Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଝାଡଖଣ୍ଡ ଅଭିନେତ୍ରୀଙ୍କୁ ହାୱାଡାରେ ଗୁଳି କରି ହତ୍ୟା

କୋଲକାତା: ତୁନୀଷା ଶର୍ମାଙ୍କ ଆତ୍ମହତ୍ୟା ପରେ ଚଳିତ ବର୍ଷ ଶେଷ ଭାଗରେ ଆଉ ଏକ ଦୁଃଖଦ ଖବର ହସ୍ତଗତ ହୋଇଛି । ଝାଡଖଣ୍ଡର ଲୋକପ୍ରିୟ ଅଭିନେତ୍ରୀ ରିୟା କୁମାରୀଙ୍କୁ ହାୱାଡାରେ ଗୁଳି କରି ହତ୍ୟା କରାଯାଇଛି । ସେ ତାଙ୍କ ପରିବାର ସହ ହାୱାଡା ଦେଇ କୋଲକାତା ଯାଉଥିଲେ । ତାଙ୍କ ସହ ସ୍ୱାମୀ ପ୍ରକାଶ…

ଡାକ୍ତରଖାନାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମା’ ହୀରାବେନ

ଅହମଦାବାଦ: ଅସୁସ୍ଥ ହୋଇପଡ଼ିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ ।  ତାଙ୍କୁ ତୁରନ୍ତ ଅହମଦାବାଦର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସକାଳୁ ସକାଳୁ ୯୯ ବର୍ଷୀୟ ହୀରାବେନଙ୍କ ଶ୍ୱାସକ୍ରିୟାରେ  ସମସ୍ୟା ଦେଖା ଦେଇଥିଲା ।  ସାଙ୍ଗେ ସାଙ୍ଗେ ତାଙ୍କୁ ୟୁଏନ ମେହତା…

ମୋଦିଙ୍କ ସ୍ୱାସ୍ଥ୍ୟସେବାରେ ନବୀନ ଅନ୍ତରାୟ-ନଡ୍ଡା

ତୁମୁଡିବନ୍ଧ: ଓଡ଼ିଶାରେ ବିଜେପି ଜାତୀୟ ଅଧ୍ୟକ୍ଷ ଜେ ପି ନଡ୍ଡା । ତୁମୁଡିବନ୍ଧଠାରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରି ବିଜେଡି ସରକାରକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଆୟୁଷ୍ମାନ ଯୋଜନାରୁ ଓଡ଼ିଶାକୁ ବଞ୍ଚିତ କରିଛନ୍ତି ନବୀନ ସରକାର । ମୋଦିଙ୍କ ସ୍ୱାସ୍ଥ୍ୟସେବାରେ ନବୀନ ଅନ୍ତରାୟ…

ପପ୍ପୁଙ୍କୁ ନେଇ ମୁହଁ ଖୋଲିଲେ ରାହୁଲ: କହିଲେ, ମୋ ଦାଦିଙ୍କୁ ବି ଗୁଙ୍ଗି ଗୁଡିଆ କହୁଥିଲେ

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ପପୁଙ୍କୁ ନେଇ ମୁହଁ ଖୋଲିଲେ କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀ । ପପ୍ପୁ ଶବ୍ଦ ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ।  ସମସ୍ତେ ଜାଣନ୍ତି, ରାହୁଲ ଗାନ୍ଧୀଙ୍କୁ ପପ୍ପୁ କହି ବିରୋଧୀମାନେ ତାଙ୍କୁ ଥଟ୍ଟା କରିଥାନ୍ତି । ଏହା  ଉପରେ ପ୍ରଥମ ଥର ପାଇଁ…

ରୂପକୁମାରଙ୍କ ଆଉ ଏକ ଖୁଲାସା:ଲାଗୁଥିଲା ସୁଶାନ୍ତଙ୍କ ଆଖିକୁ କିଏ ମୁଥା ମାରିଛି, ଭୟରେ କହି ନ ଥିଲି

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ଏବେ ନୂଆ ମୋଡ ନେଇଛି । ପୋଷ୍ଟମର୍ଟମ ଷ୍ଟାଫ ରୂପକୁମାର ଶାହ ବୁଧବାର ଆଉ ଏକ ଖୁଲାସା କରିଛନ୍ତି । ସୁଶାନ୍ତଙ୍କ ଶବ ଯେତେବେଳେ ପୋଷ୍ଟମର୍ଟମ ପାଇଁ ଅଣା ଯାଇଥିଲା ସେତେବେଳେ ତାଙ୍କ ଆଖିରେ ଆଘାତ ଲାଗିଥିବା ସ୍ପଷ୍ଟ ଭାବେ ଜଣା ପଡୁଥିଲା । ସତେ…

