Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅଙ୍କିତ ବଲିୟାଁ ହତ୍ୟା ମାମଲା; ୨ ଶୁଟରଙ୍କୁ ଏନକାଉଣ୍ଟର କଲା STF 

ହରିୟାଣା: ହରିୟାଣାର ଗାୟକ ଅଙ୍କିତ ବଲିୟାଁଙ୍କ ହତ୍ୟା ମାମଲାରେ ଶାମଲି ପୋଲିସ ଦୁଇ ସନ୍ଦିଗ୍ଧଙ୍କୁ ଏନକାଉଣ୍ଟରରେ ନିପାତ କରିଛି। ସନ୍ଦିଗ୍ଧ ବ୍ୟକ୍ତିମାନେ ସୁମିତ ଏବଂ ମୋହିତ ବୋଲି କୁହାଯାଉଛି।ଏନକାଉଣ୍ଟରରେ ଦୁଇ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିବା ଜଣାପଡିଛି। ଏହି ଅପରେସନ ଉତ୍ତର…

୨୬ତମ ଏସସିଓ ସମ୍ମିଳନୀ: ଦୁଇ ଦିନିଆ ଗସ୍ତରେ ଯାଇ କିର୍ଗିଜସ୍ତାନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ

ବିଶକେକ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଦୁଇ ଦିନିଆ କିର୍ଗିଜସ୍ତାନ ଗସ୍ତରେ ଯାଇ ସେଠାକାର ରାଜଧାନୀ ବିଶକେକ୍ ଠାରେ ପହଞ୍ଚିଛନ୍ତି । ଏହି ବହୁ ପ୍ରତୀକ୍ଷିତ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ୨୬ତମ ଶାଙ୍ଘାଇ ସହଯୋଗ ସଙ୍ଗଠନ ଶିଖର ସମ୍ମିଳନୀରେ ଯୋଗଦାନ । ବିଶକେକ ଅନ୍ତର୍ଜାତୀୟ…

ଆମେରିକାର ଅଚାନକ ଆକ୍ରମଣ ପରେ ରାଗିଲା ଇରାନ, କଡ଼ା ଜବାବ ଦିଆଯିବ ବୋଲି ଖୋଲା ଚେତାବନୀ

ୱାଶିଂଟନ୍/ତେହେରାନ: ମଧ୍ୟପ୍ରାଚ୍ୟରେ ପୁଣିଥରେ ଯୁଦ୍ଧର କଳାବାଦଲ ଘୋଟି ଆସିଛି । ଆମେରିକା ଏବଂ ଇରାନ ମଧ୍ୟରେ ଦୀର୍ଘ ଦିନ ଧରି ଲାଗି ରହିଥିବା ତିକ୍ତତା ଏବେ ଏକ ଭୟଙ୍କର ରୂପ ନେଇଛି । ସଦ୍ୟପ୍ରାପ୍ତ ସୂଚନା ଅନୁଯାୟୀ, ଆମେରିକୀୟ ସେନା ପକ୍ଷରୁ ଇରାନର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ 'ଲାରାକ୍…

ସୀମାରେ ବିଏସଏଫର ବଡ଼ ଆକ୍ସନ : ଟାର୍ଗେଟରେ ଗୋରୁ ମାଫିଆ

ବାଂଲାଦେଶ : ସୀମାରେ ସୁରକ୍ଷା ବାହିନୀର ବଡ ଆକ୍ସନ। ଭାରତ-ବାଂଲାଦେଶ ସୀମାନ୍ତ ହବିଗଞ୍ଜ ଜିଲ୍ଲା ଚୁନାରୁଘାଟର ସୀମାରେ ଭାରତୀୟ ସୀମା ସୁରକ୍ଷା ବଳର ଗୁଳିଚାଳନାରେ ଜଣେ ବାଂଲାଦେଶୀ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ନାମ ସୋହାଗ ମିଆଁ (୨୦) ବୋଲି ସୂଚନା ମିଳିଛି। ବାଂଲାଦେଶ ଗଣମାଧ୍ଯମ…

Pakistan-based terrorists:ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ଡିଜିଟାଲ୍ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ;ଗୁପ୍ତ ବାର୍ତ୍ତା…

ନୂଆଦିଲ୍ଲୀ:ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀ ହେଣ୍ଡଲରଙ୍କର ଏକ ନୂତନ ଡିଜିଟାଲ୍ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ ହୋଇଛି। ସୁରକ୍ଷା ଏଜେନ୍ସିଗୁଡ଼ିକ ଆତଙ୍କବାଦୀ ଏବଂ ସେମାନଙ୍କର ହ୍ୟାଣ୍ଡଲରମାନଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଏକ ନୂତନ କାର୍ଯ୍ୟ କୌଶଳର ପର୍ଦ୍ଦାଫାସ କରିଛନ୍ତି; ଏହି…

ସମୁଦ୍ର ମଝିରେ ବଡ଼ ଦୁର୍ଘଟଣା: ଓଲଟି ପଡ଼ିଲା ଜାହାଜ: ୭ ମୃତ, ନିଖୋଜ ଅଛନ୍ତି ୨୩ରୁ ଅଧିକ ଯାତ୍ରୀ

