Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

[ଭିଡିଓ] ସଫାରୀ ଜିପ୍ ଉପରେ ଆକ୍ରମଣ କଲା କ୍ରୋଧ ଜର୍ଜରିତ ହାତୀ

ଭୁବନେଶ୍ୱର: କ୍ୟାମେରାରେ କଏଦ ହୋଇଛି ମଦମସ୍ତ ଜଙ୍ଗଲି ହାତୀର ଆକ୍ରମଣର ଦୃଶ୍ୟ । କ୍ରୋଧ ଜର୍ଜରିତ ଅବସ୍ଥାରେ ଗୋଟିଏ ହାତୀ ସଫାରୀ ଜିପ୍ ଉପରେ କରିଥିଲା ଅତର୍କିତ ଆକ୍ରମଣ । ଆକ୍ରମଣର ଦୃଶ୍ୟ ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଦକ୍ଷିଣ ଆଫ୍ରିକାର ସେଲାଟି ଗେମ୍…

ନିଲାମ ହେବ “Wikipedia” ପ୍ରତିଷ୍ଠାତା ଜିମି ୱେଲ୍ସଙ୍କ ପର୍ସନାଲ୍ କମ୍ପ୍ୟୁଟର୍‌

ଭୁବନେଶ୍ୱର: ୨୦୦୧, ଜାନୁଆରୀ ୧୫'ରେ ୱିକିପିଡିଆକୁ ପ୍ରତିଷ୍ଠା କରିଥିଲେ ଜିମି ୱେଲ୍ସ । ସେବେଠୁ କୋଟିକୋଟି ଲୋକ ଇଣ୍ଟରନେଟରେ ଅକଳ୍ପନୀୟ ଢଙ୍ଗରେ ଉପକୃତ ହୋଇପାରିଛନ୍ତି । ପ୍ରାୟ ୨୦ ବର୍ଷ ପୂର୍ବେ ଜିମି ଅନଲାଇନ୍ ରେଫେରେନ୍ସ ରିସୋର୍ସ ପ୍ରୋଗ୍ରାମିଂ ପାଇଁ ଏକ କମ୍ପ୍ୟୁଟର (Strawberry…

ଋଷ୍ ସହଯୋଗରେ ଭାରତରେ ତିଆରି ହେବ ‘AK-203 ରାଇଫଲ୍ସ’

ନୂଆଦିଲ୍ଲୀ :  ଭାରତୀୟ ସେନା ନିଜକୁ ପ୍ରସ୍ତୁତ କରିବା ପାଇଁ ଜୋରଦାର ଉଦ୍ୟମ ଚଳାଇଛି। ଏବେ ଦେଶର ତିଆରି ହେବ ଶକ୍ତିଶାଳୀ ବନ୍ଧୁକ AK-203 ଆସଲ୍ଟ ରାଇଫଲ୍। ଏଥିପାଇଁ ଭାରତ ସରକାର ଅନୁମତି ପ୍ରଦାନ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ , ଉତ୍ତରପ୍ରଦେଶ ଅମେଠିର କୋରୱାରେ ଏହା ତିଆରି କରାଯିବ…

୩୮ ଦେଶକୁ ବ୍ୟାପିଲା ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍

ନୂଆଦିଲ୍ଲୀ : ୩୮ଟି ଦେଶକୁ ବ୍ୟାପିଲା କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ । ତେବେ ବର୍ତ୍ତମାନ ସୁଦ୍ଧା କୌଣସି ଓମିକ୍ରନ ଜନିତ ମୃତ୍ୟୁ ହୋଇନାହିଁ ବୋଲି କହିଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ । ଏବେ ବି ଓମିକ୍ରନ ସମ୍ପର୍କରେ ସବିଶେଷ ତଥ୍ୟ ଜଣାପଡିନି ଏବଂ ଆସନ୍ତା କିଛି ସପ୍ତାହ ମଧ୍ୟରେ ଏହି…

ପରଲୋକରେ ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆ

ନୂଆଦିଲ୍ଲୀ : ପରଲୋକରେ ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆ । କରୋନାରେ ଆକ୍ରାନ୍ତ ହୋଇ ଚିକତ୍ସିତ ହେଉଥିବା ସମୟରେ ୬୭ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ବିନୋଦଙ୍କର ମୃତ୍ୟୁ ହୋଇଥିବା ଖବର ଝିଅ ଅଭିନେତ୍ରୀ ମଲ୍ଲୀକା ଦୁଆ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ରବିବାର ଦିନ ଦିଲ୍ଲୀରେ ତାଙ୍କର…

ଚନ୍ଦ୍ରରେ ରହସ୍ୟମୟ ଘର ଠାବ କଲା ଚାଇନିଜ୍ ରୋଭର୍

ଭୁବନେଶ୍ୱର: ଚନ୍ଦ୍ରରେ ଏକ ସମ୍ଭାବ୍ୟ ଘର ଠାବ କରିଛି ଚାଇନିଜ୍ ରୋଭର୍ । ଏ ନେଇ ଏକ ଫଟୋ ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଚାଇନାର ୟୁଟୁ-୨ ରୋଭର୍ ଖୁବଶୀଘ୍ର ଚନ୍ଦ୍ରରେ ଥିବା ଏହି ରହସ୍ୟମୟ ଘରକୁ ନେଇ ଅଧିକ ତଥ୍ୟ ସାମ୍ନାକୁ ଆଣିବ । ନ୍ୟୁଜ୍ ୯ର ରିପୋର୍ଟ ଅନୁଯାୟୀ…

ଗୁଜୁରାଟରୁ ଜଣେ ଓମିକ୍ରନ ପଜିଟିଭ୍ ଚିହ୍ନଟ , ଜିମ୍ବାୱେରୁ ଫେରିଥିଲେ ସଂକ୍ରମିତ

ଗୁଜୁରାଟ :ଭାରତରେ ଓମିକ୍ରନ ଭାରିଆଣ୍ଟ  ତାର କାୟା ବିସ୍ତାର କରିବାରେ ଲାଗିଛି । କର୍ଣ୍ଣାଟକ ବେଙ୍ଗାଲୁର ପରେ ଏବେ ଗୁଜୁରାଟ ଜାମନଗରରୁ ଜଣେ ଓମିକ୍ରନ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବ୍ୟକ୍ତି ଜଣକ ଜିମ୍ବାୱରୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ  ପକ୍ଷରୁ ସୂଚନା ମିଳିଛି।ସଂକ୍ରମିତ…

ରାଜସ୍ଥାନରୁ ବ୍ରାଉନ୍‌ସୁଗର ମାଫିଆ ଅଜବହର ଗିରଫ

ଭୁବନେଶ୍ୱର : କ୍ରାଇମ୍‌ବ୍ରାଞ୍ଚ ଏସଟିଏଫ୍‌କୁ ବଡ଼ ସଫଳତା । ରାଜସ୍ଥାନରୁ ବ୍ରାଉନ୍‌ସୁଗାର ମାଫିଆ ଅଜବହରକୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ । ଗିରଫ ପରେ ରାଜସ୍ଥାନ ଯୋଧପୁରରୁ ଅଜବହରକୁ ଓଡିଶା ଆଣୁଛି ଏସ୍‌ଟିଏଫ୍‌ର ସ୍ୱତନ୍ତ୍ର ଟିମ୍‌ । ଆନ୍ତଃରାଜ୍ୟ ବ୍ରାଉନସୁଗାର ବେପାରୀଙ୍କ …

ବିଦେଶୀ ଯାତ୍ରୀଙ୍କ ହୋମ୍ କ୍ୱାରେଣ୍ଟାଇନ ପାଇଁ ବିଏମସିର ସ୍ୱତନ୍ତ୍ର ଗାଇଡ଼ଲାଇନ୍

ମୁମ୍ବାଇ: ଓମିକ୍ରନ ଭାରିଏଣ୍ଟ କାୟା ବିସ୍ତାର କରିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ବ୍ରିହାନମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ(ବିଏମସି) ବିଦେଶରୁ ଆସୁଥିବା ଲୋକମାନଙ୍କ ହୋମ କ୍ୱାରେଣ୍ଟାଇନ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛି । ଗ୍ରେଟର ମୁମ୍ବାଇ ମ୍ୟୁନିସିପାଲ…

ମହିଳାଙ୍କ ବିବାହକୁ ନେଇ ତାଲିବାନର ନୂଆ ନିଷ୍ପତ୍ତି

କାବୁଲ : ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ମହିଳାଙ୍କ ବିବାହକୁ ନେଇ ସ୍ୱତନ୍ତ୍ର ନିଷ୍ପତି ନେଇଛନ୍ତି। ପୂର୍ବରୁ ତାଲିବାନି ମହିଳାଙ୍କ ବଳପୂର୍ବକ ବିବାହ କରାଯାଉଥିବା ଅଭିଯୋଗ ହେଉଥିଲା। ହେଲେ ଶୁକ୍ରବାର ସଙ୍ଗଠନ ଏହି ବଳ ପୂର୍ବକ ବିବାହ ଉପରେ ରୋକ ଲଗାଇଛନ୍ତି। ତାଲିବାନର ସର୍ବୋଚ୍ଚ…