Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ୟୁକ୍ରେନ ନାଟୋରେ ସାମିଲ ହେଲେ ତୃତୀୟ ବିଶ୍ବଯୁଦ୍ଧ ଆରମ୍ଭ ହେବ: ଋଷ

ମସ୍କୋ: ଯଦି ୟୁକ୍ରେନକୁ ନାଟୋ ସଦସ୍ୟତା ପ୍ରଦାନ କରିବ ତାହେଲେ ତୃତୀୟ ବିଶ୍ୱୟୁଦ୍ଧ ହେବ। ଏପରି ଧମକ ଦେଇଛି ଋଷ।  ଋଷିଆର ସୁରକ୍ଷା ପରିଷଦର ଉପ ସଚିବ ଆଲେକଜେନଡର ଭେନେଡିକଟୋଭ (Alexander Venediktov)ଙ୍କ ଉଦ୍ଧୃତ ବୟାନରେ ବିଦେଶୀ ଗଣମାଧ୍ୟମ 'ଡେଲି ମେଲ୍'ରେ ପ୍ରକାଶ ପାଇଛି। ଯେଉଁଥିରେ…

ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଇଡି ହାତରେ ବଡ ପ୍ରମାଣ, ବର୍ଷିଲେ ମମତା

କୋଲକାତା: ଗୁରୁବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ କହିଛନ୍ତି ଯେ ସେ କେନ୍ଦ୍ରରେ କ୍ଷମତାସୀନ ହେବା ପରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ମଧ୍ୟ ସେ କହୁଥିବା କଥାକୁ ଅନୁସରଣ କରିବେ। କୋଲକାତାରେ ଏକ ସମ୍ମିଳନୀକୁ ସମ୍ବୋଧିତ କରିବା ଅବସରରେ ମମତା ଏପରି…

ସମାଲୋଚନା ପରେ ଆଲୋଚନାକୁ ସମ୍ମତି ପ୍ରକାଶ କଲା ଋଷ

ମସ୍କୋ: ନିୟର୍କରେ ବିଶ୍ବନେତାମାନେ ପୁଟିନଙ୍କ ନିଷ୍ପତ୍ତିକୁ ସମାଲୋଚନା ତଥା ନିନ୍ଦା କରିବା ପରେ ପୁଟିନ ନିଜର ନିଷ୍ପତ୍ତି ବଦଳାଇଥିବା ଚର୍ଚା ଜୋର ଧରିଛି । ଯୁଦ୍ଧ ଦ୍ବାରା ନୁହେଁ ଆଲୋଚନା ମାଧ୍ୟମରେ ମଧ୍ୟ ଲକ୍ଷ୍ୟ ମିଳିପାରିବ ବୋଲି କହିଛନ୍ତି ପୁଟିନ ସରକାରଙ୍କ ମୁଖପାତ୍ର । ମିଳିତ…

ଉନାରୁ ବାହାରି ନୂଆଦିଲ୍ଲୀରେ ପହଁଚିଲା ବନ୍ଦେ ଭାରତ ଏକ୍ସପ୍ରେସ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ଉନା ଜିଲ୍ଲାର ଅମ୍ବ ଅଂଦୌରା ରେଳ ଷ୍ଟେସନରୁ ଯାତ୍ରା ଆରମ୍ଭ କରିଥିବା ଦେଶର ଚତୁର୍ଥ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ନୂଆଦିଲ୍ଲୀରେ ପହଁଚିଛି ।  ପ୍ରଧାନମନ୍ତ୍ରୀଙ୍କ ସହିତ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର, ହିମାଚଳ ପ୍ରଦେଶର ରାଜ୍ୟପାଳ…

ଦାନ ଅର୍ଥ ସଂଗ୍ରହ କରି ବ୍ୟକ୍ତିଗତ ଖର୍ଚ କରୁଥିଲେ ରାଣା ଆୟୁବ: ଇଡି

ନୂଆଦିଲ୍ଲୀ: ଲୋକଙ୍କୁ ସାହାଯ୍ୟ କରିବା ନାମରେ  ରାଣା ଆୟୁବ ଠକୁଥିଲେ ବୋଲି ଇଡି ପ୍ରକାଶ କରିଛି । ଗାଜିଆବାଦର ସ୍ବତନ୍ତ୍ର ଅଦାଲତରେ ଇଡି ଚାର୍ଜସିଟ୍ ଦାଖଲ କରି କହିଛି ଯେ ରାଣା ଆୟୁବ ନିଜକୁ ସାମ୍ବାଦିକ ପରିଚୟ ଦେଉଥିଲେ ଏବଂ ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ  ଲୋକଙ୍କଠାରୁ ମୋଟା…

