Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବାତ୍ୟା ‘ଜୱାଦ’ ପାଇଁ ଆନ୍ଧ୍ରପ୍ରଦେଶରେ ୫୪ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି

ଆନ୍ଧ୍ରପ୍ରଦେଶ : ବାତ୍ୟା 'ଜୱାଦ' ପାଇଁ ୫୪ ହଜାର ଲୋକଙ୍କୁ କରାଗଲାଣି ସ୍ଥାନାନ୍ତର। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଜୱାଦ ସ୍ଥଳଭାଗ ମୁହାଁହେବ ବୋଲି ଆଶଙ୍କା କରାଯାଉଛି।ଏହାକୁ ନେଇ ଆଜି ଆନ୍ଧ୍ରପ୍ରଦେଶରେ ୫୪ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛିା ୩ ଟି ଜିଲ୍ଲାରୁ ମୋଟ ୫୪ ହଜାର…

ଟିକା ନେଇ ନଥିଲେ ହୋଟେଲ୍ ଓ ମଲରେ ନୋ ଏଣ୍ଟ୍ରି

ବେଙ୍ଗାଳୁରୁ: ଟିକା ନେଇନଥିଲେ ହୋଟେଲ୍, ମଲରେ ମିଳିବନି ପ୍ରବେଶ ଅନୁମତି । ସର୍ବସାଧାରଣ ସ୍ଥାନରେ ସେମାନଙ୍କ ପାଇଁ ନୋ ଏଣ୍ଟ୍ରି ରହିବ । ଭାରତରେ ଓମିକ୍ରନ୍ ଭାରିଆଣ୍ଟ ଜନିକ କରୋନା ସଂକ୍ରମିତ ଚିହ୍ନଟ ପରେ ତାମିଲନାଡୁରେ ଏଭଳି କଟକଣା ଜାରି ହୋଇଛି । ମଦୁରାଇ ପ୍ରଶାସନ ଏଭଳି ନିର୍ଦ୍ଦେଶନାମା…

ତଥ୍ୟର ଗୋପନୀୟତା, କ୍ରିପ୍ଟୋକରେନ୍ସି ବିଲ୍ ଓ ବ୍ଲକ୍‌ଚେନ୍ ପ୍ରଯୁକ୍ତିକୁ ମୁକେଶ ଅମ୍ବାନିଙ୍କ ସମର୍ଥନ

ଭୁବନେଶ୍ବର : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି ତଥ୍ୟର ଗୋପାନୀୟତା ଓ କ୍ରିପ୍ଟୋକରେନ୍ସି ସମ୍ପର୍କିତ ବିଲ୍‌କୁ ଦୃଢ଼ ସମର୍ଥନ କରିଛନ୍ତି । ସରକାର ଭବିଷ୍ୟତକୁ ସୁହାଇବା ଭଳି ନୀତି ଓ ନିୟମ ଆଣୁଥିବା ସେ କହିଛନ୍ତି । ଇଣ୍ଟରର…

ସୋସିଆଲ ମିଡିଆ ଟ୍ବିଟରରେ ହ୍ରାସ ପାଇଲା ଫଲୋଅର୍ସଙ୍କ ସଂଖ୍ୟା

ନୂଆଦିଲ୍ଲୀ : ସୋସିଆଲ ମିଡିଆ ଟ୍ବିଟରରେ ହ୍ରାସ ପାଇଲା ଫଲୋଅର୍ସଙ୍କ ସଂଖ୍ୟା । କିଛି ୟୁଜରଙ୍କ ଫଲୋଅର୍ସଙ୍କ ସଂଖ୍ୟା ୫୦୦ରୁ ଅଧିକ ହ୍ରାସ ପାଇଛି । ସେହିପରି ଆଉ କିଛି ୟୁଜରଙ୍କ ଫଲୋଅର୍ସ ସଂଖ୍ୟା ୧ ଲକ୍ଷରୁ ଅଧିକ ହ୍ରାସ ପାଇଛି । ଟ୍ବିଟରର ନୂଆ ସିଇଓ ଭାବେ ପରାଗ ଅଗ୍ରଓ୍ବାଲ ଯୋଗଦେବା ପରେ…

ୟୁରୋପୀୟ ରାଷ୍ଟ୍ରସଂଘରେ ବିତ୍ପାତ ରଚିପାରେ ଓମିକ୍ରନ

ନୂଆଦିଲ୍ଲୀ : ଆସନ୍ତା କିଛି ମାସ ମଧ୍ୟରେ ୟୁରୋପୀୟ ରାଷ୍ଟ୍ରସଂଘରେ ବିତ୍ପାତ ରଚିପାରେ ଓମିକ୍ରନ । ଏପରିକି ୟୁରୋପରେ କୋଭିଡରେ ଯେତେ ସଂଖ୍ୟକ ଲୋକ ସଂକ୍ରମିତ ହୋଇଥିଲେ, ତାହାର ଅଧାରୁ ଅଧିକ ଲୋକ ଓମିକ୍ରନ ଜରିଆରେ ସଂକ୍ରମିତ ହୋଇପାରନ୍ତି । ଏହି ଚେତାବନୀ ଦେଇଛି ୟୁରୋପୀୟ ରାଷ୍ଟ୍ରସଂଘର…

