Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ତାମିଲନାଡୁ ପରେ ପଶ୍ଚିମବଙ୍ଗରେ ବ୍ୟାନ୍ ହେଲା ‘ଦି କେରଳ ଷ୍ଟୋରୀ’ ଫିଲ୍ମ

କୋଲକାତା: ତାମିଲନାଡୁ ପରେ ପଶ୍ଚିମବଙ୍ଗରେ ବ୍ୟାନ୍ ହେଲା ଫିଲ୍ମ ଦ କରେଳ ଷ୍ଟୋରୀ। ଫିଲ୍ମ ରିଲିଜ୍ ହେବା ଦିନ ଠାରୁ ବିରୋଧ ଜାରି ରହିଛି। ପ୍ରଥମେ ତାମିଲାଡୁ ସରକାର ଏହାର ସ୍କ୍ରିନିଂ ବନ୍ଦ କରିବା ପରେ ପଶ୍ଚିମବଙ୍ଗ ସରକାର ଏହାକୁ ବ୍ୟାନ୍ କରିଛନ୍ତି। ଫିଲ୍ମ ବ୍ୟାନ୍ କରିବା ନେଇ…

କେବେ ଆସିବ ବାତ୍ୟା ? କେଉଁ ଦିଗକୁ ମୁହାଁଇବ ? ସୂଚନା ଦେଲେ ଆଇଏମଡି ଡିଜି

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ଆଜି ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃ୍ତ୍ୟୁଞ୍ଜୟ ମହାପାତ୍ର । ଏକ ସାମ୍ବାଦିକ ସମ୍ମିଳନୀରେ ବାତ୍ୟା ମୋଖା ସମ୍ପର୍କରେ ସୂଚନା ଦେଇ ଶ୍ରୀ ମହାପାତ୍ର କହିଥିଲେ, ଆଜି ସକାଳ ୮.୩୦ରେ ଦକ୍ଷିଣପୂର୍ବ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଉତ୍ତର…

‘ସିଲ୍କ ରୁଟ’କୁ ଟକ୍କର ଦେବା ପାଇଁ ଭାରତ ସହ ହାତ ମିଳେଇଲେ ସାଉଦି, ୟୁଏଇ ଓ ଆମେରିକା; ହଜିଯିବ ଚୀନର ନିଦ

ନୂଆଦିଲ୍ଲୀ: ଭାରତ ସହ ହାତ ମିଳେଇଛନ୍ତି  ସାଉଦି, ୟୁଏଇ ଓ ଆମେରିକା । ଖୁବ ଶୀଘ୍ର ଏକ ମିଳିତ ପ୍ରୋଜେକ୍ଟରେ କାମ କରିବାକୁ ଯାଉଛନ୍ତି ଏମାନେ । ଏହି ପ୍ରୋଜେକ୍ଟ ଦ୍ୱାରା ମଧ୍ୟ ପୂର୍ବ ଦେଶକୁ ରେଲୱେ ନେଟୱର୍କ ଦ୍ୱାରା ଯୋଡାଯାଇ ପାରିବ । ଏକଥା ମଧ୍ୟ ସାମ୍ନାକୁ ଆସିଛି ଯେ, ଏହି ପ୍ରୋଜେକ୍ଟ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ

ଭୁବନେଶ୍ୱର: ଦକ୍ଷିଣପୂର୍ବ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଉତ୍ତର ଆଣ୍ଡାମାନ ସମୁଦ୍ରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏ ନେଇ ସୋମବାର ଭାରତୀୟ ପାଣିପାଗ ବିଭାଗ ଆଏମଡି ପକ୍ଷରୁ ସୂଚନା ଦିଆଯାଇଛି ।  ଆସନ୍ତା…

ରୁଷ ସେନାର ୩୫ ଡ୍ରୋନକୁ ଖସାଇଲା ୟୁକ୍ରେନ

କୀଭ: ରୁଷ-ୟୁକ୍ରେନ ଯୁଦ୍ଧ ଥମିବାର ନାମ ଧରୁନି । ୟୁରୋପ ବିଶେଷ କରି ଆମେରିକାର ସହାୟତାରେ ୟୁକ୍ରେନ କଡା ସଂଘର୍ଷ ଜାରୀ ରଖିଛି । ରିପୋର୍ଟ ମୁତାବକ ରୁଷିଆ ପକ୍ଷରୁ ବ୍ୟବହୃତ ୩୫ଟି ଡ୍ରୋନକୁ ୟୁକ୍ରେନ ସେନା ଖସାଇ ଦେଇଥିବା ଦାବୀ କରିଛି । ଏହି ଡ୍ରୋନଗୁଡିକୁ ରୁଷିଆକୁ ଇରାନ ପ୍ରଦାନ କରିଛି ।…

୨୦୨୪ ସାଧାରଣତନ୍ତ୍ର ଦିବସରେ କର୍ତ୍ତବ୍ୟ ପଥରେ ଚମକିବ ନାରୀ ଶକ୍ତି

ନୂଆଦିଲ୍ଲୀ: ସ୍ୱତନ୍ତ୍ର ହେବ ୨୦୨୪ ସାଧାରଣତନ୍ତ୍ର ଦିବସ । ୭୪ ତମ ସାଧାରଣତନ୍ତ୍ର ଦିବସରେ ବିଶ୍ୱ ଦେଖିବ ନାରୀଶକ୍ତିର ଚମକ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । ୨୦୨୪ ସାଧାରଣ ତନ୍ତ୍ର ଦିବସ ପରେଡରେ ପରେଡରେ ଦେଖିବାକୁ ମିଳିବ ମହିଳା ସଶକ୍ତିକରଣର ଝଲକ । କେବଳ ମହିଳା…

କେଜ୍ରିୱାଲଙ୍କ ବଙ୍ଗଳା ପାଇଁ ୪୫ ନୁହେଁ ୧୭୧ କୋଟି ଖର୍ଚ୍ଚ ହୋଇଛି : ମାକେନ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ମୂଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ କମିବାରେ ନାମ ଧରୁନି । ବଙ୍ଗଳାର ସୌନ୍ଦର୍ଯ୍ୟକରଣ ନେଇ ପୂର୍ବରୁ ବିଜେପି ଟାର୍ଗେଟ କରିଥିବା ବେଳେ ଏବେ କଂଗ୍ରେସ ତାଙ୍କ ବିରୋଧରେ ଚାଂଚଲ୍ୟକର ବୟାନ ଦେଇଛି । କଂଗ୍ରେସ ନେତା ଅଜୟ ମାକେନ…

ଖସିପଡିଲା ବାୟୁସେନା ବିମାନ; ୪ ସାଧାରଣ ଲୋକ ମୃତ

ନୂଆଦିଲ୍ଲୀ:ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ । ବାୟୁସେନାର ଏକ ବିମାନ ଏମଆଇଜି -୨୧ ଲଢୁଆ ବିମାନ ସୋମବାର ରାଜସ୍ଥାନର ହନୁମାନଗଡ ନିକଟରେ ଉଡୁଥିବାବେଳେ ଖସିପଡିଛି । ଏଥିଯୋଗୁ ରାସ୍ତାରେ ଯାଉଥିବା ୪ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଛି । ତେବେ ବିମାନର ପାଇଲଟ ସୁରକ୍ଷିତ ଅଛନ୍ତି ।…

ନକ୍ସଲଙ୍କ ବଡ ଧରଣର ଆକ୍ରମଣ ଯୋଜନାକୁ ପଣ୍ଡ କଲେ ଯବାନ: ୨ ମାଓବାଦୀ ନିପାତ

ସୁକମା: ଛତିଶଗଡ ସୁକୁମା ଜିଲ୍ଲା ଭେଜି ଥାନା ଅନ୍ତର୍ଗତ ଦନ୍ତେଶପୁରମ ଜଙ୍ଗଲରେ ମାଓବାଦୀ- ଡିଆରଜି ଯବାନ ମୁହାଁମୁହିଁ ହୋଇଛନ୍ତି । ଏନକାଉଣ୍ଟରରେ ୨ ନକ୍ସଲଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ଜଙ୍ଗଲରେ ଏବେ ବି ଆହୁରି ନକ୍ସଲ ଉପସ୍ଥିତ ଅଛନ୍ତି ଏବଂ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେଶନ ଜାରି…

କେରଳ ବୋଟ୍‌ ଦୁର୍ଘଟଣା : ମୃତ୍ୟୁସଂଖ୍ୟା ୨୨କୁ ବୃଦ୍ଧି

ଥିରୁଅନନ୍ତପୁରମ: କେରଳର ମାଲାପୁରାମ ଜିଲ୍ଲାର ତନୁରରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ସ୍କୁଲ ପିଲାଙ୍କୁ ନେଇ ବୁଲିବାକୁ ଯାଇଥିବା ଡଙ୍ଗା ଓଲଟି ପଡ଼ିବା ପରେ ୨୨ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୃତ୍ୟୁସଂଖ୍ୟା ଆଜି ୨୨କୁ ବୃଦ୍ଧି ପାଇଥିବା କଥା ‘ରିଜିଓନାଲ୍‌…