ନିକୋସିଆ: ଉତ୍ତର ସାଇପ୍ରସ ଉପକୂଳରେ ରବିବାର ଏକ ବଡ଼ ଧରଣର ନୌ-ଦୁର୍ଘଟଣା ଘଟିଛି। କାଇରେନିଆ ବନ୍ଦରରୁ ତୁର୍କୀର ମର୍ସିନ ପ୍ରଦେଶ ଅନ୍ତର୍ଗତ ତାସୁକୁ ବନ୍ଦର ଅଭିମୁଖେ ଯାଉଥିବା ଏକ କାଟାମାରାନ-ଶୈଳୀର ଯାତ୍ରୀବାହୀ ଜାହାଜ ବା ଫେରି ମଝି ସମୁଦ୍ରରେ ଓଲଟି ପଡ଼ିଛି । ଏହି ଭୟାବହ ଦୁର୍ଘଟଣାରେ…

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୂର୍ବତନ ଏଡିସି ମେଜର ରିଷଭଙ୍କ ଅଚାନକ ଅବସର ଘୋଷଣା: ଜାଣନ୍ତୁ ସମ୍ପୂର୍ଣ୍ଣ କାରଣ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଏଡିସି ଭାବେ କାର୍ଯ୍ୟ କରିବା ସମୟରେ ଇଣ୍ଟରନେଟରେ ବେଶ ଲୋକପ୍ରିୟତା ହାସଲ କରିଥିବା ମେଜର ରିଷଭ ସିଂହ ସାମ୍ବ୍ୟାଲ ଭାରତୀୟ ସେନାରୁ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିଛନ୍ତି । ସୋସିଆଲ ମିଡିଆରେ 'ନ୍ୟାସନାଲ କ୍ରସ୍' ଭାବେ ପରିଚିତ ଏହି ଯୁବ ଅଫିସର…

ବର୍ଷକୁ ଦେଢ଼ ଲକ୍ଷ ଟଙ୍କା ଜମା କରି ପାଆନ୍ତୁ ୧ କୋଟି: PPF ଖାତାଧାରୀଙ୍କ ପାଇଁ ଜବରଦସ୍ତ ଟ୍ରିକ୍

ନୂଆଦିଲ୍ଲୀ: ବିନା କୌଣସି ରିସ୍କରେ ଯଦି ଆପଣ କୋଟିପତି ହେବାକୁ ଚାହୁଁଛନ୍ତି, ତେବେ ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ବା ପିପିଏଫ୍ ଆପଣଙ୍କ ପାଇଁ ଏକ ଶ୍ରେଷ୍ଠ ବିକଳ୍ପ ସାବ୍ୟସ୍ତ ହୋଇପାରେ । ସେୟାର ବଜାରର ଅସ୍ଥିରତା ଠାରୁ ଦୂରରେ ରହି ନିରାପଦ ନିବେଶ ଖୋଜୁଥିବା ଲୋକଙ୍କ ପାଇଁ ପିପିଏଫ୍ ସବୁଠାରୁ…

ମଧ୍ୟାହ୍ନ ଭୋଜନ ନାଁରେ ପିଲାଙ୍କ ଜୀବନ ସହ ଖେଳ! ସ୍କୁଲର ଅବସ୍ଥା ଦେଖି ସରକାରଙ୍କୁ ସିଜେପିର ଚେତାବନୀ

ହିଙ୍ଗୋଲି: ଦେଶର ସରକାରୀ ସ୍କୁଲଗୁଡ଼ିକର ଦୁରାବସ୍ଥା ଏବଂ ମଧ୍ୟାହ୍ନ ଭୋଜନରେ ଚାଲିଥିବା ବ୍ୟାପକ ଅବହେଳାର ଏକ ସାଂଘାତିକ ଚିତ୍ର ମହାରାଷ୍ଟ୍ରର ହିଙ୍ଗୋଲି ଜିଲ୍ଲାରୁ ସାମ୍ନାକୁ ଆସିଛି । ସ୍କୁଲ ପିଲାମାନଙ୍କୁ ପ୍ରତିଦିନ ଦିଆଯାଉଥିବା ଖାଦ୍ୟରେ ମିଆଦ ପୂରିଯାଇଥିବା ବା ଏକ୍ସପାୟାରି…

ନେତ୍ୟାନ୍ୟାହୁଙ୍କ ପୁଅଙ୍କୁ ହତ୍ୟା ଧମକ : ଆମେରିକାରୁ ସ୍ଥାନାନ୍ତର

ଇସ୍ରାଏଲ: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ବଡ଼ ପୁଅ ୟାଏର୍ ନେତାନ୍ୟାହୁଙ୍କୁ ଜୀବନପ୍ରତି ବିପଦ ଥିବା ଦର୍ଶାଇ ଆମେରିକାରୁ ତୁରନ୍ତ ଇସ୍ରାଏଲ୍ ଫେରାଇ ଅଣାଯାଇଛି। ଇସ୍ରାଏଲର ଆଭ୍ୟନ୍ତରୀଣ ସୁରକ୍ଷା ଏଜେନ୍ସି 'ସିନ୍ ବେଟ୍' ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି।…