Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମୋଦିଙ୍କ ଗସ୍ତ ବେଳେ ଭାରତ-ଆମେରିକା ମଧ୍ୟରେ ୮ଟି ବଡ଼ ବୁଝାମଣା

ନୂଆଦିଲ୍ଲୀ: ୩ ଦିନିଆ ଆମେରିକା ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ମୋଦି ଗସ୍ତ ସମୟରେ ଅନେକ ବଡ଼ ବୁଝାମଣାରେ ସ୍ୱାକ୍ଷର କରିଛନ୍ତି । ହ୍ୱାଇଟ୍ ହାଉସର ଓଭାଲ କାର୍ଯ୍ୟାଳୟରେ ପିଏମ୍ ମୋଦି ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ବୈଠକ ସହ ଗୋଟିଏ ପରେ ଗୋଟିଏ ବୁଝାମଣା ଉପରେ ମୋହର…

ଟାଇଟାନିକ ପାର୍ଟ-୨, ଶବ ପାଲଟିଗଲା ୫ ଜଣଙ୍କ ସ୍ୱପ୍ନ

ନୂଆଦିଲ୍ଲୀ: ପ୍ରାୟ ୧୧୧ ବର୍ଷ ପରେ ଦୁନିଆ ଟାଇଟାନିକର ପାର୍ଟ ୨ ଦେଖିଛି । ସମୁଦ୍ର ଗଭୀରରେ ସମାଧି ନେଇଥିବା ଟାଇଟାନିକର ଧ୍ୱଂସାବଶେଷ ଦେଖାଇବାକୁ ବୁଡ଼ା ଜାହାଜ ଟାଇଟନରେ ଯାଇଥିବା ସମସ୍ତ ୫ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଆଉ ଟାଇଟାନିକ ବୁଡ଼ିଯିବା ଭଳି ଆଉ ଏକ ଲୋମଟାଙ୍କୁରା ଅଘଟଣ ଘଟିଛି…

‘ମୁଁ ପ୍ରଧାନମନ୍ତ୍ରୀ ପାଇଁ ସର୍ବୋତ୍ତମ ବ୍ୟକ୍ତି’: ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଗୁରୁବାର ହରିୟାଣାର ରୋହତକ ଜିଲ୍ଲାର ସାମ୍ପଲାସ୍ଥିତ ଚୌଧୁରୀ ଛୋଟୁରାମ ସ୍ମାରକ ସ୍ଥଳରେ ଏକ କିସାନ ମହାପଞ୍ଚାୟତ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ହରିୟାଣାର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ଯୋଗ ଦେଇଥିଲେ। ଏହି ସମୟରେ ସେ ନିଜକୁ ଆଗାମୀ ନିର୍ବାଚନରେ…

ହ୍ୱାଇଟ ହାଉସ ନୈଶଭୋଜିରେ ମୁକେଶ ଓ ନୀତା ଅମ୍ବାନୀ; ବେଶ, ପୋଷକରେ ଥିଲା ଭାରତୀୟ ସଂସ୍କୃତିର ଝଲକ

ୱାଶିଂଟନ: ଆମରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ହାଇ ପ୍ରୋଫାଇଲ ଷ୍ଟେଟ ଡିନରରେ ସାମିଲ ହୋଇଥିଲେ ଭାରତୀୟ ଶିଳ୍ପପତି ମୁକେଶ ଅମ୍ବାନୀ ଓ ପତ୍ନୀ ନୀତା ଅମ୍ବାନୀ । ମୁକେଶ ଅମ୍ବାନୀ ବ୍ଲାକ ସୁଟ ପିନ୍ଧିଥିବାବେଳେ ନୀତା ଅମ୍ବାନୀ ପୁରା ଭାରତୀୟ ବେଶଭୂଷାରେ ସଜେଇ ହୋଇ ହ୍ୱାଇଟ ହାଉସକୁ…

କେନ୍ଦ୍ରର ଅର୍ଡିନାନ୍ସ ନେଇ କେଜରିୱାଲ୍‌ଙ୍କ ପ୍ରଶ୍ନରେ କଂଗ୍ରେସର ଜବାବ: ସଂସଦ ଅଧିବେଶନ ଆରମ୍ଭ ପୂର୍ବରୁ ନିଆଯିବ…

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଡିନାନ୍ସ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍‌ଙ୍କ ରୋକ୍ ଠୋକ୍ ପ୍ରଶ୍ନ ପରେ ଜବାବ ରଖିଛି କଂଗ୍ରେସ। ସଂସଦ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ନିଷ୍ପତ୍ତି ନିଆଯିବ ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି। ଗତକାଲି କେନ୍ଦ୍ର…

ପାଟନା ମହାବୈଠକରେ ଏକାଠି ହେବେ ୧୮ ଦଳ; କିଏ ଦେବ ମୋଦିଙ୍କୁ ଟକ୍କର ?

