Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସମାଜ ସଂସ୍କାରକ ହୋଇଥିଲେ କ’ଣ କରିଥାନ୍ତେ ? ଆଖି ଓଦା କରିଦେବ ୫ମ ଶ୍ରେଣୀ ଛାତ୍ରଙ୍କ ଉତ୍ତର

ଛୋଟ ପିଲାଟିଏ  । ହେଲେ ମୁଣ୍ଡରେ ତାର କେତେ ବଡ କଥା ଚିନ୍ତା କରିପାରୁଛି ! ଖାଇବା, ଖେଳିବା ବୟସରେ ସେ କେତେ ବଡ ବଡ କଥା ଭାବି ପାରୁଛି ! ସମାଜର ଅନେକ କଳଙ୍କିତ ପ୍ରଥା ଏଇ ଛୋଟ ପିଲାଟିକୁ କେତେ ପ୍ରଭାବିତ କରିଛି ସତରେ ? ୫ମ ଶ୍ରେଣୀରେ ପଢୁଥିବା ଏହି ପିଲାଟିର ଉତ୍ତର ଦେଖିଲେ ଆପଣ ବି…

ପିଏମଓର ବରିଷ୍ଠ ଅଧିକାରୀ କହି କାଶ୍ମୀରରେ ବୁଲିଲେ, ଜେଡ ପ୍ଲସ ସୁରକ୍ଷା ପାଇଲେ, ଶେଷରେ ଧରାପଡିଲେ

ଶ୍ରୀନଗର:  ନିଜକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ ବୋଲି କହୁଥିଲେ । ଏହି ନାଁରେ  ବେଶ କିଛି ଦିନ ସରକାରୀ ସୁବିଧା ସୁଯୋଗ ପାଇଲେ ।  Z+ ସିକ୍ୟୁରିଟିର ବି ପାଇଲେ । ଶେଷରେ ଧରାପଡି ମାମୁ ଘରକୁ ଗଲେ ଠକ  କିରଣଭାଇ ପଟେଲ । ତେବେ ୧୦ ଦିନ ତଳୁ ପୋଲିସ ତାଙ୍କୁ ଗିରଫ…

୨ରୁ ଅଧିକ ଛୁଆ ଜନ୍ମ କଲେ ମିଳିବ ୫୦ ହଜାର ଟଙ୍କାର ଫିକ୍ସଡ଼ ଡିପୋଜିଟ

ଜୟପୁର: ଆମେ ଦୁଇ-ଆମର ଦୁଇ । ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଏହି ନାରା ଅନେକ ଥର ଶୁଣିବାକୁ ମିଳୁଥିବାବେଳେ ସରକାର ମଧ୍ୟ ଜନସଚେତନତା କରି ୨ଟି ସନ୍ତାନ ଜନ୍ମ ଉପରେ ଜୋର ଦେଉଛନ୍ତି । ଏହାରି ଭିତରେ ଏବେ ରାଜସ୍ଥାନର ମାହେଶ୍ୱରୀ ସମାଜ ପକ୍ଷରୁ ଏମିତି ଏକ ଘୋଷଣା କରାଯାଇଛି ଯାହାକୁ ଶୁଣି ଆପଣ…

ଆସାମରେ ସବୁ ମଦ୍ରାସା ବନ୍ଦ କରିଦେବୁ, କାରଣ ଲୋକେ ସ୍କୁଲ୍ ଚାହୁଁଛନ୍ତି; ହିମନ୍ତ ବିଶ୍ୱ ଶର୍ମା

ବେଙ୍ଗାଲୁରୁ: ରାଜ୍ୟରେ ସମସ୍ତ ମଦ୍ରାସା ବନ୍ଦ କରିଦେବୁ। କାରଣ ଲୋକେ ସ୍କୁଲ୍‌ରେ ପାଠ ପଢ଼ିବାକୁ ଚାହୁଁଛନ୍ତି, ମଦ୍ରାସାରେ ନୁହେଁ। ଗୁରୁବାର କର୍ଣ୍ଣାଟକ ବେଲଗାଭୀରେ ରାଲି କରି ଏଭଳି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା। ରାଲିରେ ସେ କଂଗ୍ରେସକୁ ନୂଆ ମୋଗଲ ବୋଲି…

ଋଷ ବିରୋଧରେ ଲଢ଼ିବେ ଏହାର ଯୁଦ୍ଧ ବିମାନ

କିଭ: ଯେଉଁ ବିମାନକୁ ନିଜେ ଋଷ ନିର୍ମାଣ କରିଥିଲା, ସେହି ବିମାନ ହିଁ ଋଷ ବିରୋଧରେ ଯୁଦ୍ଧ ଲଢ଼ିବ । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଥା ଏକଦମ ସତ । ବାସ୍ତବରେ ଋଷ ଆକ୍ରମଣର ଜବାବ ଦେବାକୁ ଏବେ ୟୁକ୍ରେନକୁ ସହାୟତାର ହାତ ବଢ଼ାଇଛି ପୋଲାଣ୍ଡ । ପୋଲାଣ୍ଡ ୟୁକ୍ରେନକୁ ମିଗ-୨୯ ଯୁଦ୍ଧ…

ଟାଟା ନାନୋକୁ ସୋଲାର କାରରେ ବଦଳାଇଦେଲେ ଏହି ବ୍ୟକ୍ତି, ମାତ୍ର ୩୦ ଟଙ୍କା ଖର୍ଚ୍ଚରେ ଯାଇପାରୁଛନ୍ତି ୧୦୦ କିଲୋମିଟର

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଥିବାବେଳେ ସରକାର ମଧ୍ୟ ବୈଦ୍ୟୁତିକ ଯାନକୁ କିଭଳି ଅଧିକରୁ ଅଧିକ ଚଳାଇହେବ ସେନେଇ ବିଭିନ୍ନ ଯୋଜନା କରୁଛନ୍ତି । ରୋଡ ଟ୍ୟାକ୍ସ ଛାଡ ସହ ସବସିଡି ଦେଇ ଲୋକଙ୍କୁ ବୈଦ୍ୟୁତିକ ଯାନ ବ୍ୟବହାର କରିବାକୁ ସରକାର ଆକର୍ଷିତ…

ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ: ୬ ଜୀବନ୍ତ ଦଗ୍ଧ

ସିକନ୍ଦରାବାଦ:ଜଳିଗଲାଳ ୩ ମହଲା କୋଠା । କୋଠା ସହ ଜୀବନ୍ତ ଦଗ୍ଧ ହୋଇଗଲେ ୬ । ଏପରି ହୃଦୟଥରା ଘଟଣା ଘଟିଛି ତେଲେଙ୍ଗାନାର ସିକନ୍ଦରାବାଦରେ । ସିକନ୍ଦରାବାଦର  ସ୍ୱପ୍ନାଲୋକ୍ କମ୍ପେ୍ଲକ୍ସର ୮ ମହଲା ବିଲ୍ଡିରେ  ଗତକାଲି ରାତିରେ ନିଆଁ ଲାଗି ଯାଇଛି । କୋଠା ଭିତରେ ଥିବା ୪ଜଣ ଯୁବତୀ ଓ ୨ଜଣ…

ଭୁଶୁଡିଲା ଶୀତଳଭଣ୍ଡାରର ଛାତ, ୮ ଶ୍ରମିକଙ୍କ ମୃତ୍ୟୁ

ସମ୍ଭଲ: ଉତ୍ତରପ୍ରଦେଶର ସମ୍ଭଲର ଚାନ୍ଦୁସି ଅଞ୍ଚଳରେ ଏକ ଶୀତଳଭଣ୍ଡାର ଭୁଶୁଡି ପଡିବାରୁ ୮ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଯାଇଥିବାବେଳେ ୧୧ ଜଣ ଶ୍ରମିକ ଆହତ ହୋଇଛନ୍ତି । ତେବେ ବର୍ତ୍ତମାନ ବି ଅଧିକାଂଶ ଶ୍ରମିକ ଭଗ୍ନ ଛାତ ତଳେ ଫସିରହିଥିବାରୁ ଏନଡିଆରଏଫ ଓ ଏସଡ଼ିଆରଏଫର ଟିମ ଉଦ୍ଧାର କାର୍ଯ୍ୟରେ…

ବଢ଼ୁଛି କରୋନା ସଂକ୍ରମଣ, ୬ଟି ରାଜ୍ୟକୁ ଚିଠି ଲେଖିଲା କେନ୍ଦ୍ର

ନୂଆଦିଲ୍ଲୀ: ଦେଶର ଅନେକ ରାଜ୍ୟରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଏହା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ୬ଟି ରାଜ୍ୟକୁ ଚିଠି ଲେଖିଛନ୍ତି। ମହାରାଷ୍ଟ୍ର, ଗୁଜରାଟ, ତେଲେଙ୍ଗାନା, ତାମିଲନାଡୁ, କେରଳ ଏବଂ କର୍ଣ୍ଣାଟକକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ଚିଠି…

ପୀଡ଼ିତାଙ୍କ ତଥ୍ୟ ଦେବାକୁ ରାହୁଲ ଗାନ୍ଧୀଙ୍କୁ ନୋଟିସ, କଂଗ୍ରେସ କହିଲା ‘ଡାର୍ଟି ପଲିଟିକ୍ସ’

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଟ୍ୱିଟ୍କୁ ନେଇ ଦିଲ୍ଲୀ ପୋଲିସ ନୋଟିସ୍ ଜାରି କରିଛି। ଏହାପରେ କଂଗ୍ରେସ ଜବବା ରଖି କହିଛି, ଶାସକ ଦଳ ଏକ ଖରାପ ରାଜନୀତି ଆରମ୍ଭ କରିଛି। ମୋଦୀ ସରକାରକୁ ଟାର୍ଗେଟ କରି କଂଗ୍ରେସ କହିଛି, 'ଭାରତ ଯୋଡ଼ୋ' ଯାତ୍ରାର ୪୫ ଦିନ ପରେ ରାହୁଲ…