Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କାନାଡାରେ -୫୫ ଡିଗ୍ରୀ ତଳକୁ ଖସିଲା ପାରଦ , ଲୋକେ ହନ୍ତସନ୍ତ

ଓଟାୱା : କାନାଡାରେ -୫୫ ଡିଗ୍ରୀ ତଳକୁ ଖସିଲା ପାରଦ । ଶୀତଳ ତାପମାତ୍ରା ଏବଂ ଆର୍କଟିକ୍ ବାୟୁ ପଶ୍ଚିମ ପ୍ରଦେଶର ଅଧିକାଂଶ ସ୍ଥାନକୁ ପବନ ଥଣ୍ଡା ସହିତ -୫୫ ଡିଗ୍ରୀ ତଳକୁ ପାରଦ ଖସିଯିବାରେ ଲାଗିଛି । ଫଳରେ କାନାଡାରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । କାନାଡା ସହିତ ଆଲବର୍ଟା ,…

ଦେଶରେ ଆଉ ୨ ଟିକାକୁ ମିଳିଲା ମଞ୍ଜୁରି

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା ଭୂତାଣୁ ବିରୋଧରେ ଲଢେଇ ଜାରି ରହିଛି। କୋଭିଡ-୧୯ କୁ ପରାସ୍ତ କରିବାକୁ ଏହି ଲଢେଇ ମଧ୍ୟରେ ଭାରତକୁ ତିନୋଟି ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର ମିଳିଛି। ଦେଶରେ ଦୁଇଟି ଟିକାର ଜରୁରୀକାଳୀନ ବ୍ୟବହାରକୁ ଅନୁମତି ମିଳିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ…

ମଧ୍ୟାହ୍ନ ଭୋଜନ‌ ଖାଇ ୮୦ ଛାତ୍ରଛାତ୍ରୀ ଅସୁସ୍ଥ

ନୂଆଦିଲ୍ଲୀ: ଅତିକମରେ ୮୦ ଜଣ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ‌ ଖାଇବା ପରେ ଅସୁସ୍ଥ ହୋଇପଡିଥିବା ସୂଚନା ମିଳିଛି। ମଧ୍ୟାହ୍ନ ଭୋଜନ‌ରେ ମଲା ଝିଟିପିଟି ମିଳିଥିବା ଯୋଗୁ ଏପରି ଅଘଟଣ ଘଟିଥିବା ଜଣାପଡ଼ିଛି। ଏହି ଘଟଣା କର୍ଣ୍ଣାଟକର ହାଭେରୀ ଜିଲ୍ଲାରେ ଘଟିଛି। ଏକ ସରକାରୀ ବିଦ୍ୟାଳୟରେ…

୨୦୨୨ରେ ଦେଶରେ ଲଞ୍ଚ୍‌ ହୋଇପାରେ ୫ଜି; ପ୍ରଥମେ ଏହି ୧୩ ସହରକୁ ମିଳିବ ୫ଜି ସେବା!

ନୂଆଦିଲ୍ଲୀ: ୨୦୨୨ ମସିହାରେ ଭାରତରେ ଲଞ୍ଚ୍‌  ହୋଇପାରେ ୫ଜି। ଏହା ଦେଶବାସୀଙ୍କ ପାଇଁ ନୂଆବର୍ଷର ସବୁଠାରୁ ‌ଶ୍ରେଷ୍ଠ ଉପହାର ହୋଇପାରେ ବୋଲି କୁହାଯାଉଛି। ଟେଲି ଯୋଗାଯୋଗ ବିଭାଗ କହିଛି ଯେ ୫ଜି ଇଣ୍ଟରନେଟ୍ ସେବାର ପରୀକ୍ଷା ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଏହା ଡିସେମ୍ବର ୩୧, ୨୦୨୧…

ଓମିକ୍ରନ୍‌ ଭୟ; ରାଜଧାନୀରେ ୟେଲୋ ଆଲର୍ଟ? ଆଜି ଉଚ୍ଚସ୍ତରୀୟ ବୈଠକ କରିବେ କେଜ୍ରିୱାଲ

ନୂଆଦିଲ୍ଲୀ: ରାଜଧାନୀରେ ଓମିକ୍ରନ୍‌ ମାମଲାରେ ବୃଦ୍ଧି ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ କରିବେ। ମଧ୍ୟାହ୍ନରେ ଦିଲ୍ଲୀ ସଚିବାଳୟରେ ଏହି ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଗ୍ରେଡ୍ ରେସପନ୍ସ ଆକ୍ସନ ପ୍ଲାନର…

