Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପୂର୍ବତନ ବିଜେଡି ଜିଲ୍ଲା ସମ୍ପାଦକ ଦୁର୍ଗାଚରଣ ପ୍ରଧାନଙ୍କୁ ବିଜେପିରେ ସ୍ୱାଗତ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୋଳ ଜିଲ୍ଲାର ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତଥା ବିଜେଡ଼ିର ପୂର୍ବତନ ଜିଲ୍ଲା ସମ୍ପାଦକ ଦୁର୍ଗାଚରଣ ପ୍ରଧାନଙ୍କ ସମେତ ଅନେକ ବିଜେଡ଼ି ସମର୍ଥକଙ୍କୁ ଦଳରେ ସ୍ୱାଗତ କରିଛନ୍ତି ।…

ଝରକା ଭାଙ୍ଗି ସ୍ତ୍ରୀ ଚମ୍ପଟ, ସ୍ତ୍ରୀଙ୍କୁ ଖୋଜିଦେଲେ ୫ ହଜାର ଦେବି: ସ୍ୱାମୀ

କୋଲକାତା : ଘରୁ ସ୍ତ୍ରୀ ଛାଡ଼ି ଚାଲିଯାଇଛି । ଯିଏ ମୋ ସ୍ତ୍ରୀଙ୍କୁ ଖୋଜି ଦେବ ମୁଁ ତାଙ୍କୁ ୫ ହଜାର ଟଙ୍କା ଦେବି । ସୋସିଆଲ ମିଡ଼ିଆରେ ଜଣେ ସ୍ୱାମୀ ଏଭଳି କହିଛନ୍ତି । ସମ୍ପୃକ୍ତ ସ୍ତ୍ରୀ ସାଥୀରେ ଝିଅକୁ ନେଇ ଫେରାର ହୋଇଯାଇଛନ୍ତି । ପଶ୍ଚିମବଙ୍ଗର ପିଙ୍ଗଲରେ ଏହି ଅଜବ ଘଟଣା ଘଟିଛି ।…

୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ୍‌ ପାଇଁ କୌଣସି ଡାକ୍ତରୀ ପ୍ରମାଣପତ୍ରର ଆବଶ୍ୟକତା ନାହିଁ

ନୂଆଦିଲ୍ଲୀ: ମଙ୍ଗଳବାର କେନ୍ଦ୍ର ସରକାର କହିଛନ୍ତି ଯେ ବର୍ତ୍ତମାନ ବୁଷ୍ଟର ଡୋଜ୍‌ ନେବାବେଳେ କୌଣସି ସାର୍ଟିଫିକେଟ୍ ଦେଖାଇବାର ଆବଶ୍ୟକତା ନାହିଁ। ଏହା ପୂର୍ବରୁ କୁହାଯାଇଥିଲା ଯେ ୬୦ ବର୍ଷରୁ ଅଧିକ ବୟସ୍କ ସମସ୍ତ ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ୍‌ ପାଇଁ ଡାକ୍ତରୀ ପ୍ରମାଣପତ୍ର ପ୍ରସ୍ତୁତ…

ବରଫ ଚାଦରରେ ସଜାଇ ହୋଇଛି ପର୍ଯ୍ୟଟନସ୍ଥଳି ଔଲି , ଜମୁଛି ପର୍ଯ୍ୟଟକଙ୍କ ଭିଡ

ଉତ୍ତରାଖଣ୍ଡ :ଉତ୍ତରାଖଣ୍ଡର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳି ଔଲି । ଏଠାରେ ଏବେ ତୁଷାରପାତ ଜାରି ରହିଛି । ହେଲେ ଏହି ବରଫ ପାତ ଦେଖିବା ପାଇଁ ବାହାର ରାଜ୍ୟ ସହ ଆଖପାଖ ଅଞ୍ଚଳର ଟୁରିଷ୍ଟ ମାନଙ୍କ ପ୍ରବଳ ଭିଡ ଲାଗିଛି । ପିକନିକ୍ ସିଜିନ ଚାଲିଥିବା ବେଳେ ନୂଆବର୍ଷ ପାଇଁ ପର୍ଯ୍ୟଟକଙ୍କ…

ଛେଳି ଜନ୍ମ କଲା ମଣିଷ ଆକୃତିର ଛେଳି ଛୁଆ

ଆସାମ: ଆମ ଆଖପାଖରେ ଅନେକ ସମୟରେ ଏହିପରି କିଛି ଘଟଣା ଘଟେ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଏ । ଏହି ମଧ୍ୟରେ ଆସାମର କଚାର ଜିଲ୍ଲାରୁ ଏକ ଦୃଶ୍ୟ ସାମ୍ନାକୁ ଆସିଛି । ଯାହା କିଛି ଚତ୍ମକାରଠାରୁ କମ୍ ନୁହେଁ । ଆପଣ କେବେ ଶୁଣିଛନ୍ତି ପଶୁ ମଣିଷ ଛୁଆକୁ ଜନ୍ମ ଦେବା କଥା! ହଁ ଆଜ୍ଞା ଆମେ…

ବଦଳୁଛି ୟୁଏଇ; ପ୍ରଥମ ଥର ପାଇଁ ଅଣ-ମୁସଲମାନ ଦମ୍ପତିଙ୍କୁ ମିଳିଲା ମ୍ୟାରେଜ ଲାଇସେନ୍ସ

ନୂଆଦିଲ୍ଲୀ: ବଦଳୁଛି ୟୁଏଇ। ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ପ୍ରଥମ ଥର ପାଇଁ ଜଣେ ଅଣ-ମୁସଲମାନ ଦମ୍ପତିଙ୍କୁ ସିଭିଲ୍‌ ମ୍ୟାରେଜ ଲାଇସେନ୍ସ ପ୍ରଦାନ କରିଛି। ୟୁଏଇ ଏହାକୁ ଅଧିକ ଅନ୍ତର୍ଭୂକ୍ତ କରିବା ପାଇଁ ନିକଟ ଅତୀତରେ ଏହାର ଆଇନରେ ସଂଶୋଧନ କରିଆସୁଛି। ୟୁଏଇର ମୋଟ ଜନସଂଖ୍ୟାର ୯୦ ପ୍ରତିଶତ…

ଲୁଧିଆନା କୋର୍ଟ ବିସ୍ଫୋରଣ: ଜର୍ମାନୀରୁ ଗିରଫ ହେଲା ଏସଜେଏଫ ଆତଙ୍କୀ ଯଶବିନ୍ଦର

ନୂଆଦିଲ୍ଲୀ: ଲୁଧିଆନା କୋର୍ଟ ବିସ୍ଫୋରଣ ମାମଲାରେ ଆଜି ପୋଲିସକୁ ବଡ ସଫଳତା ମିଳିଛି । ଏହାର ମାଷ୍ଟରମାଇଣ୍ଡ ଭାବେ ବିବେଚନା କରାଯାଉଥିବା ଯଶବିନ୍ଦର ସିଂ ମୁଲତାନୀଙ୍କୁ ପୋଲିସ ଜର୍ମାନୀରେ ଗିରଫ କରି ପଚରାଉଚରା କରୁଛି । ଶିଖ ଫର ଜଷ୍ଟିସ (ଏସଜେଏଫ)ର ସକ୍ରିୟ ସଦସ୍ୟ ତଥା ଆତଙ୍କୀ ଯଶବିନ୍ଦର…

ଟିଏମ୍‌ସି ସାଂସଦ ଡେରେକ୍‌ ଓ’ବ୍ରାଇନ୍ କରୋନା ପଜିଟିଭ୍

କୋଲକାତା: ମଙ୍ଗଳବାର ଦିନ ଟିଏମ୍‌ସି ସାଂସଦ ଡେରେକ ଓ’ବ୍ରାଇନ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଡେରେକ ଓ’ବ୍ରାଇନ୍ ଟ୍ୱିଟର ଏକ ପୋଷ୍ଟରେ କହିଛନ୍ତି ଯେ ତାଙ୍କର ମଧ୍ୟମ ଧରଣର ଲକ୍ଷଣ ରହିଛି ଏବଂ ସେ ଘରେ ଅଲଗା ରହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ସେ ସର୍ବଦା 'ଅଲ୍‌ଟ୍ରା…

ଶିରିଡି ସାଇବାବାଙ୍କ ଦର୍ଶନ ବନ୍ଦ

ରାତିରେ ଶିରିଡି ସାଇବାବାଙ୍କ ଦର୍ଶନ ବନ୍ଦ ।  କରୋନା ନୂଆ ଭାରିଏଣ୍ଟ ଓମିକ୍ରନ ବଢୁଥିବା ମାମଲା ଦେଖି ମହାରାଷ୍ଟ୍ର ସରକାର ସଂପୂର୍ଣ୍ଣ ରାଜ୍ୟରେ ରାତି ୯ ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହାକୁ ଦୃଷ୍ଟିରେ ଦେଖି ଶିରିଡି ସାଇ ବାବା ସଂସ୍ଥା…

କାନାଡାରେ -୫୫ ଡିଗ୍ରୀ ତଳକୁ ଖସିଲା ପାରଦ , ଲୋକେ ହନ୍ତସନ୍ତ

ଓଟାୱା : କାନାଡାରେ -୫୫ ଡିଗ୍ରୀ ତଳକୁ ଖସିଲା ପାରଦ । ଶୀତଳ ତାପମାତ୍ରା ଏବଂ ଆର୍କଟିକ୍ ବାୟୁ ପଶ୍ଚିମ ପ୍ରଦେଶର ଅଧିକାଂଶ ସ୍ଥାନକୁ ପବନ ଥଣ୍ଡା ସହିତ -୫୫ ଡିଗ୍ରୀ ତଳକୁ ପାରଦ ଖସିଯିବାରେ ଲାଗିଛି । ଫଳରେ କାନାଡାରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । କାନାଡା ସହିତ ଆଲବର୍ଟା ,…