Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କୋର୍ଟରୁ ମିଳୁନି ଆଶ୍ୱସ୍ତି; ମେ ୨୩ ଯାଏ ବଢିଲା ସିସୋଦିଆଙ୍କ ବିଚାର ବିଭାଗୀୟ ହାଜତ ଅବଧି

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ରିମାଣ୍ଡ ଅବଧି ବଢ଼ି ଚାଲିଛି।  ଆଜି ପୁଣି ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟ ସିସୋଦିଆଙ୍କୁ ମେ’ ୨୩ ତାରିଖ ଯାଏ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।…

‘ଛତିଶଗଡ଼ ରାଜନୀତି’, ନନ୍ଦଙ୍କୁ ହରେଇ ବିଳିବିଳଉଛି ବିଜେପି !

ଭୁବନେଶ୍ୱର: ଛତିଶଗଡ଼ରେ ନିର୍ବାଚନ ପାଖେଇ ଆସୁଥିବାରୁ ଦଳବଦଳ ଓ ଆକ୍ଷେପ ପ୍ରତିଆକ୍ଷେପ ପର୍ବ ତୀଵ୍ର ହେଲାଣି। ବିଜେପିର ଟାଣୁଆ ନେତା ତଥା ପ୍ରମୁଖ ଆଦିବାସୀ ଚେହେରା ନନ୍ଦ କୁମାର ସାଏ କଂଗ୍ରେସରେ ମିଶିବା ପରେ ରାଜ୍ୟର ରାଜନୈତିକ ଚିତ୍ର ବଦଳୁଥିବା କୁହାଯାଉଛି। ଏହା ବିଜେପିକୁ…

ଟିଲୁ ତାଜପୁରିଆ ହତ୍ୟା ଘଟଣା; ୭ ପୁଲିସ କର୍ମୀ ନିଲମ୍ବିତ

ନୂଆଦିଲ୍ଲୀ: ତିହାର ଜେଲ୍‌ରେ ଗ୍ୟାଙ୍ଗଷ୍ଟାର ଟିଲୁ ତାଜପୁରିଆ ହତ୍ୟା ଘଟଣାରେ ୭ ପୁଲିସ କର୍ମୀ ନିଲମ୍ବିତ କରାଯାଇଛି। ନିଲମ୍ବନ ସହ ସେମାନଙ୍କୁ ତାମିଲନାଡୁକୁ ପଠାଇ ଦିଆଇଛି। ଏହି ପୁଲିସ କର୍ମୀମାନେ ତିହାର ଜେଲ୍‌ରେ ମୁତୟନ ଥିଲେ। ମେ ମାସ ୨ ତାରିଖରେ ତିହାର ଜେଲ୍‌ର କଡ଼ା ସୁରକ୍ଷା…

ରାଜସ୍ଥାନ ରାଜନୀତିରେ ହଲଚଲ, ପାଇଲଟ ଗଢିବେ ନୂଆ ଦଳ!

ଭୁବନେଶ୍ୱର: ରାଜସ୍ଥାନ ରାଜନୀତିରେ ଖୁବ ଶୀଘ୍ର ଏକ ବଡ଼ ଧରଣର ହଲଚଲ ହେବାକୁ ଯାଉଥିବା କୁହାଯାଉଛି। ମୁଖ୍ୟମନ୍ତ୍ରୀ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ଲଢେ଼ଇ ଖୁବ ଶୀଘ୍ର ବିସ୍ଫୋରକ ରୂପ ନେବ ବୋଲି ଆଲୋଚନା ହେଉଛି। ରାଜସ୍ଥାନ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ପ୍ରସଙ୍ଗକୁ ନେଇ…

କଂଗ୍ରେସର ରାହୁଲ କାର୍ଡ

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନରେ ଏଥର କଂଗ୍ରେସ ସମ୍ପୂର୍ଣ୍ଣ ଷ୍ଟ୍ରାଟେଜି ଅନୁଯାୟୀ ସବୁ କରୁଥିବା କୁହାଯାଉଛି। କିଛି ପ୍ରମୁଖ ରଣନୀତିକାରଙ୍କୁ ନେଇ ଦଳ ପ୍ରଚାରଠୁ ଆରମ୍ଭ କରି ପ୍ରତ୍ୟେକ ମନ୍ତବ୍ୟ ଯୋଜନାବଦ୍ଧ ଢଙ୍ଗରେ ଦେଉଥିବା ଆଲୋଚନା ହେଉଛି। ଏସବୁ ଷ୍ଟ୍ରାଟେଜି ମଧ୍ୟରେ ରାହୁଲ…

କର୍ଣ୍ଣାଟକରେ ସରିଲା ପ୍ରଚାର, ଡବଲ ଇଞ୍ଜିନକୁ ବନ୍ଦ କରିଦେବନି ତ ଦୁର୍ନୀତି କାର୍ଡ?

