Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କେରଳ କୋଚିରେ ଚାଲିବ ଦେଶର ପ୍ରଥମ ୱାଟର ମେଟ୍ରୋ; ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : କେରଳ କୋଚିରେ ଚାଲିବ ଦେଶର ପ୍ରଥମ ୱାଟର ମେଟ୍ରୋ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଲୋକାର୍ପଣ କରିବେ। ମେଟ୍ରୋ ଟ୍ରେନ୍ ଭଳି ଯାତ୍ରୀ ଏହି ବୋଟ୍‌ ରେ ବସି ବାହାର ପ୍ରାକୃତିକ ଦୃଶ୍ୟର ମଜା ମଧ୍ୟ ନେଇ ପାରିବେ। ପାଣି ଉପରେ ମେଟ୍ରୋ ପରିଚାଳନାର କଳ୍ପନା କରିଥିଲେ କେନ୍ଦ୍ର…

୬ ମାସର ଶିଶୁକୁ ଧରି ମାରାଥନରେ ଦୌଡ଼ିଲେ ମହିଳା : ଲୋକେ କହିଲେ ସୁପରମମ୍

ଚୀନ୍‌: ସାଧାରଣତଃ ଯେତେବେଳେ ଜଣେ ମହିଳା ମାଆ ହୁଅନ୍ତି ସେତେବେଳେ ଡ଼ାକ୍ତର ମାଆ ଓ ଶିଶୁକୁ କିଛି ମାସ ବିଶ୍ରାମ ନେବା ପାଇଁ ପରାମର୍ଶ ଦେଇଥାନ୍ତି । କର୍ମଜୀବୀ ମହିଳାମାନେ ୩ ମାସ କିମ୍ବା ୬ମାସ ପରେ ଶିଶୁକୁ ଛାଡ଼ି କର୍ମକ୍ଷେତ୍ରକୁ ଯିବା ପାଇଁ ବାଧ୍ୟ ହୁଅନ୍ତି । କିନ୍ତୁ ଜଣେ ମହିଳା ୬ ମାସର…

ମହିଳା ପାଣି ବଦଳରେ ପେଟ୍ରୋଲରେ ଧୋଇଲେ କାର

ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାରର ଭିଡିଓ ଦେଖିବାକୁ ମିଳିଥାଏ । ଏମିତି ବି କିଛି ଭିଡ଼ିଓ ଦେଖିବାକୁ ମିଳେ,ଯାହା ଆପଣଙ୍କୁ ହସାଇଥାଏ । ତଥାପି, ବେଳେବେଳେ ଏପରି ଜିନିଷ ମଧ୍ୟ ଦେଖାଯାଏ, ଯାହା ଆମେ କଳ୍ପନା ମଧ୍ୟ କରିପାରିବା ନାହିଁ । ଜଣେ ମହିଳା ନିଜ କାରକୁ ପାଣି ବଦଳରେ…

ରାଜସ୍ଥାନରେ କଂଗ୍ରେସର ବିଜେପି ମଡେଲ !

ଭୁବନେଶ୍ୱର: ରାଜସ୍ଥାନ ରାଜନୀତିକୁ ନେଇ ନୂଆ ଖବର। ନିର୍ବାଚନ ଆସନ୍ନ ଥିବାବେଳେ ମୁଖ୍ୟମନ୍ତ୍ରୀ ଗେହଲଟ ପାଇଲଟ ଲଢେଇ ତୀବ୍ର ରୂପ ନେଉଛି। ଏପରିକି କଂଗ୍ରେସ ନେତା ତଥା ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ବିରୋଧରେ ଯୁଦ୍ଧ୍ଯଂଦେହୀ ଡାକରା ଦେଇଥିବା…

ରେକର୍ଡ ୨୭୮ କୋଟି ଟଙ୍କାରେ ବିକ୍ରି ହେଲା ଜୁମେରା ୱେ ଦ୍ୱୀପର ଖାଲି ପ୍ଲଟ

ଦୁବାଇ: ଦୁବାଇର ଜୁମେରା ୱେ ଦ୍ୱୀପରେ ଏକ ୨୪,୫୦୦ ସ୍କ୍ୱାୟର ଫିଟ ପ୍ଲଟ ରେକର୍ଡ ୨୭୮ କୋଟି ଟଙ୍କାରେ ବିକ୍ରି ହୋଇଛି । ପୂର୍ବରୁ ଲକ୍ସରୀ ଘର, ଫ୍ଲାଟ ଓ ଭିଲ୍ଲାକୁ ଅଧିକ ଦରରେ କିଣା ଯାଉଥିବା ଦେଖାଯାଇଛି । ମାତ୍ର ଖାଲି ପ୍ଲଟକୁ ଏତେ ଦରରେ କିଣିବା ଏକ ରେକର୍ଡ ବୋଲି କୁହାଯାଉଛି । ଦୁବାଇ…

‘ବିଜେପି ଟାର୍ଗେଟରେ’, ବିରୋଧୀ ହଟାଇବେ ନା ହଟିବେ ?

