Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କରୋନାରେ ଅନାଥ ହୋଇଛନ୍ତି ପ୍ରାୟ ୧ ଲକ୍ଷ ଶିଶୁ

ନୂଆଦିଲ୍ଲୀ: ବିଶ୍ବର ସର୍ବାଧିକ କରୋନାଭାଇରସ୍ ମୃତ୍ୟୁ ହାର ଥିବା ପେରୁରେ ପ୍ରାୟ ୧୦୦,୦୦୦ ପିଲା କରୋନାରେ ନିଜ ପିତାମାତାଙ୍କୁ ହରାଇଥିବା ରିପୋର୍ଟ ହୋଇଛି। "ଦୁର୍ଭାଗ୍ୟବଶତଃ ଆମ ଦେଶରେ ପ୍ରାୟ ୯୮,୦୦୦ ପିଲା ଅଛନ୍ତି, ଯେଉଁମାନେ ମହାମାରୀ ସମୟରେ ସେମାନଙ୍କ ପିତା, ମାତା କିମ୍ବା…

ଚଳିତ ମାସ ଶେଷ ସୁଦ୍ଧା ୪ ରୁ ୮ ଲକ୍ଷରେ ପହଞ୍ଚିପାରେ ଦୈନିକ ମାମଲା

ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଚଳିତ ମାସ ଶେଷ ସୁଦ୍ଧା ଏହା ଶିଖରରେ ପହଞ୍ଚିବ। ଆଇଆଇଟି କାନପୁରର ପ୍ରଫେସର ମହେନ୍ଦ୍ର ଅଗ୍ରୱାଲ କହିଛନ୍ତି ଯେ ଏହି ପିକ୍‌ ସମୟରେ ଦେଶରେ ପ୍ରତିଦିନ ୪ ରୁ ୮ ଲକ୍ଷ ମାମଲା ଦେଖିବାକୁ ମିଳିପାରେ। କେବଳ ଏତିକି…

ମୁମ୍ବାଇକୁ ପୁଣି ଫେରିବ ଲକ୍‌ଡାଉନ୍‌?

ମୁମ୍ବାଇ: ମୁମ୍ବାଇରେ ଦୈନିକ କରୋନା ମାମଲା ପ୍ରାୟ ୨୦ ହଜାର ପାଖାପାଖି ରହୁଛି। ଏଭଳି ପରିସ୍ଥିତିରେ ଦେଶର ଆର୍ଥିକ ରାଜଧାନୀରେ ଲକ୍‌ଡାଉନ୍‌ ପକାଯିବା ନେଇ ଆଶଙ୍କା କରାଯାଉଛି। ସହରର ମେୟର କହିଛନ୍ତି ଯେ ଯଦି ସହରର ଦୈନନ୍ଦିନ ମାମଲା ୨୦ ହଜାର ଟପିବ , ତେବେ ଆମେ ଲକ୍‌ଡାଉନ୍‌କୁ ଉପରେ…

ରାଜଧାନୀରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ଚିନ୍ତାରେ ସରକାର

ନୂଆଦିଲ୍ଲୀ: ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ଶୁକ୍ରବାର ଦିନ କହିଛନ୍ତି ଯେ ଗତ ୨୪ ଘଣ୍ଟା ମଧ୍ୟରେ ସହରରେ ପ୍ରାୟ ୧୭,୦୦୦ ତାଜା ମାମଲା ରିପୋର୍ଟ ହୋଇଛି। ସେ ଏହା ମଧ୍ୟ କହିଛନ୍ତି ଯେ ଦିଲ୍ଲୀରେ କରୋନାର ପଞ୍ଚମ ଲହର ଦେଖିବାକୁ ମିଳିଛି। ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, "ଗତ ୨୪…

ଜମ୍ମୁକଶ୍ମୀର ବଡଗାମ ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ

ଜମ୍ମୁକଶ୍ମୀର : ଜମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀକୁ ବଡ ସଫଳତା । ଜମ୍ମୁକଶ୍ମୀର ବଡଗାମ ଜିଲ୍ଲାରେ ସୁରକ୍ଷା କର୍ମୀଙ୍କ ଏନକାଉଣ୍ଟରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।ସୂଚନା ଅନୁସାରେ ଜୋଲୱା ଗାଁ ରେ ଏହି ଏନକାଉଣ୍ଟର ହୋଇଥିଲା । ଗତକାଲି ରାତିରୁ ଚାଲିଥିବା ଏନକାଉଣ୍ଟର ତିନି ଜଣ…

ଦେଶରେ ୩୦୦୦ ଟପିଲା ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ବଢିଚାଲିିଛି ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା। ଦେଶରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦୦ ଟପିଛି। ସେଥିରୁ ୧,୧୯୯ ରୋଗୀ ମଧ୍ୟ ଆରୋଗ୍ୟ ଲାଭ କରିଛନ୍ତି। ୨୭ ଟି ରାଜ୍ୟକୁ ମାଡିଗଲାଣି ମାରାତ୍ମକ ଓମିକ୍ରନ୍‌। ‌ଦେଶରେ ଦୈନିକ ପଜିଟିଭିଟି ହାର ବର୍ତ୍ତମାନ ୭.୭୪…

କୋଭିଡ୍‌ ରୋଗୀଙ୍କୁ ଫ୍ରୁଟ୍‌ ବାସ୍କେଟ୍‌ ସହ ‘ଶୀଘ୍ର ସୁସ୍ଥ ହେବା’ ବାର୍ତ୍ତା ପଠାଇଲେ ମମତା

କୋଲକାତା: ମମତା ବାନାର୍ଜୀ ରାଜ୍ୟରେ କୋଭିଡ ରୋଗୀଙ୍କ ପାଇଁ ଏକ ନିଆରା ପଦକ୍ଷେପ ଆରମ୍ଭ କରିଛନ୍ତି। ରୋଗୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ 'ଶୀଘ୍ର ସୁସ୍ଥ ହେବା' ବାର୍ତ୍ତା ସହିତ ସରକାର ଏକ ଫଳ ଟୋକେଇ ମଧ୍ୟ ପଠାଉଛନ୍ତି। ଏପର୍ଯ୍ୟନ୍ତ ପ୍ରାୟ ୧୦,୦୦୦ ଫଳ ଟୋକେଇ ପ୍ରସ୍ତୁତ ହୋଇ କୋଲକାତାରେ ବଣ୍ଟନ…

ରେକର୍ଡ ଭାଙ୍ଗିଲା କରୋନା ମାମଲା; ୨୪ ଘଣ୍ଟାରେ ୧ ଲକ୍ଷରୁ ଅଧିକ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ସର୍ବାଧିକ ୧,୧୭,୧୦୦ ନୂତନ ମାମଲା ରିପୋର୍ଟ ହୋଇଛି।ଯାହା ପୂର୍ବ ଦିନ ତୁଳନାରେ ୨୮.୮% ଅଧିକ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ପ୍ରଦତ୍ତ ତଥ୍ୟରେ ଦର୍ଶାଯାଇଛି। ଶେଷ ଥର ପାଇଁ ଜୁନ୍‌ ୬ରେ ଭାରତର ଦୈନିକ ମାମଲା ୧ ଲକ୍ଷ…

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ତ୍ରୁଟିକୁ ନେଇ ଗୃହମନ୍ତ୍ରଣାଳୟ ପକ୍ଷରୁ କମିଟି ଗଠନ

ନୂଆଦିଲ୍ଲୀ: ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟିକୁ ନେଇ ରାଜନୈତିକ ମାହଲ ସରଗରମ ହେବାରେ ଲାଗିଛି । ଗୋଟେପଟେ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟିକୁ ନେଇ ପଞ୍ଜାବ ସରକାରଙ୍କୁ ଟାର୍ଗେଟ କରୁଛି ବିଜେପି । ଅନ୍ୟପଟେ ପଞ୍ଜାବ ସରକାର କହିଛନ୍ତି କି ସୁରକ୍ଷା…

ମାଓବାଦୀ ପ୍ରଜାକୋର୍ଟରେ ତିନିଜଣଙ୍କୁ ମୃତ୍ୟୁଦଣ୍ଡ

ମାଲକାନଗିରି: ପ୍ରତିଦିନ ସାମ୍ନାକୁ ଆସୁଛି ମାଓ ଶିବିର ଠାବ ଖବର ସାଙ୍ଗକୁ ଏନ୍‌କାଉଣ୍ଟର୍ ଘଟଣା । ତଥାପି ଚୁପ୍ ବସିନାହାଁନ୍ତି ମାଓ ସଙ୍ଗଠନ । ଖାସ କରି ଓଡିଶାର ମାଲକାନଗିରି ଓ ଛତିଶଗଡ ରାଜ୍ୟରେ ସକ୍ରିୟ ରହିଛନ୍ତି ଲାଲ ବାହିନୀ । ଆଜି ପ୍ରଜାକୋର୍ଟରେ ତିନିଜଣଙ୍କୁ ଇନ୍‌ଫର୍ମର୍ ସନ୍ଦେହରେ…