Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ହନୁମାନଙ୍କ ଗଦା ଧରି ସାମ୍ନାକୁ ଆସିଲେ ରାହୁଲ: କଂଗ୍ରେସ କହିଲା ବଜରଙ୍ଗବାଲି ଆମ ସାଥୀରେ

ବାଙ୍ଗାଲୋର: କର୍ଣ୍ଣାଟକରେ କଂଗ୍ରେସ ପୂର୍ଣ୍ଣ ବହୁମତ ଆଡକୁ ଆଗଉଛି । ଏକଜିଟ ପୋଲର ଆକଳନରୁ କାହିଁ କେତେ ଅଧିକ ଆଗରେ ରହିଛି କଂଗ୍ରେସ ।  ପ୍ରାୟ ୧୩୭ ସିଟରେ ଆଗୁଆ ରହିଛି । ବିଜେପି ନିଜର ପରାଜୟ ସ୍ୱୀକାର କରି ସାରିଲାଣି । କଂଗ୍ରେସର ବିପୁଳ ବିଜୟଧାରାକୁ ଲକ୍ଷ୍ୟ କରି ଛତିଶଗଡ…

ଜଳନ୍ଧର ଲୋକସଭା ଉପନିର୍ବାଚନ, ଆପ୍ ଆଗୁଆ

ଜଳନ୍ଧର: ପଞ୍ଜାବର ଜଳନ୍ଧର ଲୋକସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନ ଭୋଟ୍ ଗଣତିରେ ଆମ୍ ଆଦମୀ ପାର୍ଟି ଆଗୁଆ ରହିଛି । ବର୍ତ୍ତମାନ ସୁଦ୍ଧା ଆପ୍ ପ୍ରାର୍ଥୀ ସୁଶୀଲ କୁମାର ରିଙ୍କୁ କଂଗ୍ରେସର କର୍ମଜିତ କୌରଙ୍କ ଠାରୁ ୫୭ ହଜାର ୬୮୭ ଭୋଟରେ ଆଗୁଆ ଅଛନ୍ତି । ନିର୍ବାଚନ କମିଶନଙ୍କ ୱେବସାଇଟ୍…

କର୍ଣ୍ଣାଟକରେ କଂଗ୍ରେସ ସରକାର ଗଢିଲେ କିଏ ହେବ ମୁଖ୍ୟମନ୍ତ୍ରୀ ?  ଭାଗବଣ୍ଟା ହେବ କି ଆସନ ?

ବେଙ୍ଗାଲୁର: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପରେ ସେଠାରେ ଆଜି ଚାଲିଥିବା ମତଗଣନା ପ୍ରାୟ ସ୍ପଷ୍ଟ ହୋଇଯାଇଛି। ଗଣତି ଆରମ୍ଭରୁ କଂଗ୍ରେସ  ବହୁମତ ଆଡକୁ ଅଗ୍ରସର ହେଉଥିବା ଦେଖିବାକୁ ମିଳିଥିଲା । ଫଳଫଳକୁ ଦେଖି କଂଗ୍ରେସ ଶିବିରରେ ଏକପ୍ରକାର ଖୁସିର ମାହୋଲ ।  ୨୨୪ ବିଧାନସଭା ଆସନରୁ…

କର୍ଣ୍ଣାଟକରେ ଜିତିବା ଆଶାରେ ଝୁମିଲା କଂଗ୍ରେସ, ଜୟ ବଜରଙ୍ଗବଲି ନାରା ବିଜେପିକୁ ଚିଡ଼ାଇଲା

ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ ବହୁ ବ୍ୟବଧାନରେ ବିଜେପି ଠାରୁ ଅଗୁଆ ରହିଥିବାରୁ ଜିତିବା ଆଶା ନେଇ ଦଳରେ ଉତ୍ସବ ଆରମ୍ଭ ହୋଇଯାଇଛି। କଂଗ୍ରେସ କର୍ମୀ ଦିଲ୍ଲୀ ମୁଖ୍ୟାଳୟରେ ଜୟ ବଜରଙ୍ଗ ବାଲି ନାରା ଦେଇ ବିଜେପି ଚଡ଼ାଇବା ସହ ସେଲିବ୍ରେସନ ଆରମ୍ଭ କରିଦେଇଛନ୍ତି। କର୍ଣ୍ଣାଟକା ନିର୍ବାଚନ…

ସତ ହେବ କି ଏକ୍‌ଜିଟ୍ ପୋଲ ? କର୍ଣ୍ଣାଟକରେ ୮୨ ଆସନରେ ଆଗୁଆ କଂଗ୍ରେସ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଯାହା ଅନୁମାନ କରାଯାଉଥିଲା ସେୟା ହେଉଥିବାର ଦେଖାଯାଉଛି। ବିଭିନ୍ନ ମିଡିଆ କମ୍ପାନୀର ଏକ୍‌ଜିଟ୍ ପୋଲ ସତ ହେବା ଆଡ଼କୁ ଯାଉଛି। କାରଣ ଭୋଟ ଗଣତିରେ କର୍ଣ୍ଣାଟକରେ କଂଗ୍ରେସ ଆଗୁଆ ଚାଲିଛି। ଇଲେକ୍ସନ କମିଶନ ୱେବ୍‌ସାଇଟର ସୂଚନା ଅନୁସାରେ, ସକାଳ ସାଢ଼େ ୯ ସୁଦ୍ଧା…

