Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଲଖିମ୍‌ପୁର ହିଂସାକାଣ୍ଡ; ଗିରଫ ହେଲେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ

ନୂଆଦିଲ୍ଲୀ: ଗତ ସପ୍ତାହରେ ଉତ୍ତରପ୍ରଦେଶର ଲଖିମ୍‌ପୁର ଖେରୀରେ ଘଟିଥିବା ହିଂସାକାଣ୍ଡ ଘଟଣାରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଗିରଫ କରାଯାଇଛି। ଗିରଫ ହେବା ପୂର୍ବରୁ ଶନିବାର ଦିନ ଲଖିମ୍‌ପୁର ଖେରୀସ୍ଥିତ କ୍ରାଇମ ବ୍ରାଞ୍ଚ କାର୍ଯ୍ୟାଳୟରେ ତାଙ୍କୁ ୧୨ ଘଣ୍ଟା…

ଆଫଗାନିସ୍ତାନ କୁଣ୍ଡୁଜ ମସଜିଦ ବିସ୍ଫୋରଣ ଘଟଣାରେ ନିଜକୁ ଦାୟୀ କଲା ଆଇଏସ-କେ

ଆଫଗାନିସ୍ତାନ : ଆଫଗାନିସ୍ତାନର କୁଣ୍ଡୁଜ ମସଜିଦ ବିସ୍ଫୋରଣ ଘଟଣାରେ ନିଜକୁ ଦାୟୀ କରିଛି ଆଇଏସ-କେ । ଆଫଗାନିସ୍ତାନରୁ ଆମେରିକା ବିଦାୟ ନେବା ପରଠାରୁ ଏହି ବିସ୍ଫୋରଣ ସବୁଠାରୁ ବଡ଼ ବିସ୍ଫୋରଣ । ସ୍ଥାନୀୟ ସୟଦ ଆବାଦ ମସଜିଦରେ ଏହି ବିସ୍ଫୋରଣ ଘଟିଥିଲା । ଉକ୍ତ ମସଜିଦ ସଂଖ୍ୟାଲଘୁ ସିହା…

ଚର୍ଚ୍ଚାରେ ଆକାଂକ୍ଷା, ୯ ଫୁଟରୁ ଅଧିକ ଲମ୍ବ କେଶର ଅଧିକାରିଣୀ

ମୁୁମ୍ବାଇ: କାଳ୍ପନିକ ଦୁନିଆରେ ଅନେକ କାର୍ଟୁନ ଚରିତ୍ରଙ୍କର ଅତ୍ୟଧିକ ଲମ୍ବା କେଶ ଥିବା ଆମେ ଦେଖିଆସିଛୁ । ହେଲେ ଏବେ ଏମିତି ଜଣେ ଯୁବତୀ ସାମ୍ନାକୁ ଆସିଛନ୍ତି, ଯାହାଙ୍କୁ କେଶର ଲମ୍ବା ୩.୦୧ ମିଟର ତଥା ୯ ଫୁଟ୍ ୧୦.୫ ଇଂଚ ରହିଛି । ସବୁଠୁ ଲମ୍ବା କେଶ ରଖିବା ନେଇ ଆକାଂକ୍ଷା…

ଜମ୍ମୁ କାଶ୍ମୀରରେ ପଶିପାରେ ତାଲିବାନ; ସେନା ମୁଖ୍ୟଙ୍କ ଚେତାବନୀ

ନୂଆଦିଲ୍ଲୀ: ତାଲିବାନୀ ଜମ୍ମୁ କାଶ୍ମୀରରେ ପ୍ରବେଶ କରିବାକୁ ଚେଷ୍ଟା କରିପାରନ୍ତି ବୋଲି ସେନା ମୁଖ୍ୟ ଚେତାବନୀ ଦେଇଛନ୍ତି। ଦୁଇ ଦଶନ୍ଧି ପୂର୍ବରୁ ଆଫଗାନିସ୍ତାନରେ ତାଲିବାନ ଶାସନ ସମୟରେ ସେ ଏଭଳି ଉଦାହରଣ ମଧ୍ୟ ଦେଇଛନ୍ତି। ସେନା ମୁଖ୍ୟ ଏହା ମଧ୍ୟ କହିଛନ୍ତି ଯେ ଭାରତୀୟ ସେନା ଏପରି କୌଣସି…

କୋଇଲା ଅଭାବ; ଗମ୍ଭୀର ହୋଇପାରେ ବିଦ୍ୟୁତ ସଙ୍କଟ

ନୂଆଦିଲ୍ଲୀ: କୋଇଲା ସଙ୍କଟକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିୱାଲ। କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ରାଜଧାନୀ ଦିଲ୍ଲୀକୁ ବିଦ୍ୟୁତ ଯୋଗାଣ କରୁଥିବା ବିଦ୍ୟୁତ ଉତ୍ପାଦନ ପାଇଁ ପର୍ଯ୍ୟାପ୍ତ କୋଇଲା ଏବଂ ଗ୍ୟାସ ଯୋଗାଇବାରେ…

