Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦେଶରେ ଗଡ଼ିଲା ଆଉ ୫ ବନ୍ଦେ ଭାରତ ଏକ୍ସପ୍ରେସ; ସବୁଜ ପତାକା ଦେଖାଇ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଦେଶରେ ଗଡିଛି ୫ ନୂଆ ବନ୍ଦେ ଭାରତ ଟ୍ରେନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଅଛନ୍ତି ଏବଂ ସେଠାରେ ସେ ସବୁଜ ପତାକା ଦେଖାଇ ଏହି ବନ୍ଦେ ଭାରତ ଟ୍ରେନର…

ପଶ୍ଚିମବଙ୍ଗରେ ରାଜନୈତିକ ହିଂସା: ଜଣେ ମୃତ, ପାଞ୍ଚ ଆହତ

କୋଲକାତା: ପଶ୍ଚିମବଙ୍ଗରେ ସରଗରମ ରହିଛି ରାଜନୈତିକ ମାହୋଲ। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଜାରି ରହିଛି ହିଂସା। କୁଚବିହାରର ଗୀତଲଦାହାଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। କୁହାଯାଉଛି ଗୋଟିଏ ରାଜନୈତିକ ଦଳ ମଧ୍ୟରେ ଦୁଇଟି ଗୋଷ୍ଠୀରେ ପରିଣତ ହୋଇଥିଲା ଏବଂ ଏହି ଉଭୟ ଗୋଷ୍ଠୀ ମଧ୍ୟରେ…

୧୧ ବର୍ଷ ମଧ୍ୟରେ ୭୦ ହଜାର ଭାରତୀୟ ସରେଣ୍ଡର କଲେ ନିଜ ପାସପୋର୍ଟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଗତ ୧୧ ବର୍ଷ ମଧ୍ୟରେ ପ୍ରାୟ ୭୦ ହଜାର ଭାରତୀୟ ନିଜ ଦେଶର ନାଗରିକତ୍ୱ ଛାଡିଛନ୍ତି। ସେଥିମଧ୍ୟରୁ 40 ପ୍ରତିଶତ ଭାରତୀୟ ଗୋଆ ଥିବା ବେଳେ ଦ୍ୱିତୀୟ ନମ୍ବରରେ ପଞ୍ଜାବ ରହିଛି। ଏକ ଆରଟିଆଇ ରିପୋର୍ଟରେ ଏହି ସୂଚନା ପ୍ରକାଶ ପାଇଛି। ଏହି ରିପୋର୍ଟ ଅନୁଯାୟୀ, ୨୦୧୧ ରୁ…

ବଘେଲଙ୍କ ବାଣରେ ବିଜେପି ଘାଇଲା! ଶାହା ବଦଳାଇଲେ ରଣନୀତି

ଭୁବନେଶ୍ୱର: ଛତିଶଗଡ଼ରେ ଶାସନକୁ ବଜାୟ ରଖିବା ସହ ଲୋକସଭା କ୍ଷେତ୍ରରେ ଅଧିକରୁ ଅଧିକ ସିଟ ଜିତିବା ପାଇଁ ଶାସନରେ ଥିବା କଂଗ୍ରେସ ସବୁ ଉଦ୍ୟମ ଜାରି ରଖିଛି। ଏହି କ୍ରମରେ ଦଳ ପକ୍ଷରୁ ସଂଭାଗୀୟ ସମ୍ମିଳନୀ ଆୟୋଜିତ ହେଉଥିବା ବେଳେ ବିଧାନସଭା ସ୍ତରରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହେଉଛି।…

ହତ୍ୟା ଧମକ ପରେ ହନୀ ସିଂଙ୍କୁ ମିଳିଲା ସୁରକ୍ଷା

ନୂଆଦିଲ୍ଲୀ: ର‌୍ୟାପର ହନୀ ସିଂଙ୍କୁ ହତ୍ୟା ଧମକ ମିଳିବା ପରେ ସୋମବାର ଦିଲ୍ଲୀ ପୋଲିସ ତାଙ୍କୁ ସୁରକ୍ଷା ପ୍ରଦାନ କରିଛି । ଆଧୁନିକ ଅସ୍ତ୍ରଶସ୍ତ୍ର ସହ ୨ଜଣ ପୋଲିସକର୍ମୀ ତାଙ୍କ ସହ ୨୪ ଘଂଟା ରହିବେ । ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବରାର ପକ୍ଷରୁ ତାଙ୍କ ଜୀବନରୁ ମାରିଦେବା ନେଇ ଧମକ ମିଳିଥିଲା ।…

‘ତେଲେଙ୍ଗାନା ରାଜନୀତି’, ବିଆରଏସ ବଳରେ ହାତ ହେଉଛି ବଳିୟାନ!

