Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରୁଷ ରାଷ୍ଟ୍ରପତିଙ୍କ ଘୋଷଣା ୧୦ଟି ସନ୍ତାନ ଜନ୍ମ ଦେଲେ ମିଳିବ ୧୩ଲକ୍ଷ ଟଙ୍କା !

ମସ୍କୋ: ବିଶ୍ୱର ସର୍ବବୃହତ ଦେଶର ଜନସଂଖ୍ୟା ସଙ୍କଟ । କରୋନା ମହାମାରୀ ଏବଂ ରୁଷ-ୟୁକ୍ରେନ ଯୁଦ୍ଧ ପରେ ଦେଶ ଏବେ ନିଜର ଭବିଷ୍ୟତକୁ ନେଇ ଚିନ୍ତାରେ ରହିଛି। ଏହାପରେ ଦେଶର ଜନସଂଖ୍ୟା ବୃଦ୍ଧି ପାଇଁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ଅଜବ ନିର୍ଦ୍ଦେଶ ଦେଇଛନ୍ତି। ପୁଟିନ୍ ମହିଳାମାନଙ୍କୁ ୧୦ଟି…

ମିଛ ମାମଲାରେ ଫସୁଥିବା ଲୋକଙ୍କୁ କ୍ଷତିପୂରଣ ଦିଆଯାଉ: ନିର୍ଦ୍ଦେଶ ଦେବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ:ମିଥ୍ୟା ମାମଲାରେ ଜଡିତ ଲୋକଙ୍କୁ କ୍ଷତିପୂରଣ ଦେବା ପାଇଁ ଏକ ବ୍ୟବସ୍ଥା କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ସରକାର ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେଇପାରିବେ ବୋଲି କୋର୍ଟ କହିଛନ୍ତି। ବିଜେପି ନେତା କପିଲ ମିଶ୍ର ଏବଂ ଓକିଲ ଅଶ୍ୱିନୀ ଉପାଧ୍ୟାୟଙ୍କ ଆବେଦନରେ ୨୦ ବର୍ଷ ଧରି…

ଶିକ୍ଷକ ନିଯୁକ୍ତି ଦୁର୍ନୀତି: ପୁଣି ନ୍ୟାୟିକ ହେପାଜତକୁ ଗଲେ ପାର୍ଥ ଏବଂ ଅର୍ପିତା

କୋଲକାତା: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ତଦନ୍ତ ଚାଲିଛି। ଏହି ସମୟରେ ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ତାଙ୍କର ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀ ଦୁର୍ନୀତି କରିଥିବା ଅଭିଯୋଗରେ ଜେରାର ସାମ୍ନା କରୁଛନ୍ତି। ଆଜି କୋର୍ଟ ଉଭୟଙ୍କ ନ୍ୟାୟିକ ହେପାଜତ ବା…

ନିର୍ବାଚନ କମିଶନଙ୍କୁ ଦୋଷ ଦେଲେ ଅଖିଳେଶ ଯାଦବ

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଉତ୍ତର ପ୍ରଦେଶ ବିଧାନସଭା ଏବଂ ଉପ ନିର୍ବଚାନରେ ହାରିବା ପରେ ନିର୍ବାଚନ କମିଶନଙ୍କ ଉପରେ ଦୋଷ ଦେଇଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ନିର୍ବାଚନ ଆୟୋଗଙ୍କ ଅସାଧୁତା ପାଇଁ ତାଙ୍କ ଦଳ ସରକାର ଗଠନ କରିପାରିନଥିବା ସେ ଅଭିଯୋଗ କରିଛନ୍ତି ।  ଏସପି…

ସମୁଦ୍ରରୁ ଭାସି ଆସିଥିବା ଡଙ୍ଗାରୁ ମିଳିଲା ୩ଟି ଏକେ-୪୭ ସହ ଗୁଳି

ମୁମ୍ବାଇ:  ମହାରାଷ୍ଟ୍ରର ରାୟଗଡ ଜିଲ୍ଲାର ହରିହରେଶ୍ୱର ଉପକୂଳରେ ଡଙ୍ଗାରୁ ତିନୋଟି AK-47 ଏବଂ ଗୁଳି ଜବତ କୁ ନେଇ ହାଇ ଆଲର୍ଟ ଜାରି କରାଯାଇଛି। ଏହା ପରେ ଆତଙ୍କବାଦୀ ଷଡଯନ୍ତ୍ରର ସମ୍ଭାବନା ଥିବାରୁ ପୋଲିସ ସତର୍କ ହୋଇଥିଲା । ପୋଲିସ ଏକ ଦଉଡି ସାହାଯ୍ୟରେ ଡଙ୍ଗାକୁ କୂଳକୁ ଟାଣି ଦେଖିବାକୁ…

