Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଇଟାଲୀ ସମୁଦ୍ରକୂଳରୁ ମିଳିଲା ୩୩ ଶବ, ଅବୈଧ ଭାବେ ସୀମାରେ ପ୍ରବେଶ କରୁଥିଲେ

କ୍ୟାଲବ୍ରିୟା: ଇଟାଲୀର କ୍ୟାଲବ୍ରିୟା ସମୁଦ୍ରକୂଳରେ ୩୩ଜଣ ବ୍ୟକ୍ତିଙ୍କ ଶବ ମିଳୁଛି । ଏହା ମଧ୍ୟରେ ଅଧିକାଂଶ ପାକିସ୍ତାନ, ଆଫଗାନିସ୍ତାନ ଓ ଇରାକର ଶରଣାର୍ଥୀ । ଅବୈଧ ଭାବେ ସମୁଦ୍ର ମାଧ୍ୟମରେ ସେମାନେ ୟୁରୋପ ଯିବାକୁ ଉଦ୍ୟମ କରୁଥିଲେ । କ୍ୟାଲବ୍ରିୟା ନିକଟରେ ଡଙ୍ଗାଟି ବୁଡି ଯାଇଥିଲା । ଏହି…

୯୫ବର୍ଷର ମା’ ଓ ୭୬ବର୍ଷ ଝିଅ, ଗଛମୂଳେ ବିତୁଛି ଜୀବନ

ନୂଆଦିଲ୍ଲୀ: ବୟସ ବଢିଲେ ବାର୍ଦ୍ଧକ୍ୟ ଛୁଏଁ । ଏହି ସମୟରେ ବୁଢା ବାପା ମା’ଙ୍କ ସାହାରା ବନିଥାନ୍ତି ପିଲାମା‌ନେ । କିନ୍ତୁ ଅନେକ ସମୟରେ ଦେଖିବାକୁ ମିଳେ ପିଲାମାନେ ସେମାନଙ୍କ ଦାୟିତ୍ୱ ଭୁଲି ଯାଇଥାଆନ୍ତି। ଏମିତି ଜଣେ ବୃଦ୍ଧ ମା’ ଓ ତାଙ୍କ ଝିଅ ଗଛମୂଳରେ ଦୁଃଖକଷ୍ଟରେ ଦିନ କାଟୁଛନ୍ତି । ଏହି…

ପିତୃ ପୁରୁଷଙ୍କୁ ପୂଜିବା ପାଇଁ ଘର ଆଗରେ କବର

ଥରେ ଭାବନ୍ତୁ ତ ... ଏମିତି ଏକ ଗାଁ ଆପଣଙ୍କ ନଜରକୁ ଆସୁଥିବ ଯେଉଁଠି ଗାଁର ପ୍ରତ୍ୟେକ ଲୋକଙ୍କ ଘର ଆଗରେ ରହିଥିବ କବର । ସେ କବରକୁ ଘର ଲୋକେ ପ୍ରତିଦିନ ପୂଜା କରୁଥିବେ । ଯଦି ଆପଣ ଏ ବିଷୟରେ ଜାଣିବାକୁ ଆଗ୍ରହୀ ତେବେ ବିସ୍ତୃତ ଘଟଣା କ’ଣ ପଢନ୍ତୁ । ଆନ୍ଧ୍ରପ୍ରଦେଶର ଉପାନ୍ତ ଅଞ୍ଚଳରେ…

ଏଠି କେଜିଏ ପିଆଜ ସହ ୬ କେଜି ଚିକେନର ଦାମ ସମାନ

ନୂଆଦିଲ୍ଲୀ: ଦରବୃଦ୍ଧି ଏବେ ବିଶ୍ୱର ଅନେକ ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି । ସ୍ଥିତି ଏଭଳି ହୋଇଛି, ଲୋକେ ଦୁଇ ବେଳା ଦୁଇ ମୁଠା ଖାଇବା ଲାଗି ବି ପାଉ ନାହାନ୍ତି । ଦକ୍ଷିଣପୂର୍ବ ଏସିଆ ଦେଶ ଫିଲିପ୍ପାଇନ୍ସରେ ପିଆଜ ଏବେ ଲୋକଙ୍କୁ କନ୍ଦାଇଲାଣି । ନିକଟରେ ଫିଲିପ୍ପାଇନ୍ସରେ ପିଆଜ କେଜି…

ଭାଇରାଲ୍ ହେଉଛି ଦକ୍ଷିଣ କୋରିଆ ଦୂତାବାସ କର୍ମଚାରୀମାନଙ୍କ ନାଟୁ ନାଟୁ ଗୀତରେ ନୃତ୍ୟ ଭିଡିଓ

ନୂଆଦିଲ୍ଲୀ: ସୁପରହିଟ୍ ଫିଲ୍ମ 'ଆରଆରଆର'ର ନାଟୁ-ନାଟୁ ଗୀତ ସାରା ବିଶ୍ୱରେ ଚହଳ ସୃଷ୍ଟି କରିଥିଲା । ଏହି ଗୀତକୁ ଓସ୍କାର ପାଇଁ ମଧ୍ୟ ମନୋନୀତ କରାଯାଇଛି ।  ଏହି ସମୟରେ ଏକ ସୁନ୍ଦର ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଦକ୍ଷିଣ କୋରିଆ ଦୂତାବାସର କର୍ମଚାରୀମାନେ ଏହି ଗୀତର ତାଳେ ତାଳେ…

ଲିଭ-ଇନ ରିଲେସନସିପକୁ ଭାରତୀୟ ସମାଜ ସ୍ୱୀକାର କରେ ନାହିଁ : ଆହ୍ଲାବାଦ କୋର୍ଟ

ଆହ୍ଲାବାଦ : ଲିଭ-ଇନ ରିଲେସନସିପକୁ ନେଇ ଆହ୍ଲାବାଦ୍‌ କୋର୍ଟଙ୍କ ବଡ଼ ରାୟ ।  ଲିଭ-ଇନ ରିଲେସନସିପକୁ ଭାରତୀୟ ସମାଜ ସ୍ୱୀକାର କରେ ନାହିଁ  । ବ୍ରେକ୍‌ ଅପ୍‌ ପରେ ମହିଳାଙ୍କୁ ଏକା ରହିବା କଠିନ ହୋଇଥାଏ । ନିଜ ବିବାହିତ ଲିଭ-ଇନ ପାର୍ଟନରକୁ ଦୁଷ୍କର୍ମ କରିବା ମାମଲରେ ଜଣେ ବ୍ୟକ୍ତିକୁ ଜାମିନ…

ମୋତେ ୫୨ ବର୍ଷ ହେଲା, ନିଜର ଘର ଖଣ୍ଡେ ବି ନାହିଁ: ରାହୁଲ ଗାନ୍ଧୀ

ରାୟପୁର: ଛତିଶଗଡର ରାୟପୁରରେ ଚାଲିଥିବା ୮୫ ତମ କଂଗ୍ରେସ ସମ୍ମିଳନୀର ଶେଷ ଦିନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦଳର ନେତା ଓ କର୍ମୀଙ୍କୁ ସମ୍ବୋଧିତ କରିଥିଲେ। ଏହି ସମୟରେ ରାହୁଲ ଗାନ୍ଧୀ ବେଶ ଭାବୁକ ହୋଇପଡିଥିବାବେଳେ ତାଙ୍କର ଜୀବନ ଯାତ୍ରା ବାବଦରେ କହିଥିଲେ | ଏହି ଅବସରରେ ସେ…

ଜଣେ ରାଜକୁମାରୀଙ୍କ ବାହାଘର; ବାପ ଦେଲେ ୩ କିଲୋ ସୁନା ସହ ରୂପାର ଖଟ ଓ ସୋଫା

ଜୟପୁର(ରାଜସ୍ଥାନ): ରାଜକୁମାରୀଙ୍କ ଭୋଗ ବିଳାସ, ଐଶ୍ୱର୍ଯ୍ୟପୂର୍ଣ୍ଣ ଜୀବନକାହାଣୀ ସମସ୍ତେ ଜାଣିଥିବେ । ରୂପା ପଲଙ୍କ..ସୁନା ଥାଳିଆା.. କଥା ଶୁଣିଲେ ହିଁ ମନେ ପଡିଯାଏ କାହାଣୀର ସେଇ ରାଜକୁମାରୀଙ୍କ କଥା । ହେଲେ ଆମେ ଏଠି ଯାହା କଥା କହିବାକୁ ଯାଉଛୁ ସେ କୌଣସି ରାଜଙ୍କ କୁମାରୀ ନୁହଁନ୍ତି…

ରାଜନୀତିରୁ ସନ୍ନ୍ୟାସ ନେବା ପ୍ରସଙ୍ଗରେ ମତ ସ୍ପଷ୍ଟ କଲେ ସୋନିଆ

ଭୁବନେଶ୍ୱର: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧି ରାଜନୀତିରୁ ସନ୍ନ୍ୟାସ ନେବେ । ଗତକାଳି ଦଳର ଜାତୀୟ ଅଧିବେଶନରେ ଏମତି କିଛି ଇସାରା ଦେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଅବସର କଥା କହିବାର ଦିନକ ପରେ ନିଜ ପ୍ରତିକ୍ରିୟା ରଖିଛନ୍ତି ସୋନିଆ । ସୋନିଆ କହିଛନ୍ତି, ସେ…

ବେଦୀକୁ ଯିବା ପୂର୍ବରୁ ଟଳିପଡ଼ିଲା କନ୍ୟା, ସେହି ବେଦୀରେ ବାହାହେଲା କନ୍ୟାର ସାନ ଭଉଣୀ

ଗୁଜୁରାଟ : ବାଜୁଥିଲା ଶାହାନାଇ । ଚାଲିଥିଲା ବାହାଘର । ହେଲେ ହୋମ ନିଆଁ ଜଳିବା ପୂର୍ବରୁ ଜଳିଲା ଜୂଇ । ବାହା ବେଦୀକୁ ଯିବାପୂର୍ବରୁ ଟଳି ପଡ଼ିଥିଲେ କନ୍ୟା । ହଠାତ୍ ବିବାହ ଗୀତ ବାଜୁଥିବା ଘରେ ଶୋକର ଛାୟା ଖେଳିଯାଇଥିଲା। ଏଭଳି ହୃଦୟ ବିଦାରକ ଘଟଣା ଗୁଜୁରାଟର ଭାବନଗର ଅଞ୍ଚଳରେ ଦେଖିବାକୁ…