ଭୁବନେଶ୍ୱର: ସରଗରମ ହେଉଛି ତେଲେଙ୍ଗାନା ରାଜନୀତି। ନିର୍ବାଚନ ଯେତିକି ନିକଟତର ହେଉଛି ପ୍ରମୁଖ ଦଳଗୁଡିକ ନିଜ ନିଜର ଶକ୍ତି ସାଉଁଟିବା କାର୍ଯ୍ୟକୁ ତୀଵ୍ର କରୁଛନ୍ତି। ରାଜନୈତିକ ସମୀକରଣ ମଧ୍ୟ ବଦଳୁଛି। ଏଭଳି ସ୍ଥିତିରେ ତେଲେଙ୍ଗାନାରେ ବିଆରଏସକୁ ବଡ଼ ଝଟକା ଲାଗିବାକୁ ଯାଉଛି।…

ବ୍ରିଜଭୂଷଣ କେସର ଚାର୍ଜଶିଟ କପି ରେସଲରଙ୍କୁ ଦେବା ପାଇଁ ନିର୍ଦ୍ଦେଶ ଦେଲେ କୋର୍ଟ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘର ପୂର୍ବତନ ଅଧ୍ୟକ୍ଷଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣି ରେସଲରମାନେ ଧାରଣାରେ ବସିଥିଲେ । ସୋମବାର ରେସଲରମାନେ ଧାରଣାରୁ ଓହରିବା ସହ ଏଥର କୋର୍ଟ ଲଢ଼େଇ ପାଇଁ ପ୍ରସ୍ତୁତ ହୋଇଛନ୍ତି । ରେସଲରମାନେ ବ୍ରିଜଭୂଷଣଙ୍କ ବିରୋଧରେ ଦାୟର କରାଯାଇଥିବା ଚାର୍ଜଶିଟର କପି…

ଜୁଲାଇ ପହିଲାରୁ ଆସିପାରେ ଏସବୁ ଜିନିଷରେ ପରିବର୍ତ୍ତନ; ପର୍ସରେ ପଡିବ ସିଧା ପ୍ରଭାବ

ନୂଆଦିଲ୍ଲୀ: ଜୁନ ଶେଷ ହେବାକୁ ଯାଉଛି । ଆଉ ୪ ଦିନ ପରେ ଆରମ୍ଭ ହେବ ଜୁଲାଇ । ଜୁଲାଇ ମାସ ଆରମ୍ଭରୁ ଏମିତି କିଛି ଜିନିଷର ପରିବର୍ତ୍ତନ ହେବାକୁ ଯାଉଛି ଯାହାର ପ୍ରଭାବ ସିଧାସଳଖ ଆପଣଙ୍କ ପକେଟରେ ପଡିବ । ଏହି ପରିବର୍ତ୍ତନରେ ଏଲପିଜି ସିଲିଣ୍ଡରଠାରୁ ଆରମ୍ଭ କରି ସିଏନଜି-ପିଏନଜି ରେଟ…

ଭାରତ ସହ ଆମେରିକାର ବନ୍ଧୁତ୍ୱ ବିଶ୍ୱର ସବୁଠାରୁ ମହତ୍ୱପୂର୍ଣ୍ଣ ବନ୍ଧୁତ୍ୱ: ରାଷ୍ଟ୍ରପତି ଜୋ ବାଇଡେନ୍

ନୂଆଦିଲ୍ଲୀ: ଭାରତ ସହ ଆମେରିକାର ବନ୍ଧୁତ୍ୱ ବିଶ୍ୱର ସବୁଠାରୁ ମହତ୍ୱପୂର୍ଣ୍ଣ ବନ୍ଧୁତ୍ୱ ମଧ୍ୟରେ ଗୋଟିଏ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି। କାରଣ ପ୍ରଧାନମନ୍ତ୍ରୀଙ୍କ ମୋଦୀଙ୍କ ରାଜକୀୟ ଆମେରିକା ଗସ୍ତରେ ଦୁଇ ଦେଶ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ହୋଇଛି। ଯାହା ଦୁଇ…

ଭୋପାଳରେ ଦ୍ୱିତୀୟଥର ପାଇଁ ବାତିଲ ହେଲା ପ୍ରଧାନମନ୍ତ୍ରୀଙ୍କ ରୋଡ୍‌ ସୋ’ କାର୍ଯ୍ୟକ୍ରମ

ଭୋପାଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଏକ ଦିନିଆ ଗସ୍ତରେ ମଧ୍ୟପ୍ରଦେଶ ଯାଉଛନ୍ତି। ଭୋପାଳ ଏବଂ ଶାହଡୋଲ କାର୍ଯ୍ୟକ୍ରମରେ ଯୋଗଦେବେ ମୋଦୀ। ପ୍ରଧାନମନ୍ତ୍ରୀ ଭୋପାଳରେ ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ବିଜେପି ବୁଥ ସମ୍ପ୍ରସାରଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ…