Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

[ଦେଖନ୍ତୁ ଭିଡିଓ] ଭାରତୀୟ ଫୁଟବଲ ଫେଡେରେସନକୁ ନିଲମ୍ବିତ କଲା FIFA, କ’ଣ ପଡ଼ିବ ପ୍ରଭାବ ?

ଭୁବନେଶ୍ୱର: ଭାରତୀୟ ଫୁଟବଲ୍ ଫେଡେରେସନକୁ FIFA ନିଲମ୍ବିତ କରିଛି । ଫଳରେ ଅନିଶ୍ଚିତତା ମଧ୍ୟକୁ ଚାଲି ଯାଇଛି କଳିଙ୍ଗ ଷ୍ଟାଡିୟମରେ ଅକ୍ଟୋବରରେ ହେବାକୁ ଥିବା ଫିଫା ଅଣ୍ଡର-୧୭ ମହିଳା ବିଶ୍ୱକପ୍ ଆୟୋଜନ । AIFFକୁ FIFA ନିଲମ୍ବିତ କରିବା ପରେ କଳିଙ୍ଗ ଷ୍ଟାଡିୟମରେ ଅନ୍ତର୍ଜାତୀୟ ସ୍ତରର…

‘ସଦୈବ ଅଟଳ’, ଭାରତରତ୍ନ ଅଟଳ ବିହାରୀ ବାଜପେୟୀଜୀଙ୍କ ପୁଣ୍ୟତିଥୀରେ ଶତଶତ ନମନ

ଭୂତପୂର୍ବ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କର ଆଜି ପୁଣ୍ୟତିଥି । ବାଜପେୟୀ ଥିଲେ ଜଣେ ରାଷ୍ଟ୍ରନୀତିଜ୍ଞ, ସୁବକ୍ତା ଏବଂ ପ୍ରସିଦ୍ଧ ହିନ୍ଦୀ କବି । ସ୍ୱାଧୀନ ଭାରତରେ ଅଟଳଜୀ ସମ୍ଭାଳିଥିଲେ ତିନିଥର ପ୍ରଧାନମନ୍ତ୍ରୀ ପଦ । ଜଣେ ଉଦାରବାଦୀ ନେତା ଭାବେ ବାଜପେୟୀ ଥିଲେ ବେଶ୍…

ହାମ୍ବୋନଟୋଟାରେ ପଂହଚିଲା ଚୀନ ଜାହାଜ ୟୁଆନ ୱାଙ୍ଗ ୫

କଲମ୍ବୋ: ଭାରତର ତୀବ୍ର ବିରୋଧ ସତ୍ୱେ ଶ୍ରୀଲଙ୍କାର ହାମ୍ବାନଟୋଟା ବନ୍ଦରରେ ମଙ୍ଗଳବାର ଚୀନର ଜାସୁସୀ ଜାହାଜ ୟୁଆନ ୱାଙ୍ଗ ୫ ପଂହଚିଛି । ଏହି ସ୍ପାଏ ଶିପ ଅଗଷ୍ଟ ୨୨ ପର୍ଯ୍ୟନ୍ତ ଏଠାରେ ରହିବ । ଭାରତ ସରକାର ନେଭିଙ୍କୁ ଏଥିପ୍ରତି ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସ୍ପାଏ ଶିପ…

ନଦୀକୁ ଖସିଲା ITBP ଯବାନଙ୍କୁ ନେଇ ଯାଉଥିବା ବସ୍, ୬ ଯବାନ ସହିଦ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ପହଲଗାମରେ ବଡ଼ ଧରଣର ଦୁର୍ଘଟଣା ଘଟିଛି । ନଦୀକୁ ITBP ଯବାନଙ୍କ ବସ୍ ଖସି ପଡ଼ିଛି । ତାଜା ସୂଚନା ଅନୁସାରେ ଦୁର୍ଘଟଣାରେ ୬ ଜଣ ITBP ଯବାନ ସହିଦ ହୋଇଛନ୍ତି । ଏକାଧିକ ଯବାନ ଆହତ ହୋଇଛନ୍ତି । ସେମାନଙ୍କୁ ଆର୍ମି ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଛି । ଅମରନାଥ…

ଆସନ୍ତାକାଲି ନୀତୀଶ କୁମାରଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ

ଆସନ୍ତାକାଲି ନୀତିଶ କୁମାରଙ୍କ ମନ୍ତ୍ରୀମଣ୍ଡଳରେ ୩୧ ଜଣ ମନ୍ତ୍ରୀ ଶପଥ ନେବେ। ନୀତିଶଙ୍କ ମନ୍ତ୍ରୀମଣ୍ଡଳରେ  କଂଗ୍ରେସରୁ ୨, ଆରଜେଡି ରୁ ୧୬, ଜେଡିୟୁ ୧୧, ହମର ଜଣେ ଓ ଆଉ ଜଣେ ସ୍ୱାଧୀନ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଜଣାପଡିଛି । ଆସନ୍ତାକାଲି ରାଜଭବନରେ ଦିନ ୧୧ ଟା  ୩୦ ମିନିଟରେ…