କଙ୍ଗନାଙ୍କ ଗାଡି ଆଗରେ ବିକ୍ଷୋଭ

ଚଣ୍ଡୀଗଡ: ପଙ୍ଗା କୁଇନ କଙ୍ଗନା ରାନାୱତ ଆଜି ପଞ୍ଜାବ ଯାଉଥିବା ବେଳେ ତୀବ୍ର ବିରୋଧର ସମ୍ମୁଖୀନ ହୋଇଛନ୍ତି । ଚଣ୍ଡୀଗଡ-ଉନା ହାଇୱେ ନିକଟରେ କୃଷକମାନେ ତାଙ୍କ ଗାଡି ଅଟକାଇ ଦେଇଥିଲେ । ପୋଲିସ ଓ କଡା ସୁରକ୍ଷା ବ୍ୟବସ୍ଥା ସତ୍ୱେ ପ୍ରାୟ ୧ ଘଂଟା ଧରି ବିକ୍ଷୋଭକାରୀମାନେ କଙ୍ଗନାଙ୍କୁ ଅଟକାଇ…

ଓମିକ୍ରନ ଚିନ୍ତା: ୧୦ ଦକ୍ଷିଣ ଆଫ୍ରିକା ଫେରନ୍ତା ନିଖୋଜ

ବେଙ୍ଗାଲୁରୁ: ଓମିକ୍ରନ ନେଇ ସତର୍କତା ଅବଲମ୍ବନ କରିବାକୁ ବାରମ୍ବାର କୁହାଯାଇଥିଲେ ମଧ୍ୟ ଏବେ ବି ଲୋକେ ଏହାକୁ ବେଖାତିର କରୁଛନ୍ତି । ବାଙ୍ଗାଲୋରରେ ୧୦ଜଣ ଆଫ୍ରିକା ଫେରନ୍ତାଙ୍କ ପତା ଏ ପର୍ଯ୍ୟନ୍ତ ମିଳୁ ନ ଥିବାରୁ ପ୍ରଶାସନ ଚିନ୍ତାରେ ପଡି ଯାଇଛି । କରୋନା ଟେଷ୍ଟ କରାଇବା ପରେ ସେମାନେ…

ୟାହୁ ସର୍ଚ୍ଚରେ ମୋଦୀ ଶୀର୍ଷରେ, କୋହଲି ଦ୍ୱିତୀୟ

ନୂଆଦିଲ୍ଲୀ: ୟାହୁ ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥିବା ଭାରତର ଲୋକପ୍ରିୟ ବ୍ୟକ୍ତିଙ୍କ ସୂଚୀ ଜାରୀ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଲିକାରେ ଶୀର୍ଷ ସ୍ଥାନ ହାସଲ କରିଥିବା ବେଳେ କ୍ରିକେଟର ବିରାଟ କୋହଲି ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା…

[ଭିଡିଓ] ଦାଢି କାଟିବାକୁ ସେଲୁନରେ ପହଂଚିଲା ମାଙ୍କଡ, ଆଉ ତା ପରେ…

ଭୁବନେଶ୍ୱର: ମଣିଷଙ୍କୁ ନକଲ କରିବାରେ ମାଙ୍କଡ ଭଳି ପଶୁ ବେଶ ମାହିର । ଏ ନେଇ ସୋସିଆଲ ମିଡିଆରେ ଅନେକ କୌତୁକିଆ ଭିଡିଓ ମଧ୍ୟ ରହିଛି । ହେଲେ ନିକଟରେ ଗୋଟିଏ ମାଙ୍କଡ ସେଲୁନରେ ପହଂଚିଥିଲା । ଆଉ ତା ପରେ ଯାହା ଘଟିଥିଲା, ସେହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି…

ଓମିକ୍ରନ ସଂକ୍ରମିତ ଚିହ୍ନଟ ଡ଼ାକ୍ତରଙ୍କ ସଂସ୍ପର୍ଶରେ ଆସି ୫ଜଣ କରୋନା ପଜିଟିଭ୍

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଓମିକ୍ରନ ଚିହ୍ନଟ ଡ଼ାକ୍ତରଙ୍କ ସଂସ୍ପର୍ଶରେ ଆସିଥିବା ୫ଜଣ କରୋନା ପଜିଟିଭ ହୋଇଛନ୍ତି । ଓମିକ୍ରନ ସଂକ୍ରମିତ ଡାକ୍ତର ଜଣଙ୍କ ବନେରଘାଟ ରାଡ୍ରେ ଥିବା ଏକ ହସ୍ପିଟାଲରେ କାର୍ଯ୍ୟରତ ଅଛନ୍ତି । ଦୁଇ ଜଣ ପରିବାର ସଦସ୍ୟ ଓ ତାଙ୍କର ଜଣେ ସହଯୋଗୀ କରୋନା ପଜିଟିଭ ଚିହ୍ନଟ…