Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୧୦ଟି ସନ୍ତାନ ଜନ୍ମ କଲେ ପୁରସ୍କାର ଦେବେ ପୁଟିନ

ମସ୍କୋ: ଜନସଂଖ୍ୟାର ବିସ୍ପୋରଣ ବିଶ୍ବ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି । ଜାତିସଂଘର ତଥ୍ୟରୁ ଜଣାପଡିଛି ଯେ ୨୦୨୦ ସୁଦ୍ଧା ବିଶ୍ବର ଜନସଂଖ୍ୟା ୭.୭ ବିଲିୟନ( ୭୭୫.୨୮ କୋଟିରୁ ଅଧିକ ) ଅତିକ୍ରମ କରିଛି। ୨୦୫୦ ବେଳକୁ ବିଶ୍ବର ଜନସଂଖ୍ୟା ପ୍ରାୟ ୯.୮ ବିଲିୟନ ହୋଇଯାଇଥିବ। ଜନସଂଖ୍ୟା ବୃଦ୍ଧି…

ଜବଲପୁରର ଆରଟିଓ ନା କୁବେର ରାଜା

ଭୋପାଳ:  ମଧ୍ୟପ୍ରଦେଶ ରାଜ୍ୟର ଜବଲପୁରରେ ଆରଟିଓ ଅଫିସରଙ୍କ ଘରୁ  ମିଳିଛି କୁବେରଙ୍କ ସମ୍ପତ୍ତି । ଆମେ ଏହି ଆରଟିଓ ଅଫିସରଙ୍କୁ କୁବେର ଏଥିପାଇଁ କହୁଛୁ ଯେତେବେଳେ ଅୟଠାରୁ ଅଧିକ ସମ୍ପତ୍ତି ମାମଲାରେ ଜବଲପୁର ଆରଟିଓ ସନ୍ତୋଷ  ପାଲ ସିଂଙ୍କ ଘରେ ଇଓଡବ୍ଲୁ ଚଢାଉ କରିଥିଲା, ସେତେବେଳେ ସମସ୍ତେ…

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଇଁ ଉତ୍ସବମୁଖର ମଥୁରା, ସାରା ଭାରତ

ଆଜି  ଭଗବାନ କୃଷ୍ଣଙ୍କ ଜନ୍ମଦିନ । ଏଥିପାଇଁ ରାଧାକୃଷ୍ଣଙ୍କ ମନ୍ଦିରରେ ସମସ୍ତ ପ୍ରସ୍ତୁତି ସରିଛି ।  ରୋହିଣୀ ନକ୍ଷତ୍ରର ଅଷ୍ଟମୀ ତିଥିରେ ଜନ୍ମ ହୋଇଥିଲେ ଭଗବାନ ଶ୍ରୀକୃଷ୍ଣ । ଦେଶ ତଥା ବିଦେଶରେ ରହୁଥିବା କୋଟି କୋଟି କୃଷ୍ଣ ଭକ୍ତ ଆସନ୍ତାକାଲି କୃଷ୍ଣ ଜନ୍ମାଷ୍ଟମୀ ପାଳନ କରୁଛନ୍ତି ।…

୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱଳ୍ପ ଅବଧି କୃଷି ଋଣ ଉପରେ ମିଳିବ ବାର୍ଷିକ ୧.୫ ପ୍ରତିଶତ ସୁଧ ରିହାତି

ନୂଆଦିଲ୍ଲୀ: କୃଷକମାନଙ୍କ ପାଇଁ ଭଲ ଖବର । ଏଣିକି ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱଳ୍ପ ଅବଧିର କୃଷି ଋଣ ଉପରେ ବାର୍ଷିକ ୧.୫ ପ୍ରତିଶତ ସୁଧ ରିହାତି ଯୋଗାଇ ଦେବେ କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସବୁ ଋଣ…

ଅଟ୍ଟାରୀ ବର୍ଡର ନିକଟରେ ୯୦୦ ଗ୍ରାମ ଆରଡିଏକ୍ସ ଜବତ, ବଡ ଧରଣର ଷଡଯନ୍ତ୍ର ବିଫଳ

ଅଟ୍ଟାରୀ: ପଞ୍ଜାବର ଅଟ୍ଟାରୀ ସୀମା ନିକଟରେ ଆତଙ୍କବାଦୀଙ୍କ ଏକ ବଡ ଷଡଯନ୍ତ୍ରକୁ ସୁରକ୍ଷାକର୍ମୀମାନେ ବିଫଳ କରିଛନ୍ତି । ବୁଧବାର ଆଫଗାନିସ୍ତାନରୁ ଆସୁଥିବା ଏକ ଟ୍ରକରେ ୯୦୦ ଗ୍ରାମର ଆରଡିଏକ୍ସ ଜବତ କରାଯାଇଥିଲା । ଡ୍ରାଇ ଫ୍ରୁଟ ନେଇ ଆସୁଥିବା ଏହି ଟ୍ରକକୁ ସ୍କାନ କରାଯିବା ବେଳେ ଏଥିରେ…

