Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

‘ଆପ୍‌’କୁ ମୋଦୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ଦିନ କହିଛନ୍ତି ଯେ ଆମ୍ ଆଦମୀ ପାର୍ଟି (ଆପ୍‌) ହେଉଛି ୧୯୪୭ ପରଠାରୁ ଦେଶର ସବୁଠାରୁ ସଚ୍ଚୋଟ ଦଳ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦଳକୁ "ଅନେଷ୍ଟି ସାର୍ଟିଫିକେଟ୍‌" ପ୍ରଦାନ କରିଛନ୍ତି। କେଜ୍ରିୱାଲ ଗୋଆରେ…

ରାଜସ୍ଥାନର ଏହି ଗ୍ରାମରେ ଦୁଇ ମହଲା ଘର ମନା

ଜୟପୁର: ରାଜସ୍ଥାନରେ ଏ ଭଳି ଏକ ଗ୍ରାମ ଏବେ ବି ଅଛି ଯେଉଁଠାରେ ଦୁଇ ମହଲା ଘର କରିବା ମନା । ଏଠାରେ ଯିଏ ବି ଦୁଇ ମହଲା ଘର କରିବାକୁ ଚେଷ୍ଟା କରିଛି ଅସୁବିଧାର ସମ୍ମୁଖୀନ ହୋଇଛିି । ଚୁରୁ ଜିଲ୍ଲାର ଉଡସର ଗ୍ରାମରେ ୭୦୦ ବର୍ଷ ତଳୁ ଆଉ ଦୁଇ ମହଲା ଘର ହେଉନି । ଆସନ୍ତୁ ଜାଣିବା କଣ ପାଇଁ ସେମାନେ…

ଟୋଙ୍ଗା ପରେ ଜାପାନରେ ସୁନାମୀ ଭୟ

ଟୋକିଓ: ପ୍ରଶାନ୍ତ ମହାସାଗରର ଟୋଙ୍ଗାରେ ସୃଷ୍ଟି ହୋଇଥିବା ଭୂମିକମ୍ପ ସୁନାମୀ ପରି ମହା ପ୍ରଳୟକୁ ଡାକି ଆଣିଛି । ଏହି ବିସ୍ଫୋଟ ପରେ ଜାପାନରେ ଜଳ ପ୍ରଳୟର ବିପଦ ଦେଖା ଦେଇଛି । ଶନିବାର ରାତିରେ ଜାପାନର ଅମାମି ଓଶିମା କୂଳରେ ୪ ଫୁଟରୁ ଉଚ୍ଚ ଲହରୀ ମାଡ ହେଉଛି । ହୋକାକାଇଦୋ, କୋଚ୍ଚି ଓ…

ବିଜେପିରେ ଯୋଗ ଦେବେ ମୁଲାୟମ ସିଂ ଯାଦବଙ୍କ ବୋହୂ!

ନୂଆଦିଲ୍ଲୀ: ସୂତ୍ରରୁ ପ୍ରକାଶ ଯେ ମୁଲାୟମ ସିଂ ଯାଦବଙ୍କ ବୋହୂ ଅପର୍ଣ୍ଣା ଯାଦବ ବିଜେପିରେ ଯୋଗ ଦେଇପାରନ୍ତି। ଅପର୍ଣ୍ଣା ଯାଦବ ମୁଲାୟମ ସିଂଙ୍କ ସାନପୁଅ ପ୍ରତୀକ ଯାଦବଙ୍କ ପତ୍ନୀ। ସୂତ୍ରରୁ ପ୍ରକାଶ ଯେ କିଛି ସମୟ ଧରି ବିଜେପି ଏବଂ ଅପର୍ଣ୍ଣା ଯାଦବଙ୍କ ମଧ୍ୟରେ ଆଲୋଚନା ଚାଲିଛି।…

ପାରାଙ୍କ ଗାଁ; ଏଠାରେ ୫୦୦ରୁ ଅଧିକ ରହିଛି ପାରା ଘର

ନୂଆଦିଲ୍ଲୀ: ସେ ମଣିଷ ହେଉ ଅବା ପଶୁପକ୍ଷୀ ସମସ୍ତଙ୍କୁ ମୁଣ୍ଡ ଗୁଞ୍ଜିବା ଲାଗି ବାସଟିଏର ଆବଶ୍ୟକତା ରହିଛି।  କିନ୍ତୁ ରାଜସ୍ଥାନର ବୁନ୍ଦି ଜିଲ୍ଲାରେ ଏମିତି ଏକ ଗାଁ ଅଛି ଯାହାକୁ ପାରାମାନଙ୍କ ଗାଁ ବୋଲି କୁହାଯାଏ। ମାଙ୍ଗଳି ନଦୀ କୂଳରେ ଅବସ୍ଥିତ ଏହି ଗାଁକୁ ପକ୍ଷୀପ୍ରେମୀଙ୍କ ଗାଁ ମଧ୍ୟ…

କମିବନି କରୋନା ପ୍ରକୋପ; ରୂପ ବଦଳାଇବ ଓମିକ୍ରନ୍‌!

ନୂଆଦିଲ୍ଲୀ: ବିଶ୍ବବ୍ୟାପୀ କରୋନା ରୋଗର ବୃଦ୍ଧି ଏବଂ ଓମିକ୍ରନ୍ ବିସ୍ତାର ପରେ ବୈଜ୍ଞାନିକମାନେ କହିଛନ୍ତି ଯେ ଓମିକ୍ରନ୍ ର କ୍ଷୀପ୍ର ବିସ୍ତାର ହେଉଛି ଏକ ସଙ୍କେତ ଯାହା ଭବିଷ୍ୟତରେ କରୋନାର ନୂତନ ପ୍ରକାର ଉତ୍ପନ୍ନ ହୋଇପାରେ। ବିଶେଷଜ୍ଞମାନେ ସ୍ପଷ୍ଟ କରିଛନ୍ତି ଯେ ଦ୍ରୁତ ଗତିରେ…

ଓମିକ୍ରନ୍‌; ଡିସେମ୍ବରରୁ ରାଜଧାନୀରେ ହେଲାଣି ଗୋଷ୍ଠୀ ସଂକ୍ରମଣ

ନୂଆଦିଲ୍ଲୀ: ରିପୋର୍ଟ ଅନୁଯାୟୀ ରାଜଧାନୀ ଦିଲ୍ଲୀରେ ୨୦୨୧ ଡିସେମ୍ବରରୁ ଗୋଷ୍ଠୀ ସଂକ୍ରମଣ ହୋଇଥିବା ଜଣାପଡ଼ିଛି। ଅଧିକାଂଶ ଓମିକ୍ରନ୍ ମାମଲା ଲକ୍ଷଣବିହୀନ ଥିଲା ଏବଂ ଡାକ୍ତରଖାନାରେ ଭର୍ତ୍ତି ହେବାର ଆବଶ୍ୟକତା ନଥିଲା। ମୋଟ (୮୭.୮%) ମାମଲାରେ ସଂପୂର୍ଣ୍ଣ ଟିକାକରଣ କରାଯାଇଥିଲା।…

ହେଟ୍‌ସ୍ପିଚ୍‌ ମାମଲା; ଆକ୍ସନ ମୋଡ୍‌ରେ ପୁଲିସ; ଗିରଫ ହେଲେ ୟତି ନରସିଂହାନନ୍ଦ

ଲକ୍ଷ୍ନୌ: ଶନିବାର ଦିନ ହରିଦ୍ୱାର ହେଟ୍‌ ସ୍ପିଚ୍‌ ମାମଲାରେ ହିନ୍ଦୁ ଧାର୍ମିକ ନେତା ୟତି ନରସିଂହାନନ୍ଦଙ୍କୁ ଉତ୍ତରପ୍ରଦେଶ ପୋଲିସ ଗିରଫ କରିଥିଲା। ଧର୍ମ ସଂସଦରେ ଉତ୍ତେଜନାମୂଳକ ଭାଷଣ ମାମଲା ଏବେ ବେଶ୍‌ ଚର୍ଚ୍ଚାରେ ରହିଛି। ଜିତେନ୍ଦ୍ର ତ୍ୟାଗିଙ୍କ ଜାମିନ ଆବେଦନକୁ ଶନିବାର କୋର୍ଟ…

‘ବଚ୍ଚନ ପାଣ୍ଡେ’ ଶୁଟିଂ ସେଟରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଖିଲାଡି ଷ୍ଟାର

ମୁମ୍ବାଇ: ‘ବଚ୍ଚନ ପାଣ୍ଡେ’ର ଶୁଟିଂ ସେଟରେ ଅଗ୍ନିକାଣ୍ଡ । ଅଳ୍ପକେ ବର୍ତ୍ତିଲେ ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାର ଓ କ୍ରିତି ସାନନ୍ । ଘଟଣାସ୍ଥଳରେ ଅଗ୍ନିକୁ ଆୟତ୍ତ କରାଯାଇଛି । ବଚ୍ଚନ ପାଣ୍ଡେ ଫିଲ୍ମର ଶୁଟିଂ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କିଛି ପ୍ୟାଚ୍ କାମ ବାକି ଅଛି । ବାକି…

ଅଲିମ୍ପିକ୍ ରୌପ୍ୟ ପଦକ ବିଜେତା ମୀରାବାଇ ଚାନୁ ସାଜିଲେ ମଣିପୁର ଏଏସ୍‌ପି

ଭୁବନେଶ୍ୱର: ଭାରତୀୟ ମହିଳା ଭାରୋତ୍ତଳନକାରୀ ସାଇଖୋମ୍ ମୀରାବାଇ ଚାନୁ । ୨୦୨୦ ଟୋକିଓ ଅଲିମ୍ପିକ୍‌ରେ ପ୍ରଥମ ଭାରତୀୟ ମହିଳା ଭାବେ ରୌପ୍ୟ ପଦକ ହାସଲ କରି ସେ ଇତିହାସ ରଚିଥିଲେ । ନିକଟରେ ଏହି ଅଲିମ୍ପିଆନ୍‌ଙ୍କୁ ମଣିପୁର ସରକାର ଉପହାର ସ୍ୱରୂପ ପୋଲିସ ବିଭାଗରେ ଉଚ୍ଚପଦସ୍ତ ପାହ୍ୟା ପ୍ରଦାନ…