ସୌରଭ ଗାଙ୍ଗୁଲିଙ୍କୁ କରୋନା

କୋଲକାତା: ବିସିସିଆଇ ଅଧ୍ୟକ୍ଷ ତଥା ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ କରୋନା । ସେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତକାଲି କୋଭିଡ୍ ଟେଷ୍ଟ କରାଇଥିଲେ ଗାଙ୍ଗୁଲି । ଏହାପରେ ତାଙ୍କର ରିପୋର୍ଟ ପଜିଟିଭ୍ ବାହାରିଛି । ଏହାପରେ ଗାଙ୍ଗୁଲିଙ୍କୁ କୋଲକାତା ସ୍ଥିତି…

୧୨ କୋଟିର ମର୍ସିଡିଜ୍ ଚଢିବେ ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମର୍ସିଡିଜ୍-ମେବ୍ୟାକ୍‌ S 650ରେ ଦେଖିବାକୁ ମିଳିବ। ପିଏମ୍‌ ମୋଦୀ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବା ପାଇଁ ନୂଆ ମେବ୍ୟାକ୍‌ ଏସ୍‌ 650 ରେ ପ୍ରଥମ ଥର ପାଇଁ ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଖିବାକୁ…

ପାକିସ୍ତାନର ସାକ୍ଷରତା ହାର ସବୁଠୁ କମ୍‌; ୪୬ତମ ସ୍ଥାନରେ ଭାରତ

ନୂଆଦିଲ୍ଲୀ: ଗ୍ଲୋବାଲ୍ ଇନୋଭେସନ୍ ଇଣ୍ଡେକ୍ସ ୨୦୨୧ରେ ୧୩୨ ଅର୍ଥବ୍ୟବସ୍ଥା ମଧ୍ୟରୁ ପାକିସ୍ତାନକୁ ୯୯ ତମ ସ୍ଥାନରେ ରଖିାଯାଇଛି। ପାକିସ୍ତାନର ସାକ୍ଷରତା ହାର ଅତ୍ୟନ୍ତ ଖରାପ ସ୍ଥିତିରେ ରହିଛି। ଏହାଦ୍ୱାରା ଗବେଷଣା ଏବଂ ଶିକ୍ଷା କ୍ଷେତ୍ରରେ ନବସୃଜନରେ ଗୁରୁତ୍ୱପୂର୍ଣ୍ଣ ବିନିଯୋଗର ଅଭାବ…

ମହାରାଷ୍ଟ୍ର ଓ ଦିଲ୍ଲୀରେ ମାଡୁଛି ଓମିକ୍ରନ୍, ଦେଶରେ ୬୫୩ କେସ୍

ନୂଆଦିଲ୍ଲୀ: ଦେଶରେ କାୟା ମେଲାଉଛି ଓମିକ୍ରନ୍ । ୨୧ ରାଜ୍ୟରେ ପଶିଲାଣି କରୋନାର ନୂଆ ଭାରିଆଣ୍ଟ । ଦୈନିକ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି । ଗତ ୨୪ ଘଣ୍ଟାରେ ବାହାରିଛି ଆଉ ୭୫ ପଜିଟିଭ୍ । ଦେଶରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୬୫୩କୁ ବୃଦ୍ଧି ପାଇଛି । ଗତକାଲି ଏହି…

ମିଶନାରିଜ ଅଫ ଚ୍ୟାରିଟିର ଆକାଂଉଟ ଫ୍ରିଜ କରାଯାଇନି: ଗୃହ ମନ୍ତ୍ରଣାଳୟ

କୋଲକାତା: ମିଶନାରିଜ ଅଫ ଚ୍ୟାରିଟର ବ୍ୟାଙ୍କ ଆକାଂଉଟକୁ ଫ୍ରିଜ କରାଯାଇ ନାହିଁ ବୋଲି ଆଜି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସ୍ପଷ୍ଟ କରିଛି । ସୋମବାର ମଦର ଟେରେସାଙ୍କ ଦ୍ୱାରା ପ୍ରତିଷ୍ଠିତ ଚ୍ୟାରିଟ ବ୍ୟାଙ୍କ ଆକାଂଉଟଗୁଡିକ କେନ୍ଦ୍ର ସରକାର ଅଚଳ କରି ଦେଇଛନ୍ତି ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ…