Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜୁଏଲେରି ଡିଜାଇନରଙ୍କ ଭିନ୍ନ ଲୁକ୍‌: ପିନ୍ଧିଲେ ସୁନାରେ ନିର୍ମିତ ବ୍ଲାଉଜ ଓ ବେଲି ଆର୍ମର

ମୁମ୍ବାଇ: ନୀତା ମୁକେଶ ଅମ୍ବାନୀ କଲଚରାଲ ସେଣ୍ଟରର ଉଦ୍‌ଘାଟନୀ ସମାରୋହ ୩ ଦିନ ଧରି ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅନେକ ବଲିଉଡ୍ , ହଲିଉଡ୍ ଓ କଲଚରାଲ ଆର୍ଟିଷ୍ଟ ଯୋଗ ଦେଇଥିଲେ । ସମସ୍ତେ ଭଳିକି ଭଳି ସୁନ୍ଦର ଡିଜାଇନ୍‌ର ପୋଷାକ ପିନ୍ଧିଥିଲେ । ହେଲେ ସମସ୍ତଙ୍କଠାରୁ ଫେମସ…

ସୁନ୍ଦର ଦେଖାଯିବା ପାଇଁ ଅସ୍ତ୍ରୋପଚାର କରି ଓଠକୁ କଲେ ମୋଟା , ଏବେ ମିଳୁନାହାନ୍ତି ବଏଫ୍ରେଣ୍ଡ

ବୁଲଗେରିଆ: ସୁନ୍ଦର ଦେଖାଯିବା ପାଇଁ କାହାର ବା ଆଗ୍ରହ ନ ଥାଏ । ଏଥିପାଇଁ ଶରୀରର ବିଭିନ୍ନ ସ୍ଥାନରେ ଅସ୍ତ୍ରୋପଚାର କରିବା ସହିତ ପାଣି ପରି ଟଙ୍କା ବି ଖର୍ଚ୍ଚ କରନ୍ତି । କିନ୍ତୁ ଅନେକ ଲୋକ ସଫଳ ହୋଇଥିବା ବେଳେ ଆଉ କିଛି କ’ଣ କରିବେ ଜାଣି ନ ପାରି ଅସୁବିଧା ଭୋଗିଥାନ୍ତି । ଏମିତି ଅନେକ…

ଜେଲ ଭିତରୁ ମୋଦିଙ୍କୁ ସିସୋଦିଆଙ୍କ ଟାର୍ଗେଟ, ଶିକ୍ଷାଗତ ଯୋଗ୍ୟତା ନେଇ ଚିଠିରେ ଉଠାଇଲେ ଅନେକ ପ୍ରଶ୍ନ

ନୂଆଦିଲ୍ଲୀ : ଜେଲରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖିଛନ୍ତି ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ଆଉ ସିସୋଦିଆଙ୍କ ଏହି ଚିଠିକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଚିଠିରେ ପ୍ରଧାନମନ୍ତ୍ରୀ…

ଚିନ୍ତା ବଢ଼ାଇଲା ଫେରାର୍ ଖଲିସ୍ତାନ ସମର୍ଥକ ଅମୃତପାଲ ସିଂ, ୧୪ ଯାଏଁ ପଞ୍ଜାବ ପୋଲିସର ସବୁ କର୍ମଚାରୀଙ୍କ ଛୁଟି ବାତିଲ

ପଞ୍ଜାବ ସରକାରଙ୍କ ମୁଣ୍ଡବିନ୍ଧା ପାଲଟିଥିବା ଫେରାର୍ ଖଲିସ୍ତାନ ସମର୍ଥକ ଅମୃତପାଲ ସିଂ ଏବେ ପୁଣି ଏକ ନୂଆ ସମସ୍ୟା ଛିଡ଼ା କରିଛି । ସୂଚନା ଅନୁସାରେ ଅମୃତପାଲ ଆସନ୍ତା ୧୪ ତାରିଖରେ ‘ଅକାଲ ତଖତ’ ମୁଖିଆଙ୍କ ବୈଠକ ଡାକିଥିବାରୁ ରାଜ୍ୟ ପୋଲିସକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ…

କରୋନା ସଂକ୍ରମଣ ବୃଦ୍ଧି ପରେ ଆଲର୍ଟ ମୋଡରେ କେନ୍ଦ୍ର, ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିବେ ମନସୁଖ ମାଣ୍ଡବୀୟ 

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବାରୁ ଏହାର କିପରି ମୁକାବିଲା କରାଯାଇପାରିବ ସେନେଇ ତତ୍ପରତା ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର । ଦେଶର କୋଭିଡ୍ ସ୍ଥିତି ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ ଶୁକ୍ରବାର ଅପରାହ୍ନରେ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ…

