Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବୀରଭୂମରେ ବିଳମ୍ବିତ ରାତିରେ ବିସ୍ପୋରଣ, ଜଣେ ଗୁରୁତର ଅନ୍ୟ ଜଣଙ୍କର ମୃତ୍ୟୁ

କୋଲକାତା: ପଶ୍ଚିମବଙ୍ଗରେ ଆସନ୍ତାମାସ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ରହିଛି । ଏହା ପୂର୍ବରୁ ବୀରଭୂମ ଜିଲ୍ଲାରେ ବିଳମ୍ବିତ ରାତିରେ ବୋମା ବିସ୍ଫୋରଣ ଘଟିଛି। ଏହି ବୋମା ବିସ୍ଫୋରଣରେ ମରଗ୍ରାମ ପଞ୍ଚାୟତର ଜଣେ ଟିଏମସି ନେତାଙ୍କ ଭାଇ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ଜଣେ ପ୍ରାଣ…

ଟେବୁଲ କଭର ଡ଼ିଜାଇନ ଡ଼୍ରେସ ପିନ୍ଧି ରାମ୍ପରେ ଚାଲିଲେ ମଡ଼େଲ

ଟିଭି, ସୋସିଆଲ ମିଡିଆ କିମ୍ବା ସାମ୍ନାରେ ଆପଣ ଅନେକ ଥର ଫ୍ୟାଶନ ସୋ’ର ଦୃଶ୍ୟ ଦେଖିଥିବେ । ଯେଉଁଥିରେ ମଡ଼େଲମାନେ ପ୍ରାୟତଃ ଡିଜାଇନରଙ୍କ ଦ୍ୱାରା ନିର୍ମିତ ବିଭିନ୍ନ ପ୍ରକାରର ପୋଷାକ ପିନ୍ଧି ରାମ୍ପ୍‌ରେ ଚାଲିଥାନ୍ତି । ଆହୁରି ବି ଦେଖିଥିବେ ଯେ, ମଡେଲମାନେ ହାଇ ହିଲ୍ ପିନ୍ଧିବା କାରଣରୁ…

ପ୍ରେସ ମିଟରେ କାନ୍ଦି ପକାଇଲେ ଉଷା

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ସଭାପତି ପିଟି ଉଷା ଏଠାରେ ଅନୁଷ୍ଠିତ ଏକ ପ୍ରେସ କନଫେରେନ୍ସରେ କାନ୍ଦି ପକାଇଥିଲେ । କେରଳର କୋଝିକୋଡରେ ତାଙ୍କ ଦ୍ୱାରା ନିର୍ମିତ ଉଷା ସ୍କୁଲ ଅଫ ଆଥଲେଟିକ୍ସ ଅବୈଧ ଭାବେ ନିର୍ମାଣ କରିବା ଅଭିଯୋଗ ଆସିଛି । ଏକାଡେମୀର ଜମିରେ ସ୍ଥାନୀୟ…

ମାଆ ହେବେ ଟ୍ରାନ୍ସଜେଣ୍ଡର: ଭାରତରେ ପ୍ରଥମ ଘଟଣା

ଭାରତୀୟ ଟ୍ରାନ୍ସଜେଣ୍ଡର ଦମ୍ପତ୍ତି ଏବେ ସାରା ବିଶ୍ୱରେ ଚର୍ଚ୍ଚାରେ ଅଛନ୍ତି । କାରଣ ହେଲା ସେମାନଙ୍କ ଭିତରୁ ଜଣେ ମାଆ ହେବାକୁ ଯାଉଛନ୍ତି । ନିଜ ଗର୍ଭରେ ସେମାନେ ପାଳିବେ ନିଜ ସନ୍ତାନକୁ । ଖବର ଅନୁସାରେ, ମାର୍ଚ୍ଚ ମାସରେ ସେମାନଙ୍କର ସନ୍ତାନ ପ୍ରସବ ହେବ । ଭାରତରେ ଟ୍ରାନ୍ସଜେଣ୍ଡର…

ଆମେରିକା ଆକାଶରେ ପୁଣି ଗୁଇନ୍ଦା ବେଲୁନ; ପବନରେ ଉଡି ଯାଇଛି ବୋଲି ସଫେଇ ଦେଲା ଚାଇନା

ୱାଶିଂଟନ: ଆମେରିକା ଆକାଶରେ ପୁଣି ଉଡିଲା ଚାଇନା ପଠାଇଥିବା ଗୋଇନ୍ଦା ବେଲୁନ । ୨ ଥର ପାଇଁ ନିଜ ଆକାଶରେ ଏପରି ବେଲୁନ ଦେଖି ଆମେରିକା ପ୍ରତିରକ୍ଷା ମନ୍ତ୍ରାଳୟ ପେଣ୍ଟାଗନ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ପେଣ୍ଟାଗନ ପକ୍ଷରୁ କୁହାଯାଇଛି, ଲାଟିନ ଲାଟିନ ଆମେରିକା ଆକାଶରେ ଠାବ…

ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ପରିବର୍ତନ

ନୂଆଦିଲ୍ଲୀ: ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟାରେ ସେନା ପକ୍ଷରୁ ବ୍ୟାପକ ପରିବର୍ତନ କରାଯାଇଛି । ନୂତନ ନିୟମ ଅନୁସାରେ ଇଚ୍ଛୁକ ପ୍ରାର୍ଥୀମାନେ ଅନଲାଇନରେ ଏକ ସାଧାରଣ ପ୍ରବେଶିକା ପରୀକ୍ଷା ଦେବେ । ଏହା ପରେ ନିଯୁକ୍ତି ରାଲୀରେ ଫିଜିକାଲ ଫିଟନେସ ଦେଖାଯିବ । ପୂର୍ବରୁ ପ୍ରଥମେ ଅଗ୍ନିବୀର…

ଦୁନିଆର ସବୁଠୁ ବୟସ୍କ କୁକୁର, ବୟସ ୩୦ ବର୍ଷ ୨୬୬ ଦିନ

ଲିସବନ(ପର୍ତ୍ତୁଗାଲ):  ଯଦି ଆପଣକୁ ପଚରାଯାଏ ଦୁନିଆର ସବୁଠୁ ବୟସ୍କ କୁକୁର ଦେଖିଛନ୍ତି କି, ଏହାର ଉତ୍ତର ବୋଧହୁଏ ଆପଣ ଦେଇ ପାରିବେ ନାହିଁ । ତାହାଲେ ଆସନ୍ତୁ ଜାଣିବା ସର୍ବପୁରାତନ କୁକୁର ବିଷୟରେ । ସବୁଠୁ ବୟସ୍କ କୁକୁରର ନାଁ ହେଉଛି ବୋବି । ବୟସ ପାଇଁ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ…

ବିଚିତ୍ର ଗାଁ, ବିବାହ ପରେ ଝିଅ ଯାଏନା ଶାଶୂ ଘର

ଲକ୍ଷ୍ନୌ: ସାଧାରଣତଃ ଝିଅମାନେ ବିବାହ ପରେ ନିଜ ଶାଶୂ ଘରକୁ ଯାଆନ୍ତି । ବାକି ଜୀବନ ସେଠାରେ ବିତାଇଥା’ନ୍ତି । କିନ୍ତୁ ଆମ ଦେଶରେ ଏମିତି ଏକ ଜାଗା ଅଛି ଯେଉଁଠାରେ ବିବାହ ପରେ ଝିଅମାନେ ନିଜ ଶାଶୂ ଘରକୁ ଯାଆନ୍ତି ନାହିଁ ବରଂ ଜ୍ୱାଇଁ ଝିଅ ଘରେ ରହିଥାନ୍ତି । ଉତ୍ତରପ୍ରଦେଶର କୌଶଂମ୍ବୀ…

ରାଜାଙ୍କ କାର ସଉକ: ଉଦୟପୁର ରାଜପ୍ରାସାଦରେ ଶୋଭା ପାଉଛି ବହୁ ପୁରୁଣା କାର

ରାଜସ୍ଥାନ: ଭାରତରେ ବିଭିନ୍ନ ସମୟରେ ଶାସନକ୍ଷମତାରେ ଥିବା ରାଜରାଜୁଡ଼ାମାନଙ୍କର ଅନେକ ସଉକ ଥିବା ନଜରକୁ ଆସେ । ଯେମିତି କିଛି ରାଜାଙ୍କର ରାଜପ୍ରାସାଦ ନିର୍ମାଣ କରିବା ସଉକ ଥିବା ବେଳେ ଅନ୍ୟ କିଛି ରାଜାଙ୍କ ଶୀକାର ସଉକ, କିଛି କିଛି ରାଜାଙ୍କର ବିଦେଶରୁ ବିଭିନ୍ନ ପ୍ରକାର ସାମଗ୍ରୀ ସଂଗ୍ରହ…

ନିର୍ମଳାଙ୍କ ବଜେଟକୁ ତାଲିବାନ ସରକାରର ଭୁରି ପ୍ରଶଂସା

କାବୁଲ: କେନ୍ଦ୍ର ବଜେଟକୁ ନେଇ ବିରୋଧୀ ମୋଦି ସରକାରଙ୍କୁ ଘେରିଥିବାବେଳେ ଆଫଗାନିସ୍ତାନର ତାଲିବାନ ସରକାର ଏହାକୁ ଭୁରି ଭୁରି ପ୍ରଶଂସା କରିଛି । କେନ୍ଦ୍ର ବଜେଟ ୨୦୨୩-୨୪କୁ ସ୍ୱାଗତ କରିବା ସହ ତାଲିବାନ ସରକାର କହିଛି ଏହି ବଜେଟରେ ଆଫଗାନିସ୍ତାନ ପାଇଁ ସହାୟତା ଘୋଷଣା କରିଛି ଯାହା ଦୁଇ…