Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦୁନିଆର ସବୁଠୁ ଦାମୀ ପୋକ, ଯାହାର ମୂଲ୍ୟ ଅଡି-ବିଏମଡବ୍ଲୁ ସହିତ ସମାନ

ପୋକର ମୂଲ୍ୟ କୋଟିଏ ଟଙ୍କା । ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ । ପୃଥିବୀରେ ୨ରୁ ୩ ଇଞ୍ଚର ଏମିତି ଏକ ପୋକ ରହିଛି, ଯାହାର ମୂଲ୍ୟ ଅଡ଼ି-ବିଏମଡବ୍ଲୁ ଭଳି ବିଳାସପୂର୍ଣ୍ଣ କାରଠାରୁ ମଧ୍ୟ ଅଧିକ । କିଛି ବର୍ଷ ପୂର୍ବେ ଜଣେ ଜାପାନୀ  ବ୍ୟବସାୟୀ ୮୯,୦୦୦ଡଲାରରେ ଏହି ପୋକ ବିକ୍ରି…

ଏମିତି ଗାଁ ଯେଉଁଠିକୁ ବୋଟ୍‌ରେ ଯାଆନ୍ତି ଲୋକେ

ଦୁନିଆର ଯେକୌଣସି ସ୍ଥାନକୁ ସଂଯୋଗ କରିବାରେ ମାଧ୍ୟମ ହେଉଛି ସଡ଼କମାର୍ଗ । ଯାତ୍ରୀ ପରିବହନଠାରୁ ଆରମ୍ଭ କରି ସାମଗ୍ରୀ ପରିବହନ ସବୁକିଛି ସଡ଼କ ମାଧ୍ୟମରେ ହୋଇଥାଏ । ହେଲେ ଦୁନିଆରେ ଏମିତି ଏକ ଗାଁ ଅଛି, ଯେଉଁଠିକୁ ଆଦୌ ସଡ଼କ ପଥ ସଂଯୋଗ ନାହିଁ । ତେଣୁ ଏହି ଗାଁରେ ଲୋକମାନେ ଗୋଟିଏ ସ୍ଥାନରୁ ଅନ୍ୟ…

ଚର୍ଚ୍ଚାରେ ମୋଦୀଙ୍କ ନୀଳ ରଙ୍ଗର ଜ୍ୟାକେଟ୍‌, ଜାଣନ୍ତୁ ଏହା ପଛର କାରଣ… 

ନୂଆଦିଲ୍ଲୀ : ପୁଣି ଚର୍ଚ୍ଚାରେ ମୋଦୀଙ୍କ ଜ୍ୟାକେଟ୍‌  । ସବୁ ସମୟରେ ନିଜର ପୋଷାକକୁ ନେଇ ଚର୍ଚ୍ଚାରେ ରହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ  । ବିରୋଧି ଦଳ ମଧ୍ୟ ସବୁବେଳେ ପ୍ରଧାନମନ୍ତ୍ରୀଙ୍କ ପୋଷାକର ଦାମକୁ ନେଇ ଆଲୋଚନା କରନ୍ତି। ସଂସଦ ହେଉକି ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ସବୁ ସମୟରେ…

ବିନା ପୋଷାକରେ ରୁହନ୍ତି ମହିଳା, ଶତାବ୍ଦୀ ଶତାବ୍ଦୀ ଧରି ଚାଲିଆସୁଛି ଏହି ପ୍ରଥା

ଦୁନିଆ ବହୁତ ବଡ ଏବଂ ବିଚିତ୍ର । ଏହାର ପ୍ରତ୍ୟେକ କୋଣରେ ରହୁଥିବା ଲୋକମାନଙ୍କର ରୀତିନୀତି ଓ ପରମ୍ପରା ମଧ୍ୟ ଭିନ୍ନ । ଆମ ରୀତିନୀତି ବିଷୟରେ ତ ଆମେ ଜାଣୁ । ହେଲେ  ଏମିତି କିଛି ପ୍ରଥା, ପରମ୍ପରା ରହିଛି ଯାହା ଆମେ ଜାଣିନୁ । ଜାଣିଲେ ବି ସହଜରେ ବିଶ୍ୱାସ କରି ପାରି ନ ଥାଉ । ଏମିତି ଏକ…

ଧ୍ୱଂସସ୍ତୁପ ତଳେ ହସିଲା ଜୀବନ; ୩୦ ଘଣ୍ଟା ପରେ ମା’ର ଗର୍ଭନାଡ କାଟି ନବଜାତକକୁ ଉଦ୍ଧାର କଲେ ମାମୁ

ଇସ୍ତାନବୁଲ: ମୃତ୍ୟୁ ଦାନବକୁ ମାତ ଦେଇ ହସୁଛି ଜୀବନ । ଚାରିଆଡେ ଧ୍ୱଂସସ୍ତୁପ, ହାହାକାର । ମାଟିତଳୁ ଶୁଭୁଛି ମୁମୂର୍ଷୂଙ୍କ ବଞ୍ଚିବା ପାଇଁ ଆକୁଳ ନିବେତନ । ସେପଟେ ପରିଜନଙ୍କୁ ହରାଇଥିବା ବ୍ୟକ୍ତିଙ୍କ ଛାତିପଟା କାନ୍ଦ ଆକାଶର ଛାତିକୁ ଥରାଇ ଦେଉଛି । ଆଉ ତା ଭିତରେ ହସି ହସି ଦୁନିଆକୁ ଆସୁଛି…