ଭୁବନେଶ୍ୱର: ବିରୋଧୀ ବିଜେପି ମୁହାଁମୁହିଁ। କେହି କାହାକୁ ଛାଡିବା ଅବସ୍ଥାରେ ନାହାଁନ୍ତି। ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ଏବେ ଲଢେଇ ଆରମ୍ଭ ହୋଇଗଲାଣି। ଦେଶର ବିଭିନ୍ନ ରାଜ୍ୟରେ ଏଭଳି ସ୍ଥିତି ଦେଖିବାକୁ ମିଳୁଛି। ଯେଉଁ ରାଜ୍ୟରେ ଶକ୍ତ ଆଞ୍ଚଳିକ ଦଳ ଅଛନ୍ତି ଓ ବିଜେପିକୁ କଡା…

ୟୁନିଫର୍ମରେ ୩ ପୋଲିସ କର୍ମଚାରୀ କଲେ ରିଲ୍ସ, ଭିଡ଼ିଓ ଭାଇରାଲ

ପୋଲିସର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ନିଜ ଜୀବନକୁ ପାଣିରେ ପକାଇ ଆମକୁ ସୁରକ୍ଷା ଦେଇଥାନ୍ତି । ତଥାପି ଜଣେ ପୋଲିସ କର୍ମଚାରୀ ସାଧାରଣ ବ୍ୟକ୍ତି ପରି କିଛି କାମ କରୁଥିବା ଦେଖାଯାଏ । ଏବେ କିଛି ପୋଲିସ କର୍ମଚାରୀ ୟୁନିଫର୍ମରେ ରିଲ୍ସ କରୁଥିବା ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ।…

କେବେ ଭାଙ୍ଗିବ ସିନ୍ଦେ ବିଜେପି ସରକାର?

ଭୁବନେଶ୍ୱର: ଦେଶରେ ଏବେ ମହାରାଷ୍ଟ୍ର ଚର୍ଚ୍ଚା ଅନ୍ୟ ସବୁ ଚର୍ଚ୍ଚାକୁ ବଳିଯାଇଛି। ମହାରାଷ୍ଟ୍ର ରାଜନୀତି କେଉଁ ରୂପ ନେବ ତାକୁ ନେଇ ସାରା ଦେଶର ରାଜନୈତିକ ମହଲରେ ଜୋରଦାର ଆଲୋଚନା ହେଉଛି। ଏନସିପି ନେତା ଅଜିତ ପାୱାରଙ୍କ ମନ୍ତବ୍ୟ ଓ ଏକନାଥ ସିନ୍ଦେ ଗୋଷ୍ଠୀର ପ୍ରତିକ୍ରିୟା ଆଦିକୁ ଦେଖିଲେ…

‘କର୍ଣ୍ଣାଟକ ନିର୍ବାଚନ’, ରାହୁଲ କରୁଛନ୍ତି, ମୋଦି ଆରମ୍ଭ କରିବେ !

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନରେ ପ୍ରଚାର ଏବେ ଜମୁଛି। କଂଗ୍ରେସ ଓ ବିଜେପି ଭିନ୍ନ ଭିନ୍ନ ରାଜନୈତିକ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯାଉଛନ୍ତି। କିନ୍ତୁ ଦୁଇ ପ୍ରମୁଖ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ସମସ୍ତଙ୍କର ନଜର ରହିଛି।…

ପାକିସ୍ତାନୀ ପତ୍ରକାର, ଲେଖକ ତାରେକ ଫତେହଙ୍କ ପରଲୋକ

ଓଟୱା: ପାକିସ୍ତାନର ଖ୍ୟାତନାମା ପତ୍ରକାର ତଥା ଲେଖକ ତାରେକ ଫତେହଙ୍କ ମଙ୍ଗଳବାର ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ତାଙ୍କ ଝିଅ ନତାଶା ବାପାଙ୍କ ନିଧନ ସୋସିଆଲ ମିଡିଆ ମାଧ୍ୟମରେ ପୃଷ୍ଟି କରିଛନ୍ତି । ଶୁକ୍ରବାର ତାଙ୍କ…