ଦଳିତଙ୍କ ଉପରେ ଅତ୍ୟାଚାର ନେଇ ବ୍ୟଥିତ, ଇସ୍ତଫା ଦେଲେ ବିଧାୟକ ପାନାଚାନ୍ଦ

ଜୟପୁର: ରାଜସ୍ଥାନର ବରିଷ୍ଠ କଂଗ୍ରେସ ବିଧାୟକ ପାନାଚନ୍ଦ ମେଘୱାଲ ଦଳିତ ଯୁବକଙ୍କ ମୃତ୍ୟୁରେ ବ୍ୟଥୀତ ହୋଇ ତାଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟଙ୍କ ନିକଟକୁ ପଠାଇଛନ୍ତି । ଦେଶ ସ୍ୱାଧୀନ ହେବା ୭୫ ବର୍ଷ ବିତି ଯାଇଥିଲେ ମଧ୍ୟ ଏବେ ବି ଦଳିତଙ୍କ ପ୍ରତି ଅତ୍ୟାଚାର କମୁ ନାହିଁ ।…

ଓମିକ୍ରନ ପାଇଁ ମଡର୍ଣ୍ଣା ଉପଯୁକ୍ତ; ବ୍ରିଟେନରୁ ଆସିଲା ଅନୁମତି

ଭୁବନେଶ୍ୱର: ଏବେ ସଂକ୍ରମଣ ହେଉଥିବା ଓମିକ୍ରନ ପାଇଁ ମଡର୍ଣ୍ଣା ଟୀକା ଉପଯୁକ୍ତ । ସୋମବାର ବ୍ରିଟେନ ଏହାକୁ ଅନୁମତି ଦେଇଛି । ଏହି ଟୀକା ବର୍ତ୍ତମାନ ସଂକ୍ରମଣ ବଢ଼ାଉଥିବା ଓମିକ୍ରନ ଏବଂ ପୂର୍ବ ମୂଳ କୋଭିଡ-୧୯ ଭାଇରସକୁ ପ୍ରତିହତ କରିବା ପାଇଁ ସମର୍ଥ ବୋଲି ବ୍ରିଟେନର ଏମଏଚଆରଏ(ମେଡିସିନ…

ସୁ କ୍ୟୁଇଙ୍କ ଦଣ୍ଡାଦେଶ ବଢ଼ାଇଲା ମ୍ୟାନମାର କୋର୍ଟ

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ତଥା ମ୍ୟାନମାରର ବହିଷ୍କୃତ ନେତା ଆଙ୍ଗ ସୁ କ୍ୟୁଇଙ୍କୁ ସ୍ଥାନୀୟ କୋର୍ଟ ଅତିରିକ୍ତ ୬ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛି । ପୂର୍ବରୁ ତାଙ୍କୁ ୪ ବର୍ଷ ଜେଲ ହୋଇଥିଲା । କୋର୍ଟର ଏହି ଦଣ୍ଡାଦେଶ ସୁ କ୍ୟୁଇଙ୍କ ପ୍ରଶଂସକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିବ…

ଭାରତ ବାୟୋଟେକର ଇଂଟ୍ରୋନାଜାଲ ଭ୍ୟାକ୍ସିନର ତୃତୀୟ କ୍ଲିନିକାଲ ଟ୍ରାଏଲ ସମ୍ପୂର୍ଣ୍ଣ

ନୂଆଦିଲ୍ଲୀ: କୋଭିଡ-୧୯କୁ ରୋକିବା ପାଇଁ ଭାରତ ବାୟୋଟେକ ଏକ ଇଂଟ୍ରୋନାଜାଲ ଭ୍ୟାକ୍ସିନ ପ୍ରସ୍ତୁତ କରୁଛି । ସୋମବାର ବିବିଭି-୧୫୪ ଭ୍ୟାକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ସମ୍ପୂର୍ଣ୍ଣ ହୋଇଥିବାରୁ ଖୁବ ଶୀଘ୍ର ଏହାକୁ ବ୍ୟବହାର କରାଯିବ ବୋଲି କମ୍ପାନୀ ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି । ଡ୍ରଗ…

ସମୁଦ୍ରରୁ ମିଳିଲା ଆଉ ଏକ ଅଦ୍ଭୁତ ଜୀବ

ୱାଶିଂଟନ: ପୃଥିବୀକୁ ଘେରି ରହିଥିବା ସମୁଦ୍ର ରହସ୍ୟରେ ଭରପୂର । ଏବେ ବୈଜ୍ଞାନିକମାନେ ମେକ୍ସିକୋ ନିକଟବର୍ତୀ ସମୁଦ୍ରରୁ ଏକ ଅଦ୍ଭୁତ ଜୀବର ସନ୍ଧାନ ପାଇଛନ୍ତି । ଏହା କୌଣସି ଏକ ଏଲିୟନ ପ୍ରଜାତିର ଅଂଶବିଶେଷ ପରି ଜଣାପଡୁଛି । ବୈଜ୍ଞାନିକମାନେ ଏହି ପ୍ରାଣୀର ନାମ ଡାର୍ଥ ଭାର୍ଡନ ନାମ ଦେଇଛନ୍ତି…