ମୁଫତି ଡାକିଲେ ସର୍ବଦଳିୟ ବୈଠକ

ଶ୍ରୀନଗର: ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ସଭାପତି ମେହବୁବା ମୁଫତି  ସର୍ବଦଳିୟ ବୈଠକ ଡାକିଛନ୍ତି  ।  ରାଷ୍ଟ୍ରୀୟ ସମ୍ମିଳନୀ (ଏନସି) ନେତା ଫାରୁକ୍ ଅବଦୁଲ୍ଲାଙ୍କୁ ଜାମ୍ମୁ କାଶ୍ମୀରରେ ଏକ ସର୍ବଦଳୀୟ ବୈଠକ  ଡକାଇବାକୁ ମେହବୁବା ଅନୁରୋଧ କହିଛନ୍ତି। ସର୍ବଦଳୀୟ ବୈଠକ ଡକାଇବାର…

ଭାଇରାଲ ହେଲା ଆପ ବିଧାୟକ ହରମିତ ସିଂଙ୍କ ଅଶ୍ଲୀଳ ଭିଡିଓ

ସିନୌର: ପଞ୍ଜାବର ଆପ ବିଧାୟକ ହରମିତ ସିଂ ପଠାନମାଜରାଙ୍କ ଅଡୁଆ ବଢ଼ିବାରେ ଲାଗିଛି । ବୁଧବାର ତାଙ୍କ ଦ୍ୱିତୀୟ ବିବାହର ଅଭିଯୋଗ ପରେ ଏବେ ବିଧାୟକଙ୍କ ଏକ ଅଶ୍ଲୀଳ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏକ ଭିଡିଓ କଲିଂରେ ସେ ତାଙ୍କ ପ୍ରାଇଭେଟ ପାର୍ଟ ଦେଖାଉଛନ୍ତି । ଜୀରକପୁର ଥାନାରେ ପ୍ରଥମ…

ଦୁଷ୍କର୍ମ ଅଭିଯୋଗରେ ଗିରଫ ହେବେ ଶାହନବାଜ୍ ହୁସେନ

ଦିଲ୍ଲୀ: ବିଜେପିର ସଂଖ୍ୟାଲଘୁ ଚେହେରା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶାହନବାଜ୍ ହୁସେନଙ୍କୁ ଗିରଫ କରିବ ଦିଲ୍ଲୀ ପୋଲିସ । ଶାହନବାଜ୍ ହୁସୈନଙ୍କ ବିରୋଧରେ ଯଥାଶୀଘ୍ର ଦୁଷ୍କର୍ମ ମାମଲା ଦାଏର କରିବାକୁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ  । ଦିଲ୍ଲୀ…

ଭାରତ ସରକାର ବ୍ଲକ କଲେ ୮ ୟୁଟ୍ୟୁବ ଚ୍ୟାନେଲ

ନୂଆଦିଲ୍ଲୀ: ଭାରତ ସରକାର ଆଜି ପୁନର୍ବାର ଆଉ ଏକ ଡିଜିଟାଲ ଷ୍ଟ୍ରାଇକ କରିଛନ୍ତି । ଏଥିରେ ଭ୍ରମାତ୍ମକ ଖବର ପ୍ରସାରଣ କରୁଥିବା ୮ଟି ୟୁଟ୍ୟୁବ ଚ୍ୟାନେଲକୁ ବ୍ଲକ କରାଯାଇଛି । ଏଥିରେ ୭ଟି ଭାରତୀୟ ଓ ଗୋଟିଏ ପାକିସ୍ତାନୀ ଚ୍ୟାନେଲ ସାମିଲ । ଭାରତ ବିରୋଧର ଏଗୁଡିକ ମିଥ୍ୟା ଖବର ପ୍ରସାରିତ…

ମା-ପୁଅ ଏକାଠି ଯାଉଛନ୍ତି ସ୍କୁଲ; ପୁଅ ଷଷ୍ଠ, ମା ସପ୍ତମ

କାଠମାଣ୍ଡୁ: ଗୋଟିଏ ସ୍କୁଲରେ ପଢୁଛନ୍ତି ମା-ପୁଅ। ନେପାଳର ପାର୍ବତୀ ସୁନାର ପଢ଼ା ଛାଡ଼ିବାର ୧୨ ବର୍ଷ ପରେ ପୁଅ ସାଂଗରେ ଏବେ ପାଠ ପଢ଼ିବାକୁମନ ବଳାଇଛନ୍ତି। ସପ୍ତମ ଶ୍ରେଣୀରେ ନାମ ଲେଖାଇ ଦୈନିକ ପୁଅକୁ ସାଇକେଲରେ ବସାଇ ନେଉଛନ୍ତି। ବିଭିନ୍ନ ସାମାଜିକ ବ୍ୟାଧି ଯୋଗୁଁ ଅଧାରୁ ପାଠ ଛାଡୁ଼ଥିବା…