ଜମ୍ମୁ କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା; ଟଳିଲେ ତିନି ଆତଙ୍କୀ

ଶ୍ରୀନଗର: ଜମ୍ମୁ କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ମିଳିଲା ବଡ ସଫଳତା । ସୁରକ୍ଷା କର୍ମୀଙ୍କ ଗୁଳିରେ ଟଳିଛନ୍ତି ୩ ଆତଙ୍କୀ । ଜମ୍ମୁର ସିଧରା ଅଞ୍ଚଳରେ ସୁରକ୍ଷା କର୍ମୀଙ୍କ ଏନକାଉଣ୍ଟରରେ ୩ ଆତଙ୍କୀ ନିପାତ ହୋଇଛନ୍ତି । ଏହି ତିନିଜଣ ଆତଙ୍କୀ ଟ୍ରକରେ ସୀମା ପାର କରି କାଶ୍ମୀର ଆସୁଥିଲେ ।…

କମିବ ପ୍ଲାଷ୍ଟିକ ପ୍ରଦୂଷଣ: ପାଣି ପିଇ ବୋତଲ ଖାଇବେ

ନୂଆଦିଲ୍ଲୀ: ଏଣିକି କମିଯିବ ପ୍ଲାଷ୍ଟିକ ପ୍ରଦୂଷଣ । ପ୍ଲାଷ୍ଟିକ ଅଳିଆକୁ ନେଇ ଚିନ୍ତା କରିବାର ଦିନ ଶେଷ ହୋଇ ଆସିଲା । ପ୍ଲାଷ୍ଟିକ  ଆବର୍ଜନା ମଧ୍ୟରେ ସବୁଠାରୁ ବଡ ଅଳିଆ ଥିଲା ପାଣି ବୋତଲ । ହେଲେ ଏଣିକି ପ୍ଲାଷ୍ଟିକ ବୋତଲ ପାଇଁ ପ୍ରଦୂଷିତ ହେବନି ମାଟି କି ପାଣି । କାରଣ ଏଣିକି ଏମିତି…

ଆମେରିକାରେ ଦୂତାବାସ ବିକ୍ରି କରିବ ପାକିସ୍ତାନ, ନିଲାମ ଡାକିଛନ୍ତି ଏହି ସବୁ ଦେଶର ବ୍ୟବସାୟୀ

ୱାଶିଂଟନ୍: ପାକିସ୍ତାନ ଆମେରିକାର ରାଜଧାନୀ ୱାଶିଂଟନ୍ ଡିସିରେ ଥିବା ଦୂତାବାସର ପୁରୁଣା ଭଙ୍ଗା କୋଠା ବିକ୍ରି କରୁଛି। ଏଭଳି ପରିସ୍ଥିତିରେ ଋଣ ଜନ୍ତାରେ ପୁଡି କାଙ୍ଗଳ ପରିସ୍ଥିତିରେ ଥିବା ପାକିସ୍ତାନକୁ ବଡ ଅଫର ମଧ୍ୟ ଆସିଛି। ଜଣେ ଭାରତୀୟ ଏବଂ ପାକିସ୍ତାନୀ ବ୍ୟକ୍ତି ଏହି କୋଠା କିଣିବା…

କୋଭିଡ୍ ଚିନ୍ତା: ମଙ୍ଗଳବାର ସାରା ଦେଶରେ ଥିବା ହସ୍ପିଟାଲରେ ହେଲା ମକଡ୍ରିଲ୍

ନୂଆଦିଲ୍ଲୀ: କରୋନାର ଦ୍ବିତୀୟ ଲହର ବେଳେ ହୋଇଥିବା ତ୍ରୁଟିକୁ ସୁଧାରିବାକୁ କେନ୍ଦ୍ର ସରକାର ସମ୍ଭାବ୍ୟ କରୋନା ଲହରକୁ ଦେଖି ସାରା ଦେଶରେ ଥିବା ହସ୍ପିଟାଲ ଗୁଡିକରେ କରୋନା ପାଇଁ ମକଡ୍ରିଲ କରାଇଛନ୍ତି କେନ୍ଦ୍ର ସରକାର। ମଙ୍ଗଳବାର ଦେଶର ବିଭିନ୍ନ ଡାକ୍ତରଖାନାରେ ମକ୍ ଡ୍ରିଲ୍ କରାଯାଇଛି।…

ଔଷଧର ମାନ ଠିକ ଅଛି କି ନାହିଁ ଔଷଧ ନିର୍ମାଣ ସଂସ୍ଥା ଉପରେ କେନ୍ଦ୍ର ଓ ରାଜ୍ୟର ନିରୀକ୍ଷଣ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ, ରସାୟନ ଓ ସାର ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରୀୟ ଔଷଧମାନ ନିୟନ୍ତ୍ରଣ ସଂଗଠନ (ସିଡିଏସସିଓ) ରାଜ୍ୟ ଔଷଧ ନିୟନ୍ତ୍ରଣ ପ୍ରଶାସନ ସହ କେତେକ ଚିହ୍ନିତ ଔଷଧ ନିର୍ମାଣକାରୀ ସଂସ୍ଥା ଉପରେ ମିଳିତ ତଦନ୍ତ ଜାରି ରଖିଛନ୍ତି। ଏସ୍‌ଓପି…