ଡୋଭାଲଙ୍କ ସୁରକ୍ଷାରେ ତ୍ରୁଟି: ହଟିଲେ ୩ ସିଏସଏଫ କମାଣ୍ଡୋ

ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ବାସଭବନରେ ସୁରକ୍ଷା ବ୍ୟବସ୍ଥା ଅବହେଳା ନେଇ କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଦାୟିତ୍ୱହୀନତା ନେଇ ୩ଜଣ ସିଏସଏଫ କମାଣ୍ଡୋଙ୍କୁ ହଟାଯାଇଥିବା ବେଳେ ଜଣେ ଡିଜି ଏବଂ କମାଣ୍ଡାଂଟ ର‌୍ୟାଙ୍କର ଅଧିକାରୀଙ୍କୁ ବଦଳି…

ରୋହିଙ୍ଗ୍ୟାଙ୍କୁ ଫ୍ଲାଟରେ ରଖିବା ନେଇ ବିବାଦ ଭିତରେ ଗୃହ ମନ୍ତ୍ରାଳୟ ରଖିଲା ସ୍ପଷ୍ଟୀକରଣ

ନୂଆଦିଲ୍ଲୀ: ରୋହିଙ୍ଗ୍ୟାଙ୍କୁ ଫ୍ଲାଟରେ ରହିବାକୁ ସ୍ଥାନ ଦିଆଯିବ। କେନ୍ଦ୍ର ସରକାର ଏପରି ଏକ ନିଷ୍ପତ୍ତି ନେଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ଟ୍ୱିଟ୍ କରି କହିଥିଲେ। ଯାହାକୁ ନେଇ ଆମ୍ ଆଦମୀ ପାର୍ଟି, ବିଶ୍ୱ ହିନ୍ଦୁ ପରିଷଦ ଆପତ୍ତି ଉଠାଇଥିଲେ। ବିବାଦ ବଢୁଥିବା ଦେଖି…

ବିଜେପି ସଂସଦୀୟ ବୋର୍ଡରୁ ଗଡକରୀ, ଶିରରାଜ ଆଉଟ୍; ଯୋଗୀ, ଧର୍ମେନ୍ଦ୍ର ?

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ବୁଧବାର ଏହାର ନୂଆ ସଂସଦୀୟ ବୋର୍ଡ ଏବଂ ନିର୍ବାଚନ କମିଟି ଗଠନ କରିଛି। ବିଜେପିର ଏହି ସଂସଦୀୟ ବୋର୍ଡରେ ମୋଟ୍ ୧୧ ଜଣ ନେତାଙ୍କୁ ସ୍ଥାନ ଦିଆଯାଇଛି। ଏହା ସହିତ ସଂସଦୀୟ ବୋର୍ଡରେ ବିଜେପିର ତିନି ନୂଆ ଚେହେରା ମଧ୍ୟ ସାମିଲ କରାଯାଇଛି। ଏହା ସହିତ କେନ୍ଦ୍ର…

ରୋହିଙ୍ଗ୍ୟା ପ୍ରସଙ୍ଗରେ ସରକାରଙ୍କ ବଡ଼ ନିଷ୍ପତ୍ତି: ଖୁବଶୀଘ୍ର ଛାତ ତଳକୁ ହେବେ ସ୍ଥାନାନ୍ତର

ନୂଆଦିଲ୍ଲୀ: ଖୋଲା ଆକାଶ ତଳେ ତମ୍ବୁ ବାନ୍ଧି ରହୁଥିବା ପ୍ରାୟ ୧,୧୦୦ ରୋହିଙ୍ଗ୍ୟା ବା ଶରଣାର୍ଥୀଙ୍କୁ ଖୁବ୍ ଶୀଘ୍ର ମୌଳିକ ସୁବିଧା ଏବଂ ୨୪ ଘଣ୍ଟା ସୁରକ୍ଷା ବ୍ୟବସ୍ଥା ଥିବା ପକ୍କା ଘରକୁ ସ୍ଥାନାନ୍ତର କରାଯିବ। ରାଜଧାନୀ ଦିଲ୍ଲୀରେ ରୋହିଙ୍ଗ୍ୟାଙ୍କ ରହିବା ବ୍ୟବସ୍ଥାକୁ ନେଇ ଏକ ଉଚ୍ଚସ୍ତରୀୟ…

୨୧୫ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାର ଚାର୍ଜଶିଟରେ ଜ୍ୟାକଲିନଙ୍କ ନାମ !

ନୂଆଦିଲ୍ଲୀ: ୨୧୫ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇ ସୁକେଶ ଚନ୍ଦ୍ରଶେଖର ଜେଲରେ। ତଦନ୍ତକାରୀ ସଂସ୍ଥା ଇଡି ଏହି ମାମଲାର ତଦନ୍ତ କରି ଆଜି ଚାର୍ଜଶିଟ ଦାଖଲ କରିବ ବୋଲି ସୂଚନା ରହିଛି। ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ନାମ ଇଡି ଚାର୍ଜଶିଟରେ ଉଲ୍ଲେଖ କରିବ ବୋଲି…