Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଚିନ୍ତା ବଢାଇଲା H3N2 ଭାଇରସ; ନେଲାଣି ୨ ଜୀବନ

ନୂଆଦିଲ୍ଲୀ: ଚିନ୍ତା ବଢାଇଲା H3N2 ଭାଇରସ । ଦେଶରେ ୨ ଜୀବନ ନେଇ ସାରିଲାଣି ଏହି  H3N2 ଭୂତାଣୁ ।   ରାଜ୍ୟରେ ଏଚ୩ଏନ୨ ଭୂତାଣୁ ପ୍ରକୋପ ବଢୁଥିବାବେଳେ ୨ ଜଣଙ୍କର ଇତି ମଧ୍ୟରେ ମୃତ୍ୟୁ ଘଟିଥିବା ଜଣାଯାଇଛି । ମୃତକଙ୍କ ମଧ୍ୟରୁ ଜଣେ ହରିଆଣାର ହୋଇଥିବାବେଳେ ଅନ୍ୟ ଜଣକ କର୍ଣ୍ଣାଟକ ।…

କଂଗ୍ରେସ ସରକାରରେ ବିଜୁଳି ରହୁନଥିଲା, ତେଣୁ ଜନସଂଖ୍ୟା ବଢ଼ିଯାଇଛି: କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ

ହୁବୁଳି: କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଗୁରୁବାର କଂଗ୍ରେସକୁ ଟାର୍ଗେଟ କରିବାକୁ ଯାଇ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଯେଉଁଥିରେ ସେ ଜନସଂଖ୍ୟା ବଢ଼ିବାରା କାରଣ ବାବଦରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, କଂଗ୍ରେସ ସରକାର ସମୟରେ ବିଜୁଳି ସେବା କମ୍ ରହୁଥିଲା।…

ବିରୋଧୀ ଯେଉଁଠି ରେଡ୍ ସେଇଠି !

ଭୁବନେଶ୍ୱର: କୌଣସି ନିର୍ବାଚନ ଆସିଲେ ବିରୋଧୀ ଦଳର ନେତାଙ୍କ ଉପରେ ସିବିଆଇ, ଇଡି ଓ ଇନକମ ଟ୍ୟାକ୍ସ ଚଢ଼ାଉ କରାଯାଏ ବୋଲି ଅଭିଯୋଗ ହୋଇଆସୁଛି। କେନ୍ଦ୍ରର ବିଜେପି ସରକାର ଏହାକୁ ଅସ୍ତ୍ର କରି ବିରୋଧୀଙ୍କ ଉପରେ ଚାପ ସୃଷ୍ଟି କରୁଥିବା ଅଭିଯୋଗ ହେଉଛି। ଏପରିକି ବିଭିନ୍ନ ରାଜ୍ୟରେ ଏବେ ସିବିଆଇ…

ଜାମିନ୍ ଶୁଣାଣି ପୂର୍ବରୁ ମନୀଷ ସିସୋଦିଆଙ୍କୁ ଗିରଫ କଲା ED

ନୂଆଦିଲ୍ଲୀ: ସିବିଆଇ ପରେ ମନୀଷ ସିସୋଦିଆଙ୍କୁ ଇଡି ଗିରଫ ଦର୍ଶାଇଛି । ପୂର୍ବତନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଆଜି ଜେରା ପରେ ଗିରଫ ଦର୍ଶାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଜି ଦିନ ୧୦ଟାରୁ ତିହାର ଜେଲରେ ସିସୋଦିଆଙ୍କୁ ଦିନ ୧୦ଟାରୁ ଇଡି ଜେରା ଆରମ୍ଭ କରିଥିଲା । ମନି…

ଜେଲରେ ଦ୍ବିତୀୟ ଥର ପାଇଁ ସିସୋଦିଆଙ୍କୁ ଜେରା, ଆଜି ଗିରଫ କରିପାରେ ଇଡି

ନୂଆଦିଲ୍ଲୀ: ସିବିଆଇ ପରେ ଆଜି ଇଡି ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରିପାରେ। ଆମ୍ ଆଦମୀ ପାର୍ଟି ପକ୍ଷରୁ ଏହି ସୂଚନା ମିଳିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ମଙ୍ଗଳବାର ଇଡି ଏହି ଦୁର୍ନୀତି ମାମଲାରେ ଜେରା କରିଥିଲା। ଏହାପରେ ଦ୍ବିତୀୟ ଥର ପାଇଁ…

କଂଗ୍ରେସ ଜାତୀୟ ଦଳ ହୋଇ ନାହିଁ, ଆଭିମୁଖ୍ୟ ସ୍ପଷ୍ଟ କରୁ ଦଳ: କେସିଆରଙ୍କ ଝିଅ

ନୂଆଦିଲ୍ଲୀ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ ତଥା ବିଆରଏସ୍ ନେତ୍ରୀ କେ କବିତା ଗୁରୁବାର କହିଛନ୍ତି ଯେ କଂଗ୍ରେସ ଆଉ ଜାତୀୟ ଦଳ ହୋଇ ନାହିଁ। ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାର ଛନ୍ଦି ହୋଇଥିବା ଏହି ନେତ୍ରୀ ଗତକାଲି ରାତିରେ ଦିଲ୍ଲୀ ପହଞ୍ଚିଥିଲେ। ଆଜି…

ଶୀଘ୍ର କରି ନିଅନ୍ତୁ ଏ କାମ, ନ ହେଲେ ଅଚଳ ହୋଇଯିବ ଆପଣଙ୍କ ପାନ କାର୍ଡ

ନୂଆଦିଲ୍ଲୀ: ବଡ଼ ଧରଣର ଦେଣନେଣ ହେଉ ଅବା ଆୟକର ଦାଖଲ । ଏ ସବୁଥିପାଇଁ ପାନ କାର୍ଡ ଅପରିହାର୍ଯ୍ୟ ଅଟେ । ଏବେ ସରକାର ପାନ କାର୍ଡ ସହ ଆଧାର କାର୍ଡ ଯୋଡ଼ିବାକୁ ଗୁରୁତ୍ୱ ଦେଉଛନ୍ତି । ଯଦି ଆପଣ ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ଆପଣଙ୍କ ପାନ କାର୍ଡ ସହ ଆଧାର କାର୍ଡକୁ ଲିଙ୍କ୍ କରାଇବେ ନାହିଁ । ତା…

ଆମେରିକା ଗୁଇନ୍ଦା ସଂସ୍ଥାର ରିପୋର୍ଟ: ଚୀନ-ପାକିସ୍ତାନ ସହ ବିଗୁଡୁଛି ଭାରତର ସମ୍ପର୍କ: ଉସକାଇଲେ ଛାଡିବେନି ମୋଦି…

ୱାଶିଂଟନ:ଭାରତ-ପାକିସ୍ତାନ ଏବଂ ଭାରତ-ଚୀନ ସୀମାରେ ଦିନକୁ ଦିନ ଉତ୍ତେଜନା ବଢିବା ଆଶଙ୍କା କରାଯାଉଛି । ଯଦି ଉତ୍ତେଜନା ଉଗ୍ର ରୂପ ନିଏ ତେବେ ଯୁଦ୍ଧ ଅବଶ୍ୟମ୍ଭାବୀ । ଏମିତି ଆଶଙ୍କା ପ୍ରକାଶ କରିଛି ଆମେରିକା ଗୁଇନ୍ଦା ଏଜେନ୍ସି । ବୁଧବାର ଉକ୍ତ ଏଜେନ୍ସି ସାଂସଦମାନଙ୍କୁ ଏ ନେଇ ସୂଚନା…

ଟିକେଟ କରିବେନି ବୋଲି ନବଜାତ ସନ୍ତାନକୁ ବିମାନ ବନ୍ଦରରେ ଛାଡିଦେଲେ ଦମ୍ପତି

ଜେରୁଜେଲମ: ଟିକେଟ କରିବାକୁ ପଡିବ ବୋଲି ନବଜାତ ସନ୍ତାନକୁ ବିମାନ ବନ୍ଦରରେ ଛାଡିଦେଲେ ଦମ୍ପତି । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଇଜରାଏଲର ଏକ ବିମାନ ବନ୍ଦରରେ । ବିମାନ ବନ୍ଦରର ଚେକ-ଇନ-ଡିଭାଇସରେ ନବଜାତ ସନ୍ତାନର ଟିକେଟକୁ ନେଇ ଯୁକ୍ତିତର୍କ ହୋଇଥିଲା । ଶେଷରେ ଦମ୍ପତି ନିଜ…

ମାର୍ଚ୍ଚ ୩୧ ସୁଦ୍ଧା ଯୋଡି ନିଅନ୍ତୁ ଆଧାର-ପାନ ଲିଙ୍କ; ନ କଲେ ଅକାମୀ ହୋଇଯିବ ପାନ ନମ୍ବର

ନୂଆଦିଲ୍ଲୀ: ପାନ-ଆଧାର ଲିଙ୍କକୁ ନେଇ ବଡ ଖବର । ପାନ କାର୍ଡକୁ ଆଧାର କାର୍ଡ ସହ ଯଦି ନ ଯୋଡି ଥାନ୍ତି ତେବେ ସାବଧାନ । ତୁରନ୍ତ ଏ କାମ ସାରି ଦିଅନ୍ତୁ । ମାର୍ଚ୍ଚ ୩୧ ରହିଛି ଡେଡ ଲାଇନ । ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ପାନ-ଆଧାର ଲିଙ୍କ ନ କଲେ  ଅକାମୀ ହୋଇ ଯାଇପାରେ ପାନକାର୍ଡ ।…