କର୍ଣ୍ଣାଟକ ନିର୍ବାଚନ: ବେଙ୍ଗାଲୁରୁରେ ୧୪୪ ଧାରା ଲାଗୁ, କଂଗ୍ରେସକୁ ଘାରିଲା ଘୋଡା ବେପାର ଭୟ

ବେଙ୍ଗାଲୁର: ବେଙ୍ଗାଲୁରୁରେ ଭୋଟ ଗଣତି ଜାରି ରହିଛି। ପ୍ରାରମ୍ଭିକ ଭୋଟ ଗଣତିରେ ଏକାଧିକ ବୋଥ୍‌ରେ କଂଗ୍ରେସ ଆଗରେ ରହିଛି। କଂଗ୍ରେସର ବିଜୟ ଆଶା କରି କିଛି ଦଳୀୟ କର୍ମୀ ଉତ୍ସବ ପାଳନ କରିବା ଆରମ୍ଭ କରିଦେଇଛନ୍ତି। ଅନ୍ୟପଟେ ଦଳକୁ ଘୋଡ଼ା ବେପାର ଭୟ ଘାରିଛି। କାଳେ ବିଜେପି ଟଙ୍କା ଦେଇ…

ଇମ୍ରାନଙ୍କୁ କୋର୍ଟ ସମର୍ଥନ କରୁଛନ୍ତି କହିଲେ ପାକ୍ ପ୍ରଧାନମନ୍ତ୍ରୀ, ପ୍ରତିବାଦ କରିବାକୁ ଶାସକ ଦଳର ନିଷ୍ପତ୍ତି

ଇସଲାମାବାଦ: ଇସଲାମାବାଦ ହାଇକୋର୍ଟରେ ଇମ୍ରାନ ଖାନଙ୍କୁ ମୁକ୍ତ କରିବା ପରେ ମଧ୍ୟ ତାଙ୍କୁ ତିନି ଘଣ୍ଟା ହାଇକୋର୍ଟରେ ରଖାଯାଇଥିଲା। ଶୁକ୍ରବାର ରାତିରେ ଇମ୍ରାନ ଖାନ ଏକ ଭିଡିଓ ବାର୍ତ୍ତା ଦେଇ କହିଛନ୍ତି ଯେ କୋର୍ଟ ତାଙ୍କୁ ମୁକ୍ତ କରିବା ପରେ ମଧ୍ୟ ତାଙ୍କୁ ତିନି ଘଣ୍ଟା ଧରି ବନ୍ଧକ…

ରାହୁଲ ଗାନ୍ଧୀଙ୍କୁ ଦଣ୍ଡିତ କରିଥିବା ବିଚାରପତିଙ୍କ ପଦୋନ୍ନତି ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଗତ ମାର୍ଚ୍ଚ ମାସରେ ମୋଦୀ ସରନେମ ମାନହାନୀ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ସୁରଟ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ (ସିଜେଏମ୍) ହରିଶ ହସମୁଖଭାଇ ବର୍ମାଙ୍କ ସମେତ ଗୁଜରାଟର ୬୮ ଜଣ ତଳକୋର୍ଟର ବିଚାରପତିଙ୍କ ପଦୋନ୍ନତି ଉପରେ…

ଆର୍ଯ୍ୟନ ଖାନ୍ ମାମଲାରେ ସମୀର ଓ୍ବାଙ୍ଖଡେଙ୍କ ବିରୋଧରେ ସିବିଆଇ ରୁଜୁ କଲା ମାମଲା

ମୁମ୍ବାଇ: ଏନସିବି ମୁମ୍ବାଇ ଜୋନର ପୂର୍ବତନ ମୁଖ୍ୟ ସମୀର ୱାଙ୍ଖଡେଙ୍କ ବିରୋଧରେ ଶୁକ୍ରବାର ସିବିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସିବିଆଇ କହିଛି ଯେ ଆର୍ଯ୍ୟନ୍ ଖାନ କ୍ରୁଜ୍ ମାମଲା ସହ ଜଡିତ ଦୁର୍ନୀତି ମାମଲାରେ ଆମେ ସମୀର ୱାଙ୍ଖଡେଙ୍କ ଘର ଉପରେ ଚଢାଉ କରିଛୁ। ସିବିଆଇ କହିଛି ଯେ…

ରାଜନୀତି ଛାଡିବେ କି ମୋଦି ?

ଭୁବନେଶ୍ୱର: ପୂର୍ବତନ ବିଜେପି ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟାର ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଦଳକୁ କର୍ଣ୍ଣାଟକରେ ସମୃଦ୍ଧ କରିବା ସହ ଦଳ ପ୍ରତି ତାଙ୍କର ବିଶେଷ ଅବଦାନ ରହିଛି। କିନ୍ତୁ ନିର୍ବାଚନରେ ଦଳ ତାଙ୍କୁ ଟିକେଟ ନ ଦେଇ…