ଲା କରୁଛନ୍ତି ?

ମସ୍କୋ: ୟୁକ୍ରେନ ଯୁଦ୍ଧକୁ ନେଇ ଚର୍ଚ୍ଚାରେ ଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମାର ପୁଟିନଙ୍କର ଏକ ଭିଡିଓ ଏବେ ଭାଇରାଲ ହୋଇଛି । ଏହି ଭିଡିଓକୁ ନେଇ ଏବେ ସବୁଆଡେ ଚର୍ଚ୍ଚା । କାରଣ ପୁଟିନଙ୍କ ଅନେକ ଭିଡିଓ ସାମ୍ନାକୁ ଆସିଥାଏ  । କେତେବେଳେ ସେ ସୁରକ୍ଷା ପ୍ରତିଷ୍ଠାନ ବୁଲୁଥାନ୍ତି ତ କେଉଁଠି…