Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିବିସିର ବିବାଦୀୟ ଡକ୍ୟୁମେଣ୍ଟାରୀ ମାମଲା, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗୁଜରାଟ ବିଧାନସଭାରେ ସଂକଳ୍ପ ପାରିତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବିବିସିର ବିବାଦୀୟ ଡକ୍ୟୁମେଣ୍ଟାରୀ ମାମଲା, ଗୁଜରାଟ ବିଧାନସଭାରେ ଏହାକୁ ନେଇ ଏକ ହାଇଡ୍ରାମା ଭିତରେ ଏକ ସଂକଳ୍ପ ପାରିତ ହୋଇଛି । ସଂକଳ୍ପ ଜରିଆରେ ବିବିସି ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ରକୁ ଅନୁରୋଧ କରାଯାଇଛି। ବିଧାନସଭାରେ ସଂକଳ୍ପ…

ଚର୍ଚ୍ଚିତ ୟୁଟ୍ୟୁବର ମନୀଷ କଶ୍ୟପଙ୍କ ବିରୋଧରେ ରୁଜୁ ହେଲା ଅପରାଧିକ ମାମଲା, ହୋଇପାରନ୍ତି ଗିରଫ

ପାଟଣା: ବିଭିନ୍ନ ସମୟରେ ବିହାର ହେଉ ଅବା ଅନ୍ୟ ସ୍ଥାନର ଘଟଣାକ୍ରମକୁ ନିଜସ୍ୱ ଶୈଳୀରେ ଖବର ପରିବେଷଣ କରି ଚର୍ଚ୍ଚାକୁ ଆସିଥିବା ବିହାରର ଯୁବ ୟ୍ୟୁଟ୍ୟୁବର ତଥା ସୋଶିଆଲ ମିଡିଆ ଇନଫ୍ଲୁଏନସର ମନୀଷ କଶ୍ୟପଙ୍କ ବିରୋଧରେ ରୁଜୁ ହୋଇଛି ଅପରାଧିକ ମାମଲା। ତାମିଲନାଡୁରେ ବିହାରର ପ୍ରବାଶୀ…

କୁକୁର ଆକ୍ରମଣରେ ବଦଳିଗଲା ଛାତ୍ରୀଙ୍କ ଚେହେରା: ଏବେ କରୁଛନ୍ତି ଲୋକଙ୍କୁ ସଚେତନ

କୁକୁରକୁ ମଣିଷର ସବୁଠାରୁ ବିଶ୍ୱସ୍ତ ବନ୍ଧୁ ଭାବରେ ବିବେଚନା କରାଯାଏ । ସେହିକାରଣରୁ କୁକୁର ଏବଂ ମଣିଷ ଭିତରେ ଏହି ସମ୍ପର୍କ ଅତି ପୁରୁଣା । କିନ୍ତୁ କୁକୁର ଯେତେ ବିଶ୍ୱସ୍ତ ହେଲେ ମଧ୍ୟ କେତେବେଳେ ଯେ ନିଜ ମାଲିକକୁ ଆକ୍ରମଣ କରିବ ତାହା କେହି କହିପାରିବେ ନାହିଁ । ଆଉ ବାହାର ଲୋକଙ୍କ କଥା…

ବାଇକ୍‌ରେ ପ୍ରେମୀ ଯୁଗଳଙ୍କ ଖୁଲମ୍‌ଖୁଲା ରୋମାନ୍ସ

ବାଇକ୍‌ରେ ପ୍ରେମୀ ଯୁଗଳଙ୍କ ରୋମାନ୍ସ । ଲାଗୁଛି ଯେମିତି ଦୁନିଆର କାହାକୁ ସେମାନଙ୍କର ଖାତିର ନାହିଁ । ବିନ୍ଧାସ ଓ ବେପରୁଆ ଭାବେ ନିଜ ଦୁନିଆରେ ସେମାନେ ମସଗୁଲ୍ । ସତେ ଅବା ସେମାନଙ୍କ ପ୍ରତି କାହାର ବି ନଜର ନାହିଁ । ଅଥବା କେହି ସେମାନଙ୍କୁ ଦେଖୁନାହାନ୍ତି । ବାଇକ୍‌ରେ ପ୍ରେମୀ ଯୁଗଳଙ୍କ…

ଅଧିକ ଆଇରନ ଟାବଲେଟ ଖାଇବା ପାଇଁ ଲାଗିଥିଲା ଚ୍ୟାଲେଞ୍ଜ, ଆଉ ତା ପରେ..

ଉଟୀ: ତାମିଲନାଡୁର ଉଟ୍ଟୀ ସହରରେ ଏ ଭଳି ଏକ ଘଟଣା ଘଟିଛି ଯାହାକି ସମସ୍ତଙ୍କୁ ଦୁଃଖିତ କରିଛି । ଉଟୀ ମ୍ୟୁନିସିପାଲ ଊର୍ଦ୍ଦୁ ମିଡିଲ ସ୍କୁଲର ୮ମ ଶ୍ରେଣୀର କେତେକ କେତେକ ଛାତ୍ର ଓ ଛାତ୍ରୀ ପରସ୍ପର ମଧ୍ୟରେ ଅଧିକ ଆଇରନ ଟାବଲେଟ ଖାଇବା ନେଇ ଚ୍ୟାଲେଞ୍ଜ ପଡିଥିଲା । ୧୩ ବର୍ଷୀୟା ଜେବା ଫାତିମା…

ଆସନ୍ତୁ ଜାଣିବା ଚୀନ ଗଣମାଧ୍ୟମ କାହିଁକି ମୋଦିଙ୍କ ଛଦ୍ମନାମ ଲାଓଶିୟାନ ଦେଇଛନ୍ତି

ବେଜିଂ: ଭାରତ-ଚୀନ ମଧ୍ୟରେ ଏବେ ବିବାଦ ତୀବ୍ର ରୂପ ଧାରଣ କରିଛି । ଅନ୍ୟ ଅର୍ଥରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ଏବେ ଚୀନର ପ୍ରକୃତ ଶତ୍ରୁ ସାଜିଛନ୍ତି । ଆମେରିକା ଏବଂ ଅନ୍ୟ ବଡ ଦେଶ ସହ ଭାରତର ବନ୍ଧୁତାକୁ ସେମାନେ ଗ୍ରହଣ କରିପାରୁ ନାହାନ୍ତି । ତେବେ ମୋଦିଙ୍କ ପ୍ରତି ଚୀନ…

୨୦ ମହଲାରୁ ଖସି ଓୟୋ ଫାଉଣ୍ଡର ରିତେଶଙ୍କ ବାପା ରମେଶ ଅଗ୍ରୱାଲଙ୍କ ପରଲୋକ

ମୁମ୍ବାଇ: ଦେଶର ଚର୍ଚ୍ଚିତ ଓୟୋ ରୁମ୍ସ ଚେନ ଫାଉଣ୍ଡର ରିତେଶ ଅଗ୍ରୱାଲଙ୍କ ବାପା ରମେଶ ଅଗ୍ରୱାଲଙ୍କ ପରଲୋକ ହୋଇଛି । ଗୁରୁଗ୍ରାମ ସ୍ଥିତ ଏକ ବିଲ୍ଡିଂର ୨୦ ମହଲାରୁ ଖସି ପଡିବା ଯୋଗୁ ତାଙ୍କ ମୃତ୍ୟୁ ଘଟିଛି । ତାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ଡାକ୍ତରଖାନାକୁ ନିଆ ଯାଇଥିଲେ ମଧ୍ୟ ସେଠାରେ…

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଫେରିଲା ପୁରୁଣା ପେନସନ ଯୋଜନା: କିଏ ପାଇବାକୁ ଯୋଗ୍ୟ, ଜାଣନ୍ତୁ

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର । ଦୀର୍ଘ ସମୟ ଅପେକ୍ଷାର ଅନ୍ତ ଘଟିଛି । କେନ୍ଦ୍ର କମର୍ଚାରୀମାନଙ୍କୁ ମିଳିବ ଓଲଡ ପେନସନ ସ୍କିମର ଫାଇଦା(Old Pension Scheme ବା OPS)  । ତେବେ ଏହି ସୁବିଧାର ଲାଭ ସବୁ କେନ୍ଦ୍ରୀୟ କର୍ମଚାରୀ ପାଇବେ ନାହିଁ । ନିର୍ଦ୍ଦିଷ୍ଟ…

ବିଟେକ୍ ଛାତ୍ରୀ ବୁଲେଟ୍‌ରେ ବିକୁଛନ୍ତି ଗୁପ୍‌ଚୁପ୍

କୁହାଯାଏ, ଘାସ କାଟ କି ଘୋଡ଼ା ଚଢ ସବୁଥିରେ ପ୍ରଥମ ହେବା ଜରୁରୀ । କାରଣ କୌଣସି କାମ ଛୋଟ କି ବଡ଼ ନୁହେଁ । ନିରନ୍ତର ଉଦ୍ୟମ କଲେ ଓ ନିଜ ଉପରେ ଭରସା ରଖିଲେ ସଫଳତା ମିଳିବା ନିଶ୍ଚିତ । ପୂର୍ବରୁ ଉଚ୍ଚଶିକ୍ଷା କରି ମଧ୍ୟ ଚା’ ବିକ୍ରି କରି କୋଟିପତି ହୋଇଥିଲେ ଜଣେ ଏମବିଏ ଛାତ୍ର । ଆଉ ଏବେ…

ଚିନ୍ତା ବଢାଇଲା H3N2 ଭାଇରସ; ନେଲାଣି ୨ ଜୀବନ

ନୂଆଦିଲ୍ଲୀ: ଚିନ୍ତା ବଢାଇଲା H3N2 ଭାଇରସ । ଦେଶରେ ୨ ଜୀବନ ନେଇ ସାରିଲାଣି ଏହି  H3N2 ଭୂତାଣୁ ।   ରାଜ୍ୟରେ ଏଚ୩ଏନ୨ ଭୂତାଣୁ ପ୍ରକୋପ ବଢୁଥିବାବେଳେ ୨ ଜଣଙ୍କର ଇତି ମଧ୍ୟରେ ମୃତ୍ୟୁ ଘଟିଥିବା ଜଣାଯାଇଛି । ମୃତକଙ୍କ ମଧ୍ୟରୁ ଜଣେ ହରିଆଣାର ହୋଇଥିବାବେଳେ ଅନ୍ୟ ଜଣକ କର୍ଣ୍ଣାଟକ ।…