୧୦୦ ବିଲିୟନ ଡଲାର କ୍ଲବ୍‌ରେ ସାମିଲ ହେଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ୧୦୦ ବିଲିୟନ ଡଲାରର ସମ୍ପତ୍ତି ସହିତ ଜେଫ୍ ବେଜୋସ୍ ଏବଂ ଏଲୋନ୍ ମସ୍କଙ୍କ ସହ ବିଶ୍ୱର ସବୁଠାରୁ ସ୍ୱତନ୍ତ୍ର ଧନୀ କ୍ଲବରେ ସାମିଲ ହୋଇଛନ୍ତି। ରିଲାଏନ୍ସ ଇଣ୍ଡିଆ ଲିମିଟେଡର ଚେୟାରମ୍ୟାନ୍ ୧୧ ଜଣ ପୁରୁଷଙ୍କ ବିରଳ ଗୋଷ୍ଠୀରେ ପ୍ରବେଶ…

କାଲି ଭାରତ ଓ ଚୀନ୍ ମଧ୍ୟରେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା

ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ ଏବଂ ଚୀନ୍ ମଧ୍ୟରେ ପରବର୍ତ୍ତୀ ପର୍ଯ୍ୟାୟ ଉଚ୍ଚସ୍ତରୀୟ ସାମରିକ ଆଲୋଚନା ହେବ। ଅର୍ଥାତ୍ ରବିବାର ଦିନ ପୂର୍ବ ଲଦାଖର ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ସହିତ ଅବଶିଷ୍ଟ ଷ୍ଟାଣ୍ଡଅଫ୍ ସ୍ଥାନରୁ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ସଂକ୍ରାନ୍ତରେ ଆସନ୍ତାକାଲି…

ମନ୍ତ୍ରୀଙ୍କ ପୁଅ ପୋଲିସ ଆଗରେ ହାଜ‌ର ହେବା ପରେ ଅନଶନ ଭାଙ୍ଗିଲେ ସିଦ୍ଧୁ

ନୂଆଦିଲ୍ଲୀ: ଲଖିମପୁର ଖେରୀ ହିଂସାକାଣ୍ଡ ମାମଲାରେ ଗୃହମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ହାଜର ହେବା ପରେ ନବଜୋତ ସିଂ ସିଦ୍ଧୁ ଶନିବାର ଦିନ ଅନଶନ ଭାଙ୍ଗିଛନ୍ତି। ଗତକାଲି ନୋଟିସ ଜାରି କରାଯିବା ପରେ ଆଶିଷ ହାଜର ହୋଇନଥିଲେ। ସିଦ୍ଧୁ ଶୁକ୍ରବାର ଦିନ ଆଶିଷ ମିଶ୍ରଙ୍କ ଗିରଫଦାରୀ…

ସତ ମାନିଲେ ଆର୍ୟନ; ପାର୍ଟିକୁ ଜୋତା ଭିତରେ ଡ୍ରଗ୍ସ ଲୁଚାଇ ନେଇଥିଲେ ବନ୍ଧୁ ଅରବାଜ

ମୁମ୍ବାଇ: ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ଆର୍ୟନ ଚରସ ଖାଇଥିବାର ସ୍ୱୀକାର କରିଛନ୍ତି ଏବଂ ତାଙ୍କ ବନ୍ଧୁ ଅରବାଜ୍ ମର୍ଚାଣ୍ଟ ତାଙ୍କ ସହିତ ୬ ଗ୍ରାମର ଚରସ ଜୋତାରେ ଲୁଚାଇ ନେଇଥିବା ମଧ୍ୟ ସେ ଏନ୍‌ସିବି ସମ୍ମୁଖରେ ସ୍ବୀକାର କରିଛନ୍ତି। ଏ ନେଇ ଏନ୍‌ସିବି ପଞ୍ଚନାମା ରିପୋର୍ଟରେ ସ୍ପଷ୍ଟ…

ଆର୍ୟନଙ୍କ ଗିରଫଦାରୀକୁ ନେଇ ଏମିତି କହିଲେ ତାପସୀ

ନୂଆଦିଲ୍ଲୀ: କ୍ରୁଜ୍‌ ଡ୍ରଗ୍ସ ପାର୍ଟି ମାମଲାର ପର୍ଦ୍ଦାଫାସ୍‌ ହେବା ପରେ ବଲିଉଡ୍‌ ଷ୍ଟାର ଶାହାରୁଖ୍‌ଙ୍କ ପୁଅ ଆର୍ୟନଙ୍କ ନାଁ ସାମ୍‌ନାକୁ ଆସିଥିଲା। ଏହାପରେ ଆର୍ୟନଙ୍କ ସମେତ ୭ ଜଣଙ୍କୁ ଏନ୍‌ସିବି ନିଷିଦ୍ଧ ନିଶା ଦ୍ରବ୍ୟ କାରବାର ମାମଲାରେ ଜଡ଼ିତ ଥିବା ଅଭିଯୋଗରେ ଗିରଫ କରିଥିଲା।…