ଭୁବନେଶ୍ୱର: କର୍ଣ୍ଣାଟକରେ ପ୍ରଚାର ଶେଷ ହେବା ସହ ଆରମ୍ଭ ହୋଇଛି ଅନେକ କଳ୍ପନାଜଳ୍ପନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ହାଇଭୋଲ୍ଟେଜ ପ୍ରଚାରରେ ଦୀର୍ଘ ଦିନ ଧରି କର୍ଣ୍ଣାଟକ ମୈଦାନ କମ୍ପୁଥିଲା। ଏପରିକି କଂଗ୍ରେସ ଓ ବିଜେପିର ଅନେକ ନେତା ଜୋରଦାର…

୨୦୨୭ ସୁଦ୍ଧା ଡିଜେଲ୍ କାର୍ ବ୍ୟାନ୍ କରିବାକୁ ସରକାରୀ କମିଟିର ସୁପାରିଶ୍

ନୂଆଦିଲ୍ଲୀ: ଦେଶରେ ପ୍ରଦୂଷଣ ହ୍ରାସ କରିବାକୁ ହେଲେ ଭାରତରେ ଡିଜେଲ୍ ଚାଳିତ କାର୍ ବ୍ୟାନ୍ କରିବାକୁ ହେବ। ୨୦୨୭ ସୁଦ୍ଧା ଦେଶରେ ଡିଜେଲ୍ କାର୍ ବ୍ୟାନ୍ କରି ସମ୍ପୂର୍ଣ୍ଣ ଇଲେକ୍ଟ୍ରିକ୍ କିମ୍ବା ଗ୍ୟାସ୍ ଚାଳିତ କାର୍ ବ୍ୟବହାର କରିବା ଦରକାର। ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ…

ୟୁକ୍ରେନର ବାଖମୁଟ ସହର ଉପରେ ରୁଷ ପକାଇଛି ଫସଫରସ ବୋମା !

ମସ୍କୋ: ୟୁକ୍ରେନର ବାଖମୁଟ ସହର ଉପରେ ରୁଷିଆ ଫସଫରସ ବୋମା ପକାଇଥିବା ଅଭିଯୋଗ ହୋଇଛି । ୟୁକ୍ରେନ ସେନା ଏ ସମ୍ପର୍କୀତ ପ୍ରମାଣ ଡ୍ରୋନ ଫୁଟେଜ ମାଧ୍ୟମରେ ଦର୍ଶାଇଛି । ଧଳା ଫସଫରସ ଅସ୍ତ୍ର ନିଷେଧ ନ ଥିଲେ ମଧ୍ୟ ନାଗରିକ ରହୁଥିବା ସ୍ଥାନରେ ଏହି ବୋମା ପକାଇବା ଅପରାଧ ଭାବେ ବିବେଚନା କରାଯାଇଥାଏ…

ନୀଟ୍ ପରୀକ୍ଷା ସେଣ୍ଟରରେ ଛାତ୍ରୀଙ୍କୁ ‘ବ୍ରା’ ଖୋଲିବାକୁ ବାଧ୍ୟ କରିବା ପରେ ତେଜିଲା ବିବାଦ

ଚେନ୍ନାଇ:  ନ୍ୟାସନାଲ ଇଲିଜିବିଲିଟି ଏଣ୍ଟ୍ରାନ୍ସ ଟେଷ୍ଟ(ଅଣ୍ଡର ଗ୍ରାଜୁଏଟ୍) ବା ନୀଟି ପରୀକ୍ଷା ଦେବାକୁ ଆସିଥିବା ଛାତ୍ରୀଙ୍କୁ ବ୍ରା ପିନ୍ଧିବାକୁ ମନା କରିବା ଘଟଣାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଚେନ୍ନାଇରେ ଜଣେ ମହିଳା ସମ୍ବାଦିକ ପ୍ରଥମେ ଏ ନେଇ ଟ୍ୱିଟ୍ କରିବା ପରେ ଘଟଣା ସାମ୍ନାକୁ…

ସୋନିଆ ଗାନ୍ଧୀଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହେଲା ବିଜେପି

ବେଙ୍ଗାଲୁରୁ: କଂଗ୍ରେସ ସାଂସଦ ତଥା ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହେଲା ବିଜେପି। କର୍ଣ୍ଣାଟକା ବିଧାନସଭା ନିର୍ବାଚନ ପ୍ରଚାର ବେଳେ ସୋନିଆ ‘ସାର୍ବଭୌମତ୍ୱ’ ଶବ୍ଦର ବ୍ୟବହାର କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ…