Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ଉଦ୍ଧବଙ୍କୁ ଭେଟିଲେ ପାଓ୍ୱାର, କିଏ ହେବେ ଦଳର ନୂଆ ଅଧ୍ୟକ୍ଷ ବଢ଼ିଲା ଚର୍ଚ୍ଚା

ମୁମ୍ବାଇ: ପୁଣିଥରେ ମହାରାଷ୍ଟ୍ରରେ ରାଜନୀରେ ବଡ ହଲଚଲ ଦେଖିବାକୁ ମିିିଳିଛି। ଏହି ରାଜନୈତିକ ହଲଚଲ ଏନସିପି ସଭାପତି ପଦକୁ ନେଇ ରହିଛି। ବରିଷ୍ଠ ନେତା ଶରଦ ପାୱାର ମଙ୍ଗଳବାର ଦଳର ସଭାପତି ପଦ ଛାଡିଛନ୍ତି। ଦଳର ନେତାମାନେ ଶରଦ ପାୱାରଙ୍କୁ ଏହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଅନୁରୋଧ…

ପ୍ରଥମେ ରାମ, ଏବେ ବଜରଙ୍ଗ ବାଲି କହୁଥିବା ବ୍ୟକ୍ତିଙ୍କୁ ତାଲା ପକାଇବାକୁ ଚାହୁଁଛି କଂଗ୍ରେସ-ମୋଦି

ବେଙ୍ଗାଲୁର: କର୍ଣ୍ଣାଟକ ନିର୍ବାଚନକୁ ନେଇ ମୁହାଁମୁହିଁ ବିଜେପି-କଂଗ୍ରେସ  । କଂଗ୍ରେସ ତା’ର ନିର୍ବାଚନୀ ଘୋଷଣାନାମରେ ବଜରଙ୍ଗ ଦଳ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ପ୍ରତିଶ୍ରୁତି ଦେଇଛି । ଏହାକୁ ନେଇ ବର୍ଷିଛି ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସକୁ ଟାର୍ଗେଟ କରି…

ପରଲୋକରେ ମହାତ୍ମା ଗାନ୍ଧୀଙ୍କ ନାତି ଅରୁଣ ଗାନ୍ଧୀ

ମୁମ୍ବାଇ:ମହାତ୍ମା ଗାନ୍ଧୀଙ୍କ ନାତି ଅରୁଣ ଗାନ୍ଧୀଙ୍କର ମଙ୍ଗଳବାର ମହାରାଷ୍ଟ୍ରର କୋହ୍ଲାପୁରରେ ମୃତ୍ୟୁ ଘଟିଛି । ପରିବାର ପକ୍ଷରୁ ଏହି ସୂଚନା ଦିଆଯାଇଛି । ଅରୁଣ ଗାନ୍ଧୀଙ୍କ ପୁଅ ତୁଷାର ଗାନ୍ଧୀ ପିଟିଆଇକୁ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ୮୯  ବର୍ଷୀୟ ଲେଖକ ତଥା ସାମାଜିକ ରାଜନୀତିକ…

ଏନସିପି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଶରଦ ପାୱାର

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିରେ ହଲଚଲ ।  NCP ( Nationalist Congress Party)ମୁଖ୍ୟ ପଦ ଛାଡ଼ିଲେ ଶରଦ ପାୱାର । ଦଳର ସଭାପତି ପଦରୁ ଦେଲେ ଇସ୍ତଫା । ଶରଦ ନିଜେ ମଙ୍ଗଳବାର ଏମିତି ଏକ ବଡ ଘୋଷଣା କରିଛନ୍ତି । ଗୋଟିଏ ପଟେ ଏନସିପିରେ ଫାଟ ସୃଷ୍ଟି ହୋଇଥିବା କୁହାଯାଉଥିବାବେଳେ…

ତିହାର ଜେଲରେ ଗ୍ୟାଙ୍ଗୱାର; ଲୁହାରଡରେ ପିଟି କୁଖ୍ୟାତ ଗ୍ୟାଙ୍ଗଷ୍ଟର ଟିଲୁକୁ ହତ୍ୟା

ନୂଆଦିଲ୍ଲୀ: ଦେଶର ହାଇ ସିକ୍ୟୁରିଟି ଥିବା ତିହାର ଜେଲରେ ଗ୍ୟାଙ୍ଗୱାର  ।  ଏହି ଗ୍ୟାଙ୍ଗୱାରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଟିଲୁ ତାଜପୁରିଆର ମୃତ୍ୟୁ ଘଟିଛି । ଆଜି ସକାଳେ ତିହାର ଜେଲରେ ଦୁଇ ଗ୍ୟାଙ୍ଗଷ୍ଟର ଗୋଷ୍ଠୀ ସଦସ୍ୟଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା । ଗୋଟିଏ ଗୋଷ୍ଠୀ ଟିଲୁ…

ବର୍ଜ୍ୟବସ୍ତୁରୁ ନିର୍ମିତ ୭ ସିଟ୍ ବାଇକ୍‌, ଖର୍ଚ୍ଚ ହୋଇଛି ମାତ୍ର ୧୦ ହଜାରରୁ କମ୍ ଟଙ୍କା

ଆଜିକାଲି ସୋସିଆଲ ମିଡ଼ିଆରେ ଏମିତି କିଛି ଦେଖିବାକୁ ମିଳେ, ଯାହା ଅବିଶ୍ୱନୀୟ । ଏବେ ସେମିତି ଏକ ଭିଡ଼ିଓ ଭାଇରାଲ ହେଉଛି,ଯାହା ଆ୍‌ଶ୍ଚର୍ଯ୍ୟ ଲାଗେ । ଜଣେ ଯୁବକ ବର୍ଜ୍ୟବସ୍ତୁରେ ତିଆରି କରିଛନ୍ତି ୭ ସିଟ୍ ବିଶିଷ୍ଟ ବାଇକ୍ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହାକୁ ଚଳାଇବା ପାଇଁ…

ଛାଡପତ୍ର ସମ୍ବନ୍ଧରେ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ଏବେ ୬ ମାସ ଅପେକ୍ଷା କରିବା ଜରୁରୀ ନୁହେଁ

ନୂଆଦିଲ୍ଲୀ: ଛାଡପତ୍ର ସହ ଜଡିତ ପ୍ରସଙ୍ଗରେ ସୁପ୍ରିମକୋର୍ଟର ସାମ୍ବିଧାନିକ ବେଞ୍ଚ ବା ଖଣ୍ଡପୀଠ କହିଛନ୍ତି ଯେ ଯଦି ଦମ୍ପତ୍ତିଙ୍କ ସମ୍ପର୍କର ସୁଧାର ଆଣିବା ପାଇଁ କୌଣସି ସୁଯୋଗ ନାହିଁ, ତେବେ ଦମ୍ପତ୍ତି ୬ ମାସର ବାଧ୍ୟତାମୂଳକ ଅପେକ୍ଷା ପାଇଁ ଅପେକ୍ଷା କରିବେ ନାହିଁ। ସମ୍ବିଧାନ ବେଞ୍ଚ…

ରାହୁଲ ଗାନ୍ଧୀଙ୍କ ପରେ ଆଉ ଜଣେ ସାଂସଦ ହରାଇଲେ ପଦ, କୋର୍ଟ ଦ୍ୱାରା ହୋଇଥିଲେ ଦଣ୍ଡିତ

ନୂଆଦିଲ୍ଲୀ: ମାଫିଆ ମୁଖତାର ଅନସାରୀର ବଡ ଭାଇ ଅଫଜଲ ଅନସାରୀର ଲୋକସଭା ସଦସ୍ୟତା ରଦ୍ଦ ହୋଇଛି। ସୋମବାର  ଲୋକସଭା ସଚିବାଳୟ ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛି। ଅଫଜଲ ଅନସାରୀ ୬ ଥର ବିଧାୟକ ଏବଂ ଦୁଇଥର ସାଂସଦ ଭାବରେ ନିର୍ବାଚିତ ହୋଇଛନ୍ତି। ଗାଙ୍ଗଷ୍ଟର ଆକ୍ଟ ମାମଲାରେ ଗାଜୀପୁର…

ନୀତିଶଙ୍କ ମିଶନ ୧୨୦ !

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ପାଇଁ ସବୁ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି। ଏଭଳି ସ୍ଥିତିରେ ଆଗାମୀ ନିର୍ବାଚନ ବିଜେପି ଭର୍ସେସ ବିରୋଧୀଙ୍କ ମଧ୍ୟରେ ହେବ। ସେଥିପାଇଁ ନୀତିଶଙ୍କ ନେତୃତ୍ୱରେ ବିରୋଧୀ ଏକ ହେଉଥିବା କୁହାଯାଉଛି। ଏଭଳି ସ୍ଥିତିରେ ନୀତିଶଙ୍କ…