ବାବା କେଦାରନାଥଙ୍କୁ ଦର୍ଶନ କଲେ ମୁକେଶ ଅମ୍ବାନି , କେଦାରନାଥ ଧାମରେ ମିଳିବ ଆଇସିୟୁ ସୁବିଧା

ଡେରାଡୁନ: କେଦାରନାଥ ଏବଂ ବଦ୍ରିନାଥ ଧାମ ଦର୍ଶନ କରିଛନ୍ତି ରିଲିୟାନସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନି । ଏହି ଅବସରରେ ଦୁଇ ଧାମର ଉନ୍ନତି ପାଇଁ 5 କୋଟି ଟଙ୍କା ଦାନ କରିଛନ୍ତି । ପରିବାର ସହ ବାବାଙ୍କ ଦର୍ଶନ ପରେ କେଦାରନାଥରେ ଚିକିତ୍ସା ସେବା ସହ  ଆଇସିୟୁ ବ୍ୟବସ୍ଥା କରିବାକୁ…

ଲିକ୍ୱିଡ ନାଇଟ୍ରୋଜେନରେ ରଖାଯାଇଛି ୧୯୯ ଜଣଙ୍କ ଶରୀର, ଭବିଷ୍ୟତରେ ହେବେ ଜୀବନ୍ତ !

ଓଡ଼ିଶା ସମ୍ୱାଦ ବ୍ୟୁରୋ: ଜନ୍ମ ପରେ ମୃତ୍ୟୁ ସୃଷ୍ଟିର ନିୟମ। ଭାବିଲେ ଯଦି ଜନ୍ମ ପରେ ମୃତ୍ୟୁ କେବେ ବି ଆସିନଥାନ୍ତା, ତେବେ କିପରି ହୁଅନ୍ତା? ଆଜିର ବିଜ୍ଞାନ ଅସମ୍ଭବକୁ ସମ୍ଭବ କରୁଛି। ଆମେରିକାରେ ଏପରି ଏକ ପ୍ରକଳ୍ପ ତିଆରି ହୋଇଛି ଯେଉଁଠି ଲୋକଙ୍କର ମୃତ୍ୟୁ ଆସିବ ନାହିଁ ଏବଂ ସେମାନଙ୍କ…

ଚାଲିଛି ‘ୱାର୍କ ଫ୍ରମ ପବ୍’ର ଟ୍ରେଣ୍ଡ, ମିଳୁଛି ଅନଲିମିଟେଡ ଖାଦ୍ୟ

ଓଡ଼ିଶା ସମ୍ୱାଦ ବ୍ୟୁରୋ: କୋଭିଡ଼ ସଙ୍କଟ ପରଠୁ ସାରା ବିଶ୍ୱରେ ଲକଡାଉନ ପରିସ୍ଥିତି ସୃଷ୍ଟି ହେଲା। ଆଉ ଏହି ସମୟରେ କର୍ମଚାରୀମାନେ ଘରେ ବସି ଅଫିସ କାମ କରିବାକୁ ଲାଗିଲେ। ଯଦିଓ ଆଇଟି କମ୍ପାନୀମାନଙ୍କରେ ପୂର୍ବରୁ ୱାର୍କ ଫ୍ରମ ହୋମ ନିୟମ ଥିଲା, କିନ୍ତୁ କୋରୋନା ପରଠାରୁ ଏହାକୁ ଜାରି…

ବିବାହ ବନ୍ଧନରେ ଆବଦ୍ଧ ହେବେ କିଆରା ଓ ସିଦ୍ଧାର୍ଥ, ଚାଲିଛି ସମସ୍ତ ପ୍ରସ୍ତୁତି

ନୂଆଦିଲ୍ଲୀ : ପୁଣି ଥରେ ବି ଟାଉନର ଚର୍ଚ୍ଚିତ ଯୋଡି ବାହାହେବାକୁ ଯାଉଥିବା ଖବର ମିଳିଛି।  ଖୁବଶୀଘ୍ର କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରା ହାତକୁ ଦି ହାତ ହେବେ ବୋଲି ଜଣାପଡ଼ିଛି  । ସିଦ୍ଧାର୍ଥ ଏବଂ କିଆରା ୨୦୨୩ରେ ବିବାହ କରିବାକୁ ଯାଉଛନ୍ତି। ଫିଲ୍ମ ‘ଶେରଶାହା’ରେ ଦୁହିଁଙ୍କ…

ଆଧାର କାର୍ଡ ଅପଡେଟକୁ ନେଇ ଆସିଲା ନୂଆ ଆଦେଶ !

ଓଡ଼ିଶା ସମ୍ବାଦ ବ୍ୟୁରୋ: ଯେଉଁ ବ୍ୟକ୍ତିଙ୍କୁ ୧୦ ବର୍ଷ କିମ୍ବା ତା’ଠାରୁ ଉର୍ଦ୍ଧ୍ୱ ଦିନରୁ ଆଧାର ନମ୍ବର ଏବଂ ୟୁନିକ୍ ଆଇଡି ପ୍ରଦାନ କରାଯାଇଛି ସେମାନଙ୍କୁ ନିଜର ପରିଚୟ ଏବଂ ବାସସ୍ଥାନ ପ୍ରମାଣପତ୍ରକୁ ଅପଡେଟ୍ କରିବାକୁ କୁହାଯାଇଛି। ଆଧାର ନମ୍ବର ପ୍ରଦାନ କରୁଥିବା ସରକାରୀ ସଂସ୍ଥା…