ପୁଣିଥରେ ଭୟଙ୍କର ସ୍ଥିତି ନେବାକୁ ବସିଲାଣି କରୋନା; ଆଜି ସଂକ୍ରମଣ ୬ ହଜାର ପାର୍

ନୂଆଦିଲ୍ଲୀ: ପୁଣିଥରେ ଭୟଙ୍କର ସ୍ଥିତି ନେବାକୁ ବସିଲାଣି କରୋନା ମହାମାରୀ। ଆଜି ଦୈନିକ ସଂକ୍ରମଣରେ ୬ ହଜାର ହୋଇଛି। ଗତ ୨୪ ଘଣ୍ଟାରେ ଦେଶରେ ୬,୦୫୦ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। ଗତକାଲି ଠାରୁ ଆଜି ସଂକ୍ରମଣରେ ୧୩ ପ୍ରତିଶତ ବୃଦ୍ଧି…

ଫେରାର୍ ବିଦେଶୀ ଚିତା ଓବାନକୁ ଧରି କୁନୋ ଜାତୀୟ ଉଦ୍ୟାନକୁ ଫେରାଇ ଆଣିଲା ବନ ବିଭାଗ

ଭୋପାଳ: ମଧ୍ୟପ୍ରଦେଶର କୁନୋ ଜଙ୍ଗଲରୁ ଫେରାର୍ ହୋଇଯାଇଥିବା ନାମିବିୟା ଚିତା ଓବାନକୁ ଧରିଲା ବନବିଭାଗ। ଚିତାକୁ କବ୍‌ଜା କରିବା ପରେ ଗୁରୁବାର ପୁଣିଥରେ ତାକୁ କୁନୋ ଜାତୀୟ ଉଦ୍ୟାନରେ ଛାଡି ଦିଆଯାଇଛି। ଏନେଇ କୋନୋ ଡିଏପ୍‌ଓ ପ୍ରକାଶ କୁମାର ସୂଚନା ଦେଇଛନ୍ତି। ଚିତାଟି ଗତ ୫ ଦିନ ତଳେ ଜଙ୍ଗଲରୁ…

ଗିରଫ ହୋଇପାରନ୍ତି ବଲିଉଡ୍ ଅଭିନେତ୍ରୀ ଅମିଷା ପଟେଲ

ରାଞ୍ଚି: ଗିରଫ ହୋଇପାରନ୍ତି ବଲିଉଡ୍ ଅଭିନେତ୍ରୀ ଅମିଷା ପଟେଲ। ତାଙ୍କ ବିରୋଧରେ ଚେକ୍ ବାଉନ୍ସ ଅଭିଯୋଗ ଆସିଛି। ଏନେଇ ରାଞ୍ଚିର ଏକ ସିଭିଲ କୋର୍ଟକ ଅମିଷା ଓ ତାଙ୍କ ବିଜନେସ୍ ପାର୍ଟନର କ୍ରୁନାଙ୍କ ବିରୋଧରେ ଚେକ୍ ବାଉନ୍ସ, ଧୋକା ଅଭିଯୋଗରେ ୱାରେଣ୍ଟ ଜାରି କରିଛନ୍ତି। ଝାଡ଼ଖଣ୍ଡର ଫିଲ୍ମ…

ନିର୍ବନ୍ଧ କରିବେ ସାଂସଦ ରାଘବ ଏବଂ ଅଭିନେତ୍ରୀ ପରିଣୀତି ଚୋପ୍ରା…ଜାଣନ୍ତୁ କେବେ ?

ନୂଆଦିଲ୍ଲୀ : ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବେ ସାଂସଦ ରାଘବ ଏବଂ ଅଭିନେତ୍ରୀ ପରିଣୀତି ଚୋପ୍ରା । ଏପ୍ରିଲ ୧୦ରେ ଦୁହେଁ କରିପାରନ୍ତି ନିର୍ବନ୍ଧ । ସେଥିପାଇଁ ଚାଲିଛି ସମସ୍ତ ପ୍ରସ୍ତୁତି । ଗତ କିଛି ଦିନ ହେବ ଦୁଇଜଣଙ୍କ ମିଳାମିଶାକୁ ନେଇ ଡେଟିଂ ଚର୍ଚ୍ଚା ଆରମ୍ଭ ହୋଇଥିଲା ।…

ପ୍ରତିଶୋଧ ନେଲା ଇସ୍ରାଏଲ; ଗାଜାର ଲେବନନ ଉପରେ କଲା ଭୟଙ୍କର ଏୟାର୍ ଷ୍ଟ୍ରାଇକ୍

ଜେରୁସେଲମ: ଗାଜାପଟ୍ଟି ଉପରେ ପୁଣି ଏୟାର୍‌ ଷ୍ଟ୍ରାଇକ୍ କରିଛି ଇସ୍ରାଏଲ୍‌। ଶୁକ୍ରବାର ଭୋର ସମୟରେ ଗାଜାର ଲେବନନରେ ଇସ୍ରାଏଲ ଆକାଶ ମାର୍ଗରୁ ଅକ୍ରମଣ କରିଛି। ଏହା ପୂର୍ବରୁ ଗାଜା ପକ୍ଷରୁ ଇସ୍ରାଏଲକୁ ରକେଟ୍‌ ମାଡ଼ କରାଯାଇଥିଲା। ଆଉ ଶୁକ୍ରବାର ଏସ୍ରାଏଲ୍ ଏହାର ପ୍ରତିଶୋଧ ନେଇଛି। ଗତ…