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ପାଇଁ ବିରୋଧୀଙ୍କ ବଡ ପ୍ରସ୍ତୁତି । ବିଜେପିକୁ ଚାଲେଞ୍ଜ ଦେବା ପାଇଁ ଏକାଠି ହେଉଛନ୍ତି ସବୁ ବିରୋଧୀ  । ଶୁକ୍ରବାର ପାଟନାରେ ମାନସମନ୍ଥନ କରିବେ ସବୁ ବିପକ୍ଷ । ମିଳିଥିବା ସୂଚନା ଅନୁସାରେ, ବିଜେପି ବିରୋଧରେ ଏକ ଶକ୍ତିଶାଳୀ ମୋର୍ଚ୍ଚା ପ୍ରସ୍ତୁତ କରିବା…

ବଡ଼ ଧରଣର ଅନୁପ୍ରବେଶ ପଣ୍ଡ: ସେନା ଗୁଳିରେ ୪ ପାକିସ୍ତାନୀ ଆତଙ୍କବାଦୀ ସଫା

ଶ୍ରୀନଗର: ପାକିସ୍ତାନ ଅଧିକୃତ କାଶ୍ମୀର ସୀମା ଦେଇ ଭାରତ ଭିତରକୁ ପ୍ରବେଶ କରିବାକୁ ଚାହୁଁଥିବା ୪ ଆତଙ୍କବାଦୀଙ୍କୁ ଗୁଳି କଲା ସେନା। ସପ୍ତାହ ଭିତରେ ଏହାକୁ ମିଶାଇ ଦୁଇଟି ବଡ଼ ଅନୁପ୍ରବେଶକୁ ପଣ୍ଡ କରିଛନ୍ତି ଜାମ୍ମୁ-କାଶ୍ମୀର ପୁଲିସ ଓ ଭାରତୀୟ ସେନା। ଶୁକ୍ରବାର କୁପୱାରା ଜିଲ୍ଲାରେ ୪…

ଡିନର ଟେବୁଲରେ ଜେଜେବାପାଙ୍କ କଥା ମନେ ପକାଇଲେ ବାଇଡେନ, ହସ ରୋକି ପାରିଲେନି ମୋଦି

ୱାଶିଂଟନ:ହ୍ୱାଇଟ ହାଉସରେ ଷ୍ଟେଟ ଡିନର ସମୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ସମୟ ବ୍ୟକ୍ତିଗତ ଆଲୋଚନାରେ କଟାଇଥିଲେ । ବେଶ ହାଲ୍‌କା ଫୁଲକା ଥିଲା ଏହି ଆଲୋଚନା । ସବୁଠାରୁ ବଡ ସଂଯୋଗ ହେଲେ ଦୁଇନେତା କେହି ବି ମଦ୍ୟପାନ କରନ୍ତି ନାହିଁ ।…

ଭାରତରେ ତିଆରି ହେବ ଫାଇଟର୍ ଜେଟ୍ ଇଞ୍ଜିନ୍, ଦୁନିଆର ସବୁଠାରୁ ଶକ୍ତିଶାଳୀ ଡ୍ରୋନ୍ MQ-9Bକୁ ମୋଦୀଙ୍କ ସ୍ୱାଗତ

ଓଡ଼ିଶା ସମ୍ବାଦ ବ୍ୟୁରୋ: MQ-9B ରିପର୍ ଡ୍ରୋନ୍ କିଣିବା ପାଇଁ ଭାରତର ଯୋଜନାକୁ ସ୍ୱାଗତ କରିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପ୍ରଧାନମନ୍ତ୍ରୀ ମୋଦୀ। ଆମେରିକାର କମ୍ପାନୀ ଜେନେରାଲ୍ ଆଟୋମିକ୍ ଦ୍ୱାରା ଏହି ଡ୍ରୋନ୍ ପ୍ରସ୍ତୁତ କରାଯାଇଛି। ଦୁନିଆର ସବୁଠାରୁ ଶକ୍ତିଶାଳୀ ଡ୍ରୋନ୍ ବୋଲି…

ଟାଇଟନିକର ଭଗ୍ନାବଶେଷ ପାଖରୁ ମିଳିଲା ନିଖୋଜ ଟାଇଟନ; ୫ ଯାତ୍ରୀ ମୃତ

ୱାଶିଂଟନ: ଟାଇଟନ ବୁଡାଜାହାଜରେ ଯାଇଥିବା ୫ ଜଣଙ୍କର ଅତି ଦୁଃଖଦ ମୃତ୍ୟୁ ଘଟିଛି ।  ଓସେନ ଗେଟ କମ୍ପାନୀ ପରିଚାଳିତ ଏହି ବୁଡାଜାହାଜରେ ଥିବା ୫ ଜଣ ଆଟଲାଣ୍ଟିକ ମହାସାଗରରେ ବୁଡି ଯାଇଥିବା ଟାଇଟନିକର ଭଗ୍ନାବଶେଷକୁ ଦେଖିବା ପାଇଁ ଜୁନ ୧୮ ତାରିଖରେ ବାହାରିଥିଲେ । ହେଲେ ଯାତ୍ରା ଆରମ୍ଭ କରିବାର…