ଏହି ମହାନଗରଗୁଡିକରେ ତନ୍ଦୁରୀ ରୋଟି ବ୍ୟାନ୍ ! ନିୟମ ଉଲ୍ଲଂଘନ କଲେ ୫ ଲକ୍ଷ ଫାଇନ୍

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର କେତେକ ସ୍ଥାନରେ ଏବେ ଆଉ ଦେଖିବାକୁ ମିଳି ନପାରେ ତୁନ୍ଦୁରୀ ରୋଟି। କାରଣ ଏହା ଉପରେ ବ୍ୟାନ୍ ଲାଗିଛି। ଯିଏ କାଟ ଓ କୋଇଲା ଚୂଲିରେ ତନ୍ଦୁରୀ ରୋଟି ତିଆରି କରିବେ ତାଙ୍କୁ ହେବ ମୋଟା ଅଙ୍କର ଫାଇନ୍। ଏଥିପାଇଁ ସବୁ ହୋଟେଲ୍, ରେସ୍ତୋରାଁ ଓ ଢାବାକୁ ନୋଟିସ୍ ଦିଆ…

କୁନି ଭାଇକୁ ଚାପି ଧରି ଭଉଣୀ କହୁଛି ‘ ଏ ଭଗ୍ନସ୍ତୁପ ମୋ ଉପରେ ଖସିପଡୁ, କିନ୍ତୁ ମୋ ଭାଇର କିଛି ନ ହେଉ

ନୂଆଦିଲ୍ଲୀ:ଭୟଙ୍କର ଭୂକମ୍ପ ପରେ ତୁର୍କୀ ଏବଂ ସିରିଆରେ  ଭୟଙ୍କର ପରିସ୍ଥିତି । ଯୁଆଡେ ଚାହିଁବ ସିଆଡେ ଧ୍ୱଂସର ତାଣ୍ଡବ । ଘରଠାରୁ ଗଛପତ୍ର ମାଟିରେ ଶୋଇ ଯାଇଛି । ଭଗ୍ନସ୍ତୁପ ଭିତରୁ ଶୁଭୁଛି କ୍ଷୀଣ କରୁଣ ଚିତ୍କାର  । ଉଦ୍ଧାର କାର୍ଯ୍ୟ ପାଇଁ ଯେମିତି କମ ପଡି ଯାଇଛି ହାତ । ଇତିମଧ୍ୟରେ…

ଏମିତି ଗାଁ ସମସ୍ତଙ୍କ ଘରେ ରହିଛି ବିମାନ

କାଲିଫର୍ଣ୍ଣିଆ:  ବର୍ତ୍ତମାନ ସମୟରେ ସମସ୍ତଙ୍କ ପାଖରେ ନିଜର ଗାଡି ଅଛି । ଆଜିକାଲି ପ୍ରତ୍ୟେକ ଘରେ ଏକ ବାଇକ୍ କିମ୍ବା କାର୍ ମିଳୁଛି । ଏମିତି ବି କିଛି ଲୋକ ଥିବେ ଯେଉଁମାନଙ୍କର ଚାର୍ଟାର୍ଡ ​​ବିମାନ ମଧ୍ୟ ଅଛି । କିନ୍ତୁ ଏହି ଦୁନିଆରେ ଏମିତି ଏକ ଗାଁ ଅଛି, ଯେଉଁଠାରେ ପ୍ରତ୍ୟେକ…

ଲ୍ୟାବରେ କିପରି ପ୍ରସ୍ତୁତ ହୁଏ ହୀରା ଆସନ୍ତୁ ଜାଣିବା….

ନୂଆଦିଲ୍ଲୀ : ଅଳଙ୍କାର ପ୍ରତି ସମସ୍ତଙ୍କର ଅହେତୁକ ଆଗ୍ରହ ରହିଛି । ବିଶେଷ କରି ମହିଳାମାନେ ଅଳଙ୍କାରରେ ସଜ୍ଜିତ ହେବାକୁ ଅଧିକ ପସନ୍ଦ କରିଥାଆନ୍ତି । କିନ୍ତୁ ବର୍ତ୍ତମାନ ସୁନା, ରୂପା ଦର ବୃଦ୍ଧି ସମସ୍ତଙ୍କୁ ଝଟ୍‌କା ଲାଗିଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ପାଇଁ…

ତୁର୍କୀରେ ମୋଟ ୫ ଭୂମିକମ୍ପ; ୮ ହଜାରରୁ ଅଧିକ ମୃତ୍ୟୁ, ଉଦ୍ଧାର କାର୍ଯ୍ୟ ଜାରୀ

ଇସ୍ତାନବୁଲ: ସୋମବାର ଓ ମଙ୍ଗଳବାର ଦୁଇଦିନ ଧରି ଲଗାତର ଭୂମିକମ୍ପର ଗୋଟିଏ ପରେ ଗୋଟିଏ ଝଟକା ତୁର୍କିକୁ ଧ୍ୱଂସସ୍ତୁପରେ ପରିଣତ କରିଦେଇଛି। ହଜାର ହଜାର ଲୋକଙ୍କ ଜୀବନ ଯାଇଥିବା ବେଳେ ଶହ ଶହ ଘର ଭଶୁଡ଼ି ପଡ଼ିଛି। ସାରା ବିଶ୍ୱରୁ ତୁର୍କିକୁ ସହାୟତା ପହଞ୍ଚିଛି। ସୋମବାର ଭୋରରୁ ତୁର୍କିରେ…